• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ik
ଭାରତ ବିରୋଧରେ ମୁସଲିମ୍‌ଙ୍କୁ ପ୍ରବର୍ତ୍ତାଇଲେ ଇମ୍ରାନ୍‌

ଇସ୍‌ଲାମାବାଦ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶୁକ୍ରବାର ପାକିସ୍ତାନ ଅଧିକୃତ କଶ୍ମୀରର ମୁଜାଫରବାଦ୍‌ଠାରେ ଭାରତ ବିରୋଧରେ ମୁସଲିମ୍‌ ସମ୍ପ୍ରଦାୟଙ୍କୁ ଉସକାଇଛନ୍ତି। ଇମ୍ରାନ୍‌ ଚେତାବନୀ ଦେଇଛନ୍ତି, କଶ୍ମୀରରେ ଭାରତର ପଦକ୍ଷେପ ଭାରତୀୟ ମୁସଲିମ୍‌ଙ୍କ ମନରେ ବିଶ୍ୱାସ ଜନ୍ମାଇବ ଯେ ସେମାନେ ଦେଶର ନାଗରିକ ନୁହନ୍ତି। ଏହା ଫଳରେ ସେମାନେ ଚରମ...

66
ମା’ ବିକିଦଲା ଛୁଆକୁ, ଦାମ୍‌ ୨୦ ହଜାର

ବାଲେଶ୍ୱର : ୭ ଦିନର ଛୁଆକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମାଆ। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି। ନିଜର ଗରିବୀ ପାଇଁ ମାଆ ନିଜର ଛୁଆକୁ ବିକ୍ରି କରିଥିବା ଗଣମାଧ୍ୟମ ଆଗରେ ସ୍ୱୀକାର କରିଛି। ବାଲେଶ୍ୱର ଟାଉନ୍‌ ଦର୍ଘା...

bi
ବିଜେପୁର ଉପନିର୍ବାଚନ : ଆରମ୍ଭ ହୋଇଗଲାଣି କସରତ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି କସରତ। ଅକ୍ଟୋବର ଶେଷ ଆଡ଼କୁ ଏଠାରେ ଉପନିର୍ବାଚନ ହେବ। ଏ ଚର୍ଚ୍ଚା ଭିତରେ ଏବେ ସବୁ ଦଳର ଫୋକସରେ ପଶ୍ଚିମ ଓଡ଼ିଶାର ଏହି ହାଇ ପ୍ରୋଫାଇଲ ଆସନ। ବିଜେଡିରୁ ପୂର୍ବତନ ବିଧାୟିକା ରୀତା ସାହୁ ଫ୍ରଣ୍ଟ ରନର ବୋଲି...

rto
ଛୁଟି ଦିନରେ ଖୋଲା ରହିବ RTO ଅଫିସ୍‌, ଖୋଲିବ ଅତିରିକ୍ତ ଡ୍ରାଇଭିଂ ଲାଇସେନ୍ସ କେନ୍ଦ୍ର

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ପାଇଁ ଖୋଲିବ ୫ଟି ଅତିରିକ୍ତ କେନ୍ଦ୍ର। ଭୁବନେଶ୍ୱରରେ ୪ଟି ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି। ଆର୍‌ଟିଓ-୧, ଆରଟିଓ-୨ ବାଦ୍ ମୋଟ ୫ଟି ଅତିରିକ୍ତ କେନ୍ଦ୍ର ଖୁବ୍ ଶୀଘ୍ର ଖୋଲିବ।...

3
ଚିଟ୍‌ଫଣ୍ଡ କାରବାର ଏବେ ବି ଚାଲିଛି

ଭୁବନେଶ୍ୱର  :ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ ରାଜ୍ୟରେ ଏବେ ବି ବେଧଡ଼କ ଚାଲିଛି ଚିଟ୍‌ଫଣ୍ଡ କାରବାର। ସାହାରା କ୍ରେଡିଟ୍ କୋଅପରେଟିଭ ସୋସାଇଟି ଓ ତାର ଅନ୍ୟ ଦୁଇ ଶାଖା ଲୋକଙ୍କୁ ଠକୁଥିବା ନେଇ ଖୋଦ୍ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଏନେଇ କେନ୍ଦ୍ରର ଖୋଳତାଡ଼ ପରେ ସମବାୟ...

5
ପାର୍ବଣ ପୂର୍ବରୁ ଅପରାଧି ହେବେ ସାବାଡ୍ : ୧୫ ଦିନରେ ୭ ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ହେଲାଣି ଏନକାଉଣ୍ଟର

ଭୁବନେଶ୍ୱର :  ଆସୁଛି ପାର୍ବଣ। ତାପୂର୍ବରୁ ଟୁଇନ ସିଟି ସମେତ ରାଜ୍ୟବ୍ୟାପୀ ପୋଲିସ ରାଡାରରେ ଅପରାଧୀ। ଅପରେସନ୍ କ୍ଲିନ୍ ଜରିଆରେ ଅପରାଧିଙ୍କ ଅପରାଧ ପଞ୍ଜିକା ଖୋଲିବା ସହ ପୋଲିସ ତିଆରି କରିଛି ବ୍ଲୁ ପ୍ରିଣ୍ଟ। ଗତ ୧୫ ଦିନ ଭିତରେ ସାତ ସାତଟି ଏନକାଉଣ୍ଟର କରି ଆକ୍ସନ ମୋଡକୁ...

4
ପିତ୍ତଳ ଥାଳିରେ କୋଠ ଭୋଗ ଖାଉଛନ୍ତି ମହାପ୍ରଭୁ ଜଗନ୍ନାଥ: ରତ୍ନଭଣ୍ଡାରରେ ପଡିଛି ସୁନା ଓ ରୂପା ଥାଳି

ପୁରୀ : ଅମାପ ଧନ ସମ୍ପତ୍ତିର ମାଲିକ ତଥା କୋଟି ଓଡିଆଙ୍କ ପ୍ରାଣ ପ୍ରଭୁ ଜଗନ୍ନାଥଙ୍କୁ ପିତ୍ତଳ ଥାଳିରେ ଲାଗି ହେଉଛି କୋଠ ଭୋଗ । ଏକଥା ଶୁଣି କ୍ଷୁବ୍ଧ ହୋଇଛନ୍ତି ଭକ୍ତ ଓ ଗବେଷକ। ରତ୍ନଭଣ୍ଡାରରେ ସୁନା ଓ ରୂପା ଥାଳି ରହିଥିବା କୁହାଯାଉଥିଲେ ବି କାହିଁକି...

ଏଊଓଗହସ
ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ନୂଆଦିଲ୍ଲୀ: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ଗୁରୁବାର ବଦଳିଯାଇଛି। ଏବେ ଏହାକୁ ଅରୁଣ ଜେଟଲୀ ଷ୍ଟାଡିୟମ ନାଁରେ ସମ୍ବୋଧିତ କରାଯିବ। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାଁରେ ନାମିତ କରାଯାଇଛି। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ...

pratap
‘ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି’

କଟକ  : ସମଗ୍ର ଭାରତର ଇତିହାସ ଭୁଲ ଭାବରେ ଲେଖାଯାଇଛି। ଆର୍ଯ୍ୟ ଓ ଦ୍ରାଭିଡ ଦୁଇଟି ଜାତି, ସେମାନେ ବାହାରୁ ଆସିଛନ୍ତି ବୋଲି କୁହାଯାଇଛି। ଏହାର କୌଣସି ସତ୍ୟତା ନାହିଁ। ଆଜି ଏହା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। କଟକରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ...

binodini
ପିଲାଙ୍କୁ ପାଠ ପଢ଼ାଇବାର ଝୁଙ୍କ ଆଗରେ ହାର୍ ମାନିଛି ଭରା ନଈ

ଢେଙ୍କାନାଳ(ରାଜଶ୍ରୀ ଶତପଥି): ଭରା ନଈ, ଉଚ୍ଛୁଳା ପାଣି। କେଉଁଠି ବେକେ ତ କେଉଁଠି ପାଟିଏ। ପାଦ ଖସିଗଲେ, ଜୀବନ ଶେଷ। ହେଲେ ସାପୁଆ ନଈରେ ପାଣି ଯେତେ ଥାଉ, ସୁଅ ଯେମିତି ପଡିଥାଉ, ଭ୍ୟାନିଟିକୁ ମୁଣ୍ଡ ଯାଏ ଟେକି ଧରି ବିନି ଦିଦି ଆରପଟେ ଥିବା ସ୍କୁଲ ଯିବାଟା...

pranav
ନେତାଙ୍କୁ କଣ ଆଇନ୍ ମାଫ୍ ? ଲୋକସେବା ଭବନରେ ନୂଆ ଟ୍ରାଫିକ୍ ନିୟମକୁ ଫୁ

ଭୁବନେଶ୍ୱର : ନେତା, ମନ୍ତ୍ରୀ, ବିଧାୟକ ଏମାନେ କଣ ଆଇନର ବାହାରେ। ଆଜି ଲୋକସେବା ଭବନର ଦୃଶ୍ୟ ଦେଖିଲେ ଆପଣଙ୍କ ମନକୁ ବି ସମାନ ପ୍ରଶ୍ନ ଆସିବ। କାରଣ ଆଜି ଏଠାକୁ ଆସିଥିବା ଅଧିକାଂଶ ମନ୍ତ୍ରୀ, ବିଧାୟକ ଓ ଉଚ୍ଚପଦସ୍ଥ ଅଧିକାରୀ କେହି ବି ନୂଆ ଟ୍ରାଫିକ୍ ନିୟମ...

suspend
ଟଏଲେଟ୍‌ରେ ପିଲା, ସ୍କୁଲ ଗେଟ୍‌ରେ ତାଲା ; ଦାୟିତ୍ୱହୀନତା କାର୍ଯ୍ୟ ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ସସ୍‌ପେଣ୍ଡ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ସ୍କୁଲ୍‌ କ୍ୟାମ୍ପସରେ କେତେ ସୁରକ୍ଷିତ ପିଲା? ବାଲେଶ୍ୱରରେ ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଆଜି ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି। ବାଲେଶ୍ୱର...

love
ଭୁଲ୍‌ ବାହାଘର ଭୁଲ୍‌ ବର ; ପ୍ରତାରଣା ଥିଲା ପ୍ରେମ ନଥିଲା

ଭୁବନେଶ୍ୱର : ମୋତେ ବାହା ହେବାକୁ ପ୍ରତିଶ୍ରୁତି ଦେଇ ତା’ ପାଖକୁ ନେଇଥିଲା। ମୋ ମଥାରେ ସିନ୍ଦୂର ଦେଇଥିଲା। ୨୦୧୮ ଡିସେମ୍ବର ୨୫ରେ ନେଇଥିଲା । ମୋ ମଥାରେ ସିନ୍ଦୂର ଦେଇଥିଲା। ମୋ ସହିତ ମୋ ଝିଅ ଯାଇଥିଲା। ୨୭ ତାରିଖରେ ମତେ ଗାଳିଗୁଲଜ କରି ମାରିବା ଧମକ...

note flow
ଗଣେଶ ପୂଜା ପେଣ୍ଡାଲରେ ନୋଟ୍ ବର୍ଷା!

ଗୁଜରାଟ : ଗଣେଶ ପୂଜା ପେଣ୍ଡାଲରେ ଉଡିଲା ନୋଟ୍। ଗୁଜରାଟର ରାଜକୋଟରେ ଏକ ପୂଜା ପେଣ୍ଡାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଗଣେଶ ପୂଜା ଅବସରରେ ସେଠାରେ ଏକ ଲୋକ ସାହିତ୍ୟ ଏବ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ମଞ୍ଚ ଉପରେ ସଙ୍ଗୀତ ପରିବେଷଣ ବେଳେ ଲୋକ ଆସି...

dhoni
ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ; କୋହଲିଙ୍କ ଟ୍ୱିଟ ଆଣିଲା ଟ୍ୱିଷ୍ଟ

ନୂଆଦିଲ୍ଲୀ : କ୍ରିକେଟରୁ ଅବସର ନେଇପାରନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ୨୦୧୯ ବିଶ୍ୱକପ୍‌ ପରେ କ୍ୟାପଟେନ କୁଲ୍ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବିରାଟ କୋହଲିଙ୍କ ଟ୍ୱିଟ ଏଥିରେ ଟ୍ୱିଷ୍ଟ ଆଣିଛି। ଏହାକୁ କିନ୍ତୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ...

kashmir
କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ : ଜାମିଆତ ଉଲେମା-ଇ-ହିନ୍ଦ

ନୂଆଦିଲ୍ଲୀ : ପାକିସ୍ତାନ ବିରୋଧରେ ଆଜି ପ୍ରସ୍ତାବ ପାରିତ କରିଛି ମୁସଲିମ ଧର୍ମର ସବୁଠାରୁ ବଡ଼ ଅନୁଷ୍ଠାନ ଜାମିଆତ ଉଲେମା-ଇ-ହିନ୍ଦ। ଏଥିସହ ସଂଗଠନ ପକ୍ଷରୁ ପାରିତ ପ୍ରସ୍ତାବରେ ଜମ୍ମୁ-କଶ୍ମୀରକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି। ଭାରତର ଆଭ୍ୟନ୍ତରୀଣ ଅଂଶର ଯେଉଁଭଳି ବିକାଶ ହେଉଛି ଉପତ୍ୟକାରେ ମଧ୍ୟ ତଦନୁଯାୟୀ...

trafiic
ନିୟମକୁ ଫୁ ; ଏଠାରେ ଟ୍ରାଫିକ୍ ଯାଞ୍ଚ ହେଉନି

ବଲାଙ୍ଗିର : ନୂଆ ମୋଟର୍ ଯାନ ନିୟମ ଲାଗୁ ହେବା ପରେ ଏବେ କଡ଼ାକଡ଼ି ହେଉଛି ଟ୍ରାଫିକ୍ ଯାଞ୍ଚ। ରାଜଧାନୀ ଭୁବନେଶ୍ୱର, କଟକ ସମେତ ଅନ୍ୟ ସହରରେ ଲୋକଙ୍କୁ ଏନେଇ କରାଯାଉଛି ସଚେତନ। ତେବେ ବିଡ଼ମ୍ବନାର ବିଷୟ ଯେ, ବଲାଙ୍ଗିରରେ ଏବେ ସୁଦ୍ଧା ନିୟମକୁ କଡ଼ାକଡ଼ି ଲାଗୁ ହୋଇନି।...