ଭୁବନେଶ୍ୱର : ୱେବସାଇଟ୍ରେ ଅପ୍ଲୋଡ ହେବ ପୁଲିସ ଗାଡ଼ି ଡକ୍ୟୁମେଣ୍ଟ। ଗତକାଲି ରାଜଧାନୀରେ ପୁଲିସ-ଜନତା ଖଣ୍ଡଯୁଦ୍ଧ ପରେ ଚେତିଛି ପୁଲିସ। ଆଜି ସବୁ ପୁଲିସ ଗାଡ଼ିର ଡକ୍ୟୁମେଣ୍ଟ ୱେବସାଇଟ୍ରେ ଅପଲୋଡ୍ କରାଯିବ। ଫଳରେ ଯେକୌଣସି ଲୋକ ଏହି ୱେବସାଇଟ୍କୁ ଯାଇ ଦେଖିପାରିବେ। ଯାହାଦ୍ୱାରା ସାଧାରଣ ଲୋକଙ୍କ ମନରେ ଥିବା...
ରାଉରକେଲା( ସତ୍ୟାନନ୍ଦ ମହାନ୍ତି) : ରାଉରକେଲାରେ ଜଣେ ମହିଳା କର୍ମଚାରୀଙ୍କୁ ଦୁଷ୍କର୍ମ ଅଭିଯୋଗ। ରାଉରକେଲା ଛେଣ୍ଡ୍ କଲୋନୀର ଏକ ଧୂପକାଠି ପ୍ରସ୍ତୁତ କମ୍ପାନୀ ମାଲିକଙ୍କ ନାଁରେ ଅଭିଯୋଗ ଆସିଛି। କମ୍ପାନୀର ଜଣେ ମହିଳା କର୍ମଚାରୀଙ୍କୁ ମାଲିକ ଦୁଷ୍କର୍ମ କରିଥିବା ନେଇ ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା।...
ଭୁବନେଶ୍ୱର : ସଡ଼କ ସୁରକ୍ଷା ଓ ଦୁର୍ଘଟଣା ରୋକିବାକୁ ରାଜ୍ୟରେ ଯାନବାହନର ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ନିଶାଖୋର ଡ୍ରାଇଭରଙ୍କୁ ଧରିବାକୁ ରାଜ୍ୟର ସମସ୍ତ ୧୪ଟି ଟୋଲ୍ ଗେଟ୍ରେ ଚେକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଭିନ୍ନ ଟୋଲଗେଟରୁ ୩୮ଜଣ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି। ମଦ ପିଇ...
ପୁରୀ : ପୁରୀରେ ଆଜି ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବିବାଦ ଯୋଗୁଁ ବନ୍ଦ ରହିଥିବା ଉଚ୍ଛେଦ କାର୍ଯ୍ୟ ଆଜି ସକାଳୁ ପୁଣି ଆରମ୍ଭ କରିଛି ପ୍ରଶାସନ। ସକାଳୁ ମାଜିଷ୍ଟ୍ରେଟ୍ ଓ ୩୦ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ବଡ଼ ଆଖଡ଼ା ମଠର ଉଚ୍ଛେଦ କରାଯାଉଛି। ପ୍ରଥମେ ଲଙ୍ଗୁଳି...
ଢେଙ୍କାନାଳ: ବ୍ରାହ୍ମଣୀ ନଦୀରେ ଡଙ୍ଗା ବୁଡ଼ି ତିନି ନିଖୋଜ। ଢେଙ୍କାନାଳ ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁର ଘାଟକୁ ଯାଉଥିବା ବେଳେ ଏକ ହୁଲି ଡଙ୍ଗା ବୁଡ଼ି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି। କିଛି ବାଟ ଯିବା ପରେ ଅତ୍ୟଧିକ ଓଜନ ହେତୁ ଡଙ୍ଗାଟି ଭାରସାମ୍ୟ...
ଭୁବନେଶ୍ୱର : ଶେଷରେ ନିର୍ବାଚନ କରିବାକୁ ରାଜି ହୋଇଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତି ପ୍ରାପ୍ତ ବିସିସିଆଇର ପ୍ରଶାସନିକ କମିଟି(ସିଇଓ)ର ନିର୍ଦ୍ଦେଶକ୍ରମେ ଓସିଏ ବିଭିନ୍ନ ପଦପଦବୀ ପାଇଁ ଭୋଟ କରିବାକୁ ନିଷ୍ପତ୍ତି ନେଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୨୭ ତାରିଖ ଦିନ ୧୧ଟାରେ ଭୋଟ ଗ୍ରହଣ...
ରାଉରକେଲା (ସତ୍ୟାନନ୍ଦ ମହାନ୍ତି) : ଅସହ୍ୟ ହେଲା ବାପାଙ୍କ ମାଡ଼ ଓ ଗାଳି । ଶେଷରେ ତିନି ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଘଟିଛି। ତିନିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ରାଉରକେଲା ସରକାରୀ...
ଭୁବନେଶ୍ୱର : ନୂଆ ଟ୍ରାଫିକ ଆଇନକୁ ତରବରିଆ ଭାବେ ଲାଗୁ କରି ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନୂଆ କେନ୍ଦ୍ରୀୟ ଆଇନକୁ ଲାଗୁ କରିବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ବ୍ୟବସ୍ଥାକୁ ସଜାଡ଼ିବା ଆବଶ୍ୟକ ଥିଲା ବୋଲି ରାଜ୍ୟ...
ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଲିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି ରାଜମହଲ ଛକରେ ମୁହାଁମୁହିଁ...
ଭଦ୍ରକ (ପାର୍ଥସାରଥୀ ନାୟକ): ଆଜି ଚର୍ଚ୍ଚାରେ ରହିଛି ଭଦ୍ରକ। ଆଜି ଜଣେ ଅଟୋ ଚାଳକର କିଛି କାଗଜପତ୍ର ନଥିବାରୁ ପୁଲିସ ୨୭,୫୦୦ ଟଙ୍କା ଫାଇନ୍ କରିଥିଲା। ସନ୍ଧ୍ୟା ବେଳେ ସ୍କୁଲ ଦିଦିଙ୍କ ସ୍କୁଟିର କିଛି କାଗଜପତ୍ର ନଥିବାରୁ ପୁଲିସ ଫାଇନ୍ କରିଛି ୧୩ ହଜାର ଟଙ୍କା। ଭଦ୍ରକ ଟାଉନ୍...
ମାଲକାନଗିରି (ଜିତେନ୍ଦ୍ର ବେଉରା) : ନିଷ୍ଠୁର ଦାରିଦ୍ର୍ୟ ସହି ନପାରି ପୁଣି ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ ଜନଜାତି ମହିଳା। ସ୍ୱାମୀ ମୃତ୍ୟୁର ୪ ବର୍ଷ ପରେ ପିଲାଙ୍କ ଉତ୍ତର ଦାୟିତ୍ୱ ଓ ବୋଝକୁ ବୋହି ନପାରି ଶେଷରେ ଦୁଇ ପିଲାଙ୍କ ସହ ନିଜେ ବିଷ ପିଇ...
ପୁରୀ : ପୁରୀରେ ସରକାରଙ୍କ ଉଚ୍ଛେଦ ଅଭିଯାନକୁ ଆମିକସକ୍ୟୁରୀଙ୍କ କ୍ଲିନ୍ଚିଟ୍। ଶ୍ରୀମନ୍ଦିରର ସୁରକ୍ଷା ଓ ପୁରୀକୁ ଐତିହ୍ୟ ସହର ଭାବେ ଗଢ଼ି ତୋଳିବାକୁ ଯାହା ବି ପଦକ୍ଷେପ ନିଆଯାଇଛି ତାକୁ ସଠିକ୍ ଦର୍ଶାଇବା ସହ ଏଥିରେ ସହଯୋଗ କରିବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ଆମିକସ୍କ୍ୟୁରୀ ରଞ୍ଜିତ କୁମାର। ଶ୍ରୀକ୍ଷେତ୍ରକୁ...