ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜାପାନର ଅନୁଭୂତି। ଜାପାନ ଭଳି ଭୁବନେଶ୍ୱରରେ ରେଷ୍ଟୁରାଣ୍ଟରେ ମଧ୍ୟ ଖାଦ୍ୟ ପରଷିବେ ରୋବର୍ଟ। ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଥିବା ରୋବୋ ସେଫ୍। ରେଷ୍ଟୁରାଣ୍ଟରେ ଗ୍ରାହକ ପାଇବେ ରୋବୋ ୱେଟର ଚମ୍ପା ଓ ଚମେଲିର ସାନିଧ୍ୟ। ରାଜଧାନୀ ଭୁବନେଶ୍ୱରରେ ଖୋଲିଛି ରୋବୋ ସେଫ୍ ରେଷ୍ଟୁରାଣ୍ଟ।...
କଟକ/ଜଗତସିଂହପୁର : ୭ ଦିନ ଧରି ଚାଲିଥିବା ଆଶା ଆଶଙ୍କା ଓ କଳ୍ପନାଜଳ୍ପନାର ଘଟିଛି ଅନ୍ତ। ଦାମ୍ପତ୍ୟ କଳହରୁ ସ୍ତ୍ରୀ ଓ ପୁଅଙ୍କ ଆଗରେ କାଠଯୋଡ଼ି ନଦୀକୁ ଡେଇଁ ପଡିଥିବା ନିଆଳି ଅଞ୍ଚଳର ଯୁବକ ଦେବବ୍ରତ ମହାପାତ୍ରଙ୍କର ମିଳିଛି ମୃତଦେହ। କଟକ ରହମ୍ବା ନିକଟ ଦେବୀ ନଦୀରୁ ଆଜି...
କଲ୍ୟାଣସିଂହପୁର (ମାଉଡି ବାରିକ): ଅଧା ବାଟରେ ପଙ୍କଚର ହେଲା ଆମ୍ବୁଲାନ୍ସ। ଚାଲିଗଲା ରୋଗୀଙ୍କ ଜୀବନ। ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ। କରବା ଗାଁର ସମନାଥ ବିଦିକାଙ୍କ ପତ୍ନୀ କଲ୍ୟାଣୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମେଡିକାଲ୍ ନେବା ପାଇଁ...
ଭଦ୍ରକ/ ବ୍ରହ୍ମପୁର/ ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଝଟ୍କା। ସରକାରଙ୍କ ପାଖରୁ ବୀମା ବାବଦରେ ବକେୟା ପାଉଣା ନ ପାଇବାରୁ ଘରୋଇ ହସ୍ପିଟାଲଗୁଡ଼ିକ ଏହି ଯୋଜନାରେ ଆଉ ସେବା ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟର ୩ ଶହରୁ ଅଧିକ ଘରୋଇ ହସ୍ପିଟଲାରେ...
ଭୁବନେଶ୍ୱର : ସେନାରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଭୁବନେଶ୍ୱର ଆସିଥିବା ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଗୋଟିଏ ଟ୍ରେନ ଭୁବନେଶ୍ୱରରୁ କୋରାପୁଟ ଓ ଅନ୍ୟଟି ପୁରୀରୁ ସମ୍ବଲପୁର ଅଭିମୁଖେ ଯାତ୍ରା କରିବ। କୋରାପୁଟ ଅଭିମୁଖେ ଯାଉଥିବା ଟ୍ରେନ୍ଟି ଆଜି ରାତି ୮ଟାରେ...
ଢ଼େଙ୍କାନାଳ : ଢ଼େଙ୍କାନାଳରେ ଧୂମଧାମରେ ଚାଲିଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ପୂଜାରେ ମୀନାବଜାର, ଗଣେଶ ବଜାର, କୈବଲ୍ୟ ବଜାର ଓ ଗୁଡିଆନାଳୀର ଚାନ୍ଦି ମେଢ , ଲକ୍ଷ୍ମୀ ବଜାରର ଜରି ମେଢ ଓ ପାର୍ଶ୍ୱ ପ୍ରତିମୂର୍ତ୍ତି , ବିଭିନ୍ନ ବଜାରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଦଶ କିଲୋମିଟର ବ୍ୟାପୀ...
ଭୁବନେଶ୍ୱର : ସେନାରେ ଭର୍ତ୍ତି ପାଇଁ ଉତ୍ତରପ୍ରଦେଶ ଓ ବିହାରରୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ଭୁବନେଶ୍ୱର ରେଳ ଷ୍ଟେସନ୍ର ସୁରକ୍ଷା ବ୍ୟବସ୍ଥା ବଢ଼ିଲା। ରେଳ ଷ୍ଟେସନ୍କୁ ଆଜିଠାରୁ ଜଗିବେ ୨ ପ୍ଲାଟୁନ୍ ଆରପିଏଫ୍ ଓ ଜିଆର୍ପି। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍ ପାଇଁ ମୁତୟନ ହେବେ ଫୋର୍ସ।...
ଭୁବନେଶ୍ୱର : ସ୍କୁଲ ପିଲାମାନଙ୍କୁ ପୁଷ୍ଠିକର ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ସେଥିପାଇଁ ବିଆର୍ସି ଓ ସିଆର୍ସି ସ୍କୁଲ ଯାଇ ଖାଦ୍ୟର ମାନ ଯାଞ୍ଚ କରୁଛନ୍ତି। ଏହା ସତ୍ତ୍ୱେ ଅସାବଧାନତା ଯୋଗୁଁ ଆଜି ବାଲେଶ୍ୱରରେ ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନରୁ ବାହାରିଛି ଝିଟିପିଟି। ଏ ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ...
ନୀଳଗିରି : ତେଲ କଡ଼େଇରେ ପଡି ଶିଶୁ ଗୁରୁତର। ଏମିତି ଏକ ଦୁଃଖଦ ଖବର ଆସିଛି ନୀଳଗିରିର ରାଜନଗର ଅଞ୍ଚଳରୁ। ତେଲ କଡ଼େଇରେ ହାତ ବୁଡାଇ ଦେବାରୁ ଜଣେ ଶିଶୁ ଗୁରୁତର ଆହତ ହୋଇଛି। ଶିଶୁଟିକୁ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ରାଜନଗର...
କୋରାପୁଟ : କୋରାପୁଟରେ ଚାଲିଛି ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା । କୋରାପୁଟ ଷ୍ଟାଡିୟମରେ ଆୟୋଜିତ ଏହି ମେଗା ନିଯୁକ୍ତି ମେଳା ୨ଟି ପର୍ଯ୍ୟାୟରେ କରାଯାଉଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବହୁ ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ବରଗଡ଼, ବୌଦ୍ଧ,...
ଜଲଗାଓଁ : ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସ ଏବଂ ଏନ୍ସିପିକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସେ କହିଛନ୍ତି, ଜମ୍ମୁ-କଶ୍ମୀରରେ ଲାଗୁ ହେଉଥିବା ୩୭୦ ଧାରା ଯଦି ସେମାନେ ପୁଣିଥରେ ଲାଗୁ କରିବାକୁ ଚାହୁଁଛନ୍ତି, ଏହାକୁ ନିର୍ବାଚନୀ ଇସ୍ତାହାରରେ ସାମିଲ କରନ୍ତୁ। ଅକ୍ଟୋବର ୨୧ରେ...
ରାଞ୍ଚି : ଚଳିତ ୫୯ତମ ଜାତୀୟ ଓପନ୍ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପୂର୍ବରୁ ୧୦୦ ମିଟରରେ ଜାତୀୟ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବା ଦୂତୀ ମହିଳା ୨୦୦ ମିଟରରେ ମଧ୍ୟ ଏହି ସଫଳତାକୁ ଦୋହରାଇଛନ୍ତି। ସେ...
ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟରେ ଫଶିଥିବା ଏୟାର ଇଣ୍ଡିଆର ଏୟାରବସ ଏ-୩୨୦ ବିମାନର ପାଇଲଟମାନେ ଇସ୍ତଫା ଦେଇଛନ୍ତି। ୧୨୦ ଜଣ ପାଇଲଟ ଇସ୍ତଫା ଦେବା ପରେ କିଭଳି ଏୟାରବେସ ଏ-୩୨୦ ବିମାନ ଚାଲିବ ତାହା ଏବେ କମ୍ପାନୀ ପାଇଁ ଚିନ୍ତାର ବିଷୟ। ଦରମା ସାଙ୍ଗକୁ ପଦନ୍ନୋତି ନମିଳିବାରୁ ୧୨୦...
ସମ୍ୱଲପୁର : ବିଜେପୁର ଉପନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ଅଶୋକ ପାଣିଗ୍ରାହୀ। ଆଜି ଓଟିଭିକୁ ଏହି ସୂଚନା ଦେଇଛନ୍ତି ଅଶୋକ। କହିଛନ୍ତି ସମର୍ଥକଙ୍କ ସହ ପରାମର୍ଶ ପରେ ସେମାନଙ୍କ ମତ ନେଇ ମୁଁ ଏଇ ନିଷ୍ପତ୍ତି ନେଇଛି । ତେବେ ଏହି ସମର୍ଥନ ଅସ୍ଥାୟୀ ଏବଂ ଏଇ ନିର୍ବାଚନ...
ଭୁବନେଶ୍ୱର : ଜନନୀ ମୁହଁରେ ଯନ୍ତ୍ରଣାର କାହାଣୀ। ଗତକାଲି ରାଜଧାନୀର ବଡ଼ ସରକାରୀ ହସ୍ପିଟାଲ୍ କ୍ୟାପିଟାଲ୍ ହସ୍ପିଟାଲ୍କୁ ସନ୍ତାନ ପ୍ରସବ ପାଇଁ ଆସି ଚରମ ଅବହେଳାର ଶିକାର ହୋଇଥିଲେ। ବ୍ଲଡ୍ ବ୍ୟାଙ୍କ ଫୁଟ୍ପାଥ୍ରେ ପ୍ରସବ କରିଥିବା ମହିଳା ପାନା ମୁର୍ମୁ ଆଜି ଓଟିଭି ଆଗରେ ବଖାଣିଛନ୍ତି ଛାତିଥରା ଅନୁଭୂତି...
ଅମ୍ୱିକାପୁର : ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ଏବେ ଜୋରସୋରରେ ଉଦ୍ୟମ ଆରମ୍ଭ ହୋଇଛି ସାରା ଦେଶରେ । ବ୍ୟକ୍ତିଗତ ଭାବେ ସମସ୍ତେ ଏ ଦିଗରେ ସଚେତନ ହେବା ପାଇଁ ସରକାରୀ ଓ ବେସରକାରୀ ପଦକ୍ଷେପ ନିଆଯାଇଛି। ଆଉ ଏ ଦିଗରେ ସ୍ୱତନ୍ତ୍ର ପ୍ରଚେଷ୍ଟା ଆରମ୍ଭ କରିଛି ଛତିଶଗଡ଼।...