• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rape
୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ଜୋରିମାନା

କେନ୍ଦୁଝର(ପ୍ରଣୟ ପାଣି) : ୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା କରିଛନ୍ତି କେନ୍ଦୁଝର ଏଡିଜେ କୋର୍ଟ। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଶୁଣାଇଛନ୍ତି।...

praise
ରୋଡ଼ ରୋମିଓଙ୍କୁ ପିଟିଲେ, ପୁରସ୍କାର ପାଇଲେ

ଭୁବନେଶ୍ୱର : ରୋଡ଼ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ଆଜି କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ଦୁଇ ପୁଅଙ୍କ ସାଙ୍ଗେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି ଅବସରରରେ ବେବିନା କହିଛନ୍ତି ଯେ,...

old ,man
୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

ନୂଆଦିଲ୍ଲୀ : ଆମେରିକା ଯାଇ ଚାକିରି ଖୋଜିବେ ଏବଂ ନୂଆ ଜୀବନ ଆରମ୍ଭ କରିବେ ବୋଲି ସ୍ୱପ୍ନ ଦେଖିଥିଲେ ଜଣେ ଯୁବକ। କିନ୍ତୁ ଏଥିପାଇଁ ସେ ନିଜକୁ ଅଶୀ ବର୍ଷର ବୃଦ୍ଧଙ୍କ ପରି ସଜାଇଥିଲେ। ରବିବାର ଦିଲ୍ଲୀ ଏୟାରପୋର୍ଟରେ ତାଙ୍କର ଏହି ନାଟକର ପରଦା ଖୋଲିଦେଇଛନ୍ତି ସୁରକ୍ଷା କର୍ମୀ।...

paki
ଜମ୍ମୁ -କଶ୍ମୀର ଭାରତର ବୋଲି ମାନିଲା ପାକିସ୍ତାନ !

ଜେନେଭା : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ପାକିସ୍ତାନ ଏବେ କ’ଣ କରୁଛି, ସେକଥା ନିଜେ ମଧ୍ୟ ଜାଣିପାରୁ ନାହିଁ। ଜମ୍ମୁ-କଶ୍ମୀରକୁ ନିଜର ବୋଲି ଦାବି କରୁଥିବା ପାକିସ୍ତାନ ଏବେ ଏହା ଭାରତର ବୋଲି ସ୍ୱୀକାର କରିଛି। ଆଜି ଜେନେଭାରେ ଆରମ୍ଭ ହୋଇଥିବା ଜାତିସଂଘ ମାନବାଧିକାର...

trafiic
ଛୁଟି ଦିନରେ ଖୋଲିବ ଅଫିସ୍‌ ; ନିଜର ଗାଡ଼ି କାଗଜ ପତ୍ର ଠିକ୍‌ କରାଇ ନିଅନ୍ତୁ

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ, ଗାଡ଼ି ରେଜିଷ୍ଟ୍ରେସନ, ଫିଟନେସ୍ ସାର୍ଟିଫିକେଟ, ପ୍ରଦୂଷଣ ସାର୍ଟିଫିକେଟ୍‌ ଆଦି ସମସ୍ତ କାମ ଛୁଟି ଦିନରେ ହୋଇପାରିବେ। ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ଓ ସହଯୋଗ କରାଯିବ। ଏ ସମ୍ପର୍କିତ ସମସ୍ତ କାର୍ଯ୍ୟାଳୟ ଛୁଟି ଦିନରେ ଖୋଲା ରହିବ। ଏପରିକି ବିଭିନ୍ନ କ୍ୟାମ୍ପ...

helmet
ହେଲମେଟ ପିନ୍ଧିନଥିବା ବ୍ୟକ୍ତିଙ୍କୁ ଫାଇନ ପରେ ଦିଆଯାଉଛି ହେଲମେଟ୍‌

ଭୁବନେଶ୍ୱର : ଟ୍ରାଫିକ ନିୟମ ନେଇ ଲୋକମାନଙ୍କୁ ସଚେତନ କରିବାକୁ କମିଶନରେଟ ପୁଲିସ ନୂଆ ତରିକା ଆପଣେଇଛି। ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ଫାଇନ କାଟିବା ସହ ସେହି ଟଙ୍କାରେ ହେଲମେଟ୍ ଦିଆଯାଉଛି। ରାଜଧାନୀର କଳ୍ପନା ଛକରେ ଏଭଳି ନିଆରା ଉଦ୍ୟମ କରିଛି କମିଶନରେଟ୍‌ ପୁଲିସ। ଯେଉଁ...

court
ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ କାଳିଆକୁ ଫାଶୀ ଦଣ୍ଡାଦେଶ

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଦେଢ଼ବର୍ଷ ପରେ ଅଭିଯୁକ୍ତକୁ ମିଳିଲା ଫାଶୀ ଦଣ୍ଡାଦେଶ। ୨୫ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଜଗତସିଂହପୁର ଏଡିଜେ ମାମଲାକୁ ବିଚାର କରି ଅଭିଯୁକ୍ତ କାଳିଆ ମାନା ଓରଫ ନବକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୮ ମାର୍ଚ୍ଚ ୨୦ ତାରିଖରେ ଏରସମା ଥାନା ଅଞ୍ଚଳରେ...

omfed
ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର

ଭୁବନେଶ୍ୱର : ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର। ଉଭୟ ଖାଉଟି ଓ ଦୁଗ୍ଧ ଚାଷୀଙ୍କୁ ସୁହାଇଲା ଭଳି ଦର ଧାର୍ଯ୍ୟ ହେବ। ଆଜି ଏହି ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଘରୋଇ ଦୁଗ୍ଧ ସଂସ୍ଥା ଆଗୁଆ ଦାମ୍ ବୃଦ୍ଧି କରିଛନ୍ତି। ସରକାର ଏନେଇ ବିଚାରବିମର୍ଶ କରୁଥିବା...

vikram
ଚନ୍ଦ୍ରପୃଷ୍ଠରେ ଅବତରଣ କରିଛି ଲ୍ୟାଣ୍ଡର ବିକ୍ରମ, କୌଣସି ଅଂଶ ଭାଙ୍ଗିନି : ଇସ୍ରୋ

ବେଙ୍ଗାଲୁରୁ :  ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଭାଙ୍ଗିନି ଲ୍ୟାଣ୍ଡର ବିକ୍ରମ । ଇସ୍ରୋ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି । ଗତ ୭ ତାରିଖ ରାତିରେ ବିକ୍ରମ୍ ଲାଣ୍ଡର ହାର୍ଡ ଲାଣ୍ଡିଂ କରିଥିଲା। ଚନ୍ଦ୍ରପୃଷ୍ଠରେ ପଡ଼ିବା ପରେ ଏଥିରେ କୌଣସି କ୍ଷୟକ୍ଷତି ହୋଇନି। ବିକ୍ରମ ସୁରକ୍ଷିତ ଭାବେ...

akhaya-4
ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି ।...

fine-1
ଫାଇନକୁ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନରେ ଥିବା ଫାଇନକୁ ପରିବର୍ତ୍ତନ କରିପାରନ୍ତି ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।  ନୂଆ ଆଇନରେ ଅଧିକ ଫାଇନ ଥିବାରୁ ଏହା ଲୋକଙ୍କୁ ବାଧୁଥିବା ସରକାର ହୃଦବୋଧ କରିଛନ୍ତି ବୋଲି ମନ୍ତ୍ରୀ କହିବା ସହ...

dillip[
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସାମ୍ବାଦିକତା ଜଗତରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ବର୍ଷୀୟାନ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ସେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ବହୁ ବିଶିଷ୍ଟ ବ୍ୟକ୍ତି...

rain
ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ

ଭୁବନେଶ୍ୱର : ଲଗାଣ ବର୍ଷା ପରେ ବଦଳିଛି ପାଗ। ରାଜ୍ୟରେ ୨ଦିନ ଧରି ପାଗ ଶୁଖିଲା ରହିବ ବୋଲି କହିଛି ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେରରେ ସର୍ବାଧିକ ୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟ ଉପରେ ଥିବା ଲଘୁଚାପ ଏବେ ଉତ୍ତର ଦିଗକୁ...

maharam
ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍

ଭୁବନେଶ୍ୱର : ଆଜି ମୁସଲିମ୍ ଧର୍ମାବଲମ୍ବୀଙ୍କ ବଳିଦାନ ପର୍ବ ମହରମ୍। ରମଜାନ୍ ପରେ ଆଜିଠୁ ମୁସଲମାନ୍‌ଙ୍କ ଦ୍ୱିତୀୟ ପବିତ୍ର ମାସ ଆରମ୍ଭ ହେଉଛି। ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ଜୁଲୁସ୍ ବାହାର କରିବା ସହ ମୁସଲିମ୍ ଧର୍ମାବଲମ୍ବୀ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି। ଲକ୍ଷ୍ନୌ,...

BJP
ଶହେ ଦିନ ପୂରଣ କରିଛି ଦ୍ୱିତୀୟ ପାଳିର ମୋଦି ସରକାର; ଭୁବନେଶ୍ୱରରେ ବିଜେପିର ପ୍ରେସମିଟ୍

ଭୁବନେଶ୍ୱର : ମୋଦି ସରକାରର ଦ୍ୱିତୀୟ ପାଳିର ଶହେ ଦିନରେ ଓଡ଼ିଶାକୁ ମିଳିଛି ୧୬ହଜାର ୬୦୫.୨କୋଟି ଟଙ୍କା। ଶହେ ଦିନ ପୂରଣ ଅବସରରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମଳନୀରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜାହଜ ଚଳାଚଳ ଓ ସାର ଓ ରସାୟନ ମନ୍ତ୍ରୀ ମନସୁକ୍ ମଣ୍ଡଭିୟା।...