• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

pregnant
ଦୋକାନ ବାରଣ୍ଡାରେ ପ୍ରସବ

ନବରଙ୍ଗପୁର (ନବଘନ ବିଷୋୟୀ) : ଦୋକାନ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଆଜି ଏମିତି ହୃଦୟ ବିଦାରକ ଘଟଣା ନବରଙ୍ଗପୁର ଟାଉନ୍‌ରେ ଦେଖିବାକୁ ମିଳିଛି। ତେବେ ମେଡିକାଲ୍‌ରେ ପହଞ୍ଚିବା ପୂର୍ବରୁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ନବରଙ୍ଗପୁର ଟାଉନ୍‌...

jua
ପରମ୍ପରା ନାଁରେ କାୟା ମେଲାଇଛି ଜୁଆ ଖେଳ ; ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା ଓ ସମ୍ପତ୍ତି

ବ୍ରହ୍ମପୁର(ଜଗନ୍ନାଥ ସାହୁ ) :  ଜୁଆ ମାୟାଜାଲରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଇଲାକା ।  କମ୍ ସମୟରେ ଅଧିକ ଧନ ପାଇବା ଲୋଭରେ ଶ୍ରାଦ୍ଧ ହେଉଛି ଲକ୍ଷ ଲକ୍ଷ ଟଙ୍କା।  ବରବାଦ୍ ହେଉଛନ୍ତି ଶହ ଶହ ପରିବାର। ପୂଜା ସମୟରେ ପରମ୍ପରା ନାଁରେ ଜୁଆ ଭଳି ବେଆଇନ୍ କାର୍ଯ୍ୟ...

hus
ଦାମ୍ପତ୍ୟ କଳହରୁ ଚରମ ନିଷ୍ପତ୍ତି ! ସ୍ତ୍ରୀ ଆଖି ସାମ୍ନାରେ ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀ

କଟକ  : ଦାମ୍ପତ୍ୟ କଳହରୁ ଚରମ ନିଷ୍ପତ୍ତି ! ସ୍ତ୍ରୀ ଆଖି ସାମ୍ନାରେ ନଦୀକୁ ଡେଇଁ ପଡ଼ିଲେ ସ୍ୱାମୀ। କଟକ-ଭୁବନେଶ୍ୱର ଜାତୀୟ ରାଜପଥର କାଠଯୋଡ଼ି ନଦୀ ପୋଲ ଉପରେ ଆଜି ଦିନ ଦି’ପହରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହାପରଠୁ ଯୁବକଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ଓଡ୍ରାଫ୍‌...

jio
ଗ୍ରାହକଙ୍କୁ ଜିଓ ଦେଲା ଝଟ୍‌କା

ନୂଆଦିଲ୍ଲୀ :  ମୋବାଇଲ୍ ଉପଭୋକ୍ତାଙ୍କୁ ଝଟ୍‌କା ଦେଲା ଜିଓ ନେଟ୍ଓ୍ୱାର୍କ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍‌କୁ  ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍‌ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ...

POLICE
ବଟି ମାଗି ନିଲମ୍ବିତ ହେଲେ ଲାଞ୍ଚୁଆ ପୁଲିସ

ବଲାଙ୍ଗିର : ଟ୍ରକ୍ ଚାଳକଙ୍କୁ ହାବିଲଦାର ଲାଞ୍ଚ ମାଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ କଣ୍ଟାବାଞ୍ଜି ଟାଉନ୍ ଥାନା ହାବିଲଦାର ସଂକୀର୍ତ୍ତନ ପଟେଲ ନିଲମ୍ବନ କରାଯାଇଛି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ହାବିଲଦାରଙ୍କୁ ନିଲମ୍ବନ କରିଛନ୍ତି ଡିଆଇଜି। ମୋ ସରକାର ଯୋଜନାର ସଠିକ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଥିବା...

sbi
ସୁଧହାର ବଦଳାଇଲା ଷ୍ଟେଟ୍‌ବ୍ୟାଙ୍କ

ନୂଆଦିଲ୍ଲୀ : ଏସ୍‌ବିଆଇ ସେଭିଂସ୍‌ ଡିପୋଜିଟ୍‌ ଉପରେ ନୂଆ ପରିବର୍ତ୍ତନ ଆଣିଛି। ଭାରତର ଏହି  ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବୁଧବାର ସେଭିଂସ୍‌ ଡିପୋଜିଟ୍‌ ଉପରେ ସୁଧହାର ହ୍ରାସ କରିଛି। ସ୍ଥାୟୀ  ଜମାରେ ମଧ୍ୟ ସୁଧ ହ୍ରାସ କରିଥିବା ଘୋଷଣା କରିଛି ଏସ୍‌ବିଆଇ।...

rape
ଦୁର୍ଗା ପୂଜାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଆଳି(ବନମାଲି ସାହୁ): ଜଣେ ନୀରିହ ନାବାଳିକାର ହୋଇଛି ଇଜ୍ଜତ୍‌ ଲୁଟ୍‌। ଏମିତି ଏକ ଅଭିଯୋଗ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଞ୍ଚଳରୁ ଆସିଛି।  ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି। ଗତ ୬ତାରିଖ ଥିଲା ମା ଦୁର୍ଗାଙ୍କ...

pandian
ପାଣ୍ଡିଆନଙ୍କ ଗସ୍ତକୁ ଦେଖି ମେଡିକାଲରେ ରୋଗୀଙ୍କ ଲୁଗାପଟା ଫିଙ୍ଗିଦେଲେ

ମାଲକାନଗିରି  : 5-T ସଚିବ ଏବଂ ଟିମ୍‌ଙ୍କ ଗସ୍ତ ପୂର୍ବରୁ ମାଲକାନଗିରି ମେଡ଼ିକାଲରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ପାଣ୍ଡିଆନଙ୍କ ଗସ୍ତକୁ ଦେଖି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ୍ ହତାରେ ଶୁଖାଇଥିବା ଲୁଗାପଟା ସବୁକୁ କେହି ଜଣେ ଫିଙ୍ଗିଦେଇଥିଲେ। ଗସ୍ତ ପୂର୍ବରୁ ପ୍ରସ୍ତୁତ ହୋଇନଥିବା ମେଡ଼ିକାଲ୍‌ର କେହି...

BHASANI
ରାଜଧାନୀରେ ଭସାଣ ଶୋଭାଯାତ୍ରା ନେଇ ରୁଟ୍‌ ଚାର୍ଟ

ଭୁବନେଶ୍ୱର : ବିଜୟା ଦଶମୀ ସହ ସରିଛି ଶାରଦୀୟ ଦୁର୍ଗା ପୂଜା। ଏହାପରେ ସାରା ରାଜ୍ୟରେ ଚାଲିଛି ଭସାଣ ଉତ୍ସବ।  ପାରମ୍ପରିକ ବାଦ୍ୟ ଓ ଭବ୍ୟ ଶୋଭାଯାତ୍ରାରେ ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତା ମାଆଙ୍କୁ ମେଲାଣି ଦେଉଛନ୍ତି। ରାଜଧାନୀ ଭୁବନେଶ୍ୱରର ୩ଟି ସ୍ଥାନରେ ଅନୁଷ୍ଠିତ ହେବ ଭସାଣ ଶୋଭାଯାତ୍ରା...

double murder
ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ

ଉଦଳା : ଗୁଣିଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅଭିଯୋଗ। ୬ଦିନ ପରେ ମିଳିଲା ମୃତଦେହ। ମୃତ ଦମ୍ପତି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସୀତାରାମ ସାହିର ବୋଲି ଜଣାପଡିଛି । କ୍ଷତାକ୍ତ ଓ ପଥରରେ ବନ୍ଧାଯାଇଥିବା ଅବସ୍ଥାରେ ଡ୍ୟାମ୍‌ରୁ ଉଦ୍ଧାର ହୋଇଛି ମୃତଦେହ। ହତ୍ୟା ଅଭିଯୋଗରେ ପୁଲିସ ମହୁଲପଙ୍ଖାର...

ravan 1
ରାବଣ ପଡ଼ି ବାଳକ ଗୁରୁତର

ନୂଆପଡା (ମାୟାଧର ସରାଫ) : ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପୋଡି ପୂର୍ବରୁ ଅଘଟଣ ଘଟିଛି। ରାବଣ ପ୍ରତିକୃତି ପଡ଼ି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଣ୍ତେତରା ଗାଁରେ ରାବଣ ପୋଡ଼ି...

otet
ଓଟିଇଟିର ପିଛା ଛାଡୁନି ବିବାଦ

ଭୁବନେଶ୍ୱର : ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନ୍‌ଲାଇନ୍ ପରୀକ୍ଷାର ଆନ୍ସର କିରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଶ୍ନ ପିଛା ଚ୍ୟାଲେଞ୍ଜ୍ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିବା...

crocodile
ଘାତକ ସାଜିଛି କୁମ୍ଭୀର ; ନଦୀ ତୁଠରେ କୁମ୍ଭୀର ଆତଙ୍କ

କେନ୍ଦ୍ରାପଡ଼ା  : ନଦୀତୁଠରେ କୁମ୍ଭୀର ଆତଙ୍କ । କେତେବେଳେ କୂଳରୁ ଟାଣିନେଉଛି ମଝି ନଈକୁ, ତ ଆଉ କେତେବେଳେ କ୍ଷତବିକ୍ଷତ କରୁଛି ମଣିଷକୁ। କେନ୍ଦ୍ରାପଡ଼ା ଇନ୍ଦୁପୁର ଗାଁର ସର୍ବେଶ୍ୱର ଜେନା  ସବୁଦିନ ଭଳି ଗତ ରବିବାର ଗାଈ ଚରାଇ ବିରୂପା ନଦୀ ଭିତର ଦେଇ ଫେରୁଥିଲେ । କିନ୍ତୁ...

sindura
କେଉଁଠି ଦହି ପଖାଳ, ତ କେଉଁଠି ସିନ୍ଦୂର ଖେଳ ; ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ

ଭୁବନେଶ୍ୱର/କଟକ : କେଉଁଠି ଦହି ପଖାଳ, ତ’ କେଉଁଠି ସିନ୍ଦୂର ଖେଳ।  କେଉଁଠି ଲାଖ ବିନ୍ଧା ତ’ କେଉଁଠି ବାଡ଼ି ଓ ଖଣ୍ଡା ବୁଲା  ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ବିଜୟ ଦଶମୀରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବିବିଧ ପରଂପରାର ଝଲକ । ଅସତ୍ୟ ଉପରେ ସତ୍ୟର...

ଶାରଦୀୟ ଦୁର୍ଗାପୂଜାର ଆଜି ଅନ୍ତିମ ପର୍ବ

ଭୁବନେଶ୍ୱର : ଶାରଦୀୟ ପୂଜାର ଆଜି ଅନ୍ତିମ ଦିନ। ବିଦାୟ ନେବେ ମା’। ବାଜା ବାଣ ପଟୁଆରରେ ଅନୁଷ୍ଠିତ ହେବ ଭସାଣ ଉତ୍ସବ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ଐତିହାସିକ ସହର କଟକ ଦେବିଗଡା ଘାଟରେ ନିର୍ମାଣ ହେଉଛି ଅସ୍ଥାୟୀ ପୋଖରୀ। ଏହାସହ ରାସ୍ତା, ଲାଇଟ୍‌ ବ୍ୟବସ୍ଥା ମଧ୍ୟ ଶେଷ...