• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

engineers
ଇଞ୍ଜିନିୟର୍ସ ଡେ’ରେ ଇଞ୍ଜିନିୟରଙ୍କୁ ପିଟିପିଟି ମାରିଦେଲେ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇଞ୍ଜିନିୟର୍ସ ଡେ’ରେ ଜଣେ ଇଞ୍ଜିନିୟରଙ୍କୁ ପିଟିପିଟି ହତ୍ୟା କରାଯାଇଛି । ଏପରି ଅଭିଯୋଗ ସିଲ୍‌ଭରସିଟି ରାଉରକେଲାରୁ ଆସିଛି। ଆଜି ରାଉରକେଲା ଇସ୍ପାତ କାରଖାନା ପରିସରରେ ଥିବା Ferro Scarf ନିଗମ ଲିମିଟେଡ୍‌ କମ୍ପାନୀର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଉକ୍ତ କମ୍ପାନୀରେ କାର୍ଯ୍ୟରତ ଜଣେ ଶ୍ରମିକ ଲୁହା...

itisish pradhan
ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ ସସ୍‌ପେଣ୍ଡ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ ରାଜ୍ୟ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ। ଯେଉଁଥିପାଇଁ ତାଙ୍କୁ ଆଜି ସସ୍‌ପେଣ୍ଡ କରାଯାଇଛି। ସଂଗଠନରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ସସ୍‌ପେଣ୍ଡ କରିଛନ୍ତି ନ୍ୟାସନାଲ୍ ଷ୍ଟୁଣ୍ଡେଣ୍ଟସ୍ ୟୁନିଅନ୍ ଅଫ୍...

sarojini3
ସଂଗୀତ ମନସ୍କ ସରୋଜିନୀ ; ପରିଣତ ବୟସରେ ବି ତୁଟିନି ସଂଗୀତ ପ୍ରତି ମୋହ

ଚାନ୍ଦବାଲି( ବାସୁଦେବ ଦାସ) : ପେଶା ରୋଜଗାର ଦିଏ ସତ, କିନ୍ତୁ ନିଶା ଦିଏ ବଞ୍ଚିବାର ରାହା। ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ମହିଳା। ଭଦ୍ରକ ଜିଲ୍ଲା ଚାନ୍ଦବାଲି ହରିପୁରର ସରୋଜିନୀ ମଲ୍ଲିକ। ତାଙ୍କୁ ୭୦ ଟପିଲାଣି ;କିନ୍ତୁ ଆଜି ବି ସେ ନିଜ କଳାକୁ...

match t-20
ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଧର୍ମଶାଳା: ଯାହା ଆଶଙ୍କା କରାଯାଉଥିଲା, ଠିକ୍ ସେୟା ହୋଇଛି। ଲଗାତାର ବର୍ଷା ଯୋଗୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚକୁ ବାତିଲ କରିଦିଆଯାଇଛି। ଏହି ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ଏଚପିସିଏ) ଷ୍ଟାଡିୟମରେ ହେବାର ଥିଲା, କିନ୍ତୁ...

cycle2
ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ

ବୌଦ୍ଧ( ଭାର୍ଜନ କୁମାର ପ୍ରଧାନ) : କୌଣସି ଇଂଜିନିୟର ବା ମେକାନିକ୍ ନୁହଁନ୍ତି, ଜଣେ ଚାଷୀ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ଏକ ଏଭଳି ବ୍ୟାଟେରୀ ଚାଳିତ ସାଇକେଲ, ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପରିବେଶ ଅନୁକୂଳ ସହ କମ୍ ଖର୍ଚ୍ଚରେ ବାଇକ୍ ଭଳି ସବୁ...

odisha assembly
ଡିଜିଟାଲ୍ ହେବ ଓଡ଼ିଶା ବିଧାନସଭା ; ପେପରଲେସ୍ କରିବାକୁ ପ୍ରୟାସ

ଭୁବନେଶ୍ୱର  : ହାଇଟେକ୍‌ ହେବ ଓଡ଼ିଶା ବିଧାନସଭା। ହିମାଚଳପ୍ରଦେଶ ବିଧାନସଭା ଶୈଳୀରେ ଡିଜିଟାଲ୍‌ ବିଧାନସଭା କରିବାକୁ ଆରମ୍ଭ ହୋଇଛି ପ୍ରୟାସ। ଓ୍ୱାନ୍‌ ନେସନ୍‌ ଓ୍ୱାନ୍‌ ଆପ୍ଲିକେସନ୍‌ ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ଇ-ବିଧାନସଭା ପାଇଁ ସହଯୋଗ କରିବେ। ୬ ମାସ ଭିତରେ ଏହା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଓଡ଼ିଶା...

rto raurkela
ସରକାରୀ ନିର୍ଦ୍ଦେଶକୁ ଫୁ ; ରାଉରକେଲା ଆରଟିଓ ଅଫିସ ଦିନ ୧୧ଟା ପର୍ଯ୍ୟନ୍ତ ବନ୍ଦ

ରାଉରକେଲା  : ରବିବାର ଦିନ ଆରଟିଓ ଅଫିସ୍ ଖୋଲା ରହିବ ବୋଲି ସରକାରୀ ନିର୍ଦ୍ଦେଶ ଥିବାବେଳେ ରାଉରକେଲା ଆରଟିଓ ଅଫିସ ଦିନ ୧୧ଟା ପର୍ଯ୍ୟନ୍ତ ବନ୍ଦ ଥିବା ଦେଖିବାକୁ ମିଳିଥିଲା। କିଛି ଗଣମାଧ୍ୟମ କ୍ୟାମେରା ପଡିବା ପରେ କିଛି କର୍ମଚାରୀ ଆସି ଅଫିସ୍‌ରେ ପହଞ୍ଚିଥିଲେ। କିନ୍ତୁ ଦିନ ୧୧ଟା...

jaga
ଜଗାର ହେବ ଖପୁରି ପ୍ରତ୍ୟାରୋପଣ

କଟକ : ଜଗାର ହେବ ଖପୁରି ପ୍ରତ୍ୟାରୋପଣ। SCBରେ ଜଗା କାଳିଆଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା। ଜଗାର ଅବସ୍ଥା ଭଲ ଅଛି, ମାତ୍ର ସ୍କୁଲ ଯାଇପାରିବ ନାହିଁ। ମୁଣ୍ଡରେ ଖପୁରି ନଥିବାରୁ ସ୍କୁଲ ଯାଇ ପାରିବ ନାହିଁ ଜଗା। ଖପୁରି ଟ୍ରାନ୍ସପ୍ଲାଣ୍ଟ...

student
କେନାଲରେ ବୁଡି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ !

ଯାଜପୁର : ଯାଜପୁର ଜିଲ୍ଲା ବିଂଝାରପୁର ନିକଟସ୍ଥ କେନାଲରେ ବୁଡ଼ି ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଅଭିଯୋଗ। ମୃତକ ହେଲେ ମଧୁସୁଦନପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ରାଜା। ଘଟଣା ଅନୁଯାୟୀ, ସାଙ୍ଗସାଥୀଙ୍କ ସହ କେନାଲରେ ଗାଧୋଉଥିବା ସମୟରେ ରାଜାଙ୍କ ଗୋଡ଼ ଖସି ଯାଇଥିଲା। ତାଙ୍କୁ ଉଦ୍ଧାର କରିବାକୁ ଅନ୍ୟ...

fine
ବାଇକ୍‌ ଚାଳକକୁ ୨୨୫୦୦ ଟଙ୍କା ଜୋରିମାନା

କଣ୍ଟାବାଞ୍ଜି (ସୁରଦାସ ବାଗ): ବାଇକ୍‌କୁ ୨୨୫୦୦ ଟଙ୍କା ଜୋରିମାନା ହୋଇଛି। ଏପରି ସୂଚନା ଆସିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ। ୫ଟି ନିୟମ ଉଲ୍ଲଂଘନ କରିଥିବାରୁ ବାଇକ୍‌ ଚାଳକକୁ ଏହି ଜୋରିମାନା ହୋଇଛି। ଅନ୍ୟପକ୍ଷରେ ମଦ୍ୟପାନକୁ ବାଇକ୍‌ ଚାଳକ ଖଣ୍ଡନ କରିଛନ୍ତି। ବେଲ୍‌ପଡ଼ା ଗାଁର ସୁଶାନ୍ତ କୁମାର...

death
ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯବାନ ମୃତ, ଜଣେ ଆହତ

ମାଲକାନଗିରି( ଜିତେନ୍ଦ୍ର ବେଉରା) : ବିଦ୍ୟୁତ୍‌ ତାର ଲାଗି ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି। ମୃତ ଯବାନଙ୍କ ନାଁ ରାହୁଲ କୁମାର ବେହେରା। ଆହତ ହୋଇଥିବା ଯବାନ ହେଲେ ଗଙ୍ଗା ଶବର। ମାଲକାନଗିରି ଜିଲ୍ଲା ମାଥିଲିରେ ଥିବା ଆଇଆରବି କ୍ୟାମ୍ପରେ ଲାଇଟ୍ ସଜାଡ଼ିବାବେଳେ ଏଭଳି...

sruggle for food
କଅଁଳ ବୟସରେ ପରିବାରର ବୋଝ

କେନ୍ଦୁଝର : କଅଁଳ ବୟସରେ ପେଟ ଚିନ୍ତା। ଯେଉଁ ବୟସରେ ବହି ବସ୍ତାନି ଧରିବା କଥା, ସେହି ବୟସରେ ପରିବାରର ବୋଝ। ଏହା ହେଉଛି, କେନ୍ଦୁଝର ସଦର ବ୍ଲକ ରାମଚନ୍ଦ୍ରପୁର ମୁଣ୍ଡାସାହିର ଗୁରୁବାରୀ ମୁଣ୍ଡାଙ୍କ କଥା। ଗୁରୁବାରିଙ୍କ ବୟସ ୧୨ ବର୍ଷ, ହେଲେ ଏହି ବୟସରେ ସେ ଓ...

brown sugar
୩୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ; ୩ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଲୁଣିଆଯୋଡ଼ି ବ୍ରିଜ୍ ମୁକେଶ୍ୱରଦ୍ୱାର ନିକଟରୁ ଗତକାଲି ସହଦେବଖୁଣ୍ଟା ପୁଲିସ୍‌ ୩୦୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ବ୍ରାଉନସୁଗର...

egg l
ପୁଣି ବିକ୍ରି ହେଲା ପ୍ଲାଷ୍ଟିକ୍ ଅଣ୍ଡା !

ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ପୁଣି ପ୍ଲାଷ୍ଟିକ୍‌ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଗତକାଲି ସଦର ମହକୁମାର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଦୋକାନରୁ ଗଙ୍ଗାଧର ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ୪ଟି ଅଣ୍ଡା କିଣିଥିଲେ। ହେଲେ ସେ ଘରେ ଆସି ଅଣ୍ଡା ଭାଙ୍ଗିବା ପରେ ସେଥିରୁ...

dies
ଗୋଟିଏ ଦିନରେ ଜଳିଲା ପରିବାରର ୩ ଜୁଇ

ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଦୁଃଖର ବାଦଲ ମାଡ଼ି ଆସିଲେ କ୍ଷଣକରେ ଚୁନା ହୋଇଯାଏ ସୁନାର ସଂସାର। ନିଜ ଭାଗ୍ୟକୁ ଦୋଷ ଦେବା ଛଡ଼ା ହାତରେ ଆଉ କିଛି ନ ଥାଏ।  ଏପରି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଏକ ପରିବାର। ଗୋଟିଏ ଦିନରେ ଗୋଟିଏ ଘରୁ ଉଠିଛି ୩...

cm
‘ମୋ ସରକାର’ କାର୍ଯ୍ୟକ୍ରମ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର : ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ଥାନା ଓ ହସ୍ପିଟାଲ୍‌ରୁ ନିଆଯିବ ଫିଡବ୍ୟାକ୍। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ବିଭିନ୍ନ ଥାନାର ବରିଷ୍ଠ ପୁଲିସ୍ ଅଧିକାରୀ, ଆଇଆଇସିଙ୍କ ସହ ମୁଖ୍ୟମନ୍ତ୍ରୀ...