ଭୁବନେଶ୍ୱର : ଆସନ୍ତାବର୍ଷ ୨୦୨୦ ଅକ୍ଟୋବର ୨ ସୁଦ୍ଧା ରାଜ୍ୟରେ ପ୍ଲାଷ୍ଟିକ ପୂରା ବ୍ୟାନ୍ ହେବ। ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ୍ କରାଯାଇଛି। ହେଲେ ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ ବ୍ୟବହାର କମ୍ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ...
ମାଲକାନଗିରି : ଓଟିଭି ପ୍ରଭାବ। ୧୩ବର୍ଷ ଧରି ଶଯ୍ୟାଶାୟୀ ହୋଇ ପଡିରହିବା ଏବଂ ଇଚ୍ଛା ମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଘଟଣାରେ ପଦକ୍ଷେପ। ଓଟିଭିରେ ଏହି ଖବର ପ୍ରସାରଣ ହେବା ପରେ ଆଜି ଏକ ଡାକ୍ତରୀ ଟିମ୍ ସର୍ଗିଗୁଡ଼ା ଯାଇ ଚମ୍ପା କାଲାକୁରାଙ୍କୁ ମାଲକାନଗିରି ସଦର ଡାକ୍ତରଖାନାକୁ...
ରାଉରକେଲା : ଟିକଟକ୍ ଭିଡିଓ ନିଶାରେ ଆହତ ହେବା ପରେ ବି ଛାଡୁନି ଟିକଟକ୍ ଭିଡିଓ ମୋହ। ଗୁରୁତର ଆହତ ହୋଇ ହସ୍ପିଟାଲରେ ଆଡମିଶନ୍ ହେବା ପରେ ମେଡିକାଲ ବେଡ୍ରେ ବି ସୁଟିଂ କଲେ ଟିକ୍ଟକ୍ ଭିଡିଓ। ସୋଶାଲ୍ ମିଡିଆରେ ଭାଇରାଲ୍ ପରେ ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି...
ସୋନପୁର(ରବୀନ୍ଦ୍ର ହୋତା): ବାରହା ଫାଶରେ ଫସି ପ୍ରାଣ ହରାଇଲେ ବାପ-ପୁଅ। ଅନ୍ୟଜଣେ ପୁଅ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ପିତାମହୁଲ ଗାଁରେ। ସୁବର୍ଣ୍ଣପୁର ଥାନା ସୁବଳୟା ଥାନା ପିତାମହୁଲ ବାଉରିଜୋର ଜଙ୍ଗଲକୁ ଗତକାଲି ରାତିରେ ନିଜ ଦୁଇ ପୁଅ ସହ ଯାଇଥିଲେ...
ସମ୍ବଲପୁର : ସମ୍ବଲପୁର ଭୀମସାରରେ ଅଗ୍ନିକାଣ୍ଡ। କାର୍ଡିଓଲୋଜି ବିଭାଗ ପାଖରେ ଥିବା ଜେନେରେଟର ରୁମ୍ରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ସୁରକ୍ଷା କର୍ମୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଜେନେରେଟର ଖରାପ ହୋଇଯାଇଥିବାରୁ ମେଡିକାଲର ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରାଂଶ ଚାଲୁ କରିବାରେ ବାଧା ସୃଷ୍ଟି ହୋଇଛି।...
ଇଏ ଏମିତି ଜଣେ ମହିଳାଙ୍କର କାହାଣୀ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି ତାଙ୍କ ସହ ଏମିତି ହୋଇପାରେ । ଏହି ଥର ଶୁକ୍ରବାରର ‘କୌନ୍ ବନେଗା କରୋଡିପତି’ର ସ୍ପେଶାଲ ସୋ’ କୁ ଆସୁଛନ୍ତି ଏହି ମହିଳା । ଯାହାଙ୍କ ଜୀବନ କାହାଣୀ ଶୁଣି ଅମିତାଭ ବି ଥରି...
ବାଲେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ତେବେ ତାଙ୍କ ବାସଭବନ ସମେତ ୭ଟି ଜାଗାରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ବାଲେଶ୍ୱର ଜିଲ୍ଲାର ଶରିଷା ଗାଁ, ଶ୍ୱଶୁର ଓ...
ମାଲକାନଗିରି ( ଜିତେନ୍ଦ୍ର ବେଉରା) : ୧୩ ବର୍ଷ ହେଲା ଅଜଣା ରୋଗରେ ପଙ୍ଗୁ ହୋଇ ଖଟରେ ପଡି ରହିଛି। ମୁଁ ଆଉ କଷ୍ଟସହ୍ୟ କରିପାରୁନି। ତେଣୁ ମୋତେ ଇଚ୍ଛା ମୃତ୍ୟୁ ଦିଆଯାଉ। ଦୀର୍ଘ ବର୍ଷ ଧରି ଅଜଣା ରୋଗରେ ଶଯ୍ୟାଶାୟୀ ହୋଇ ପଡିରହିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କୁ...
ମୋହନା(ମିହିର ଜତି): ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ବଡ଼ବଦା ଗାଁ ନିକଟରେ ଥିବା ଘାଟିରେ ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତର...
ଜୟପୁର (ଟି.ଗୌରୀଶଙ୍କର) : ମା’ ପର କରିଦେଲା, ବାପା ଆରପାରିରେ। ବାପା ମାଆଙ୍କ ଅନୁପସ୍ଥିତିରେ ଦୁଇ ଭାଇ ଭଉଣୀଙ୍କ ସାହାରା ପାଲଟିଛନ୍ତି ଏଡ୍ସରେ ଆକ୍ରାନ୍ତ ଦାଦା। କୋରାପୁଟ ଜିଲ୍ଲା ବୋରିଗୁମ୍ମା ହାଟପଦାରେ ଜଣେ ଏଡ୍ସ ଆକ୍ରାନ୍ତ ଏମିତି ପରିସ୍ଥିତି ଦେଇ ଗତି କରୁଛନ୍ତି। କୁନି ପୁତୁରା ଓ ଦିବ୍ୟାଙ୍ଗ...
ବରଗଡ଼(ଦୀପକ ଶର୍ମା): ବିଜେପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ। ଏଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମଙ୍ଗ ଧରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଗାଇସିଲଟ ବ୍ଲକର...
ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାୟଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା...
ଖୋର୍ଦ୍ଧା : ସାବାଡ଼ ହେଉଛନ୍ତି ଦୁର୍ନୀତିଖୋର୍ ସରକାରୀ ଅଧିକାରୀ। ନିଜ ନାଁରେ ୨ଟି ଭିଜିଲାନ୍ସ ମାମଲା ଥିବାରୁ ଖୋର୍ଦ୍ଧା SPଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ SI ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଚାକିରି ଆହୁରି ୪ ବର୍ଷ ବାକି ଥିବା ସତ୍ତ୍ୱେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଖୋର୍ଦ୍ଧା...