/odishatv-khabar/media/post_attachments/uploadimage/library/16_9/16_9_0/Panchang_1738642026.jpg)
Panchang
ମକର ମାସ ମାଘ ଶୁକ୍ଲପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର,ତିଥି- ୭ମୀ ରାତ୍ରି ୦୨.୩୧ ଗତେ ୮ମୀ,ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର, ଘାତବାର- ମକର ରାଶିର,ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୩୧ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭସମୟ:
ଦିବା- ୦୯.୧୨ ରୁ ୧୦.୫୩
ଦିବା- ୦୧.୦୭ ରୁ ୦୧.୨୪
ଦିବା- ୦୪.୧୨ ରୁ ୦୪.୫୧
ସନ୍ଧ୍ୟା- ୦୫.୩୬ ରୁ ୦୬.୨୭
ରାତ୍ରି- ୦୯.୦୧ ରୁ ୧୧.୩୪
ରାତ୍ରି- ୦୨.୦୮ ରୁ ୦୩.୫୦
ଅଶୁଭସମୟ:
ରାହୁକାଳ- ଦିବା ୦୨.୪୮ ରୁ ୦୪.୧୨
କାଳବେଳା- ଦିବା ୦୧.୨୪ ରୁ ୦୨.୪୮
ବାରବେଳା- ପ୍ରାତଃ ୦୭.୪୮ ରୁ ୦୯.୧୨
କାଳରାତ୍ରି- ସନ୍ଧ୍ୟା ୦୭.୧୨ ରୁ ୦୮.୪୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)