• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dillip
ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ

ଭୁବନେଶ୍ୱର : ବର୍ଷୀୟାନ ସାମ୍ବାଦିକ ଦିଲୀପ ଶତପଥୀଙ୍କ ପରଲୋକ। ୫୬ ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି। କର୍କଟ ରୋଗରେ ପୀଡ଼ିତ ଥିବା ଦିଲୀପ ଗତ କିଛି ମାସ ହେଲା ଅସୁସ୍ଥ ହୋଇପଡ଼ିଥିଲେ। ନିୟମିତ ଚିକିତ୍ସାଧୀନ ଥିବା ଦିଲୀପ ଗତ ସଂଧ୍ୟାରେ ଅସୁସ୍ଥ ଅନୁଭବ କରିଥିଲେ। ତେବେ ତାଙ୍କୁ...

subarnapur
ଫୁଲୁଛି ମହାନଦୀ, ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ସ୍ଥିତି

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା) : ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିସହ ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀ ଫୁଲିବାରେ ଲାଗିଛି। ଜଳସ୍ତର ବୃଦ୍ଧି ପାଇଥିବାରୁ ଛୋଟ ବଡ଼ ନାଳ ଓ ଯୋରରୁ ପାଣି ନିଷ୍କାସନ ହୋଇ ନପାରି...

ananta narayana
୫୦୦ଟଙ୍କା ଜରିମାନା ଦେଲେ ବିଧାୟକ ଅନନ୍ତ ନାରାୟଣ ଜେନା

ଭୁବନେଶ୍ୱର : ବିଧାୟକ ଗଣିଲେ ୫୦୦ ଟଙ୍କା ଜରିମାନା। ଭୁବନେଶ୍ୱର ଏଜି ଛକରେ ବେଆଇନ ଗାଡି ପାର୍କିଂ କରିଥିବାରୁ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ୫୦୦ ଟଙ୍କା ଜରିମାନା ଦେଇଛନ୍ତି। ସୂଚନା ମୁତାବକ , ଏଜି ଛକରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଧାୟକଙ୍କ ଗାଡ଼ି...

ram nath kovind
ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଲା ପାକ୍‌

ଇସ୍‌ଲାମାବାଦ : ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବା ପରେ ଏବେ ଏହାକୁ ନେଇ ଉଠିଛି ବିରୋଧ। ଜାତିସଂଘରେ ଶାନ୍ତି ଓ ସଦଭାବନାର କଥା କହୁଥିବା ପାକିସ୍ତାନର ଅସଲ ମୁଖା ଏହି ଘଟଣା ପରେ ଖୋଲି ଯାଇଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ଏପରି...

naveen jindal
ଲୁହାପଥର ଖଣି ଏବଂ କୋଲଡ ବ୍ଲକ୍ ନିଲାମକୁ ଅଗ୍ରାଧିକାର ଦିଆଯାଉ : ନବୀନ ଜିନ୍ଦଲ

ଭୁବନେଶ୍ୱର : ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଲୁହାପଥର ଖଣି ଏବଂ କୋଲଡ ବ୍ଲକ୍ ନିଲାମରେ ଅଗ୍ରାଧିକାର ଦେବା ପାଇଁ ଦାବି ଜଣାଇଛନ୍ତି ନବୀନ ଜିନ୍ଦଲ। ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ, ଶିଳ୍ପ...

hirakud
ହୀରାକୁଦ ଡ୍ୟାମ୍ ଆଉ ୮ ଗେଟ୍ ଖୋଲିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୮ଟି ଗେଟ୍। ଡ୍ୟାମ୍‌ର ଜଳସ୍ତର ବଢୁଥିବାରୁ ଡ୍ୟାମ୍ କର୍ତ୍ତୃପକ୍ଷ ୬ଟି ଗେଟ୍ ଖୋଲିଛନ୍ତି। ଏବେ ମୋଟ ୨୦ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି। ଏବେ ଜଳପତ୍ତନ ରହିଛି ୬୨୫.୬୭ ଫୁଟ୍। ସେପଟେ ଅନୁଗୁଳ ରେଙ୍ଗାଳି ଡ୍ୟାମ୍‌ର ମଧ୍ୟ...

girl
ବିମାନ ଉଡ଼ାଇବାର ଗୌରବ ଆଣିଲେ ଆଦିବାସୀ ଝିଅ

ମାଲକାନଗିରି( ଜିତେନ୍ଦ୍ର ବେଉରା) : ପ୍ରଥମ ଆଦିବାସୀ ମହିଳା ପାଇଲଟ୍ ବନିଲେ ମାଲକାନଗିରିର ଅନୁପ୍ରିୟା। ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ଜନ୍ମିତ ଅନୁପ୍ରିୟା ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି। ସୂଚନା ଯେ,ଓଡ଼ିଶା ପୁଲିସ୍‌ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ...

crpf
ପାଣି ଘେରରେ ଥିବା ଲୋକଙ୍କୁ ଉଦ୍ଧାର କଲେ ସିଆରପିଏଫ୍ ଯବାନ

ବାଲିଗୁଡ଼ା(ଅଜିତ୍ ନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଶେଷକରି ଶ୍ରୀରାମପୁର ଓ ଯୁବାଗୁଡ଼ା ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ମାକଡ଼ାପାଟା ପୋଲ ଉପରେ ଗତକାଲି ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିଲା। ଫଳରେ ଦୁଇ...

traffic rule
ଟ୍ରକ୍ ଡ୍ରାଇଭରଙ୍କ ଠାରୁ ୭୦ ହଜାର ଟଙ୍କା ଫାଇନ୍ ଆଦାୟ

ସମ୍ବଲପୁର(ସଂଜୟ ଜେନା) :  ଟ୍ରକ୍‌ ଡ୍ରାଇଭରଙ୍କ ଠାରୁ ଫାଇନ୍ ଆଦାୟ ହେଲା ୭୦ ହଜାର ଟଙ୍କା ଫାଇନ୍। ସମ୍ବଲପୁର ପରିବହନ ବିଭାଗ ଟ୍ରାଫିକ୍ ଇନ୍ସିପେକ୍ଟର ଜଣେ ଟ୍ରକ ଡ୍ରାଇଭରଙ୍କଠୁ ଏତେ ପରିମାଣର ଫାଇନ୍ ଆଦାୟ କରିବା ପରେ ଏବେ ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା। ଗାଡ଼ିର ରେଜିଷ୍ଟ୍ରେସନ୍...

murder
କେନ୍ଦୁଝରରେ ଡବଲ ମର୍ଡର ; ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା

କେନ୍ଦୁଝର (ପ୍ରଣୟ ପାଣି) : କେନ୍ଦୁଝରରେ ଡବଲ ମର୍ଡର । ରାତିରେ ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। କେନ୍ଦୁଝର ଘଟଗାଁ ଥାନା ଗୋଧିରାମପଡ଼ାରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ରାମାଇ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଚମ୍ପା ମୁଣ୍ଡା । ପୁଲିସ...

jaga 2
ଜଗା-କାଳିଆଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୨୧ ଲକ୍ଷ ଟଙ୍କା

କଟକ : ଜଗା କାଳିଆଙ୍କ ଚିକିତ୍ସା ପାଇଁ ମୋଟ ୨୧ ଲକ୍ଷ ୮୩ ହଜାର ୬୧୬ ଟଙ୍କା ଖର୍ଚ୍ଚ ହୋଇଛି।  ଗତକାଲି କଟକ ଏସ୍‌ସିବିରେ ଜଗା କାଳିଆ ପହଞ୍ଚିବା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଜଗା କାଳିଆ ରହୁଥିବା ସ୍ୱତନ୍ତ୍ର ଓ୍ୱାର୍ଡ ବୁଲି ଦେଖିଥିଲେ। ଏହାପରେ କଟକ...

jagannath
ଇଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା ; ସବୁଥିରେ ସକ୍ଷମ ଜଗନ୍ନାଥ

ଚାନ୍ଦବାଲି (ବାସୁଦେବ ଦାସ) :  ଦୃଢ଼ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର୍‌ମାନେ ସବୁକିଛି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି। ନିଜ ଇଚ୍ଛା ବଳରେ ସବୁକିଛି ସମ୍ଭବ କରି ଦେଖାଇଛନ୍ତି ସେ । ତାଙ୍କୁ କାହାର ସାହାଯ୍ୟ କିମ୍ବା ସହାନୁଭୂତି ଦରକାର ନାହଁ। ଏପରି ଜଣେ...

missing
କାଲିଠୁ ସ୍କୁଲ ଯାଇ ନିଖୋଜ ୩ ଛାତ୍ର

ବାଲେଶ୍ୱର(ରଂଜିତ୍‌ ପାକଳ) : ୨୪ ଘଣ୍ଟା ବିତିଲା ହେଲେ ସ୍କୁଲ ଯାଇ ଫେରି ନାହାନ୍ତି ୩ ଜଣ ଛାତ୍ର। ବାଲେଶ୍ୱର ରେମୁଣା ଥାନା ଅନ୍ତର୍ଗତ କାଠ ସଂଗଡା ଗାଁର ଶିବ ନାରାୟଣ ଦାସ, ଚିନ୍ମୟ ଦାସ ଓ ଶୁଭଙ୍କର ଦାସ ଗତକାଲି ଶନିବାର ପାଇଁ ସକାଳେ ଘରୁ ବାହାରି...