କରଞ୍ଜିଆ : କରଞ୍ଜିଆରେ ଭିନ୍ନ ପ୍ରକାରର କଙ୍ଗାରୁ କୋର୍ଟ। ରାତି ଅଧରେ ଗାଁ ଲୋକେ ପ୍ରେମୀ ଯୁଗଳଙ୍କୁ ଜୋର ଜବରଦସ୍ତ ଲଣ୍ଡା କଲେ ଓ ଲଣ୍ଡା କରାଯିବା ବେଳର ଭିଡିଓ ଭାଇରାଲ୍ ବି କରିଛନ୍ତି। ଅଟକ ପ୍ରେମୀ ଯୁଗଳଙ୍କୁ ମଧ୍ୟ ରାତିରେ ଉଦ୍ଧାର କଲା ପୁଲିସ୍। ଏଭଳି ଅଭାବନୀୟ...
ସାଉଥାମ୍ପଟନ୍: ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଭଳି ଟିମ୍ ବିପକ୍ଷରେ ସହଜ ବିଜୟ ହାସଲ କରିଥିବା ଟିମ୍ ଇଣ୍ଡିଆକୁ ଆଫଗାନିସ୍ତାନ ବିପକ୍ଷରେ ନାକେଦମ ହେବାକୁ ପଡ଼ିଛି। ଶନିବାର ବିଶ୍ୱକପର ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ୧୧ ରନରେ ଆଫଗାନିସ୍ତାନକୁ ହରାଇ କଷ୍ଟସାଧ୍ୟ ବିଜୟ ହାସଲ କରିଛି।...
ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଧଡ୍ରା ତେଲ ଟାଙ୍କି ନିକଟରେ ଆଜି ସନ୍ଧ୍ୟାରେ ବସ୍ ଧକ୍କାରେ ଜଣକର ମୃତ୍ୟୁ ଘଟିଛି। ‘ଦିଲଖୁସ୍’ ନାମକ ବସଟି ରାଇଘରରୁ ଭୁବନେଶ୍ୱରକୁ ଯାଉଥିବା ସମୟରେ ଧଡ୍ରା ନିକଟ ତେଲ ଟାଙ୍କି ଠାରେ ରାସ୍ତା ଅତିକ୍ରମ କରୁଥିବା ସମ୍ପୃକ୍ତ ବ୍ୟକ୍ତିକୁ...
ଆମେଠି : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ତାଙ୍କ ପାରମ୍ପରିକ ଆସନ ଆମେଠିରେ ହରାଇଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଜଣେ ଅସୁସ୍ଥ ମହିଳାଙ୍କ ପାଇଁ ନେଇଥିବା ପଦକ୍ଷେପ ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ କନ୍ଭୟରେ ଥିବା ଆମ୍ବୁଲାନ୍ସରେ ହିଁ ଏହି ମହିଳାଙ୍କୁ ହସ୍ପିଟାଲ ପଠାଇଛନ୍ତି। #WATCH...
ନୂଆଦିଲ୍ଲୀ : ମୋଦି ସରକାରର ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍ ପୂର୍ବରୁ ଅର୍ଥନୀତିଜ୍ଞଙ୍କ ସହିତ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଏହି ଅବସରରେ ବିଶେଷ କରି କୃଷି ଏବଂ ନିଯୁକ୍ତି ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି। ଏତଦ୍ ବ୍ୟତୀତ ଦୁର୍ବଳ ହେଉଥିବା ଅର୍ଥନୀତିରେ ସୁଧାର ଆଣିବା...
ଭୁବନେଶ୍ୱର : ଶିକ୍ଷାର ଦୀପ ଜଳାଇବା ପାଇଁ ରାଜ୍ୟ ସରକାର ଯେଉଁ ସ୍କୁଲ ଖୋଲିଥିଲେ ଆଜି ସେହି ସ୍କୁଲ ଗୁଡ଼ିକୁ ବନ୍ଦ କରିବାକୁ ଯାଉଛନ୍ତି। ଏଥିପାଇଁ ରାଜ୍ୟରେ ୯୬୬ଟି ସରକାରୀ ପ୍ରାଥମିକ ସ୍କୁଲକୁ ଚିହ୍ନଟ କରାଯାଇଛି। ଏସବୁ ସ୍କୁଲରେ ପିଲାଙ୍କ ସଂଖ୍ୟା ୧୦ରୁ କମ ଥିବା ଦର୍ଶାଇ ସେଥିରେ...
ଭୁବନେଶ୍ୱର : କେଉଁ ପରିସ୍ଥିତିରେ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ଦେଲା ବିଜେଡି ? ନିଜ ପାଖରେ ଜିତିବା ସଂଖ୍ୟା ଥାଇ ବି ବିରୋଧୀ ଦଳକୁ କାହିଁକି ଦେଇଦେଲେ ଗୋଟିଏ ସିଟ୍। ଏ ରହସ୍ୟ ଉପରୁ ପରଦା ହଟି ନଥିବା ବେଳେ ଆଜି ବିଧିବଦ୍ଧ ଭାବେ ଅଶ୍ୱିନ ବୈଷ୍ଣବ...
ପୁରୀ : ଶ୍ରୀକ୍ଷେତ୍ରରେ ସ୍ନାନ ମଣ୍ଡପରେ ସୂନାକୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଚତୁର୍ଦ୍ଧା ମୂର୍ତ୍ତି । ଘୋର ଅନ୍ଧକାର ମଧ୍ୟରେ ଅଣସର ପିଣ୍ଡିରେ ଅବସ୍ଥାନ କରିଛନ୍ତି ମହାପ୍ରଭୁ। ଦୀପ ଆଲୁଅରେ ଚାଲିଛି ଘରୋଇ ଉପଚାର। ଜ୍ୱର ଉପଶମ ଲାଗି ଶ୍ରୀଅଙ୍ଗ ସେବକ...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ସମୟରେ ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶ ଚ୍ୟାଉପଟ୍ଟନାୟକଙ୍କୁ ଟିକେଟ ମିଳି ନଥିଲା। ଫଳରେ ଦୁଇ ନେତା ଅସନ୍ତୋଷ ପ୍ରକାଶ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବେ ବୋଲି ପ୍ରତିଶ୍ରୁତି ଦେଇ ସେମାନଙ୍କ ମାନଭଞ୍ଜନ କରିଥିଲେ। ହେଲେ ଗତକାଲି...
ଭୁବନେଶ୍ୱର : ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସାଧାରଣ ଛୁଟି ଭାବେ ଘୋଷଣା କରିଛନ୍ତି। ଏହା ସହିତ କର୍ମଚାରୀଙ୍କ ଅଫିସ ସମୟରେ ମଧ୍ୟ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ଏହାକୁ ତତ୍କାଳ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।...
କଟକ(ଦେବାଶିଷ ମହାନ୍ତି) : କଥାରରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ। ଆଉ ଲକ୍ଷ୍ୟ ଯଦି ସ୍ଥିର ,ତେବେ ସଫଳତା ନିଶ୍ଚୟ ମିଳିବ। ଏହାକୁ ଶତ ପ୍ରତିଶତ ପ୍ରମାଣିତ କରି ଦେଖେଇଛନ୍ତି କଟକର ଜଣେ ଅଟୋଚାଳକଙ୍କ ଝିଅ ପୂଜା ସାହୁ। ରେଭେନ୍ସା ଜୁନିଅର କଲେଜରେ ପଢୁଥିବା...
ସାଉଥାମ୍ପଟନ୍ : ଚଳିତ ବିଶ୍ୱକପର ୨୮ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ଆଫଗାନିସ୍ତାନ। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଆଫଗାନିସ୍ତାନର ସ୍ପିନ୍ ଆକ୍ରମଣ ଆଗରେ ମୁଣ୍ଡ ନୁଆଁଇଛନ୍ତି। ଫଳସ୍ୱରୂପ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୨୪ ରନ୍ କରିବାକୁ...
ଭଦ୍ରକ : ଭଦ୍ରକ ଜିଲ୍ଲାରୁ ପୁଣି ଉଦ୍ଧାର ହେଲା ନାଗ ସାପ। ନଲାଙ୍ଗ ବିରିପଡାରେ ଜଣଙ୍କ ଘରୁ ମା’ ସାପ ସହ ୪୦ଟି ନାଗ ସାପ ଛୁଆ ଉଦ୍ଧାର ହୋଇଛି। ସେହି ଘରୁ ୪୦ଟି ସାପ ଅଣ୍ଡା ମଧ୍ୟ ଉଦ୍ଧାର ହୋଇଛି। ସ୍ନେକ ହେଲପଲାଇନ୍ ସଦସ୍ୟଙ୍କ ସହାୟତାରେ ଏହି...
ମୟୂରଭଞ୍ଜ : ଯୁକ୍ତ ଦୁଇ ପରୀକ୍ଷାରେ ସଫଳ ହୋଇଛନ୍ତି ମୟୂରଭଞ୍ଜର ଜଣେ ଚାଷୀ ଘରର ଝିଅ ତନୁଶ୍ରୀ ମହାନ୍ତ। ଚଳିତ ବର୍ଷ +୨ କଳା ପରୀକ୍ଷାରେ 87 ପ୍ରତିଶତ ନମ୍ବର ରଖି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ସ୍ଥାନରେ ରହିଛନ୍ତି। ଶ୍ୟାମାଖୁଣ୍ଟା ବ୍ଲକ୍ ଇଟା ମୁଣ୍ଡିଆ ଗାଁର ତନୁଶ୍ରୀ ଏମ୍ପିସି...