• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ubera rani
ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

ଭୁବନେଶ୍ୱର :  ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଲେ କିନ୍ନର ରାଣୀ। ଭାରତର ୧ ନମ୍ବର ଉବେର ଡ୍ରାଇଭର ହେବାର ସଫଳତା ହାସଲ କରିଛନ୍ତି ରାଣୀ। ଉବେର ପକ୍ଷରୁ ତାଙ୍କୁ  ଏହି ମାନ୍ୟତା ଦିଆଯାଇଛି। ୫ ଷ୍ଟାର ରେଟିଂ ସହ ଦେଶର ଏକ ନମ୍ବର ଉବେର ଚାଳକ...

road romeo
ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ ; ନିସ୍ତୁକ ପିଟିଲେ ଲୋକେ

ବାଲୁଗାଁ ( ଶକ୍ତି ପ୍ରସାଦ ମହାପାତ୍ର) : ରୋଡ୍ ରୋମିଓକୁ ପାନେ। ରାସ୍ତାରେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ଜଣେ ନାବାଳକଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ ଲୋକେ। ଘଟଣାସ୍ଥଳରୁ ଅନ୍ୟ ଦୁଇ ନାବାଳକ ଫେରାର ହୋଇଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଏହି...

school
ଅବ୍ୟବସ୍ଥା ଭିତରେ ଆଦର୍ଶ ବିଦ୍ୟାଳୟ; କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ଭିତ୍ତିଭୂମି ଅଭାବ

ଚିତ୍ରକୋଣ୍ଡା /ମାହାଙ୍ଗା : ଯେଉଁ ଲକ୍ଷ୍ୟ ନେଇ ସରକାର ଆଦର୍ଶ ବିଦ୍ୟାଳୟ ଆରମ୍ଭ କରିଥିଲେ, ତାହା ଏବେ ବାଟବଣା। କେଉଁଠି ଶିକ୍ଷକ ନାହାନ୍ତି ତ କେଉଁଠି ହଷ୍ଟେଲ ସମସ୍ୟା। କେଉଁଠି ଭିତ୍ତିଭୂମି ନାହିଁ। ଏଭଳି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ରାଜ୍ୟର ବିଭିନ୍ନ ଆଦର୍ଶ ବିଦ୍ୟାଳୟ। ଫଳରେ...

star
୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଆପଣ ବାଜା ବଜାଇବା ପାଇଁ ଢୋଲ ସାହାଯ୍ୟ ନେବେ। ହେଲେ ବିନା କୌଣସି ବାଦ୍ୟ ଉପକରଣ ସାହାଯ୍ୟରେ ମଧ୍ୟ ଜଣେ ପିଲା ବାଜା ବଜାଇ ପାରୁଛନ୍ତି। ୧୨ ବର୍ଷର ଜଣେ ପିଲା ଛାତିକୁ ପିଟି ପାଟିରେ ବାଜା ବଜାଉଛନ୍ତି। କଥାଟି ଆଶ୍ଟର୍ଯ୍ୟ ଲାଗିଲେ...

snake
୧୦ ଫୁଟର ଅଜଗର ଉଦ୍ଧାର

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ୍‌ କଟୁପାଲି ଗ୍ରାମରୁ ଉଦ୍ଧାର ହୋଇଛି ପ୍ରାୟ ଦଶ ଫୁଟ ଲମ୍ବର ଏକ ଅଜଗର। ଖାଦ୍ୟ ଅନ୍ୱେଷଣରେ ଆସି ଜଣଙ୍କ ବାଡ଼ିରେ ଲାଗିଥିବା ଜାଲରେ ଅଜଗରଟି ଫସି ଯାଇଥିଲା। ଏହାକୁ ଦେଖି ବ୍ୟକ୍ତି ଜଣକ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।...

law
ରାଜ୍ୟରେ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ନୂଆ ସଂସ୍କୃତି ଓ ଐତିହ୍ୟ ନୀତି

ଭୁବନେଶ୍ୱର : ରାଜ୍ୟରେ ଖୁବ୍ ଶୀଘ୍ର ନୂଆ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଏକ ବୈଠକ ରାଜ୍ୟ ଅଭିଲେଖାଗାରରେ ଅନୁଷ୍ଠିତ ହୋଇଯାଇଛି। ନୀତିରେ ବିଶେଷ କରି ଭବିଷ୍ୟତ ଦୃଷ୍ଟି, ଆଭିମୁଖ୍ୟ, କଳା ଓ ସାଂସ୍କୃତିକ ପର୍ଯ୍ୟଟନ ସମ୍ପର୍କିତ ଗବେଷଣା, ପ୍ରତ୍ନତତ୍ତ୍ୱ, ଭାଷା ଓ...

shradha
ଆଜିଠୁ ୧୫ ଦିନ ଧରି ପାଳନ କରାଯିବ ପିତୃପକ୍ଷ

ଭୁବନେଶ୍ୱର : ଆଜି ହେଉଛି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି। ଆଜିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନ ଧରି ପିତୃପକ୍ଷ ପାଳନ କରାଯିବ। ଯେଉଁ ତିଥିରେ ଯାହାଙ୍କର ପିତୃପୁରୁଷ ମୃତ୍ୟୁବରଣ କରିଥାନ୍ତି, ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି। ତେଣୁ ପ୍ରତ୍ୟେକ ଗୃହସ୍ଥ ନିଜର ପିତୃ...

truck 4
ନୂଆ ଟ୍ରାଫିକ୍‌ ନିୟମ ; ଟ୍ରକ୍ ଉପରେ ୬ ଲକ୍ଷ ୫୩ ହଜାର ଜରିମାନା !

ସମ୍ବଲପୁର (ସଂଜୟ ଜେନା) : ପୁରା ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ପରେ  ସବୁ ଛକ ଓ ଟ୍ରାଫିକ୍‌ ପୋଷ୍ଟରେ ନିୟମ କଡ଼ାକଡ଼ି ଲାଗୁ ହୋଇଛି। ମୋଟା ରକମର ଫାଇନ୍‌ ମଧ୍ୟ ଆଦାୟ ହେଉଛି । ସ୍କୁଟି ଠାରୁ ନେଇ ଅଟୋ ଓ ଟ୍ରକ୍‌ ଚାଳକ ସମସ୍ତେ...

koko
ପୁଲିସ୍ ଏନକାଉଣ୍ଟରରେ ଅପରାଧୀ କୋକୋ ଆହତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ଗଞ୍ଜାମ ଜିଲ୍ଲା ଜୟଶ୍ରୀ କେମିକାଲ ରାସ୍ତାରେ ପୁଲିସ୍‌ ଏନକାଉଣ୍ଟରେ ଅପରାଧୀ ସୁଶାନ୍ତ ବେହେରା ଓରଫ୍‌ କୋକୋ ଆହତ ହୋଇଛି। ତାର ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି। କୋକୋର ଘର ବ୍ରହ୍ମପୁରର ଗୋଷାଣୀନୂଆଗାଁ ଅଞ୍ଚଳରେ। ପୁଲିସ୍‌ ତା’ଠାରୁ ଗୋଟିଏ...

marriage 5
ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

ଅନୁଗୁଳ( ବିରଜା ଦାସ) : ଆମ ସମାଜରେ ଏମିତି କିଛି ପ୍ରଥା ଓ କଥା ପ୍ରଚଳିତ ଅଛି , ଯାହାକୁ ଲୋକେ ଛାଡି ପାରନ୍ତି ନାହିଁ । କିଛି ଲୋକ ସେଇ ପୁରୁଣା ବିଶ୍ୱାସରେ ଜୀବନକୁ ଜଟିଳ କରିଦିଅନ୍ତି। ହେଲେ ଆଜି ଯେଉଁ  କଥାଟି ଆପଣ ଏବେ ଜାଣିବେ ,...

Body-of-woman-who-was-missing-along-with-her-daughter-for-past-5-days-recovered-from-the-banks-of-Brahmani-River
‘ମୋ ଝିଅ ଓ ସ୍ତ୍ରୀକୁ ଆଖି ଆଗରେ ମାରିଦେଲେ’

ବଣାଇ : ହିଂସ୍ର ହୋଇପଡ଼ିଥିଲେ ଗାଁ ଲୋକ! ହେଲେ ଅସହାୟ ଥିଲେ ବିଶା। ରାତିର ଅନ୍ଧକାରରେ ସବୁ ଦିଶୁଥିଲା ଜଳଜଳ। କିନ୍ତୁ ପ୍ରତିବାଦ କରିବାର ଚାରା ନ ଥିଲା ତାଙ୍କ ପାଖରେ। ହିଂସ୍ର ହାଇପଡିଥିବା ଗାଁ ଲୋକେ ପଶୁ ଭଳି ଝୁଣି ମାରିବାକୁ ବସିଥିଲ ସ୍ତ୍ରୀ ଗାଙ୍ଗୀ ଓ...