• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rain
୮ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଘୁଚାପ ଯୋଗୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଅନ୍ୟପକ୍ଷରେ ବର୍ଷା ପରେ ବନ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସଆରସି।...

traffic
ହେଲ୍‌ପ ଲାଇନ ନମ୍ବର ଜାରି ; ଫାଇନ ଆଦାୟ ବେଳେ ସମସ୍ୟା ହେଲେ ଏହି ନମ୍ବରରେ ଜଣାଇ ପାରିବେ

ଭୁବନେଶ୍ୱର  : ଚଳିତ ବର୍ଷ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ । ଏହା ଅନୁଯାୟୀ ପରିବହନ ବିଭାଗ ପକ୍ଷରୁ ପୂର୍ବାପେକ୍ଷା ୧୦ ଗୁଣ ଦରରେ ଜୋରିମାନା ଆଦାୟ ହେଉଛି । ଏହି ନୂଆ ଆଇନ୍‌ ପାଳନ କରିବାକୁ କଡ଼ାକଡ଼ି କରାଯାଇଛି।...

hospital
ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରେ ସ୍ଥାନାନ୍ତର କରାଯାଇପାରିବ। ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲ ସାମିଲ କରାଯାଇଛି।...

fine
୩୮,୫୦୦ ଟଙ୍କା ଫାଇନ୍‌ ଦେଲେ ମ୍ୟାଜିକ୍‌ ମାଲିକ ; ଅଟୋ ଛାଡ଼ି ପଳାଇଲେ ଚାଳକ

ଭଦ୍ରକ (ପାର୍ଥସାରଥୀ ନାୟକ) : କିଛିଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ହାଡିବନ୍ଧୁ କଅଁର ନାମକ ଜଣେ ଅଟୋ ଚାଳକକୁ ୪୭ ହଜାର ୫୦୦ ଟଙ୍କା ଜୋରିମାନା କରାଯାଇଥିଲା। ସେ ୮ଟି ନିୟମ ଭାଙ୍ଗିଥିବାରୁ କମିଶନରେଟ୍‌ ପୁଲିସ ଏପରି ଦଣ୍ଡ ଦେଇଥିଲା। ଏବେ ସମାନ ଅଭିଯୋଗ ଭଦ୍ରକରୁ ଆସିଛି। ଜଣେ...

amicus
ସରକାରଙ୍କୁ ଆମିକସ୍‌କ୍ୟୁରିଙ୍କ କ୍ଲିନ୍‌ଚିଟ୍

ପୁରୀ : ଶ୍ରୀମନ୍ଦିର ଚୌହଦୀରୁ ୭୫ ମିଟର ଉଚ୍ଛେଦ ଅଭିଯାନ ପ୍ରସଙ୍ଗରେ ସରକାର ଓ ଶ୍ରୀମନ୍ଦିର ପ୍ରଶାସନକୁ କ୍ଲିନଚିଟ୍ ଦେଇଛନ୍ତି ଆମିକସ୍‌କ୍ୟୁରି। ଏ ସମ୍ପର୍କରେ ଗଜପତିଙ୍କ ସହ ଆଲୋଚନା ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଉଚ୍ଛେଦକୁ ସଠିକ୍ ନିଷ୍ପତ୍ତି ବୋଲି କହିଛନ୍ତି ଆମିକସ୍‌କ୍ୟୁରି ରଞ୍ଜିତ...

jaga
କଟକରେ ପହଞ୍ଚିଲେ ଜଗା କାଳିଆ

କଟକ : କଟକରେ ପହଞ୍ଚିଲେ ଜଗା କାଳିଆ। ରାଜଧାନୀ ଏକ୍ସପ୍ରେସ୍‌ରେ ଦିଲ୍ଲୀରୁ ଆସି ସେମାନେ କଟକ ରେଳ ଷ୍ଟେସନରେ ପହଞ୍ଚିଛନ୍ତି। କଟକରେ ପହଞ୍ଚିବା ପରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ ଉଭୟଙ୍କୁ ଏସ୍‌ସିବିକୁ ନିଆଯିବ।  ଏସସିବିରେ ଜଗା, କାଳିଆଙ୍କ ପାଇଁ ଆଇସିୟୁ ସୁବିଧା ଥିବା ଦୁଇ ଶଯ୍ୟା ବିଶିଷ୍ଟ କୋଠରୀ...

cp
ଇନ୍ସୁରାନ୍ସ ଓ ପଲ୍ୟୁସନ ଏବେ ଦେଖୁନାହୁଁ : କମିଶନର

ଭୁବନେଶ୍ୱର : ସରକାରୀ ଗାଡ଼ିଗୁ଼ଡିକ ଠାରୁ ଜରିମାନା ନ ନେଇ ଛାଡି ଦିଆଯାଉଥିବା ଅଭିଯୋଗରେ ଭୁବନେଶ୍ୱର ରାଜମହଲ ଛକରେ ଉତ୍ତେଜନା ଦେଖା ଦେଇଛି। ସେଠାରେ ସ୍ଥିତି ଧିରେ ଧିରେ ସୁଧାର ଆସୁଛି। ଏହି ଉତ୍ତେଜନା ପରେ କମିଶନର ସ୍ପଷ୍ଟ କରିଛନ୍ତି। କହିଛନ୍ତି ,ଏବେ ଆମେ କେବଳ ୫ଟି ଗଫଲତି...

dr
ନିଶାଡ଼ି ଚାଳକ ସାବଧାନ ! ଏଣିକି ଜରିମାନା ସହ ଜେଲ୍

ଭୁବନେଶ୍ୱର : ଏଣିକି ଜରିମାନା ସହ ଜେଲ୍ ବି ଭୋଗିବେ ନିଶାଡ଼ି ଗାଡ଼ି ଚାଳକ। ଦୁର୍ଘଟଣା ହ୍ରାସ ପାଇଁ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହେବ ଦଣ୍ଡବିଧାନ। ରାଜପଥ ସହ ଅନ୍ୟ ରାସ୍ତାରେ ଥିବା ସମସ୍ତ ଟୋଲ୍ ଗେଟ୍‌ରେ ବ୍ରେଦ୍ ଆନାଲିସିସ୍ ଡିଭାଇସ୍ ସାହାଯ୍ୟରେ...

assembly
ଏଣିକି ବିଧାନସଭାରେ ହଙ୍ଗାମା କଲେ ବହିଷ୍କାର ଦଣ୍ଡ

ଭୁବନେଶ୍ୱର  : ଏଣିକି ବିଧାନସଭାରେ ହଙ୍ଗାମା କଲେ ଭୋଗିବାକୁ ପଡ଼ିପାରେ ବହିଷ୍କାରର ଦଣ୍ଡ। ଓଡିଶା ବିଧାନସଭା ବାଚସ୍ପତିଙ୍କ ପ୍ରସ୍ତାବକୁ ଲୋକସଭା ବାଚସ୍ପତି ଗ୍ରହଣ କରିଥିବାରୁ ଏଭଳି ନିୟମ ଖୁବ ଶୀଘ୍ର ଲାଗୁ ହୋଇପାରେ । ତେବେ ଏଭିଳି ପ୍ରସ୍ତାବକୁ କିନ୍ତୁ ଗ୍ରହଣ କରୁନାହାଁନ୍ତି ବିରୋଧୀ ଦଳର ବିଧାୟକ ଓଡ଼ିଶାରେ...

chida
ତିହାର ଜେଲରେ ଏହି ସବୁ ସୁବିଧା ପାଇବେ ଚିଦାମ୍ବରମ

ନୂଆଦିଲ୍ଲୀ : ଶେଷରେ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ତେବେ ତିହାର ଜେଲ୍‌ରେ ଏହି ପୂର୍ବତନ କେନ୍ଦ୍ର ଅର୍ଥ ଓ ଗୃହମନ୍ତ୍ରୀଙ୍କୁ କେଉଁ ସବୁ...

doctors
ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୭୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଡାକ୍ତରଙ୍କ ଅଭାବ ଯୋଗୁ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହେଉଥିବାବେଳେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ସୀମାକୁ ୭୦ବର୍ଷକୁ ବୃଦ୍ଧି କରିଛନ୍ତି। ଏବେ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର ବୟସ ୬୮ବର୍ଷ ରହିଛି। ନିୟମିତ ଡାକ୍ତର ପଦବୀ ପୂରଣ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ଡାକ୍ତରଙ୍କ ଅବସର...

puri
ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ବିଶ୍ୱ ଐତିହ୍ୟ ନଗରୀ ଅଗ୍ରଗତି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।  ଲୋକସେବା ଭବନଠାରେ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ପ୍ରକଳ୍ପ ହେଲା,...

rera
ଠିକ୍ ସମୟରେ ଘର ଦେଉନଥିବା ବିଲଡରଙ୍କୁ ସତର୍କବାଣୀ

ଭୁବନେଶ୍ୱର : ଘର ପାଇଁ ବିଲଡର୍‌ଙ୍କୁ ଟଙ୍କା ଦେଇ ଅନାଇ ବସିଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଖିଲାଫକାରୀ ବିଲଡର୍‌ଙ୍କୁ ସାବାଡ଼ କରିବାକୁ ଆସିଛି ନୂଆ ନିୟମ। ଏହା ଅନ୍ତର୍ଗତ ଖିଲାଫକାରୀ ବିଲଡର୍‌ଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିପାରିବ ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି(ରେରା)। ରାଜ୍ୟ ସରକାରଙ୍କ ପକ୍ଷରୁ...