• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

rajnath
ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ

ପ୍ୟାରିସ୍‌ : ଭାରତକୁ ମିଳିଲା ବହୁ ପ୍ରତୀକ୍ଷିତ ରାଫେଲ ଯୁଦ୍ଧ ବିମାନ। ଫ୍ରାନ୍ସ ଏହି ଅତ୍ୟାଧୁନିକ ଲଢୁଆ ବିମାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ହସ୍ତାନ୍ତର କରିଛି।   ଫ୍ରାନ୍ସ ମେରିନାକରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଫେଲ ଗ୍ରହଣ କରିଛନ୍ତି। ରାଜନାଥ ରାଫେଲ ଗ୍ରହଣ ଅବସରରେ ବାୟୁସେନାକୁ ବଳଶାଳୀ କରିବା...

ଜଳଖିଆରେ ଚୁଟି ପଡିଥିବା ଦେଖି ପତ୍ନୀଙ୍କୁ ଲଣ୍ଡା କଲେ ସ୍ୱାମୀ !

ଢାକା : ଜଳଖିଆରେ ଚୁଟି ପଡିଥିବା ଦେଖି ଜଣେ  ବଙ୍ଗୀୟ ବ୍ୟକ୍ତି ନିଜ ପତ୍ନୀଙ୍କ ସହ କରିଛନ୍ତି ଅଜବ କାଣ୍ଡ। ପତ୍ନୀଙ୍କର ମୁଣ୍ଡକୁ ସଂପୂର୍ଣ୍ଣ ଲଣ୍ଡା କରିଦେଇଛନ୍ତି । ଆଉ ଏହି ଘଟଣାରେ ବାଂଲାଦେଶ ପୁଲିସ୍‌ ଏହି ବ୍ୟକ୍ତିଙ୍କୁ ଗିରଫ କରିଛି ।  ଜୟପୁରହାଟ ଠାରେ ଚଢ଼ଉ କରି...

b day
ଜନ୍ମଦିନରେ ଆପଣ ଏମିତି କରୁଛନ୍ତି କି ? ସାବଧାନ

ସମୟ ସହ ତାଳ ଦେଇ ବଦଳିଚାଲିଛି ଆମର ରୀତିନୀତି , ଚଳଣି। ଦେଖାଯାଇଛି ଏବେ ଖୁବ୍‌ ଧୁମ୍‌ଧାମରେ ସମସ୍ତେ ନିଜ ନିଜର ଜନ୍ମଦିନ ପାଳନ କରୁଛନ୍ତି। ବନ୍ଧୁ ବାନ୍ଧବ ଓ ସଂପର୍କୀୟଙ୍କ ଗହଣରେ ଉତ୍ସବମୁଖର ଓ ରଙ୍ଗୀନ ହୋଇଉଠୁଛି ଜନ୍ମଦିନର ମାହୋଲ। ଜନ୍ମଦିନରେ ମହମବତୀ ଜଳାଇ କେକ୍ କାଟିବା...

medical
୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ

ଝାରସୁଗୁଡ଼ା  : ଝାରସୁଗୁଡ଼ା ଜିଲ୍ଲାରେ ପୁଣି ଲଜ୍ଜା। ଜଣେ ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଅଭିଯୁକ୍ତ ଆକାଶ କୁମୁରାକୁ ଗିରଫ କରିଛି ବ୍ରଜରାଜନଗର ପୁଲିସ। ଆକାଶ ପିଜୁଳି ଦେବାକୁ କହି ଉକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ପରେ ନାବାଳିକା ନିଜ ଘରକୁ ଆସି ସବୁ...

mn
୩ ଜଣଙ୍କୁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ :ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ବୈଜ୍ଞାନିକଙ୍କୁ ମିଳିତ ଭାବେ ମିଳିଲା ଏହି ପୁରସ୍କାର। ଜେମ୍ସ ପେବଲ୍ସ, ମାଇକେଲ ମେୟର, ଦିଦିଆର୍ କ୍ୱେଲୋଜଙ୍କୁ ନୋବେଲ ପୁରସ୍କାର ମିଳିବ। ସୌର ଶକ୍ତି ଗବେଷଣା କ୍ଷେତ୍ରରେ ଦିଦିଆର୍ କ୍ୱେଲୋଜ ଏବଂ ବିଶ୍ୱତତ୍ତ୍ୱ  ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ...

paradip
ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ

ପାରାଦୀପ: ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ। ନେହରୁ ବଙ୍ଗଳା ନିକଟ ମୁହାଣରେ ବୁଡ଼ିଗଲା ମାଛଧରା ଟ୍ରଲର। ମାଛଧରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ୨ ଉଦ୍ଧାରସହ ୩ ନିଖୋଜ ଅଛନ୍ତି। ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା...

sonpur
ଏକାଥରେ ୪ଟି ସନ୍ତାନ ଜନ୍ମଦେଲେ ମହିଳା

ସୋନପୁର : ଏକାଥରକେ ୪ଟି ସନ୍ତାନ ଜନ୍ମ ଦେଲେ ମହିଳା। ତେବେ ପୂର୍ଣ୍ଣ ବିକଶିତ ହୋଇନଥିବାରୁ ସମସ୍ତ ନବଜାତ ସନ୍ତାନଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଝିଙ୍କି ଗାଁର ମିନତି ମୁଣ୍ଡା ଆଜି ସକାଳୁ ୨ଟି ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ପୁର୍ନବାର ଯନ୍ତ୍ରଣା ହେବାରୁ ତାଙ୍କୁ ସୋନପୁର...

RAPE
ବିବାହିତାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ : କମୁନି ଦୁଷ୍କର୍ମ ବ୍ୟାଧି । ଦିନକୁ ଦିନ ଏହା କାୟା ମେଲୁଛି। ଏମିତି ଏକ ଖବର ଆସିଛି ଢେଙ୍କାନାଳରୁ। ମୋଟଙ୍ଗା ଥାନା ଅଞ୍ଚଳରେ ଜଣେ ବିବାହିତ ମହିଳାଙ୍କୁ ଗଣ ଦୁଷ୍କର୍ମ ହେବାର ଅଭିଯୋଗ ଆସିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ମହିଳାଜଣଙ୍କ ଘରେ...

kapil
ଇସ୍ତଫା ଦେଲେ କପିଲ ଦେବ

ନୂଆଦିଲ୍ଲୀ: ଶାନ୍ତା ରଙ୍ଗାସ୍ୱାମୀଙ୍କ ପରେ କପିଲ୍ ଦେବ ମଧ୍ୟ କ୍ରିକେଟ୍ ଆଡଭାଇଜରି କମିଟି (ସିଏସି)ରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର୍ ଡିକେ ଜୈନ୍ ସିଏସିର ତିନିଜଣ ସଦସ୍ୟଙ୍କୁ ନୋଟିସ୍ ପଠାଇଥିଲେ, ଯାହାର ଦିନକ ପରେ ଶାନ୍ତ ରଙ୍ଗାସ୍ୱାମୀ ନିଜ...

ଆଓଊପ
ଘରକୁ ଫେରୁଥିଲେ ସାଇକେଲରେ, ବଜ୍ରାଘାତରେ ଜୀବନଗଲା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୃତ୍ୟୁ ସତରେ ଏମିତି ବି ଆସିପାରେ । ଜେରକ୍ସ କରି ସାଇକେଲରେ ଘରକୁ ଫେରୁଥିଲେ ଜଣେ ଯୁବକ। ରାସ୍ତାରେ ବର୍ଷା ଓ ବଜ୍ରପାତ ଆରମ୍ଭ ହେଲା। ଫଳରେ ସେହି ରାସ୍ତାରେ ଚାଲିଗଲା  ଯୁବକଙ୍କ ଜୀବନ। ଆଜି ଅପରାହ୍ନରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ଘଟିଛି ଏଭଳି...

rohit
ଚମକିଲେ ରୋହିତ୍‌

ନୂଆଦିଲ୍ଲୀ: ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ଇନିଂସ୍ ଖେଳିଥିବା ରୋହିତ୍ ଶର୍ମା ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ଶତକ ସହ ଭାରତ ମାଟିରେ ରୋହିତଙ୍କର ବ୍ୟାଟିଂ ଆଭରେଜ୍ ୯୮.୨୨ ହୋଇଛି। ସେ ଭାରତରେ ଖେଳିଥିବା ୧୫ ଇନିଂସରୁ ଏପର୍ଯ୍ୟନ୍ତ ୮୮୪ ରନ୍...

bamura
ଗାନ୍ଧୀଜୀଙ୍କ ଅନୁଗୁଳ କନେକ୍ସନ...

ଅନୁଗୁଳ( ବିରଜା ଦାସ) : ଅହିଂସାର ପୂଜାରୀଙ୍କ ଅନୁଗୁଳ କନେକ୍ସନ୍। ଜାତିର ଜନକ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିବାରଣ ପାଇଁ ଯାତ୍ରା କରୁଥିବା ବେଳେ ୧୯୩୪ ମସିହା ମେ ୫ ଓ ୬ ତାରିଖରେ ଅନୁଗୁଳ ଓ ବାମୁରରେ ଅବସ୍ଥାନ କରିଥିଲେ। ସେଠାରେ ଆୟୋଜନ କରିଥିଲେ ଏକ ସଭା।...

mm
ଅନ୍ଧବିଶ୍ୱାସର ବର୍ବରତା ; ୬ ବୃଦ୍ଧଙ୍କ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଲେ

ବ୍ରହ୍ମପୁର(ଅଶୋକ ବ୍ରହ୍ମା/ଜଗନ୍ନାଥ ସାହୁ) : ପୁଣି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ଆସିଛି ଛାତିଥରା ଖବର। ଗୁଣିଗାରେଡ଼ି ସନ୍ଦେହରେ ୬ ଜଣ ବୃଦ୍ଧଙ୍କୁ ଘରେ ବାନ୍ଧି ରଖି ଅକଥନୀୟ ନିର୍ଯାତନା ଦେବା ସହ ଦାନ୍ତ ଭାଙ୍ଗି ବିଷ୍ଠା ଖୁଆଇଛନ୍ତି ଗାଁ ଲୋକେ। ଗଞ୍ଜାମ ଚିକିଲି ପଞ୍ଚାୟତର ଗୋପପୁର ଗାଁରୁ ଆସିଛି ଏଭଳି...

mo sarkar
ଆଜିଠୁ 'ମୋ ସରକାର'

ଭୁବନେଶ୍ୱର : ଆରମ୍ଭ ହେଲା ‘ମୋ ସରକାର’ କାର୍ଯ୍ୟକ୍ରମ। ୧୫ ମିନିଟ୍ ବ୍ୟବଧାନରେ ଉଭୟ ଥାନା ଓ ହସ୍ପିଟାଲରୁ ଆରମ୍ଭ ହୋଇଛିଏହି କାର୍ଯ୍ୟକ୍ରମ। ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପହଞ୍ଚି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ପ୍ରତିଦିନ ହସପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କ ଫୋନ ନମ୍ବର...

cooking
ରୋଷେଇ ତେଲକୁ ନେଇ କର୍ମଶାଳା

ଭୁବନେଶ୍ୱର : ରୋଷେଇରେ ବ୍ୟବହାର  ହୋଇ  ବଳକା ତେଲକୁ ବାହାରେ ଫିଙ୍ଗିବା କିମ୍ବା ସେହି ତେଲକୁ ବାରମ୍ୱାର ରୋଷେଇ ଖାଦ୍ୟରେ ବ୍ୟବହାର କରିବା ହାନିକାରକ ଅଟେ। ତେଣୁ ନିଜେ ସଚେତନ ହେବା ସହ ବ୍ୟବହୃତ ରୋଷେଇ ତେଲକୁ  ସଂଗ୍ରହ କରିବା ଲାଗି “ରୁକୋ” କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।  ଇଣ୍ଡିଆନ...

prafull
ପୁରୁଣା ପ୍ରଫେସନକୁ ଫେରିଲେ ପୂର୍ବତନ ବିଧାୟକ

ସୁନ୍ଦରଗଡ଼ : ପୁରୁଣା ପ୍ରଫେସନକୁ ଫେରିଲେ ପୂର୍ବତନ ବିଧାୟକ ପ୍ରଫୁଲ ମାଝି।  ରାଜନେତାରୁ ସେ ଏବେ ଲୋକଙ୍କ ପାଇଁ ପୁଣି ପାଲଟିଯାଇଛନ୍ତି ଡାକ୍ତର। ତିନି ତିନି ଥରର ବିଧାୟକ ହୋଇଥିବା ପ୍ରଫୁଲ ଏବେ କାନରେ ଷ୍ଟେଥୋ ଲଗାଇ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜର ପୁରୁଣା ପ୍ରଫେସନକୁ...