• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

train 5
ଦୁଇ ଝିଅଙ୍କୁ ଧରି ଟ୍ରେନ ଆଗକୁ ଡେଇଁଲା ମାଆ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ପାରିବାରିକ କଳହରୁ କରୁଣ ପରିଣତି। ଦୁଇ ଝିଅକୁ ଧରି ଟ୍ରେନ୍‌ ଆଗକୁ ଡେଇଁଲା ମାଆ। ଘଟଣାସ୍ଥଳରେ ମାଆର ମୃତ୍ୟୁ ଘଟିଥିବା ବେଳେ ଦୁଇ ଝିଅ ଗୁରୁତର ଆହତ ହୋଇଛନ୍ତି। ଏପରି ହୃଦୟବିଦାରକ ଘଟଣା ଆଜି ବ୍ରହ୍ମପୁର ରେଳ ଷ୍ଟେସନ୍‌ରେ ଘଟିଛି। ପୁଲିସ ଦୁଇ ଛୁଆଙ୍କ ବାପାଙ୍କୁ...

accident 1
ବସ୍‌ ଚକା ତଳେ ପଡ଼ିଗଲେ ୩ ଯୁବକ, ଚାଲିଗଲା ଜୀବନ

କେନ୍ଦୁଝର(ପ୍ରଣୟ ପାଣି) : ବାଇକ୍‌ରେ ଆସୁଥିବା ୩ ଯୁବକ ଭାରସାମ୍ୟ ହରାଇ ବସ୍‌ ଚକା ତଳେ ପଡ଼ି ଯାଇଥିଲେ। ଆଉ ତା’ପରେ ବସ୍‌ଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମେଡିକାଲ୍‌ରେ ଅନ୍ୟ ଜଣଙ୍କ ଜୀବନ ଯାଇଛି। ଆଜି ଏମିତି...

mohan--
ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ

ଭୁବନେଶ୍ୱର : ଓଡ଼ିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ। ଆସନ୍ତା ୧୨ରୁ ୨୦ ତାରିଖ ଯାଏଁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା RSSର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ କାର୍ଯ୍ୟକ୍ରମରେ ଯୋଗଦେବେ ମୋହନ ଭାଗବତ।  ସେ ଏହି କାର୍ଯ୍ୟକ୍ରମ ପାଇଁ ୯ ଦିନ ଯାକ ଓଡ଼ିଶାରେ...

ind
ଦ୍ୱିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ଭାରତ

ପୁଣେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଆରମ୍ଭ ହୋଇଛି। ମ୍ୟାଚର ପ୍ରଥମ ଦିବସ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ନାଁରେ ରହିଛି। ଯୁବ ଓପ୍ନର ମୟଙ୍କ ଅଗ୍ରୱାଲଙ୍କ ଦ୍ୱିତୀୟ ଶତକ ଏବଂ କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ...

gramrakhi
ଲାଞ୍ଚ ନେଇ ଛନ୍ଦିହେଲେ ଗ୍ରାମରକ୍ଷୀ , ବାନ୍ଧିଲା ପୁଲିସ୍‌

ଧର୍ମଗଡ଼ (ଇଙ୍ଗିତ ପଣ୍ଡା) : ଲାଞ୍ଚ ପାଇଁ ଛନ୍ଦିହେଲେ ଗ୍ରାମରକ୍ଷୀ। କଳାହାଣ୍ଡି ଜିଲ୍ଲାରେ ଏକ ମର୍ଡ଼ର ମାମଲା ରଫାଦଫା କରିବା ପାଇଁ ଗ୍ରାମରକ୍ଷୀ ଅକ୍ଷୟ ଦୁର୍ଗା ନେଇଥିଲେ ୫୦ ହଜାର ଟଙ୍କା! ଲାଞ୍ଚ ଦେଇ ଗିରଫ ହେବା ପରେ ଅଭିଯୁକ୍ତଙ୍କ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ...

SS
ଗବେଷଣା ଆଣିଲା ଆଶ୍ଚର୍ଯ୍ୟଜନକ ତଥ୍ୟ !

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ସିନ୍ଧୁ ସଭ୍ୟତାରେ ବସବାସ କରୁଥିବା ମନୁଷ୍ୟଙ୍କ ଭଳି ଅବିକଳ ମୁହଁ ବିକଶିତ କରିପାରିଛନ୍ତି। ହରିଆଣାର ରାଖିଗଡ଼ି ଠାରେ ଥିବା ୪,୫୦୦ ବର୍ଷ ପୁରୁଣା ସମାଧିସ୍ଥଳରୁ ମିଳିଥିବା ୩୭ ଜଣ ବ୍ୟକ୍ତିଙ୍କ ଦେହାବଶେଷରୁ ଏହି ମୁହଁର ପ୍ରତିରୂପ ବିକାଶ କରାଯାଇଛି। ଦକ୍ଷିଣ...

airport
ନୂଆବର୍ଷରୁ ଭୁବନେଶ୍ୱରରୁ ସୁରତକୁ ଉଡିବ ବିମାନ

ଭୁବନେଶ୍ୱର : ସୁରତରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ଖୁସି ଖବର। କାରଣ ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ।...

bsnl
ଗୁଜବ , ବନ୍ଦ ହେବନି ବିଏସ୍‌ଏନ୍ଏ‌ଲ୍‌ : ସ୍ପଷ୍ଟୀକରଣ ଦେଲା କମ୍ପାନୀ

ଭୁବନେଶ୍ୱର  : ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଏସଏନଏଲ୍ ବନ୍ଦ ହେବା ନେଇ କେତେକ ସମ୍ବାଦପତ୍ର ଓ ସୋଶାଲ ମିଡିଆରେ ଖବର ପ୍ରକାଶିତ ହେବାପରେ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀମାନେ ବିଏସଏନଏଲ ବିରୁଦ୍ଧରେ ଏଭଳି ଅପପ୍ରଚାର କରି ବିଏସଏନଏଲ୍ ଗ୍ରାହକଙ୍କୁ ହାତେଇବାକୁ...

KILLER
ସିରିଏଲ୍ କିଲର ବୋହୂ , ଶାଶୂ ଘରର ଛଅ ଜଣଙ୍କୁ କରିଛି ହତ୍ୟା

କେରଳ : କଥାରେ ଅଛି ଘରକୁ ସ୍ୱର୍ଗ କରିଦିଏ ବୋହୂ। ଏମିତି ଜଣେ ବୋହୂର କାରନାମା ପଦାକୁ ଆସିଛି ଶୁଣିଲେ ଛାତି ଥରି ଉଠିବ। ବୋହୂ ସାଜିଛି ସିରିଏଲ୍‌ କିଲର। ୧୪ ବର୍ଷରେ ଶାଶୂ ଘରର ଛଅ ଛଅ ଜଣଙ୍କୁ ଯୋଜନାବଦ୍ଧ ହତ୍ୟା କରି ରାସ୍ତାରୁ ହଟାଇ ଦେଇଛି।...

GG
ଟ୍ରେନରୁ ୧୩ କେଜି ସୁନା ଜବତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ହାୱାଡ଼ାରୁ ମୁମ୍ବାଇ ଯାଉଥିବା ‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ୧୩ କେଜି ସୁନା ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ କୋଟିରୁ ଅଧିକ ଟଙ୍କା ହେବ। ରାଜଗାଙ୍ଗପୁର ଓ ଝାରସୁଗୁଡା ମଧ୍ୟରେ ଟ୍ରେନ୍‌କୁ ଅଟକାଇ ଯାଞ୍ଚ ବେଳେ ଏହି ସୁନା ଧରାପଡ଼ିଛି। ସୂଚନାରୁ ପ୍ରକାଶ, 12102 ହାୱାଡାରୁ...

film
ରିଲିଜ ହେଲା ଅପକମିଂ ବଲିଉଡ ଫିଲ୍ମ ‘ବାଲା’ର ଟ୍ରେଲର

ରିଲିଜ ହୋଇଛି ଅପକମିଂ ବଲିଉଡ ମୁଭି ‘ବାଲା’ର ଟ୍ରେଲର। ଏଥିରେ ମୁଖ୍ୟ  ଭୂମିକାରେ ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତା ଅଛନ୍ତି ଆୟୁଷ୍ମାନ ଖୁରାନା। ତେବେ ଜଣେ ଟିପିକାଲ ବଲିଉଡ  ହୀରୋ ପରିବର୍ତ୍ତେ ଆୟୁଷ୍ମାନଙ୍କୁ ଏଥିରେ ଜଣେ ଛୋଟ ସହରର ମଧ୍ୟବିତ୍ତ ପରିବାରର ଯୁବକ ଭୂମିକାରେ ଦେଖିବାକୁ ମିଳିବ। ନିଜ ଚନ୍ଦାପଣକୁ...

seven
ସତରେ କଣ ଅଛି ସପ୍ତଫେଣୀ ନାଗ ? ୭ଟି ମୁଣ୍ଡ ଥିବା ସାପ କାତିକୁ ନେଇ ଚାଞ୍ଚଲ୍ୟ

ବେଙ୍ଗାଲୁରୁ : ସତରେ କଣ ଅଛି ସପ୍ତଫେଣୀ ନାଗ ? ପୁରାଣ ବର୍ଣ୍ଣିତ ସପ୍ତଫେଣୀ ସାପକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କାରଣ କର୍ଣ୍ଣାଟକ ବେଙ୍ଗାଲୁରୁ ନିକଟ ଏକ ଗାଁରେ ମିଳିଥିବା ସାପ କାତିରୁ ଏହାର ୭ଟି ମୁଣ୍ଡ ଥିବା ଜଣାପଡ଼ୁଛି। ଏକ ମନ୍ଦିର ନିକଟରେ ଗାଁ ଲୋକେ...

police
ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର  : ଭୁବନେଶ୍ୱର ୟୁନିଟ୍ ୯ ସରକାରୀ କ୍ୱାର୍ଟର୍ସରୁ ଯୁବକଙ୍କ ମୃତଦେହ ଉଦ୍ଧାର।  କ୍ୱାର୍ଟର୍ସରେ ଥିବା ପାଣିଟାଙ୍କିରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ହେଲେ ବିଜୟ ରଂଜନ ଜେନା, ବୟସ ପ୍ରାୟ ୧୯ ବର୍ଷ। ପରିବାର ଲୋକଙ୍କ ସୂଚନା ଅନୁସାରେ, ଯୁବକଙ୍କ ମାନସିକ ରୋଗ ଥିଲା। ...

modi
ଟ୍ରମ୍ପଙ୍କ ପ୍ଲେନ୍ ଭଳି ହେବ ମୋଦିଙ୍କ ପ୍ଲେନ୍

ନୂଆଦିଲ୍ଲୀ : ଟ୍ରମ୍ଫଙ୍କ ଭଳି ହେବ ମୋଦିଙ୍କ ପ୍ଲେନ୍। ଆଉ ଏୟାର ଇଣ୍ଡିଆ ନୁହେଁ ଏୟାର ଫୋର୍ସର ଅତ୍ୟାଧୁନିକ ବିମାନରେ ଉଡ଼ିବେ ମୋଦି। ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟବହାର କରୁଥିବା ବିମାନ ବୋଇଂ 747-200B ଭଳି ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ବି...