• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

death
ହତ୍ୟା ନା ଆତ୍ମହତ୍ୟା , ପୁଲିସର ତଦନ୍ତ ଜାରି

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମ୍ୟୁଜିୟମରେ କାମ କରୁଥିବା ଜଣେ ଆଡହକ କର୍ମଚାରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ଯୁବକଙ୍କ ପରିବାର ଲୋକେ । ମୃତ ଯୁବକଙ୍କ ନାଁ  ଅବକାଶ ପାଇକରାୟ । ଭୁବନେଶ୍ୱର କଳ୍ପନାସ୍ଥିତ ମ୍ୟୁଜିୟମରେ ଆଡହକରେ ସେ...

juadi2
ପରମ୍ପରା ଆଳରେ ଚାଲିଛି ଜୁଆଖେଳ, ବଢ଼ୁଛି ଅପରାଧ

ବ୍ରହ୍ମପୁର (ଜଗନ୍ନାଥ ସାହୁ): କୁମାର ପୂର୍ଣ୍ଣିମା ଅବସରରେ ପରମ୍ପରା ନାଁରେ ତାସ୍ ଖେଳ ଓ ଜୁଆ ଆଡ୍ଡାର ଦୁଇଟି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ। କୁମାର ପୂର୍ଣ୍ଣିମା ଲାଗି ଗାଁରୁ ସହର ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଘରେ ଘରେ ପରିବାର ଲୋକଙ୍କ ମଧ୍ୟରେ...

youth
ଯୁବତୀଙ୍କୁ ଅସଦାଚରଣ କରି ଆଣ୍ଠେଇଲେ ଯୁବକ

ମୟୂରଭଞ୍ଜ  : ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଅସଦାଚରଣ। ବିଚ୍ ରାସ୍ତା ଉପରେ ଆଣ୍ଠେଇଲେ ଯୁବକ।  ଏପରି କିଛି ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି ମୟୂରଭଞ୍ଜ କେସିଙ୍ଗା ଅଞ୍ଚଳରେ। ମାଣତ୍ରୀ ଛକରେ ଯୁବକଙ୍କୁ ମାଡ଼ ସହ ସର୍ବ ସମ୍ମୁଖରେ ବସାଇ ଦେଇଛନ୍ତି ସ୍ଥାନୀୟଲୋକେ। ସୂଚନା ମୁତାବକ, ଆଜି ସକାଳେ ସ୍ଥାନୀୟ...

love
ବାହା ହେବାକୁ କହି ଶାରୀରିକ ସଂପର୍କ ରଖିଲେ, ଯୁବତୀଙ୍କୁ ଠକିଦେଲେ

ସୋର : ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସଂପର୍କ, ପରେ ପ୍ରତାରଣା। ଯୁବକଙ୍କ ଘରୁ ନିର୍ଯାତିତ ହୋଇ ଯୁବତୀ ଫେରୁଥିବାବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ଅଞ୍ଚଳରେ। ଅଭିଯୋଗ ଅନୁସାରେ କରଞ୍ଜାବନ୍ଧାର ଅନନ୍ତ ଦାସ ଅନୁଗୁଳର...

rape ---4
ଟିଉସନରୁ ଫେରିବା ବେଳେ ନାବାଳିକାଙ୍କୁ ଉଠାଇ ନେଲେ

ଭଦ୍ରକ : ଭଦ୍ରକ ଧାମନଗର ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ।  ଟିଉସନରୁ ଫେରିବା ସମୟରେ ଜଣେ ଯୁବକ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ଛାଡି ପଳାଇଥିଲା ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ...

pandian
ହସ୍ପିଟାଲର ଗୁମର ଖୋଲିଲେ ରାଉରକେଲାର ଟୀନା

ରାଉରକେଲା : ହସ୍ପିଟାଲରେ କିପରି ହେଉଛି ରୋଗୀ ସେବା ? ରୋଗୀଙ୍କୁ କିପରି କରାଯାଉଛି ବ୍ୟବହାର ? ରାଜ୍ୟ ସ୍ୱାସ୍ଥ୍ୟ ସେବାର ଅସଲ ମୁଖା ଖୋଲିଛନ୍ତି ରାଉରକେଲାର ଟିନା ମୁଖୀ। ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଗାଡ଼ି ସମ୍ମୁଖକୁ ଆସି ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି...

beo
'BEO ଚିକେନ ନୁହେଁ କଲରା ଭଜା ଖାଉଥିଲେ'

ବଣାଇ (ରଣଜିତ୍ ଚୌଧୁରୀ) : ମଧ୍ୟାହ୍ନ ଭୋଜନରେ ଚିକେନ୍‌ ଖାଇ ସସ୍‌ପେଣ୍ଡ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା ବଣାଇ ବିଇଓଙ୍କ ସମର୍ଥନରେ ବାହାରିଛନ୍ତି ତିଲେଇମାଲ ସ୍କୁଲ୍‌ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଟୁପି ଚାନ୍ଦ କିଷାନ ଓ ଜଣେ ଶିକ୍ଷୟିତ୍ରୀ। ବିଇଓଙ୍କ ମିଛଟାରେ ଫସେଇ ଦିଆଯାଇଛି ବୋଲି ସେମାନେ କହିଛନ୍ତି। ଶ୍ରୀ...

team
ପୁଣେ ଟେଷ୍ଟରେ ଟିମ୍ ଇଣ୍ଡିଆର ବିରାଟ ବିଜୟ

ପୁଣେ  : ପୁଣେ ଟେଷ୍ଟରେ ଭାରତର ବିରାଟ ବିଜୟ। ଦକ୍ଷିଣ ଆଫ୍ରିକାକୁ ଗୋଟିଏ ଇନିଂସ୍ ଓ ୧୩୭ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୧୮୯ ରନ୍‌ରେ ଅଲ୍ ଆଉଟ୍ ହୋଇଛି। ଏହି ଇନିଂସରେ ରବିନ୍ଦ୍ର ଜାଡେଜା ଓ ଉମେଶ ଯାଦବ...

patient
୪ କି.ମି ଭାରରେ ବୁହା ହୋଇ ମେଡିକାଲରେ ପହଞ୍ଚିଲେ ରୋଗୀ

କୋରାପୁଟ : ପୁଣି ଭାରରେ ବୁହା ହେଲେ ରୋଗୀ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଜଣେ ରୋଗୀଙ୍କୁ ୪ କିଲୋମିଟର ଭାରରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଅଣାଯାଇଥିଲା। ଏହାପରେ ଗାଡ଼ିରେ ହସ୍ପିଟାଲ ନିଆଯାଇଛି। ଦାମନଯୋଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କ ଚିକିତ୍ସା ଚାଲିଛି। ଦାମନଯୋଡ଼ିର ନାଲକୋ ଖଣି ଅଞ୍ଚଳରୁ ୪...

mohan-1
'ରାଷ୍ଟ୍ର ଏବଂ ଜାତିକୁ ଆମେ ସମାନ ଭାବେ ଦେଖିଥାଉ'

ଭୁବନେଶ୍ୱର : ରାଷ୍ଟ୍ର ଓ ଜାତିକୁ ଆମେ ସମାନ ଭାବେ ଦେଖିଥାଉ। କେବଳ ହିନ୍ଦୁ ସମାଜକୁ ସଂଗଠିତ କରିବା ଆମର କାମ ନୁହେଁ। ସଂପୂର୍ଣ୍ଣ ସମାଜକୁ ସଂଗଠିତ କରିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କାମ। ଭୁବନେଶ୍ୱରରେ ଆୟୋଜିତ ଆରଏସ୍‌ଏସ୍‌ ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳ ବୈଠକରେ ଉଦ୍‌ବୋଧନ...

sunny
ସନ୍ନି ଦେଓଲ ଓ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ

ଜୟପୁର : ଦୀର୍ଘ ୨୨ ବର୍ଷ ତଳ ମାମଲାର ଅନ୍ତ ଘଟିଛି। ଆଜି ବିଜେପି ସାଂସଦ ସନ୍ନି ଦେଓଲ ଓ ଅଭିନେତ୍ରୀ କରିସ୍ମା କପୁର ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ବେଆଇନ୍‌ ଭାବେ ଫିଲ୍ମ ଶୁଟିଂ ବେଳେ ଏକ ଦ୍ରୁତଗାମୀ ଟ୍ରେନର ଜରୁରିକାଳୀନ ଚେନ୍‌ ପୁଲିଂ କରିଥିବା ଅଭିଯୋଗରେ ଉଭୟଙ୍କ...

test
ପୁଣେ ଟେଷ୍ଟ , ଦକ୍ଷିଣ ଆଫ୍ରିକାକୁ ୨୭୫ ରନରେ ରୋକିଲା ଭାରତ

ପୁଣେ: ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନକୁ ଆଧାର କରି ଭାରତ ଏଠାରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୭୫ ରନରେ ଅଲଆଉଟ୍ ହୋଇଛି। ଭାରତ ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୬୦୧ ରନ୍ ଘୋଷଣା କରିଥିଲା। ଫଳରେ ଭାରତ ଭାରତ ୩୨୬ ରନର...

zero f
ମିଶନ୍ ଜିରୋ F : ମାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ

କଟକ  : ମିଶନ୍‌ ‘ଜିରୋ-ଏଫ୍‌’ ଅର୍ଥାତ ମାଟ୍ରିକ ପରୀକ୍ଷାରେ ଆଉ କୌଣସି ଛାତ୍ରଛାତ୍ରୀ ଫେଲ୍‌ ହେବେ ନାହିଁ। ଚଳିତ ବର୍ଷଠାରୁ ଏହାକୁ କର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛି ଗଣଶିକ୍ଷା ବିଭାଗ। ଏହାର ପାଇଲଟ୍‌ ପ୍ରୋଜେକ୍ଟ କଟକରେ କାର୍ଯ୍ୟକାରୀ କରାଯାଇଛି। ତେବେ ଏହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଲାଣି।...

laxmi
ଓଟିଭି ପ୍ରଭାବ ; ଦୁର୍ଦ୍ଦିନରେ ଥିବା ଆଦିବାସୀ ଝିଅ ଲକ୍ଷ୍ମୀଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

କୋରାପୁଟ  : ଓଟିଭିରେ ଖବର ପ୍ରସାରଣ ପରେ ଦୁର୍ଦ୍ଦିନରେ ଥିବା ଆଦିବାସୀ ଝିଅ ଲକ୍ଷ୍ମୀଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ। କୋରାପୁଟ ଖୁଡ଼ିଗୁଡ଼ା ଗାଁର ଲକ୍ଷ୍ମୀଙ୍କ ଦୂରବସ୍ଥା ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା । ଗତକାଲି ରାତିରେ ବୋରିଗୁମ୍ମା ବିଡ଼ିଓ ଓ ତହସିଲଦାର ଲକ୍ଷ୍ମୀଙ୍କ ଗାଁକୁ ଯାଇ...

hospi
ପାଣ୍ଡିଆନ ଆସୁଛନ୍ତି , ମେଡିକାଲରେ ଛନକା

କେନ୍ଦୁଝର/ସୁନ୍ଦରଗଡ଼ : ରାଜ୍ୟରେ କେମିତି କାର୍ଯ୍ୟକାରୀ ହେଉଛି ‘ମୋ ସରକାର’ ଓ 5T? ଏ ସମ୍ପର୍କରେ ଜାଣିବା ପାଇଁ 5T ସଚିବ ଭି. କେ. ପାଣ୍ଡିଆନ ଓ ତାଙ୍କ ଟିମ୍‌ ଘନଘନ ମେଡିକାଲ୍‌ ଗସ୍ତ କରୁଛନ୍ତି। ଆଗକୁ ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତରେ ଯିବେ...

disability
ଜନ୍ମରୁ ଦିବ୍ୟାଙ୍ଗ, ହେଲେ ନିଜର ସୁଲଳିତ କଣ୍ଠରେ ଜିତିଛନ୍ତି ହୃଦୟ

ଚାନ୍ଦବାଲି( ବାସୁଦେବ ଦାସ) : ଜନ୍ମରୁ ଦିବ୍ୟାଙ୍ଗ, ହେଲେ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଏହି ଶାରୀରିକ ଅକ୍ଷମତା। ଗୀତ ଗାଇ ଶ୍ରୋତାଙ୍କୁ ମତୁଆଲା କରିବା ସହ ସାଉଁଣ୍ଟିଛନ୍ତି ଅନେକ ପୁରସ୍କାର ଓ ମାନପତ୍ର। ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ । ସେ ହେଉଛନ୍ତି ଭଦ୍ରକ ଜିଲ୍ଲା...

suicide
ଯୁବକଙ୍କ ଫେସବୁକ ପୋଷ୍ଟରୁ ଆତ୍ମହତ୍ୟା ପ୍ରବଣତା ତଥ୍ୟ ମିଳିଛି

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା) : ହତ୍ୟା ନୁହେଁ ଆତ୍ମହତ୍ୟା! ବାଲିକୁଦା ଦାଆଗାଁରେ ଯୁବକ ଜୀଅନ୍ତା ଜଳିବା ଘଟଣାରେ ଜଗତସିଂହପୁର ଏସ୍‌ପି ଆର. ପ୍ରକାଶ ଏମିତି ଇସାରା ଦେଇଛନ୍ତି। ତଥାପି ଘଟଣାର ତଦନ୍ତ ଚାଲିଛି। ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ଏସ୍‌ପି ଆର୍‌ ପ୍ରକାଶ କହିଛନ୍ତି। ସେ...