• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

AFGANI
ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କଲା ବାଂଲାଦେଶ

ସାଉଥାମ୍ପଟନ୍: ସାକିବ୍ ଅଲ୍ ହାସନଙ୍କ ଅଲରାଉଣ୍ଡର ପ୍ରଦର୍ଶନକୁ ଆଧାର କରି ବାଂଲାଦେଶ ଚଳିତ ବିଶ୍ୱକପର ସୋମବାର ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ତାନକୁ ୬୨ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନକୁ ଉଠିଛି। ରୋଜ୍ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ବାଂଲାଦେଶ ପ୍ରଥମେ...

ତତ
ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା, ନରସିଂହ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର : ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଶେଷ ମୁହୂର୍ତ୍ତରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜର ବିଧାୟକ ଦଳ ନେତା ଚୟନ କରିଛନ୍ତି। ବିଧାନସଭା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଦୀପ୍ତ କୁମାର ନାଏକ ବିଜେପିର ବିଧାୟକ ଦଳ ନେତା ହେବେ।...

holiday
ଏଣିକି ମାସର ୨ଟି ଶନିବାର ସରକାରୀ ଅଫିସ୍‌ ଛୁଟି

ଭୁବନେଶ୍ୱର : ଦୂର ହେଲା ଦ୍ୱନ୍ଦ୍ୱ। ପୂର୍ବ ଭଳି ଦ୍ୱିତୀୟ ଶନିବାର ମଧ୍ୟ ଛୁଟି ଭାବେ ଉପଭୋଗ କରିପାରିବେ ରାଜ୍ୟ ସରକାରୀ କର୍ମଚାରୀ। ଏହି ଦିନ ଆଗଭଳି ସମସ୍ତ ସରକାରୀ ଅଫିସ ବନ୍ଦ ରହିବ। ମାସର ଚତୁର୍ଥ ଶନିବାର ସରକାରୀ ଛୁଟି ନେଇ ଗତ ଜୁନ ୨୨ ତାରିଖରେ...

kangaroo court
ପ୍ରେମୀଯୁଗଳଙ୍କୁ ଲଣ୍ଡା କରି ଭିଡିଓ ଭାଇରାଲ ଘଟଣା ; ୩ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ  : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ କଙ୍ଗାରୁ କୋର୍ଟ ଘଟଣାରେ ୩ ଗିରଫ। ଯୁବକ-ଯୁବତୀଙ୍କୁ ଲଣ୍ଡା କରି ମାଡ଼ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ୨୨ ଜଣଙ୍କ ନାଁରେ କରଞ୍ଜିଆ ପୁଲିସ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ...

office-2
ପ୍ରଥମ ଦିନରୁ ଢିଲା ; ସରକାରଙ୍କ ନୂଆ ନିୟମ ପ୍ରତି କର୍ମଚାରୀଙ୍କ ଥଣ୍ଡା ମନୋଭାବ

ଭୁବନେଶ୍ୱର : କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ଓ ସରକାରୀ ସେବାକୁ ଲୋକାଭିମୁଖୀ କରିବା ପାଇଁ କିଛି ପ୍ରଶାସନିକ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ସରକାର। ଏଥିଲାଗି ଅଫିସ୍ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ସହ ବରିଷ୍ଠ ଅଧିକାରୀ ଅଧସ୍ତନ କର୍ମଚାରୀଙ୍କ ବ୍ରେନ୍‌ଷ୍ଟର୍ମିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୂଆ...

grivience cell
ଜୁଲାଇ ୧ରୁ ଖୋଲିବ ସରକାରୀ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର : ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ବନ୍ଦ ରହିଥିବା ସମସ୍ତ ସରକାରୀ ଅଭିଯୋଗ ପ୍ରକୋଷ୍ଠ ଆସନ୍ତା ଜୁଲାଇ ୧ ତାରିଖରୁ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ସଚିବ, ଜିଲ୍ଲାସ୍ତରୀୟ ଅଭିଯୋଗ ପ୍ରକୋଷ୍ଠ ସ୍ୱାଭାବିକ ଭାବେ ପ୍ରତି ସୋମବାର ଦିନ କାର୍ଯ୍ୟକ୍ଷମ ହେବ...

wages
୫ ଜିଲ୍ଲାର ହିତାଧିକାରୀଙ୍କୁ ଅତିରିକ୍ତ ମାସକର ଭତ୍ତା

ଭୁବନେଶ୍ୱର : ‘ଫୋନି’ ବାତ୍ୟା ପ୍ରଭାବିତ ୫ଟି ଜିଲ୍ଲାର ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ପୁଣିଥରେ ଅତିରିକ୍ତ ମାସକର ଭତ୍ତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମଧୁବାବୁ ପେନସନ୍ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଗୋଟିଏ ମାସର ଅତିରିକ୍ତ ଭତ୍ତା ମିଳିବ।...

pratap
ଲୋକସଭାରେ ଛାଇ ଗଲେ ପ୍ରତାପ ନନା

ନୂଆଦିଲ୍ଲୀ :  ଲୋକସଭାରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦମଦାର ଅଭିଭାଷଣ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରି ପ୍ରତାପ ନିଜ ବାକ୍ ପଟ୍ଟୁତା, ସାଂସ୍କୃତିକ  ଓ ବୌଦ୍ଧିକ ଜ୍ଞାନ ସମ୍ଭାର ଉପସ୍ଥାପନ କରିବା ସହ ରାଜନୀତିରେ ନିଜ ନିଗୁଢ଼ତାର ପ୍ରମାଣ...

death-1
ଘର ମରାମତି ଚାଲିଥିବା ବେଳେ ଭୁଶୁଡ଼ିଲା କାନ୍ଥ; ୨ ମୃତ, ଜଣେ ଆହତ

ଯାଜପୁର  : ଯାଜପୁର ଜିଲ୍ଲା କୁଆଖିଆରେ ଅଘଟଣ। କୁଆଖିଆ ଥାନା ବାଲିପାଟଣା ଗାଁରେ ଘରର କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ ,ଘରର ମରାମତି କାମ ଚାଲିଥିଲା।ଏତିକି ବେଳେ କାନ୍ଥ ଭୁଶୁଡ଼ି ପଡ଼ିଲା। ଘଟଣାସ୍ଥଳରେ ଶ୍ରମିକ ଓ ଘର ମାଲିକଙ୍କ ମୃତ୍ୟୁ ହୋଇଥିବା...

death
କାର୍‌-ବାଇକ୍‌ ଧକ୍କା ; ସ୍ୱାମୀଙ୍କ ମୃତ୍ୟୁ, ସ୍ତ୍ରୀ ଗୁରୁତର ଆହତ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ବନ୍ଧୁ ଘରକୁ ବୁଲିବା ପାଇଁ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କୁ ପିଟିଦେଲା କାର୍‌। ଫଳରେ ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ବୌଦ୍ଧ ଜିଲ୍ଲାରେ ଘଟିଛି। ପୁରୁଣା କଟକ ଗାଁର...

diarrhea
ଏକୋଇଶିଆ ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ନୂଆପଡ଼ା ଜିଲ୍ଲା ପଦ୍ମପୁର ଉପଖଣ୍ଡ ଭେଙ୍ଗରାଜପୁରରେ ଗାଁରେ ଏକୋଇଶିଆ ଭୋଜି ଖାଇ ୫୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସହିତ ପାଇକମାଲ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ କିଛି ଶିଶୁ ବି ଅଛନ୍ତି। ସୂଚନା ଅନୁଯାୟୀ,...

all party meeting
ବିଧାନସଭା ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସବୁ ଦଳର ବିଧାୟକ ଯୋଗ ଦେଇଥିଲେ। ବୈଠକରେ ଅର୍ଥ ମନ୍ତ୍ରୀ ନିରଂଜନ ପୂଜାରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ...