• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dillip
‘ଦୁଃଖ ଚାପି ଖୁସି ବାଣ୍ଟୁଥିଲେ ଦିଲୀପ’

ଭୁବନେଶ୍ୱର : ଓଡ଼ିଶା ଗଣମାଧ୍ୟମରେ ଜ୍ୱଳନ୍ତ ପ୍ରତିଭା ହେଉଛନ୍ତି ଦିଲୀପ ଶତପଥୀ। ସେ ଥିଲେ ଜଣେ ନିର୍ଭୀକ ଓ ନିରପେକ୍ଷ ଗଣମାଧ୍ୟମ ପ୍ରତିନିଧି। ଏହାଛଡ଼ା ସେ ଜଣେ ଭଲ ମଣିଷ ଥିଲେ। ଜୀବନ କାଳ ଭିତରେ ବହୁ ଯୁବ ସାମ୍ୱାଦିକ ଗଢ଼ିଛନ୍ତି। ଯାହା ଆଗାମୀ ପିଢ଼ି ପାଇଁ ସ୍ୱତନ୍ତ୍ର...

amitabha
ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ମୁମ୍ୱାଇ: ‘କୌନ୍‌ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍‌ରେ ଯାତ୍ରା କରୁଥିଲେ। ସୁନ୍ଦରୀ ଝିଅମାନେ ବସ୍‌ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍‌ ବି ସେମାନଙ୍କୁ...

army
ସେନା ପ୍ରସ୍ତୁତ ; ପିଓକେ ଦଖଲ ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ : ସେନାଧ୍ୟକ୍ଷ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ପିଓକେ ଦଖଲ ମନ୍ତବ୍ୟ ପରେ ସେନାଧ୍ୟକ୍ଷ ବିପିନ୍‌ ରାୱତ୍‌ ମଧ୍ୟ ପାକିସ୍ତାନକୁ ସମାନ ସ୍ୱରରେ ବାର୍ତ୍ତା ଦେଇଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାରଙ୍କ ଆଗାମୀ ମିଶନ୍‌ ହେଉଛି ପିଓକେ ଦଖଲ। ସେହି ସ୍ୱରକୁ ଦୋହରାଇ...

mdh
ଏମ୍‌ଡିଏଚ୍‌ ସମ୍ବର ମସଲାରେ ବ୍ୟାକ୍ଟେରିଆ ଚିହ୍ନଟ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଖାଦ୍ୟ ନିରାପତ୍ତା ତଦନ୍ତକାରୀ ସଂସ୍ଥା ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌ ଏମ୍‌ଡିଏଚ୍‌ର ସମ୍ବର ମସଲାରେ ସାଲମୋନେଲା ବ୍ୟାକ୍ଟେରିଆ ଠାବ କରିଛି। ଲଗାତାର ୩ଟି ବ୍ୟାଚ୍‌ର ଏମ୍‌ଡିଏଚ୍‌ ମସଲାରେ ଏହା ଠାବ କରାଯାଇଥିବା ଏହି ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ବ୍ୟାକ୍ଟେରିଆ ସାଧାରଣତଃ ପଶୁ ଏବଂ ମଣିଷଙ୍କ...

w
ଗୋରା କ୍ରିମ୍‌ର କଳା କାହାଣୀ ; ପ୍ରସାଧନ ନାଁରେ ଔଷଧ ବିକ୍ରି

ଭୁବନେଶ୍ୱର : ରାତାରାତି ଗୋରା ହେବା ପାଇଁ ଉଦ୍ୟମ କରୁଛନ୍ତି କି ? ଆକର୍ଷଣୀୟ ବିଜ୍ଞାପନରେ ପଡ଼ି ଚେହେରାରେ ଲଗାଉଛନ୍ତି କି ଔଷଧୀୟ କ୍ରିମ୍ ? ତାହେଲେ ସାବଧାନ୍। କାରଣ ଯେଉଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ପ୍ରସାଧନ ସାମଗ୍ରୀ ଆପଣ ବ୍ୟବହାର କରୁଛନ୍ତି, ହୁଏତ ଆପଣଙ୍କ ଚେହେରାର ସୌନ୍ଦର୍ଯ୍ୟକୁ...

teacher
ଉଛୁଳା ନଈ ଅତିକ୍ରମ କରି ସ୍କୁଲ ଯାଆନ୍ତି ଶିକ୍ଷୟିତ୍ରୀ ; କର୍ତ୍ତବ୍ୟ ପରାୟଣତାକୁ ପ୍ରଶଂସା

ଢେଙ୍କାନାଳ : ଉଛୁଳା ନଈ ଅତିକ୍ରମ କରି ସ୍କୁଲ ଯାଉଥିବା ଶିକ୍ଷୟିତ୍ରୀ ବିନୋଦିନୀ ସାମଲଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଢେଙ୍କାନାଳ ଓଡ଼ାପଡ଼ାର ଏହି ଶିକ୍ଷୟିତ୍ରୀ ବର୍ଷାଦିନେ କେନାଲରେ ଆସିଥିବା ବଢି ପାଣିରେ ପଶି ସ୍କୁଲକୁ ଯାଆନ୍ତି।  ଦୀର୍ଘ ୧୦ ବର୍ଷ ହେଲା ବିନୋଦିନୀ ବିନା ଛୁଟିରେ ମଧ୍ୟ...

modi
ଅନ୍‌ଲାଇନ୍‌ରେ ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳୁଥିବା ଉପହାର ସବୁର ନିଲାମ କରାଯିବ। ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ନିଲାମ ଆରମ୍ଭ ହେବ ଏବଂ ଏଥିରୁ ମିଳିବାକୁ ଥିବା ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି। ଗତ ୬...

traffic
ଟ୍ରାଫିକ ଜୋରିମାନା କମ୍ କରିପାରନ୍ତି ସରକାର

ଭୁବନେଶ୍ୱର : ଟ୍ରାଫିକ ଜୋରିମାନା କମ୍‌ କରିପାରନ୍ତି ରାଜ୍ୟ ସରକାର। ଗୁଜରାଟ ସରକାର ଜୋରିମାନାକୁ ୨୫ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ କମ୍‌ କରିଥିବାରୁ ଓଡ଼ିଶା ମଧ୍ୟ କିଛି କମ୍ କରିବାର ସିଗ୍ନାଲ ଦେଇଛି। ଏପଟେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଭୁବନେଶ୍ୱର ଆର୍‌ଟିଓ ଅଫିସରେ ଲମ୍ବା ଲାଇନ୍‌ ଲାଗିଛି। ଲାଇସେନ୍ସ...

lover
୪୨୦ ପ୍ରେମିକ ! ଯୁବତୀଙ୍କୁ ଫସାଇ ଲୁଟିବାରେ ମାହିର

ଭୁବନେଶ୍ୱର  : ଲଭ୍, ସେକ୍ସ ଆଉ ତା’ପରେ ଧୋକା। ଗିରଫ ହୋଇ ଜେଲ୍ ଯିବା ପରେ ବି ଖୋଇ ଛାଡ଼ିନି ୪୨୦ ପ୍ରେମିକର। ଆମେ କହୁଛୁ ଏଭଳି ଜଣେ ଧୋକ୍କାବାଜ୍‌ର କଥା ଯିଏ ବହୁ ଯୁବତୀ ଓ ମହିଳାଙ୍କ ଜୀବନ ସହ ଖେଳ ଖେଳି ଧୋକ୍କା ଦେଇଚାଲିଛି। ଏପରିକି...

modi-imran
ପିଓକେରେ ଉଡ଼ିବ ତ୍ରିରଙ୍ଗା !

ନୂଆଦିଲ୍ଲୀ : ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସଫା ସଫା ବୟାନ। ଜମ୍ମୁ-କାଶ୍ମୀରରୁ ଧାରା-୩୭୦ ଉଚ୍ଛେଦ ହେଲା, ଏବେ ଟାର୍ଗେଟ୍ ପାକ୍ ଅଧିକୃତ କାଶ୍ମୀର। POKକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବେ ମୁଖ୍ୟ ଲକ୍ଷ୍ୟ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଳିବିଳଉଥିବା ବେଳେ ଏଭଳି ବୟାନ ଦେଇ...

deadbody
ହସ୍ପିଟାଲରେ ଶବକୁ ଦିଆଗଲା ସାଲାଇନ୍ ! ଭିଡ଼ିଓ ଭାଇରାଲ୍

ଝାରସୁଗୁଡ଼ା ( ଭାଗିରଥୀ ସାହୁ) :  ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ନେଇ ସାଂଘାତିକ ଅଭିଯୋଗ। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହେବା ପରେ ବି ଇଞ୍ଜେକ୍ସନ୍ ସହ ସାଲାଇନ୍ ଲଗାଯାଇଥିବା ଅଭିଯୋ ହୋଇଛି। ସୂଚନା ମୁତାବକ ,କ୍ଷେତ୍ରମଣି କୁସୁମ ନାମକ ଲଇକେରା ବ୍ଲକ୍‌...

aparajita
ଜଟଣୀବାସୀଙ୍କ ପାଇଁ ଏକାଠି ହେଲେ ସୁର-ଅପରାଜିତା

ଭୁବନେଶ୍ୱର : ଦୀର୍ଘଦିନ ଜଟଣୀ ନିର୍ବାଚନମଣ୍ଡଳୀର ଲୋକେ ଭୋଗୁଥିବା ସମସ୍ୟାକୁ ନେଇ ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଏବଂ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ରାଜସ୍ୱ ପରିଷଦ ସଭ୍ୟଙ୍କୁ ଭେଟିଛନ୍ତି। ଏନେଇ ସମସ୍ୟା ସମ୍ପର୍କରେ ଉଭୟ ନେତା ଆଲୋଚନା କରିଛନ୍ତି। ଏମ୍‌ପି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ,...

cp
ଥାନାର ରିପୋର୍ଟ କାର୍ଡ ! ଅଭିଯୋଗକାରୀଙ୍କ ଠାରୁ ଫିଡ୍‌ବ୍ୟାକ୍ ନେଲେ ପୁଲିସ କମିଶନର

ଭୁବନେଶ୍ୱର : ଥାନାର ରିପୋର୍ଟ କାର୍ଡ କଲେ ପୁଲିସ କମିଶନର। ସିପିଙ୍କ କାର୍ଯ୍ୟାଳୟର କଲ୍‌ ସେଣ୍ଟରରୁ ବସି ଅଭିଯୋଗକାରୀଙ୍କ ଠାରୁ ଫିଡବ୍ୟାକ୍‌ ନେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।  ୮ଟି  ପ୍ରସଙ୍ଗକୁ ନେଇ ଅଭିଯୋଗକାରୀଙ୍କୁ ପ୍ରଶ୍ନ ପଚାରିଛନ୍ତି ପୁଲିସ ଅଧିକାରୀ।   ଅଭିଯୋଗକାରୀଙ୍କୁ ପଚରା ଯାଇଥିବା ପ୍ରଶ୍ନର ଉତ୍ତର...

o
'ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଛୁ'

ଭୁବନେଶ୍ୱର : ବିଜେପି ଓ ବିଜେଡିର ଭିତିରି ସମ୍ପର୍କ ରହିଛି! କଂଗ୍ରେସ ଏପରି ଅଭିଯୋଗ ବାରମ୍ୱାର କରିଆସୁଥିଲା। ମାତ୍ର ଏହାକୁ ଉଭୟ ବିଜେପି ଓ ବିଜେଡିର ବରିଷ୍ଠ ନେତାମାନେ ଖଣ୍ଡନ କରିଆସୁଥିଲେ। ଏପରିକି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିରାଚରିତ ଢଙ୍ଗରେ ସମଦୂରତା କଥା ବାରମ୍ୱାର...

pak-
ପାକିସ୍ତାନକୁ ଶକ୍ତ ଚାପୁଡା ମାରିଲା ଜାତିସଂଘ !

ଜେନେଭା : କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇବେ ନାହିଁ କହି ପାକିସ୍ତାନକୁ ଶକ୍ତ ଚାପୁଡା ମାରିଛି ଜାତିସଂଘ। କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବନି ବୋଲି ଜାତିସଂଘ କହିବା ପରେ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ନିରାଶ ହୋଇଛି। ଜାତିସଙ୍ଘର ଜେନେଭା ସ୍ଥିତି ମୁଖ୍ୟାଳୟରେ ଚାଲିଥିବା ଜାତିସଂଘ ମାନବାଧିକାର...

sp-3
ପୁଲିସ ହେବ ତ ଏମିତି ; ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ମେଡିକାଲ ପହଞ୍ଚାଇଲେ ଏସ୍‌ପି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଲିସ ହେବ ତ ଏମିତି , ଯିଏ ବିପଦ ଆପଦରେ ଲୋକଙ୍କ ପାଖରେ ଛିଡ଼ା ହୁଏ।  ଠିକ୍ ଯେମିତି ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର। ଜଣେ ଆହତ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି  ସେ ନିଜ କର୍ତ୍ତବ୍ୟର ପରିଚୟ ଦେଇଛନ୍ତି। ସୂଚନା...