Daily Horoscope 27th Sept 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ସଫଳତା ପାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1664249970-607506.jpg)
ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର ତିଥି –୨ୟା ରାତ୍ରି ୦୨/୨୮ ଗତେ ୩ୟା ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୬/୧୭ ଗତେ ତୁଳା ଘାତ ଚନ୍ଦ୍ର- ବୃଷ ସନ୍ଧ୍ୟା ୦୬/୧୭ ପର୍ଯ୍ୟନ୍ତ ଘାତ ବାର – ମକର ରାଶିର ପୁଷ୍କର ଦୋଷ – ୨ ପାଦ କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨/୨୮ ଗତେ ୧ ପାଦ -କୃଷିହାନି-ଭୂମିଦାନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
