• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ମଙ୍ଗଳବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୧୨ଶୀ ରାତ୍ରି ୧୧.୩୬ ଗତେ ୧୩ଶୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର – ମକର,ପୁଷ୍କର ଦୋଷ – ୨ ପାଦ- କୃଷି ଓ ପଶୁହାନି – ଭୂମି ଓ ଅନ୍ନଦାନ ରାତ୍ରି ୧୧.୩୬ ଗତେ ୧ ପାଦ ।

ଶୁଭ ସମୟ:

ପ୍ରାତଃ ୦୫.୧୫ ରୁ ୦୬.୫୧

ଦିବା ୦୯.୩୩ ରୁ ୧୨.୦୯

ଦିବା ୦୪.୩୪ ରୁ ୦୫.୧୯

ସନ୍ଧ୍ୟା ୦୬.୧୧ ରୁ ୦୬.୫୫

ରାତ୍ରି ୦୮.୫୭ ରୁ ୦୯.୫୨

ରାତ୍ରି ୧୨.୦୫ ରୁ ୦୨.୧୭

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁଦୋଷ ଥିଲେ ହୋଇପାରେ ଅସାଧ୍ୟ ରୋଗ; ଜାଣନ୍ତୁ ପ୍ରତିକାର

ଅଶୁଭ ସମୟ:

ଋାହୁକାଳ – ଦିବା ୦୨.୫୭ ରୁ ୦୪.୩୪

କାଳବେଳା – ଦିବା ୦୧.୨୦ ରୁ ୦୨.୫୭

ବାରବେଳା – ପ୍ରାତଃ ୦୬.୫୧ ରୁ ୦୮.୨୮

କାଳରାତ୍ରି – ରାତ୍ରି ୦୭.୩୪ ରୁ ୦୮.୫୭