Love Story Turns Tragic, Girl Missing After Jumping Into River
ପ୍ରେମରେ ଧୋକା ଖାଇବା ପରେ ନଈକୁ ଡେଇଁ ପଡ଼ିଲେ ସିମ୍ରନ୍। ଛାଡ଼ି ଦେଇ ଯାଇଛନ୍ତି ଶେଷ ଚିଠି....
ଗୁଲୁ ତୁମେ ଏମିତି କାହିଁକି କଲ? ମୁଁ କି ଦୋଷ କରିଥିଲି? ନିଜ ପ୍ରେମିକଙ୍କୁ ଅନ୍ୟ ଜଣେ ଝିଅ ସହ ଦେଖି ସହିପାରିଲେନି। କମ୍ୟୁଟର କ୍ଲାସ୍ ଯିବା ବାଟରେ ନଈକୁ ଡେଇଁ ପଡ଼ିଲେ। କହିଲେ...ତୁମେ ଆଉ କାହା ସହ ବୁଲିବ, ମୁଁ ଦେଖିପାରିବିନି
Love Story Turns Tragic, Girl Missing After Jumping Into River
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)