ବର୍ମିଂହାମ୍: ଟିମ୍ ଇଣ୍ଡିଆର ଦୁଇ ଓପ୍ନର୍ ରୋହିତ୍ ଶର୍ମା ଓ ଲୋକେଶ ରାହୁଲ୍ ଦମଦାର ବ୍ୟାଟିଂ କରି ବାଂଲାଦେଶ ବିପକ୍ଷରେ ଅର୍ଦ୍ଧଶତକ ମାରିଛନ୍ତି । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ...
ମୁମ୍ବାଇ: ନାଇଜେରିଆରେ ଜଳଦସ୍ୟୁଙ୍କ କବଳରୁ ମୁକୁଳି ଆଜି ଓଡ଼ିଆ ନାବିକ ସୁଦୀପ କୁମାର ଚୌଧୁରୀଙ୍କ ସମେତ ୫ ଜଣ ଭାରତୀୟ ନାବିକ ସ୍ୱଦେଶ ଫେରିଛନ୍ତି। ମୁକୁଳିଥିବା ଅନ୍ୟ ନାବିକମାନେ ଆନ୍ଧ୍ରପ୍ରଦେଶର ପୁଚା ସାଇ ଅବିନାଶ ଓ ମୂଗୁ ରବି, ମହାରାଷ୍ଟ୍ରର ଯାଦବ ଚିରାଗ ଦୀପକ, ହରିଆଣାର ଅଙ୍କିତ ହୁଡା...
ବର୍ମିଂହାମ୍: ଆଇସିସି ବିଶ୍ୱକପରେ ଭାରତର ବିଜୟରଥ ଅଟକି ଯାଇଛି। ରବିବାର ଆୟୋଜକ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଭାରତୀୟ ଟିମର ସେମିଫାଇନାଲ୍ ପହଞ୍ଚିବାର ଅପେକ୍ଷା ପରବର୍ତ୍ତୀ...
ଭୁବନେଶ୍ୱର : ଓଡିଶା ବିଜେପିର ବରିଷ୍ଠନେତା, ରାଷ୍ଟ୍ରୀୟକାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆଜି ନୂଆଦିଲ୍ଲୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୈାଜନ୍ୟମୂଳକସାକ୍ଷାତ କରି ତାଙ୍କ ରଚିତ ଆତ୍ମଜୀବନୀ ପୁସ୍ତକ ‘ସଂଗ୍ରାମସରିନାହିଁ’କୁ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଶ୍ରୀ ହରିଚନ୍ଦନ...
ସେ ଜଗତର ନାଥ ଜଗନ୍ନାଥ। କାହା ପାଇଁ ବନ୍ଧୁ ତ କାହା ପାଇଁ ଦେବତା। ସେ ଅନାଥର ନାଥ। ସେ ଜୀବର ଜୀବନ। ଯାହାଙ୍କ ପାଇଁ ଆତଯାତ ଏ ଶରୀରରେ ବାୟୁ ରୂପରେ ପ୍ରାଣ। ପ୍ରତିବର୍ଷ ଭଳି ସେ ରଥରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେବେ।...
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁକଶ୍ମୀରରେ ରାଷ୍ଟ୍ରପତି ଶାସନର ଅବଧି ବୃଦ୍ଧି ପାଇଁ ସୋମବାର ଆଗତ କରିଥିବା ବିଲ ରାଜ୍ୟସଭାରେ ପାରିତ ହୋଇଛି। ଏଥିସହିତ ଆସନ୍ତା ୩ ତାରିଖଠାରୁ ଲାଗୁ ହେଲେ ରାଷ୍ଟ୍ରପତି ଶାସନ ଅବଧିରେ ଆଉ ୬ ମାସ ବୃଦ୍ଧି ହେବ। ପୂର୍ବରୁ ଲୋକସଭାରେ...
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ/ଭୁବନେଶ୍ୱର : ଦିନକୁ ଦିନ ଉତ୍କଟ ହେଉଥିବା ଜଳ ସଂକଟର ସମାଧାନ ପାଇଁ ଆରମ୍ଭ ହେଲା ଜଳଶକ୍ତି ଅଭିଯାନ। ସ୍ୱଚ୍ଛ ଭାରତ ଅଭିଯାନ ଭଳି ଏହାକୁ ମଧ୍ୟ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପ୍ରାରମ୍ଭିକ ଭାବେ ସାରା ଦେଶର ୨୫୫...
ଭୁବନେଶ୍ୱର : ଫୋନିର ପାଖାପାଖି ଦୁଇମାସ ପରେ ବି ଅଣ୍ଟା ସଳଖି ନାହାଁନ୍ତି ବିପନ୍ନ। ବାତ୍ୟାରେ ସର୍ବସ୍ୱ ହରାଇଥିବା ଲୋକଙ୍କ ଜୀବନ କଟୁଛି ପଲିଥିନ ତଳେ। ଏପଟେ ଫୋନି ପୁନରୁଦ୍ଧାର ଓ ଥଇଥାନରେ ସରକାର ବିଫଳ ବୋଲି ଅଭିଯୋଗ କରି ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଘରଭଙ୍ଗା...
ଭୁବନେଶ୍ୱର : କୁହାଯାଏ ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ; ହେଲେ ଭିନ୍ନ ଭିନ୍ନ କାରଣରୁ ରାଜ୍ୟର ସର୍ବତ୍ର ଚାଲିଥିବା ଓକିଲ ଆନ୍ଦୋଳନ ଯୋଗୁଁ ବିଳମ୍ବ କଥା ଛାଡ଼ନ୍ତୁ, ବଲାଙ୍ଗିରର ରମେଶଙ୍କ ଭଳି ଅନେକ ସାଧାରଣ ଲୋକ ଜାମିନ ଆବେଦନ ବି କରିପାରୁନାହାଁନ୍ତି। ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ...
ଭୁବନେଶ୍ୱର : ତୁହାକୁ ତୁହା ବର୍ଷାରେ ଭିଜୁଛି ଚାଷୀର ଝାଳବୁହା ପରିଶ୍ରମ। କାମ ଦେଉନି ପଲିଥିନ ଚଦର। କୋରାପୁଟ ଜୟପୁର ବଡ଼ଜିଉନା ମଣ୍ଡିରେ ବିକ୍ରି ପାଇଁ ଆସିଥିବା ହଜାର ହଜାର କୁଇଣ୍ଟାଲ୍ ଧାନ ଗତ ୪-୫ ଦିନ ହେଲା ବର୍ଷା ମାଡ଼ ସହୁଥିଲେ ବି, ସରକାରୀ ଅଧିକାରୀଙ୍କ ନିଘା...
ଭୁବନେଶ୍ୱର : ପାଟଣାଗଡ଼ରେ ଜଣେ ଜେଇଙ୍କୁ ଉଠ୍ବସ୍ ମାମଲାରେ ଫସିଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେର ନିରାଶ। ଆଜି ତାଙ୍କର ଜାମିନ ଆବେଦନର ଶୁଣାଣି ହୋଇଥିଲେ ବି କୌଣସି ନିଷ୍ପତ୍ତି ଶୁଣାଇନଥିଲେ ଭୁବନେଶ୍ୱର ସ୍ପେଶାଲ୍ କୋର୍ଟ। ଆସନ୍ତା ୫ ତାରିଖକୁ ଜାମିନ ଆବେଦନର ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ...
ଭୁବନେଶ୍ୱର : ଭୁବନେଶ୍ୱରରେ ଏସ୍ସି/ଏସ୍ଟି ହଷ୍ଟେଲ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି କମିଶନରେଟ ପୁଲିସ। ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଯୁବକ ସାଲିଆସାହି ଅଞ୍ଚଳର। ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଗତ ୨୮ ତାରିଖରେ ଭ୍ରାମ୍ୟମାଣ...
୨୦୧୭ ଅକ୍ଟୋବର। ଦଶହରା ସମୟ। ଏକ ନିର୍ଦ୍ଦିଷ୍ଟ କାମରେ ମୁଁ ତାଳଚେରରେ ଥାଏ। ଦିନେ କାଇଁ କେଜାଣି ଇଚ୍ଛା ହେଲା କାଳିଆ ଦର୍ଶନ କରିବାକୁ। ହେଲେ ପୁରୀ ଯାଇ ଫେରିବା ସମ୍ଭବ ହେବନି, ଏ କଥା ଭାବି ମନ ଉଣା ହେଲା। କିନ୍ତୁ କାଳିଆ ମହନି ଲଗେଇଥିଲା ଯେ,...
କେନ୍ଦୁଝର(ପ୍ରଣୟ ପାଣି ):କେନ୍ଦୁଝରରେ ଚାଞ୍ଚଲ୍ୟ। ସଦରଥାନା ମୈଦାନକେଲ ବାସୁଦେବପୁର ଜଙ୍ଗଲରୁ ଜଣେ ଯୁବତୀଙ୍କ ଅର୍ଦ୍ଧନଗ୍ନ ମୁଣ୍ଡ ବିହୀନ ଗଳିତ ଶବ ଠାବ କରାଯାଇଛି। ସମ୍ପୃକ୍ତ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଯାହାକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ ଦେହଟିରେ ମୁଣ୍ଡ ନଥିବା ବେଳେ...
ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ) : ପୁରୀ ଶ୍ରୀମନ୍ଦିର ସହ ନୟାଗଡ଼ ରଣପୁର ସ୍ଥିତ ଜଗନ୍ନାଥ ମନ୍ଦିରର ରହିଛି ଅନେକ ସାମଞ୍ଜସ୍ୟ। ଏଠି ବି ପୁରୀରେ ଗଡୁଥିବା ରଥର ଉଚ୍ଚତା ଅନୁସାରେ ନିର୍ମାଣ ହୁଏ ରଥ, ସମାନ ଢଙ୍ଗରେ ଅନୁଷ୍ଠିତ ହୁଏ ଶ୍ରୀଜିଉଙ୍କ ନୀତିକାନ୍ତି। ତେଣୁ ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷତ୍ର...
ଜଳେଶ୍ୱର(ଅଜିତ୍ ଦାସ୍) : ପୁଣି ବଧୂ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜପୁରରେ ଘଟିଛି ଏହି ଘଟଣା। ରୀତାରାଣୀ ସାହୁ ନାମକ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଶଳିଥିବା ସୂଚନା ମୁତାବକ ,ରୀତାରାଣୀ ଓ ସ୍ୱାମୀ ଶୁଭେନ୍ଦୁଙ୍କ ମଧ୍ୟରେ କିଛି କଥାକୁ ନେଇ...