• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

encounter
ପିପିଲିରେ ଏନକାଉଣ୍ଟର

ପୁରୀ : ପିପିଲି ନିମାପଡ଼ା ତାରକାଜ ଛକ ନିକଟରେ ଏନକାଉଣ୍ଟର। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଭାଗିରଥୀ ପ୍ରଧାନ ଓରଫ ଭାଗୁ ଗୁରୁତର ଆହତ ହୋଇଛି। ତା ଗୋଡ଼ରେ ଗୁଳି ବାଜିଛି। ଭାଗୁକୁ ଚିକିତ୍ସା ପାଇଁ ପ୍ରଥମେ ପିପିଲି ମେଡିକାଲକୁ ନିଆଯାଇଥିଲା ପରେ ଅବସ୍ଥା ଗୁରୁତର ହେବାରୁ ତାକୁ...

ganguli
ଭାରତ-ପାକ୍ ମ୍ୟାଚ୍‌ ନେଇ ଏମିତି କହିଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଥିବା ସୌରଭ ଗାଙ୍ଗୁଲି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜକୁ ନେଇ ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି କହିଛନ୍ତି, ଭାରତ-ପାକ୍ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଦୁଇ...

new born baby
ଶ୍ମଶାନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ଆସିକା (ମନୋଜ ମୁନୀ): ନିଶାର୍ଦ୍ଧ ରାତିରେ ଶୂନ୍‌ଶାନ୍‌ ଥିଲା ଶ୍ମଶାନ। ଆଉ ଏହି ରାତିର ନୀରବତାକୁ ଭାଙ୍ଗୁଥିଲା ଏକ ଛୋଟ ଶିଶୁର କୁଆଁ କୁଆଁ ରାବ। ଏତିକି ବେଳେ ଜଣେ ମୃତକଙ୍କୁ ଖାଦ୍ୟ ଅର୍ପଣ କରିବା ପାଇଁ ସେହି ଶ୍ମଶାନକୁ ଯାଇଥିଲେ ଜଣେ ବିଧବା ମହିଳା ସୁଚି (ଛଦ୍ମନାମ)।...

naba
ନବୋନ୍ମେଷ ସୂଚକାଙ୍କରେ ଓଡ଼ିଶାକୁ ଦ୍ୱାଦଶ ସ୍ଥାନ

ନିବେଶକୁ ଫଳାଫଳରେ ରୂପାନ୍ତରିତ କରିବାରେ କେତେ ସଫଳ ହୋଇଛି ଓଡ଼ିଶା ? ନୀତି ଆୟୋଗ ଦ୍ୱାରା ପ୍ରକାଶିତ ଭାରତ ନବୋନ୍ମେଷ ସୂଚକାଙ୍କରେ ଓଡ଼ିଶା ଦ୍ୱାଦଶ ସ୍ଥାନ ଅଧିକାର କରିଛି। ମାନବ ସମ୍ବଳ, ନିବେଶ, ଟେକ୍ନୋଲୋଜି ଓ ବ୍ୟବସାୟିକ ସ୍ଥିତିକୁ ନେଇ ପ୍ରସ୍ତୁତ ଏହି ନବୋନ୍ମେଷ ମାନ୍ୟତାରେ କର୍ଣ୍ଣାଟକ ଶୀର୍ଷରେ...

peo
ପିଇଓଙ୍କ ଆତ୍ମହତ୍ୟାକୁ ନେଇ ସସ୍‌ପେନ୍ସ : ସ୍ୱାମୀ କହିଲେ ମୃତ୍ୟୁ ପଛରେ ଷଡଯନ୍ତ୍ର

ଯାଜପୁର (ଗୁଲାମ ଗସ୍‌ ) : ଯାଜପୁର ହରିଦାସପୁରରେ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପଛର ରହସ୍ୟ କ’ଣ ? ୨୪ ଘଣ୍ଟା ପରେ ବି ସୁରାଗ୍ ପାଇପାରୁନି ପୋଲିସ। କିନ୍ତୁ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇରହିଛି ସରପଞ୍ଚଙ୍କ ସ୍ୱାମୀଙ୍କ ସେହି ବ୍ୟକ୍ତିଗତ ଗେଷ୍ଟହାଉସ୍ ଉପରେ...

naveen
'ଋଣ କରି ଘିଅ ପିଅ' ନ୍ୟାୟରେ ଚାଲିଛନ୍ତି କି ରାଜ୍ୟ ସରକାର?

ଭୁବନେଶ୍ୱର : ନୂଆ ଘୋଷଣା ପାଇଁ ଋଣ ଭରସା। ‘ମୋ ସରକାର’ରେ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ଘୋଷଣା କରିଥିବା ବେଳେ ଗତକାଲି ସରକାର ଖୋଲା ବଜାରରୁ ପୁଣି ୫୦୦ କୋଟି ଟଙ୍କା ଋଣ କରିଛନ୍ତି। ଏଥର ଅତିରିକ୍ତ ବଜେଟ୍‌ରେ ଅଧିକ ଟଙ୍କା ନ ମାଗିବାକୁ ସବୁ ବିଭାଗକୁ ଅର୍ଥ...

train
ଟ୍ରେନ୍‌ରେ ଯାତ୍ରା କରୁଥିଲେ ନିଜର ଏହି ଅଧିକାର ବିଷୟରେ ନିହାତି ଜାଣି ରଖନ୍ତୁ -

ଆପଣ ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି ? ନିହାତି ଏହି କଥାକୁ ଜାଣି ରଖନ୍ତୁ । କାହିଁକି ନା ଆପଣ ନ ଜାଣିଲେ ଅସୁବିଧାରେ ପଡିପାରନ୍ତି। ଏଣୁ ନିଜର ଅଧିକାର ଗୁଡ଼ିକ ବିଷୟରେ ଅବଗତ ଥିଲେ ଯାତ୍ରା ସୁଖଦପୂର୍ଣ୍ଣ ହେବ । ଆଉ କୌଣସି ଅସୁବିଧାରେ ପଡିବେନି। ଏବେ...

love
ମିଛ ପ୍ରତିଶ୍ରୁତି ମିଛ ପ୍ରୀତି ; ପ୍ରେମିକା ଗର୍ଭବତୀ

ଜଳେଶ୍ୱର(ଅଜିତ ଦାସ) : ଲଭ, ସେକ୍ସ, ଧୋକା। ବିବାହ ପ୍ରତିଶ୍ରୁତି ଦେଇ ସଂପର୍କ ରଖିବା ପରେ ଏବେ ବିବାହ କରିବାକୁ ମନା କରିଦେଇଛି ପ୍ରେମିକ। ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ତାଳସାରୀ ଥାନା ଅନ୍ତର୍ଗତ ଚନ୍ଦନେଶ୍ୱର ଅଂଚଳରୁ । ଅଭିଯୋଗ ଅନୁଯାଇ ଚନ୍ଦନେଶ୍ୱର  ଅଂଚଳର ଜନୈକ ଯୁବକ...

teachert locked
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ତାଲା

ବାରିପଦା (ମାଣିକ ଲାଲ୍‌ ପାଣି) : ପାଠ ପଢ଼ାଇବା ବାହାନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି ଜଣେ ଲମ୍ପଟ ଶିକ୍ଷକ! ଏହାକୁ ନେଇ ସ୍କୁଲରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଶିକ୍ଷକଙ୍କୁ ଶ୍ରେଣୀ ଗୃହରେ ପୂରାଇ ତାଲା ପକାଇ ଦେଇଛନ୍ତି। ଆଜି ଏପରି ଅଭାବନୀୟ...

scb
ଅସରାଏ ବର୍ଷାରେ ଉବୁଟୁବୁ କଟକ ଏସ୍‌ସିବି ମେଡିକାଲ୍

କଟକ :  ଅସରାଏ ବର୍ଷାରେ ଉବୁଟୁବୁ କଟକ ଏସ୍‌ସିବି ମେଡିକାଲ୍। ୱାର୍ଡଭିତରେ ପଶିଲା ବର୍ଷା ପାଣି। ରଞ୍ଜନ ରଶ୍ମୀ ଓ ସର୍ଜରୀ ୱାର୍ଡରେ ବର୍ଷା ପାଣି ପସିଯାଇଛି । ଫଳରେ ଏକ୍ସରେ ବାଧାପ୍ରାପ୍ତ ହୋଇଛି । ବହୁ ସଂଖ୍ୟାରେ ରୋଗୀ ହସ୍ପିଟାଲ୍‌ରେ ରହିଛନ୍ତି। ଏହି ୱାର୍ଡ ଗୁଡ଼ିକରେ ପାଣି...

pratap sadangi
ମୋ ସରକାର ଓ 5Tକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କଟାକ୍ଷ

ଭୁବନେଶ୍ୱର : ସରକାରଙ୍କ 5-T କାର୍ଯ୍ୟକ୍ରମ ଭାଣ୍ଡାମୀ ଓ ଲୋକଙ୍କ ସହ ଛଳନା। ମୋ ସରକାର ଓ 5T କାର୍ଯ୍ୟକ୍ରମକୁ କଟାକ୍ଷ କରି ଏଭଳି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ମନ୍ତ୍ରୀ କହିଛନ୍ତି, ବସ୍ତା ଡାକ୍ତରଖାନା ଯାଇଥିଲି ହେଲେ ସେଠାରେ ଡାକ୍ତର ନାହାନ୍ତି। ଆଉ ସେଠାରେ ରୋଗୀଙ୍କୁ ମାଗଣା...

link
ନୋବେଲ ବିଜେତା ଅଭିଜିତଙ୍କ ଓଡ଼ିଶା ଲିଙ୍କ୍‌

ଭୁବନେଶ୍ୱର : ଚଳିତ ବର୍ଷ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ୮୦ ଦଶକରେ ଅଭିଜିତ୍ ଜେଏନୟୁରେ ପାଠ ପଢ଼ୁଥିବା ବେଳେ ନିଜ ଓଡ଼ିଆ ବନ୍ଧୁଙ୍କ ସମର୍ଥନରେ ତିହାର ଜେଲ୍ ଯିବାକୁ ପଛାଇ...

jersy
ଆଇଏସଏଲ୍ : ଓଡ଼ିଶା ଏଫସି କିଟ୍ ଉନ୍ମୋଚିତ

ଭୁବନେଶ୍ୱର: ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ୍)ର ଷଷ୍ଠ ସଂସ୍କରଣ। ଏହା ପୂର୍ବରୁ ଆଇଏସଏଲର ଅନ୍ୟତମ ଫ୍ରାଞ୍ଚାଇଜି ଓଡ଼ିଶା ଏଫସି ବୁଧବାର ଭୁବନେଶ୍ୱରରେ ତା’ର ନୂଆ କିଟ୍ ଉନ୍ମୋଚିତ କରିଛି। ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ ଦିଲ୍ଲୀସ୍ଥ ଫ୍ରାଞ୍ଚାଇଜି ଓଡ଼ିଶା...

parking
ପାର୍କିଂ ଫି’ ଆଦାୟ କରିପାରିବେନି ହସ୍ପିଟାଲ ଓ ସପିଂ ମଲ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ଆଦାୟ ହେଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ନିର୍ଦ୍ଦେଶ ଦେଇଛି। ବିଡିଏ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ଯେ, ବିଭିନ୍ନ ସପିଂ ମଲ୍...

death
ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଯାଜପୁର : ଡ୍ୟୁଟିରେ ଥିବା ବେଳେ ମହିଳା ପଞ୍ଚାୟତ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ସେ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେ ହେଲେ ପିଇଓ(ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ) ସ୍ମିତାରାଣୀ। ସୂଚନା ମୁତାବକ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଅଧିକାରୀ...