• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

adhra
ଆଧାର ଧରିଲା ୧୯ ଲକ୍ଷ ବେଆଇନ ହିତାଧିକାରୀ

ଭୁବନେଶ୍ୱର : ବର୍ଷ ବର୍ଷ ଧରି ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୯ ଲକ୍ଷ ହିତାଧିକାରୀ ବେଆଇନ ଭାବେ ନେଉଥିଲେ ଚାଉଳ। ରାସନକାର୍ଡ- ଆଧାର ଲିଙ୍କ୍ ପରେ ଏହି ସାଙ୍ଘାତିକ ତଥ୍ୟ ପଦାକୁ ଆସିଛି।  ସେପଟେ ନିରାଶ୍ରୟ, ବୃଦ୍ଧ ଅକର୍ମଣ୍ୟଙ୍କୁ ଚିହ୍ନଟ କରି ଚାଉଳ ଯୋଗାଣ ଜାରି ରଖିବାକୁ...

child
ଏୟାରପୋର୍ଟରେ ଚେକିଂ ବେଳେ ବ୍ୟାଗ୍ ଭିତରୁ ମିଳିଲା ୫ ମାସର ଶିଶୁ !

ଦୁବାଇ  :  ବନ୍ଦ ବ୍ୟାଗ୍‌ ଭିତରୁ ମିଳିଲା ଶିଶୁ । ଦୁବାଇ ଏୟାରପୋର୍ଟରୁ ବ୍ୟାଗ୍ ଭିତରୁ ମିଳିଲା ଏହି ଜୀବନ୍ତ ଶିଶୁଟି। ଶିଶୁଟିକୁ ଅପହରଣ କରି କରାଚିରୁ ଏକ ଟ୍ରାଭେଲ ବ୍ୟାଗ୍ ଭିତରେ କେହି ଯାତ୍ରୀ ଲୁଚାଇ ନେଉଥିଲା।  ଏତିକି ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡି ଧରାପଡିଲା। Baby...

drunken
ଗିରଫ ହେଲେଣି ୪୨୬ ମଦୁଆ ଚାଳକ , ଆଗରେ ଗଞ୍ଜାମ

ଭୁବନେଶ୍ୱର : ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ରାଜ୍ୟରେ ଗିରଫ ହେଲେଣି ୪୨୬ ମଦୁଆ ଚାଳକ। ବିଭିନ୍ନ ସମୟରେ ମଦ ପିଇ ଗାଡ଼ି ଚଳାଉଥିବା ବେଳେ ଏମାନଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ପୁଲିସ ଡିଜିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଗତକାଲି ରାଜ୍ୟର...

MLA
କ୍ୱାର୍ଟର୍ସ ଛାଡୁନଥିବା ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମ ବାଣୀ, ଘର ନଛାଡ଼ିଲେ କଟିବ ଲାଇନ, ପାଣି

ଭୁବନେଶ୍ୱର : ବେଆଇନ ଭାବେ ସରକାରୀ କ୍ୱାର୍ଟର ମାଡ଼ି ବସିଥିବା ୫ ଜଣ ସାଂସଦଙ୍କ ସମେତ ମୋଟ ୨୬ ଜଣ ନେତାଙ୍କୁ ବିଧାନସଭା ପକ୍ଷରୁ ପୁଣିଥରେ ନୋଟିସ୍ ଜାରି ହୋଇଛି। ୩ ମାସ ମଧ୍ୟରେ ଦ୍ୱିତୀୟ ଥର ନିମନ୍ତେ ବିଧାନସଭା ପକ୍ଷରୁ ଏହି ନୋଟିସ୍ କରାଯାଇଥିବାବେଳେ ସମ୍ପୃକ୍ତ କ୍ୱାର୍ଟରଗୁଡ଼ିକୁ...

honda---
ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ !

କଟକ : ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ । ବାରଙ୍ଗ ନିକଟରେ ଚେକିଂ ବେଳେ କଟକ ଆର୍‌ଟିଓ ପକ୍ଷରୁ ଆକ୍ଟିଭା ସ୍କୁଟରକୁ ଲକ୍ଷେ ଟଙ୍କା ଫାଇନ୍‌ କରାଯାଇଛି। ବିନା ନମ୍ବର ପ୍ଲେଟରେ ଗାଡ଼ି ଚଳାଉଥିବାରୁ ଏହି ଫାଇନ କରିଛନ୍ତି କଟକ ଆଞ୍ଚଳିକ ପରିବହନ ଅଧିକାରୀ। ଗତ ୨୮...

treatment3
ଡାକ୍ତର ନୁହେଁ, ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ରୋଗୀ ଚିକିତ୍ସା!

ତେଲକୋଇ( ଚିନ୍ମୟ ସାହୁ) :  ଡାକ୍ତର ନୁହେଁ, ବରଂ ଅନଭିଜ୍ଞ ଔଷଧ ଦୋକାନୀ କରୁଛନ୍ତି ଚିକିତ୍ସା। କେବଳ ବଡ଼ ଲୋକ ନୁହନ୍ତି, ଛୋଟ ଶିଶୁଙ୍କୁ ମଧ୍ୟ କରାଯାଉଛି ଚିକିତ୍ସା। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଜଗମୋହନପୁର ଅଂଚଳରେ ଏଭଳି ଦୃଶ୍ୟ ସାମନାକୁ ଆସିଛି। ସମ୍ମୁଖରେ ଔଷଧ ଦୋକାନ କିନ୍ତୁ...

debasish
କ୍ୱାର୍ଟର୍ସ ଛାଡ଼ିବା ପାଇଁ ନୋଟିସ ପଠାଇବା ଓ କେସ୍‌ କରିବା ଶୋଭନୀୟ ନୁହେଁ : ଦେବାଶିଷ ନାୟକ

ଭୁବନେଶ୍ୱର : ବିଜେଡି ଭିତରେ ଦୀର୍ଘଦିନ କୁହୁଳୁଥିବା ଅନ୍ତଃକନ୍ଦଳ ଦିନକୁ ଦିନ ଆହୁରି ତୀବ୍ର ହେବାରେ ଲାଗିଛି। ନିର୍ବାଚନ ପରେ ପୁଣି ଜଣେ ବିଜେଡିର ହେବିୱେଟ ନେତା ନିଜ ଅସନ୍ତୋଷ ଝାଡ଼ିଛନ୍ତି। ଏଥର ମୁହଁ ଖୋଲିଛନ୍ତି ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। କ୍ୱାର୍ଟର ଛାଡ଼ିବା ନୋଟିସକୁ ନେଇ ନିଜ...

rto
ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ : ମାନିଲେ ମନ୍ତ୍ରୀ

ଭୁବନେଶ୍ୱର : ଆରଟିଓ ଅଫିସ୍‌ରେ ଦଲାଲ ରାଜ୍ ନେଇ ଖୁଲାସା ହେବା ପରେ ନିଜର ମତ ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଗାଡ଼ିର କାଗଜପତ୍ର ପାଇଁ ଆରଟିଓ ଅଫିସ୍‌ରେ ଦଲାଲି ଚାଲିଥିବା ମନ୍ତ୍ରୀ ସ୍ୱୀକାର କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଦଲାଲିଗିରି ବହୁ ଦିନରୁ ଚାଲିଛି। ଆମେ...

accused
ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା

ଭୁବନେଶ୍ୱର : ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା। କପ୍ତିପଦା ଥାନା ASI ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି। ତେବେ...

police
ଉଗ୍ରରୂପ ନେଲା ଜନ୍ତାପାଇ ଘଟଣା ; ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଖଣ୍ଡଯୁଦ୍ଧ

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ): ଉଗ୍ରରୂପ ନେଇଛି ମାଲକାନଗିରି ଜନ୍ତାପାଇ ଘଟଣା।  ଉତ୍ତ୍ୟକ୍ତ ଜନତା ଓ ପୁଲିସ ମଧ୍ୟରେ ଏକ ପ୍ରକାର ଖଣ୍ଡଯୁଦ୍ଧ। ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଲୋକେ ଗୋଡ଼େଇ ଗୋଡ଼େଇ ପିଟିଛନ୍ତି। ଏଥିରେ ଆହତ ହୋଇଛନ୍ତି ୨ ପୁଲିସ୍ କର୍ମଚାରୀ ଗତକାଲି ଜନ୍ତାପାଇ ଅଙ୍ଗନଓ୍ୱାଡ଼ି...

ship3
ଉଦ୍ଧାର ହେଲା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’

କୃଷ୍ଣପ୍ରସାଦ (ନୀଳକଣ୍ଠ ପ୍ରଧାନ): ପ୍ରାୟ ଦେଢ଼ ମାସ ପରେ ଚିଲିକା ରାଜହଂସ କୂଳରେ ଫସି ରହିଥିବା ମାଲେସୀୟ ଜାହାଜ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ସିଙ୍ଗାପୁର ଜାହାଜ ଏମ୍‌ଭି-“ଚିତା”ର ଦୀର୍ଘ ସମୟର ଉଦ୍ୟମ ପରେ ‘ଜିନ୍ ହ୍ୱା-୩୨’ ଉଦ୍ଧାର ହୋଇଛି। ଏବେ ‘ଜିନ୍ ହ୍ୱା-୩୨’ ଜାହାଜ ଗଭୀର ସମୁଦ୍ରକୁ...

station
ରେୱାରୀ ଷ୍ଟେସନ୍‌ ଉଡ଼ାଇବାକୁ ଧମକାଇଲା ‘ମାସୁଦ୍‌’

ନୂଆଦିଲ୍ଲୀ: ହରିଆଣାର ରେୱାରୀ ରେଲ୍‌ୱେ ଷ୍ଟେସନ୍‌ ଉଡ଼ାଇବାକୁ ଧମକାଇଛି କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ। ଆସନ୍ତା ଅକ୍ଟୋବର ୮ ତାରିଖ ଭିତରେ ଏଭଳି ଭୟଙ୍କର ଆକ୍ରମଣ ହେବ ବୋଲି ଧମକାଇଛି ଏହି ସଂଗଠନ। ପୁଲିସ୍‌ ଜବତ କରିଥିବା ଏହି ଚିଠି କରାଚିର କେହି ଜଣେ ‘ମାସୁଦ୍‌’ ଏହି ଚିଠି...

rape
ଖାକିରେ କଳଙ୍କ, ଯୁବତୀଙ୍କୁ ଦୁଷ୍କର୍ମ କଲେ ପିଏସ୍‌ଓ !

ଫୁଲବାଣୀ (ତ୍ରିନାଥ ସାହୁ) : ଖାକିରେ ଲାଗିଲା କଳଙ୍କ। କାମ କରାଇବା ବାହାନାରେ ଜଣେ ଯୁବତୀଙ୍କୁ ପିଏସ୍‌ଓ ନିଜ ଘରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ କନ୍ଧମାଳ ଜିଲ୍ଲାରୁ ଆସିଛି। ପୀଡ଼ିତା ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ...

no helmet for advocate
ଆଇନଜୀବୀଙ୍କୁ ହେଲମେଟ୍‌ ନିୟମ ଛାଡ଼ ପାଇଁ ଅନୁରୋଧ

ବାଲେଶ୍ୱର( ରଶ୍ମୀରଂଜନ ଦାସ) : ଆଇନଜୀବୀଙ୍କୁ ହେଲେମେଟ୍‌ ନିୟମ ଛାଡ଼ ପାଇଁ ଅନୁରୋଧ। ବାଇକ୍‌ ଚଳାଇବା ବେଳେ ହେଲମେଟ୍‌ ନପିନ୍ଧିଲେ ଜରିମାନା ନକରିବାକୁ ବାଲେଶ୍ୱର ବାର ଆସୋସିଏସନ ପକ୍ଷରୁ ଏସପିଙ୍କୁ ଅନୁରୋଧ କରାଯାଇଛି। ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆଇନଜୀବୀଙ୍କୁ ଏହି ଆଇନରୁ ବାଦ୍ ଦେବାକୁ ଆସୋସିଏସନ...