ଯାଜପୁର : ରଥଚକ ଭାଙ୍ଗିଯିବାରୁ ବାଉଁଶରେ ବୁହା ହେଲେ ତିନି ଠାକୁର। ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଜଗନ୍ନାଥ ମନ୍ଦିରରେ। ରଥ ଟଣା ବେଳେ କାଠ ଚକ ଭାଙ୍ଗିଯିବାରୁ ଭକ୍ତମାନେ ତିନି ଠାକୁରଙ୍କ ବିଗ୍ରହକୁ ବାଉଁଶରେ ବାନ୍ଧି ମାଉସୀମା ମନ୍ଦିର ଯାଏଁ କାନ୍ଧରେ...
ନୂଆଦିଲ୍ଲୀ : ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ...
ଭୁବନେଶ୍ୱର : ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ତାରିଖକୁ ନେଇ ଚାଲିଥିବା କଳ୍ପନାଜଳ୍ପନାରେ ପରିସମାପ୍ତି। ଆସନ୍ତା ୨୦ତାରିଖରେ ଏଠାରେ ଭୋଟ କରାଇବା ଲାଗି ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି। ୨୪ରେ ଭୋଟ ଗଣତି ସହ ୨୬ ତାରିଖ ପୂର୍ବରୁ ନିର୍ବାଚନ ପକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ...
ନୂଆଦିଲ୍ଲୀ: ସଚିନ ତେନ୍ଦୁଲକରଙ୍କ କ୍ରିକେଟରୁ ସନ୍ନ୍ୟାସ ନେବାର ୬ ବର୍ଷ ହୋଇଗଲାଣି। ମଇଦାନ ଭିତରେ ସଚିନଙ୍କ ଦକ୍ଷତା ସମ୍ପର୍କରେ ପୂରା ଦୁନିଆ ଅବଗତ, କିନ୍ତୁ ମଇଦାନ ବାହାରେ ବି ସଚିନଙ୍କ ଯାଦୁ ଏବେବି କାଏମ ରହିଛି। ଯେଉଁଠି କ୍ରିକେଟ୍ କଥା କୁହାଯିବ, ସେହିଠାରେ ସଚିନଙ୍କ ପରାମର୍ଶ ଓ ତାଙ୍କ...
ନୂଆଦିଲ୍ଲ/ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥିବା ହୌଜ୍ ଖାସ୍ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥ ଉପରେ ଛେରାପହଁରା କରିଥିଲେ। ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ...
ନୀଳଗିରି( ବିଶ୍ୱମ୍ବର ଦାସ୍) : ନୀଳଗିରିରେ ରଥଯାତ୍ରା ପାଇଁ ଉତ୍ସବମୁଖର ହୋଇ ଉଠିଛି। ଆଜି ଅପରାହ୍ନରେ ନୀଳଗିରି ରାଜା ସାହେବ ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ ଛେରାପହଁରା କରିଛନ୍ତି। ରଥଯାତ୍ରାକୁ ଦେଖିବା ପାଇଁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ରୀତିନୀତି ଅନୁଯାୟୀ...
ଭୁବନେଶ୍ୱର : ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ବି ବେଶ୍ ଆନନ୍ଦଉଲ୍ଲାସର ସହ ପାଳିତ ହୋଇଛି ରଥଯାତ୍ରା। ବାରିପଦାରେ ଆଜି ତିନି ରଥରେ ତିନିଠାକୁରଙ୍କୁ ପହଣ୍ଡି ବିଜେ କରାଯାଇଛି। ଏଠାରେ ଆସନ୍ତାକାଲି ବଳଭଦ୍ରଙ୍କ ରଥ ଟଣା ଯିବ ଏବଂ ପରଦିନ ଦେବୀ ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ଟାଣିବେ ଭକ୍ତ।...
ଭୁବନେଶ୍ୱର : ଏଥର କିଭଳି ରହିବ ରେଳ ବଜେଟ୍ର ରୂପରେଖ? କେତେ ବଢ଼ିବ ରେଳ ବଜେଟ୍ ପରିମାଣ? କେଉଁସବୁ କ୍ଷେତ୍ରକୁ ଦିଆଯିବ ଗୁରୁତ୍ୱ? ଏସବୁ ଉପରେ ତ ସାରା ଦେଶର ନଜର ରହିଛି ତେବେ ଏହି ରେଳ ବଜେଟରେ ଓଡ଼ିଶା ପାଇଁ କେତେ ଅର୍ଥ ବ୍ୟୟବରାଦ ହେବ ଏବଂ...
ପୁରୀ : ଭକ୍ତିମୟ ହୋଇଛି ଶ୍ରୀକ୍ଷେତ୍ର। ଉଛୁଳି ପଡୁଛି ବଡ଼ଦାଣ୍ଡ। ଜଗନ୍ନାଥ ନାମ ସାଙ୍ଗକୁ ଭଜନ କୀର୍ତ୍ତନରେ ବିଭୋର ହୋଇଛନ୍ତି ଭକ୍ତ। ବିଶ୍ୱ ନିୟନ୍ତାଙ୍କ ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ସମସ୍ତେ ଥିଲେ ବ୍ୟଗ୍ର। ପ୍ରଥମେ ସମ୍ପନ୍ନ ହୋଇଥିଲା ରଥ ପ୍ରତିଷ୍ଠା ନୀତି। ଏହା...
ଭୁବନେଶ୍ୱର : ରାଜ୍ୟ ପାଇଁ ଆଉ ଏକ ଲଜ୍ଜା। ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଗୋଆ ତାଲିକାର ତଳଆଡ଼ୁ ପ୍ରଥମ ସ୍ଥାନରେ ଥିବା ବେଳେ ତା’ଉପରକୁ ରହିଛି ଓଡ଼ିଶା ଗୋଆରେ ମାତ୍ର...
ଭୁବନେଶ୍ୱର : ଓଡ଼ିଶା ବାହାରେ ଦେଶର ବିଭିନ୍ନ ଭାଗରେ ମହାସମାରୋହରେ ରଥଯାତ୍ରା ଉତ୍ସବ ଆୟୋଜିତ ହୋଇଛି। ଗୁଜରାଟର ଅହମ୍ମଦାବାଦରେ ଏ ବର୍ଷ ୧୪୨ତମ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସପତ୍ନୀକ ସାମିଲ ହୋଇଥିଲେ। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ରଥରେ ଛେରା...
ଯାଜପୁର(ଅଭୟ ପତି ):ରଥ ଯାତ୍ରାରେ ଅଘଟଣ। ଅକାଳରେ ଝଡ଼ିପଡ଼ିଲା ୨ ଜୀବନ। ଲୌହ ନିର୍ମିତ ରଥରେ ବିଦ୍ୟୁତ୍ ତାର ଲାଗି ୨ ଜଣଙ୍କ ମୃତ୍ୟୁ ଘଟିଛି। ଯାଜପୁର ଜିଲ୍ଲା କାଳିଆପାଣି ଟିସ୍କୋ ମାଇନ୍ସ କଲୋନୀ ନିକଟରେ ଏହି ଅଘଟଣ ଘଟିଛି। ରଥ ଟଣା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ...
ସୁରତ : ସୁରତ ସହରରେ ୫୯୦ ବର୍ଷ ଧରି ଗୋଡ଼ିୟାବା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଆଜି ରୀତିନୀତିରେ ପୂଜା ସମ୍ପାଦନ ହେବା ପରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ରଥକୁ ଟାଣି ନେଇଥିଲେ। ମହିଧରପୁର, ରାମପୁର ଓ ଲାଲଦରଜା ଦେଇ ରଥ ମନ୍ଦିରକୁ...
ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଚଳିତ ଆଇସିସି ବିଶ୍ୱକପର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ଇଂଲଣ୍ଡ ୨୭ ବର୍ଷ ପରେ ବିଶ୍ୱକପର ଅନ୍ତିମ-୪ରେ ସ୍ଥାନ ହାସଲ କରିଛି। ଏହା ପୂର୍ବରୁ ୧୯୯୨ରେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା। ପରାଜୟ ସତ୍ତ୍ୱେ ନ୍ୟୁଜିଲ୍ୟାଣ୍ଡର ସେମିଫାଇନାଲ୍ ଆଶା...