ନୋଏଡ଼ା : ନୋଏଡ଼ାରେ ଏମିତି ଏକ ହୋଟେଲ୍ ଖୋଲିଛି , ଯାହାକି ଏଠି ଖାଇବାର ମଜା ନିଆରା। ଲୋକେ ମଧ୍ୟ ଏହି ସ୍ୱତନ୍ତ୍ର ବ୍ୟବସ୍ଥାକୁ ବହୁତ ପସନ୍ଦ କରିଛନ୍ତି। ଏହି ହୋଟେଲ୍ ଲୋକମାନଙ୍କୁ ଭୂମି ଠାରୁ ୧୬୦ ଫୁଟ ଉଚ୍ଚରେ ଖାଦ୍ୟ ଖାଇବାକୁ ଦେଉଛି। ଦୁଃସାହସିକତା କାର୍ଯ୍ୟକୁ ପସନ୍ଦ...
ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା। ବିଜେପିକୁ ବାଏ ବାଏ କଲେ ଅଶୋକ ପାଣିଗ୍ରାହୀ । ୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ବିଜେଡିରୁ ସସ୍ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ। ତେବେ ଦଳ ତାଙ୍କୁ ଗୁରୁତ୍ୱ ନଦେବାରୁ...
କଟକ(ପ୍ରଭାତ ବିଷୋୟୀ): ଆଜି କଟକ ବଡ଼ ମେଡିକାଲ ପରିସରରେ ଏକ ଅସ୍ୱାଭାବିକ ଘଟଣା ଘଟିଛି। ଜଣେ ବୃଦ୍ଧ ରୋଗୀ ଝରକା ଗ୍ରୀଲ୍ ଭାଙ୍ଗି ତଳକୁ ଡେଇଁ ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ମୁତାବକ, ବୃଦ୍ଧଜଣକ ନ୍ୟୁ ମେଡିସିନ ୱାର୍ଡର ୩ ମହଲାରେ ଥିବା ନିରାଶ୍ରୟ ରୋଗୀ...
ଦିନକୁ ଦିନ ମଣିଷ ଯନ୍ତ୍ରମାନବ ପାଲଟିଗଲାଣି। ଏତେ କାର୍ଯ୍ୟବ୍ୟସ୍ତ ରହୁଛି ଯେ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ମଧ୍ୟ ସମୟ ପାଉନି। ଫଳରେ ନାନା ଶାରୀରିକ ସମସ୍ୟା ଦେଖାଦେଉଛି। ଆଉ ଏହାପରେ ପ୍ରତିକାର କଥା ଚିନ୍ତା କରୁଛି । ଆଜିକାଲି ମେଦବୃଦ୍ଧି , ଗ୍ୟାସ, ଜଙ୍ଘ , ନିତମ୍ୱ ଓ...
ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପାକିସ୍ତାନ ପକ୍ଷରୁ ସୋଶାଲ ମିଡିଆରେ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ହୋଇଛି। ଆଜି ମୋଦି ଓ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଅନଔପଚାରିକ ଆଲୋଚନା ହୋଇଛି। ଏହି ସମ୍ପର୍କର ସେତୁ ଗଠନ ହେବା ପୂର୍ବରୁ ଆଜି ସକାଳୁ ସୋଶାଲ...
ରାଇରଙ୍ଗପୁର (ରାଜେଶ ଶର୍ମା) : ଜଙ୍ଗଲରୁ ମିଳିଲା ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଏପରି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ସରଗଢ଼ା ସଂରକ୍ଷିତ ଜଙ୍ଗଲରୁ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମାତ୍ର...
ଭୁବନେଶ୍ୱର : ନୟାଗଡ଼ବାସୀଙ୍କ ପାଇଁ ଖୁସି ଖବର। ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱରରୁ ନୟାଗଡ଼କୁ ସିଧାସଳଖ ଗଡ଼ିବ ଏହି ଟ୍ରେନ୍। ଯାହାର ନାଁ ହେଉଛି ‘ସେବା ସର୍ଭିସ୍ ଏକ୍ସପ୍ରେସ୍’। ଏନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେବା ସର୍ଭିସ ଏକ୍ସପ୍ରେସ ଟ୍ରେନ୍ଟି ସଂଧ୍ୟା ୬ଟା ୪୦ରେ ଭୁବନେଶ୍ୱର...
ଭୁବନେଶ୍ୱର : “ଜ୍ଞାନେଶ୍ୱରୀ ଏକ୍ସପ୍ରେସ”ରେ ସୁନା ଚୋରାଚାଲାଣ ପଛରେ ରହିଛି କି ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍ର ହାତ? ଓଡ଼ିଶା ରେଳପଥକୁ ବ୍ୟବହାର କରୁଛି କି ଅଣ୍ଡରୱାର୍ଲଡ୍ ମାଫିଆ ଦାଉଦ୍ ଇବ୍ରାଇମ୍ଙ୍କ ଡି କମ୍ପାନୀ? ଓଡ଼ିଶା ବାଟ ଦେଇ ସୁନା ବେପାରର ବେଆଇନ କାରବାର ଚଳାଇଛି କି ପାକିସ୍ତାନରେ ଆତ୍ମଗୋପନ...
ସୁନ୍ଦରଗଡ଼ : ମହଙ୍ଗା ପଡ଼ିଲା ବିଇଓଙ୍କୁ ପିଲାଙ୍କ ମଝିରେ ଚିକେନ୍ ଖାଇବା। ସ୍କୁଲ ପରିଦର୍ଶନ ଯାଇ ମଧ୍ୟାହ୍ନ ଭୋଜନ ମାନ ପରଖିବା ବେଳେ ପିଲାଙ୍କ ମଝିରେ ଚିକେନ୍ ଖାଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଶିକ୍ଷାଧିକାରୀ ନିଲମ୍ବିତ ହୋଇଛନ୍ତି। ଏ ନେଇ ଓଟିଭିରେ ଖବର ପ୍ରସାରଣ ପରେ ସଂପୃକ୍ତ...
ରାଞ୍ଚି : ରାଞ୍ଚିରେ ଚାଲିଥିବା ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ୧୦୦ ମିଟରରେ ଜାତୀୟ ରେକର୍ଡ ଭାଙ୍ଗିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ୧୧.୨୬ ସେକେଣ୍ଡ ଥିଲା। କିନ୍ତୁ ଶୁକ୍ରବାର ଦୂତୀ ୧୧.୨୨ ସେକେଣ୍ଡରେ ୧୦୦ ମିଟର୍ ଅତିକ୍ରମ କରି...
କୋରାପୁଟ (ଟି.ଗୌରୀଶଙ୍କର) : ଯେଉଁ ବୟସରେ ମାଆର ପଣତ ତଳେ ଖୁସି ସାଉଁଟିବା କଥା, ସେଠି ଯେତେବେଳେ ନିଜକୁ ମାଆର ଭୂମିକା ତୁଲାଇବାକୁ ପଡୁଛି, ସେଠି ଖୁସି କଥା ଭାବିବାକୁ ବେଳ କାହିଁ। ହସିଖେଳି ପଢ଼ିବା ବୟସରେ ପରିବାର ପ୍ରତିପୋଷଣ ଓ ଲାଳନପାଳନର ଗୁରୁ ଦାୟିତ୍ୱ । ଦୁର୍ଗମ...
ପୁଣେ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ପୁଣେ ଟେଷ୍ଟରେ ନିଜର ଦ୍ୱିଶତକୀୟ ଇନିଂସ୍ ବଳରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଟେଷ୍ଟରେ ୭ଟି ଦ୍ୱିଶତକ ମାରିବାର ରେକର୍ଡ କରିଛନ୍ତି। ଏହାସହ ସେ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ମଧ୍ୟ...
ବୌଦ୍ଧ : ୫ ଟଙ୍କା ଦେଇ ଭାତ-ଡାଲମା ଖାଇଲେ ତୃତୀୟ ମହଲାର ସବୁଠାରୁ ପାୱାରଫୁଲ ସଚିବ କୁହାଯାଉଥିବା ଭିକେ କାର୍ତ୍ତିକେୟନ ପାଣ୍ଡିଆନ୍। ଏମିତି ଏକ ଦୃଶ୍ୟ ଆଜି ବୌଦ୍ଧ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା। ପାଣ୍ଡିଆନଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରୀପାଠି, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନର...
ବ୍ରହ୍ମପୁର (ଅଶୋକ ବ୍ରହ୍ମା): ବୁଧବାର ରାତିରେ ଧରାପୃଷ୍ଠରୁ ମେଲାଣୀ ନେଉଥିଲେ ମା’ ଦୁର୍ଗା। ଆଉ ଠିକ୍ ସେତିକି ବେଳେ ଜଣେ ନାବାଳିକାଙ୍କର ଇଜ୍ଜତ ଲୁଟୁଥିଲା ଜଣେ ଯୌନ ପିପାସୁ । ଝିଅଟିର ଆକୁଳ ନିବେଦନ ଶୁଣିନଥିଲା ଦୁଷ୍କର୍ମକାରୀ। ଏକ ପରିତ୍ୟକ୍ତ ଘର ଭିତରକୁ ଟେକି ନେଇ ନାବାଳିକାଙ୍କୁ ଦୁଷ୍କର୍ମ...
କନ୍ଧମାଳ : କଠିନ ପରିଶ୍ରମ, ଅଦମ୍ୟ ନିଷ୍ଠା, ଦୃଢ ମନୋବଳ ଆଗରେ ହାରମାନେ ସବୁ ପ୍ରତିବନ୍ଧକ। ଏକଥାକୁ ପ୍ରମାଣିତ କରି ଦେଖେଇଛନ୍ତି ବିଭିନ୍ନ କ୍ଷେତ୍ରରେ କୃତ୍ତିତ୍ୱ ଅର୍ଜନ କରିଥିବା ଅନେକ ସଫଳ ବ୍ୟକ୍ତିତ୍ୱ। ଏହିପରି ଜଣେ ଦୃଢ଼ମନା ବ୍ୟକ୍ତି ହେଲେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସିମ୍ବାଲି ଗାଁର ଆଦିବାସୀ...