• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dg
ଓଡ଼ିଶା ଆସୁଛନ୍ତି ଏନ୍‌ଆଇଏ ଡିଜି

ଭୁବନେଶ୍ୱର : ଆସନ୍ତା ୩ ତାରିଖରେ ଓଡ଼ିଶା ଆସୁଛନ୍ତି ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଡିଜି ଯୋଗେଶ ଚନ୍ଦ୍ର ମୋଦି। ଆତଙ୍କବାଦୀ ମାମଲାର ତଦନ୍ତ ସଂପର୍କରେ ପୁଲିସକୁ ଦିଆଯିବ ପ୍ରଶିକ୍ଷଣ। ଏନଆଇଏ ଡିଜିଙ୍କ ସହ ମଧ୍ୟ ବରିଷ୍ଠ ଅଧିକାରୀ ଆସୁଛନ୍ତି। ଭୁବନେଶ୍ୱରସ୍ଥିତ ପୁଲିସ ଭବନରେ ଆତଙ୍କବାଦୀ ମାମଲାର ତଦନ୍ତ...

relation
ବାଲକୋନିରେ ପ୍ରେମ ନେଇଗଲା ଜୀବନ

ନୂଆଦିଲ୍ଲୀ : ସମ୍ଭୋଗ ନେଲା ଜୀବନ । ଏମିତି ଏକ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟ ପତି-ପତ୍ନୀ ଘରର ୩ୟ ମହଲାରେ ଦୈହିକ ସଂପର୍କରେ ଲିପ୍ତ ଥିଲେ । ଉଭୟ ଏଥିରେ ଏତେ ମାତ୍ରାରେ ହଜିଯାଇଥିଲେ ଯେ, ଶେଷରେ ପରିଣାମ ଭୟଙ୍କର ହୋଇଗଲା। ସେହି ୩ୟ...

onion
କେମିତି ଟଳିବ ପିଆଜ ସଂକଟ ?

ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକତା ଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଏହା ସତ୍ତ୍ୱେ ପିଆଜ ନିଅଣ୍ଟିଆ ଦେଖାଦେଉଛି। ରାଜ୍ୟରେ ବେଲଗାମ୍ ହୋଇଛି ପିଆଜ ଦର। ସମସ୍ୟା ସମାଧାନ କରିବା ବଦଳରେ ରେଟ୍ ଉଚ୍ଚା ଦେଖି ହାତ ଟେକିଦେଇଛନ୍ତି ସରକାର। ସଙ୍କଟ ଦୂର କରିବା ପାଇଁ ଖାଦ୍ୟ ଯୋଗାଣ...

girl6
ବାପା ସାଜିଲା ବେପାରୀ

ନୟାଗଡ଼ / ବଲାଙ୍ଗିର : ଝାନ୍‌ସୀର ମଣିଷ ହାଟରେ ପୁଣି ଓଡ଼ିଆ ଝିଅକୁ ସଉଦା । ବାପା ସାଜିଲା ବେପାରୀ । ଦୁଇ ଭଉଣୀଙ୍କୁ ନିଲାମ୍ କରିଦେଲା ଜନ୍ମଦାତା ବାପା। ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଞ୍ଚଳରେ। ଏହି ଦୁଇ ଭଉଣୀ ହୁଏତ ବର୍ତ୍ତିଯାଇଛନ୍ତି ଦଲାଲ କବଳରୁ,...

anubhab
ଅଡ଼ୁଆରେ ଅନୁଭବ ; ବଢିଲା ସାଂସଦ ଓ ପଡ଼ୋଶୀଙ୍କ ମଧ୍ୟରେ କଳି

କଟକ : ନିଜ ଦଳର ଛାତ୍ର ନେତା ଏବଂ ପୁଲିସ ବିରୋଧରେ ଅଭିଯୋଗ ଆଣି ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଅସହାୟତା ପ୍ରକାଶ କରିବା ସହ ଅନୁଭବ କହିଛନ୍ତି ଯେ, ଅଭିଯୋଗ ସତ୍ତ୍ୱେ ତାଙ୍କର ଜଣେ ପଡୋଶୀ ବିରୋଧରେ କଟକ ପୁରୀଘାଟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ...

bank
ବ୍ୟାଙ୍କଗୁଡିକର କାର୍ଯ୍ୟ ଅବଧିରେ ପରିବର୍ତ୍ତନ

ଭୁବନେଶ୍ୱର : ବ୍ୟାଙ୍କର କାର୍ଯ୍ୟ ଅବଧିରେ ପରିବର୍ତ୍ତନ। ଆସନ୍ତାକାଲି ଠାରୁ ସବୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକର କାର୍ଯ୍ୟ ଅବଧିରେ ପରିବର୍ତ୍ତନ ହେବ। ବ୍ୟାଙ୍କରେ କାର୍ଯ୍ୟ ସମୟ ଏବେ ଦିନ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ହେବ। ଗ୍ରାହକମାନଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ନିଷ୍ପତ୍ତି। ସବୁ...

mother2
ବାଟ ଡ଼ରିଲା ମମତା ଜିତିଲା; ୭ଦିନର ଅସୁସ୍ଥ ଶିଶୁକୁ ଧରି ୪କିଲୋମିଟର ଚାଲିଲା ମାଆ….

ଜୟପୁର ( ଟି.ଗୌରୀ ଶଙ୍କର) : କୁହାଯାଏ ମାଆ ପରି କିଏ ହେବ । ମାଆର ପଣତ ଛୁଆ ପାଇଁ ଅଭୟ ପ୍ରଦାୟକ। ନିଜ ପିଲାର ମଙ୍ଗଳ କାମନା କରି କେତେ ଓଷା ବ୍ରତ ମାଆଟିଏ କରିଥାଏ ତାର ହିସାବ ନାହିଁ। ନିଜ ପିଲାର କଣ ହୋଇଗଲେ ମାଆ...

sister
ବାପା ନା ସଇତାନ! ଦଲାଲଠୁ ଟଙ୍କା ଆଣିଛି ବାପା

ନୟାଗଡ଼ : ଯେଉଁ ବାପା ନିଜ ଔରସରୁ ସନ୍ତାନକୁ ଜନ୍ମ ଦେଇ ତାକୁ ଦୁନିଆ ଦେଖେଇ ଥାଏ, ଆଉ ତାଙ୍କର ଆଶିର୍ବାଦରେ ସନ୍ତାନ ନିଜର ଭବିଷ୍ୟତକୁ ହାତ ଠାରି ଡାକେ। ସେହି ବାପା କଣ କେବେ ନିର୍ଦ୍ଦୟ ହୋଇପାରେ? ପିଶାଚ ପାଲଟି ଯାଏ। କିନ୍ତୁ ଏମିତି ଏକ ଘଟଣା...

naveen-dharmendra
ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର : ଖସିଲେ ନବୀନ, ଉଠିଲେ ଧର୍ମେନ୍ଦ୍ର। ୨୦୧୯ ବର୍ଷ ପାଇଁ ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରକାଶ ପାଇଥିବା ଶହେ ଜଣ ମୋଷ୍ଟ ପାଓ୍ୱାରଫୁଲ୍ ଇଣ୍ଡିଆନ୍ ବା ସବୁଠୁ ଶକ୍ତିଶାଳୀ ଭାରତୀୟ ତାଲିକାରେ ନବୀନଙ୍କ ରାଙ୍କ ହ୍ରାସ ପାଇଥିଲାବେଳେ ଧର୍ମେନ୍ଦ୍ରଙ୍କ ସ୍ଥାନ ଉପରକୁ ଉଠିଛି। ଏହି ସଂସ୍ଥା...

rto-2
ଓଟିଭି ପ୍ରଭାବ… ଆର୍‌ଟିଓ ଅଫିସ ନିକଟରୁ ଭାଙ୍ଗିଲା ଦଲାଲଙ୍କ ଚାଳିଆ

ଭୁବନେଶ୍ୱର : ଆର୍‌ଟିଓ ଅଫିସ୍ ଆଗରୁ ଭାଙ୍ଗିଲା ଦଲାଲଙ୍କ ଚାଳିଆ । ଆର୍‌ଟିଓ କାର୍ଯ୍ୟାଳୟରୁ  ଚାଳିଆ, ଝୁମ୍ପୁଡ଼ି ହଟିବା ନେଇ ନିର୍ଦ୍ଦେଶ ପରେ ରାଜଧାନୀ ଭୁବନେଶ୍ୱରରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଆର୍‌ଟିଓ କାର୍ଯ୍ୟାଳୟ ଅଫିସରୁ ୪୦ରୁ ଅଧିକ ଝୁମ୍ପୁଡ଼ିକୁ ଉଚ୍ଛେଦ କରାଯାଇଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ...

murder
ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା

ଅନୁଗୁଳ : ଭୁଜାଲିରେ ହାଣି ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା। ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଅନ୍ତୁଳିଆ ପଞ୍ଚାୟତର ଜଗବନ୍ଧୁ ବେହେରା ନାମକ ଜଣେ ଓ୍ୱାର୍ଡ ମେମ୍ବରଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଅନ୍ତୁଳିଆ ବଜାରରେ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରି ହତ୍ୟା କରିଥିଲେ। ତେବେ ହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ...

help
ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ପରିବହନ ବିଭାଗର ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଲର୍ଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀରେ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସହିଦ ନଗର ବିଏମ୍‌ସି ୱାର୍ଡ ଅଫିସ ଓ OSRTC ପରିସରରେ ଲୋକଙ୍କ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଯୋଗାଇ ଦିଆଯିବ। ଆସନ୍ତାକାଲି ଠାରୁ ଅକ୍ଟୋବର ୪ ତାରିଖ ଯାଏଁ ଦିନ ୧୦ଟାରୁ ୫ଟା...

rourkela
ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ: ଧର୍ମେନ୍ଦ୍ର

ରାଉରକେଲା  :ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ।  ଏଥିପାଇଁ ଯୋଜନା କରାଯାଉଛି।  ଏହାଛଡ଼ା ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ଯେଉଁ ସବୁ କାମ ଅଟକି ରହିଛି ସେଗୁଡ଼ିକୁ ତ୍ୱରାନ୍ୱିତ କରାଯିବ।  ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମର୍ଚ୍ଚାଣ୍ଟ ଲିଜ୍ ବନ୍ଦ ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର...

jio
‘ସ୍ୱଚ୍ଛ ଭାରତ'ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଓ କର୍ମଚାରୀଙ୍କ ସ୍ୱତନ୍ତ୍ର ଉଦ୍ୟମ

ଭୁବନେଶ୍ୱର : ‘ସ୍ୱଚ୍ଛ ଭାରତ’ର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଆଜି ଜିଓ ପକ୍ଷରୁ ଦେଶର ୯୦୦ଟି ରେଳ ଷ୍ଟେସନରେ ସଫେଇ ଅଭିଯାନ ହାତକୁ ନିଆଯାଇଛି । ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଦେଶ ବ୍ୟାପୀ ଆରମ୍ଭ କରାଯାଇଥିବା ‘ଜିଓ ସ୍ୱଚ୍ଛ ରେଳ ଅଭିଯାନ’ରେ ଜିଓ...