• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

traffic
ଓଡ଼ିଶାରେ ଜରିମାନା କୋହଳ କରିବାକୁ ଦାବି

ଭୁବନେଶ୍ୱର : ନୂଆ ଟ୍ରାଫିକ୍‌ ନିୟମରେ ଥିବା ଜରିମାନାକୁ ଗୁଜରାଟ ସରକାର କୋହଳ କରିବା ପରେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବାକୁ ଦାବି ଉଠିଛି। ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଓ଼ଡିଶାରେ ଜରିମାନାକୁ ୫୦ ପ୍ରତିଶତ କମାଯାଉ। ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ...

bag0
ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ

ଭୁବନେଶ୍ୱର  : ରାଜଧାନୀ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାର ସ୍କୁଲ ପିଲାଙ୍କର ବ୍ୟାଗ୍ ଓଜନ ଯାଞ୍ଚ ଆରମ୍ଭ। ଆଜି ସ୍ପେଶାଲ ସ୍କ୍ୱାଡ ଟିମ୍ ଭୁବନେଶ୍ୱର ୮ ନମ୍ବର ଡିଏଭି ସ୍କୁଲ ଯାଇ ବ୍ୟାଗ୍ ଯାଂଚ କରିଛନ୍ତି । ତାସହ ଅନ୍ୟ ଏକ ଘରୋଇ ସ୍କୁଲକୁ ଯାଇ ମଧ୍ୟ ଅନୁଧ୍ୟାନ...

medicine
ଲାଇସେନ୍ସ ନଥିବା ଫାର୍ମକୁ ଔଷଧ ବିକ୍ରି ଅଭିଯୋଗରେ ଚଢ଼ାଉ

ଭୁବନେଶ୍ୱର : ଅନଧିକୃତ ସଂସ୍ଥାକୁ ଔଷଧ ବିକ୍ରି ଅଭିଯୋଗରେ ଫାର୍ମାସ୍ୟୁଟିକାଲ ସଂସ୍ଥା ଉପରେ ଚଢାଉ। ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ଟରକ୍ୟୁ ଫାର୍ମାସ୍ୟୁଟିକାଲ ନାମକ ଏକ ସଂସ୍ଥା ଉପରେ ଚଢ଼ାଉ କରିଛନ୍ତି ଡ୍ରଗ୍ସ ଇନ୍ସପେକ୍ଟର। ପ୍ରସାଧାନ ସାମଗ୍ରୀ ନାଁରେ ଏହି କମ୍ପାନୀ କିଛି ଅନଧିକୃତ ସଂସ୍ଥାକୁ ମେଡିସିନ୍ ବିକ୍ରି...

vikram
‘ବିକ୍ରମ’ର ସଫଳତା ପାଇଁ ଚନ୍ଦ୍ର ପୂଜା କଲେ ଲୋକେ

ଥାଞ୍ଜାଭୌର: ଚନ୍ଦ୍ରପୃଷ୍ଠରେ ମିଶନ୍‌ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ଅବତରଣ କରିଥିବା ଦେଇ ସୂଚନା ମିଳିସାରିଥିଲେ ହେଁ ଏଯାଏ ଏହା ସହ ଯୋଗାଯୋଗ ହୋଇପାରିନାହିଁ। ସମସ୍ତେ ଏହି ମୁହୂର୍ତ୍ତକୁ ଅପେକ୍ଷା କରିରହିଥିବାବେଳେ ଏଥିରେ ଇସ୍ରୋର ସଫଳତା କାମନା କରି ଜହ୍ନ ଦେବତା ବା ଚନ୍ଦ୍ରଙ୍କର ଏକ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି...

representive image
ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ନବରଙ୍ଗପୁର  : ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଅଞ୍ଚଳରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ପାପଡ଼ାହାଣ୍ଡି ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାର ଲୋକେ। ଏ ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ତା ନାଁ ରାଜୀବ ମାଝି। ଘର ପାପଡ଼ାହାଣ୍ଡି...

secretariate
ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଇନ୍ଦ୍ରମଣୀ ତ୍ରିପାଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବିଶ୍ୱନାଥ ସାହୁଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନରେ ଭୁବନେଶ୍ୱରସ୍ଥିତ ଅତିରିକ୍ତ ରିଭିଜିନାଲ...

DUTEE
ଦୋହା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ମନୋନୀତ ହେଲେ ଦୂତୀ

ନୂଆଦିଲ୍ଲୀ : ଚଳିତ ମାସ ୨୭ ତାରିଖରୁ ଦୋହାରେ ହେବାକୁଥିବା ୱାର୍ଲ୍ଡ ଚାମ୍ପିୟନଶିପ୍ ପାଇଁ ଭାରତର ୨୫ଜଣିଆ ଟିମର ଘୋଷଣା କରାଯାଇଛି। ଏହି ଟିମରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସ୍ଥାନ ପାଇଛନ୍ତି। ଖୋଦ୍ ଦୂତୀ ଟ୍ୱିଟର୍ ଜରିଆରେ ଏହି ସୂଚନା ଦେଇଛନ୍ତି। ଦୂତୀ କହିଛନ୍ତି, “ସେପ୍ଟେମ୍ବର...

URMILA
କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର

ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି। ଦଳରେ ରହି କିଛି କରିବାକୁ ସୁଯୋଗ ଦେଇଥିବାରୁ...

FINNE
ଟ୍ରାଫିକ ଜୋରିମାନା ହ୍ରାସ କଲା ଏହି ରାଜ୍ୟ

ଗାନ୍ଧିନଗର: ସେପ୍ଟେମ୍ବର ୧ରୁ ଦେଶରେ ନୂଆ ଟ୍ରାଫିକ ଓ ଜୋରିମାନା ଲାଗୁ ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଟ୍ରାଫିକ୍‌ ଉଲ୍ଲଙ୍ଘନକାରୀଙ୍କ ନାଁରେ ମୋଟା ଅଙ୍କର ଚାଲାଣ କଟା ଯାଉଥିବାରୁ ଚାରିଆଡ଼େ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଦେଶର ପ୍ରଥମ ରାଜ୍ୟ ଭାବେ...

dead
ଦଳାଚକଟାରେ ୩୧ ମୃତ, ୧୦୦ ଆହତ

ବାଗଦାଦ୍‌: ମଙ୍ଗଳବାର ଇରାକ୍‌ର କାରବାଲ ସହରରେ ଦଳାଚକଟା କାରଣରୁ ୩୧ ଜଣଙ୍କ ମୃତ୍ୟୁ ହୋଇଛି। ଶହ ଶହ ଲୋକ ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ଏକାଠି ହୋଇଥିବା ସମୟରେ ଏଭଳି ଘଟଣା ଘଟିଛି। ଶିଆଇଟ୍‌ ସମ୍ପ୍ରଦାୟର ଲୋକେ ଏହି ଉତ୍ସବରେ ଏକାଠି ହୋଇଥିଲେ।...

g
ବଦଳିବ ଯୁକ୍ତ ୩ ପରୀକ୍ଷା ଢାଞ୍ଚା

ଭୁବନେଶ୍ୱର : ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ । ଏଣିକି ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି...

naveen
ଲମ୍ବୁଛି ନବୀନଙ୍କ ମନ୍ତ୍ରୀ ପାହ୍ୟା ତାଲିକା

ଭୁବନେଶ୍ୱର : ପ୍ରଥମେ ଉପଦେଷ୍ଟା ପଦ ଓ ଆଉ ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପଦ। ପଞ୍ଚମ ପାଳିରେ ପ୍ରଥମ ଥର ପାଇଁ ୧୨ ଉପଦେଷ୍ଟା ପଦ ସୃଷ୍ଟି କରିଥିବା ନବୀନ ଏମାନଙ୍କ ଭିତରୁ ୭ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଛନ୍ତି। ବଡ଼କଥା ହେଉଛି ଏ ୭ ନେତା ଏଥର...

1
ଭୌତିକକାଣ୍ଡର ଅଜବ କାହାଣୀ ; ଅସ୍ୱାଭାବିକ ଆଚରଣ କରୁଛନ୍ତି ଯୁବତୀ ଓ ମହିଳା

ନୂଆପଡ଼ା  : ଚନ୍ଦ୍ରରେ ଜନବସତିର ସ୍ୱପ୍ନ ଦେଖୁଛି ମଣିଷ। ଏଭଳି ସ୍ଥିତିରେ ବିଶ୍ୱାସ ଓ ଅନ୍ଧବିଶ୍ୱାସର ଦୋଛକିରେ ମୁଣ୍ଡ ଟେକି ବିଜ୍ଞାନକୁ ଉପହାସ କରୁଛି କୁସଂସ୍କାର । ନୂଆପଡ଼ା ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅଜବ ଏବଂ ଭୌତିକ କାଣ୍ଡର ଅବାସ୍ତବ ଚେହେରା। କେବେ ଗାଁ ଦାଣ୍ଡରେ ତ...