ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା (ପିଏମକେଏସୱାଇ)ରେ ଓଡ଼ିଶାରେ ୨ଟି ମେଗା ଫୁଡ୍ ପାର୍କ ଓ ୨ଟି ଶୀତଳ ଭଣ୍ଡାର ସମେତ ମୋଟ ୧୦ଟି ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କହିଛନ୍ତି...
ପୁରୀ : ରଥଯାତ୍ରାରୁ ସୁନାବେଶ ପର୍ଯ୍ୟନ୍ତ ପୁରୀକୁ ଗଡ଼ିବ ୧୯୪ଟି ସ୍ୱତନ୍ତ୍ର ଟ୍ରେନ। କେବଳ ସେତିକି ନୁହେଁ, ରେଳଯାତ୍ରୀଙ୍କ ପାଇଁ ୬୦ଟି ସ୍ୱତନ୍ତ୍ର ଟିକେଟ କାଉଣ୍ଟର ଓ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଇଷ୍ଟକୋଷ୍ଟ ରେଲୱେ। ରଥଯାତ୍ରା ସମୟରେ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସ୍ୱତନ୍ତ୍ର...
ମାଲକାନଗିରି : ମୋବାଇଲ୍ ଭିଡ଼ିଓ ଆପ୍ ‘ଟିକ୍ଟିକ୍’ ମାୟାରେ ବାୟା ଯୁବପିଢ଼ି। ନା କୌଣସି ସ୍ଥାନକାଳ ମାନୁଛନ୍ତି ନା କୌଣସି ସୀମା ସରହଦ। ସୋଶାଲ୍ ମିଡିଆରେ ଶସ୍ତା ଲୋକପ୍ରିୟତା ହାସଲ ପାଇଁ କିଛି ବି କରି ବସୁଛନ୍ତି ଟିକ୍ଟିକ୍ ଭିଡ଼ିଓ ଜରିଆରେ। ଏହି ଟ୍ରେଣ୍ଡ ଭିତରେ ଏବେ ମାଲାକାନଗିରି...
ଭୁବନେଶ୍ୱର : ଅମୂଲ ମୂଲ ହୋଇଛି ସୁନା। ସପ୍ତାହେ ତଳେ ଭରିଏ ସୁନା ଦର ଯାହା ଥିଲା ଏବେ ଆଉ ୨ ହଜାର ଅଧିକ। ଆନ୍ତର୍ଜାତିକ ବଜାରରେ ବି ଗତ ୬ ବର୍ଷ ଭିତରେ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦାମ୍। ଏଥିପାଇଁ ଅର୍ଥନୀତି ବିଷାରଦ କେତେକ ପ୍ରମୁଖ...
ଭୁବନେଶ୍ୱର : ପିଜି ଏଣ୍ଟ୍ରାନ୍ସରେ ଅସଙ୍ଗତି। ଗୋଟିଏ ତାରିଖରେ ସମାନ ବିଷୟରେ ଏକାଧିକ ୟୁନିଭର୍ସିଟିର ପିଜି ଏଣ୍ଟ୍ରାନ୍ସ। ଗୋଟିଏ ବିଶ୍ୱବିଦ୍ୟାଳୟରେ ପରୀକ୍ଷାଦେଲେ ଅନ୍ୟଟିକୁ ମିସ୍ କରିବେ ,ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ। ପ୍ରଥମ ଥର ପାଇଁ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖକୁ...
ପୁରୀ : ଆସନ୍ତା ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା। ଏନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ଜିଲ୍ଲା ପ୍ରଶାସନ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଯୋଗାଇଦେବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ନେଇ କରାଯାଇଛି ସ୍ୱତନ୍ତ୍ର...
ବଲାଙ୍ଗିର : ପୁଣି ଗିରଫ ହେଲା ଡନ୍ ଟିମନ କୁମାର। କୌଣସି ସୂତ୍ରରୁ ଖବର ପାଇଁ ବଲାଙ୍ଗିର ସଦର ଥାନା ଅଧିକାରୀ ଯୋଗେଶ୍ୱର ପଣ୍ଡାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ମଙ୍ଗଳବାର ଭୁବନେଶ୍ୱର ପଟିଆ ଅଞ୍ଚଳର ଏକ ଭଡ଼ା ଘରେ ଚଢ଼ଉ କରି ଟିମନ କୁମ୍ଭାର ଓ ତାର...
ଭୁବନେଶ୍ୱର : କୋଲକାତାରୁ ଭୁବନେଶ୍ୱର ବିମାନ ଯାତ୍ରା ବେଳେ ଜଣେ ଯାତ୍ରୀଙ୍କ ବ୍ୟାଗରୁ ଟଙ୍କା, ସୁନାମୁଦି ଓ ରୁପା କଏନ ଚୋରି ହୋଇଛି। ଏନେଇ ସେ ଗୋ’ ଏୟାରରେ ଅଭିଯୋଗ କରିଥିଲେ। ମାତ୍ର ତାଙ୍କୁ କୌଣସି ସୁଫଳ ମିଳିନଥିଲା। ପରେ ସେ ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଲିଖିତ ଅଭିଯୋଗ...
ଅନୁଗୁଳ (ବିରଜା ଦାସ) : ସଫଳତା ହେଉଛି ଏକ ଏମିତି ଅନୁଭୂତି , ଯାହା ପାଇଁ ଦରିଦ୍ରତା କେବେ ବାଧକ ସାଜିପାରେ ନାହିଁ। ଯିଏ ମନରେ କିଛି ଭିନ୍ନ କରିଦେଖେଇବାର ସ୍ଥିର କରିନିଏ, ଆଉ ଏଥିରେ ଅନବରତ ଉଦ୍ୟମ ଜାରି ରଖେ। ସେ ହିଁ ସଫଳତା ପାଏ। ଏକଥା...
ବାସୁଦେବପୁର : ଗାଁରୁ ଜଳ ନିଷ୍କାସନ ପାଇଁ ଗ୍ରାମବାସୀଙ୍କ ରାସ୍ତାରୋକ୍। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ନରସିଂହପୁର ପଂଚାୟତର ପ୍ରାୟ ୪ଶହ ଲୋକେ ଜଳ ନିଷ୍କାସନ ହୋଇପାରୁନଥିବାରୁ ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଅସରାଏ ବର୍ଷାରେ ଗାଁରାସ୍ତା ଉବୁଟୁବୁ ହେଉଥିବାରୁ ଚଳପ୍ରଚଳ ହେବାକୁ ଲୋକଙ୍କୁ ଅସୁବିଧା ହେଉଥିବା ଅଭିଯୋଗ...
ହାଇଦ୍ରାବାଦ : ସ୍ୱାମୀ ବିବେକାନନ୍ଦ କହିଥିଲେ ଦୃଢ଼ ଇଚ୍ଛାଶକ୍ତି ଥିଲେ ପ୍ରତିଷ୍ଠା ଆସେ ବା ଉଦ୍ଦେଶ୍ୟ ସଫଳ ହୋଇଥାଏ। ଏବେ ତାହା ପୁଣିଥରେ ପ୍ରମାଣିତ ହୋଇଛି ହାଇଦ୍ରାବାଦର ଜଣେ ପ୍ରଫେସରଙ୍କ କ୍ଷେତ୍ରରେ। ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ସଫଳ ହୋଇଛି। ପ୍ଲାଷ୍ଟିକରୁ ପେଟ୍ରୋଲ ପ୍ରସ୍ତୁତ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ...
କେନ୍ଦୁଝର( ପ୍ରଣୟ ପାଣି) : କେନ୍ଦୁଝର ଯୋଡ଼ାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୬ନାବାଳକଙ୍କୁ ଧରିଛି ପୁଲିସ। ବିଭିନ୍ନ ଜାଗାରେ ଚଢ଼ଉ କରି ସମସ୍ତଙ୍କୁ ପୁଲିସ ଧରିଛି। ଉଲ୍ଲେଖନୀୟଯେ, ସୋମବାର ସଂଧ୍ୟାରେ ନାବାଳିକା ଜଣକ ତାଙ୍କ ସଂପର୍କୀୟଙ୍କ ସହ ମାମୁଁଘର ଯାଉଥିଲେ। ତେବେ ଅଧା ବାଟରେ କିଛି ଯୁବକ ନାବାଳିକାଙ୍କୁ...
ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ବେଟିଂ ଗ୍ୟାଙ୍ଗର ଆଉ ଜଣକୁ ଗିରଫ କରିଛି ପୁଲିସ୍। ଦରଘାଇ ମୋହଲାରୁ ଜଣକୁ ଗିରଫ କରାଯାଇଛି। ଏହାସହ ମାମଲାରେ ସଂପୃକ୍ତ ଥିବା ବ୍ୟବସାୟୀ ନାଗରମଲ ଅଗ୍ରୱାଲଙ୍କ ଘରେ ପୁଲିସ୍ ଚଢ଼ଉ କରିଛି। ତାଙ୍କ ପାସପୋର୍ଟ ସହ ୩ ହଜାର ଡଲାର...
ଲଣ୍ଡନ : ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ହାଇଭୋଲଟେଜ୍ ମୁକାବିଲାରେ ଅଷ୍ଟ୍ରେଲିଆ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୧୨ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡକୁ ହଟାଇ ପ୍ରଥମ ସ୍ଥାନକୁ ଉଠିବା ସହ ପ୍ରଥମ ଟିମ୍ ଭାବେ ସେମିଫାଇନାଲରେ ସ୍ଥାନ...
ରାୟଗଡ଼ା : ରାୟଗଡ଼ାରେ ସମଲେଶ୍ୱରୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ଘଟଣା। ୩ଜଣ ରେଳ କର୍ମଚାରୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏପରିକି ଘଟଣା ସମ୍ପର୍କରେ ସେ ନିଜେ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ କଥା ହୋଇଛନ୍ତି ଓ ଉଦ୍ଧାର କାର୍ଯ୍ୟର ରେଳମନ୍ତ୍ରୀ ନିଜେ ବ୍ୟକ୍ତିଗତ...
ଭୁବନେଶ୍ୱର : ବିଧାନସଭାର ଅଧିଷ୍ଠାତା ମଣ୍ଡଳୀରେ ୭ଜଣ ବିଧାୟକ ସ୍ଥାନ ପାଇଛନ୍ତି। ବିଧାନସଭା ବଜେଟ୍ ଅଧିବେଶନର ଆଜି ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହର କାର୍ଯ୍ୟ ପରିଚାଳନା ନିମନ୍ତେ ଏକ ୭ଜଣିଆ ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି। ଅଧିଷ୍ଠାତା ମଣ୍ଡଳୀରେ ସ୍ଥାନ ପାଇଥିବା ବିଧାୟକମାନେ ହେଲେ ଦେବୀପ୍ରସାଦ...