ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ।...
ସରକାରୀ କର୍ମଚାରୀ କିନ୍ତୁ ନିଶା ତାଙ୍କର ତୁଳସୀ ମାଳି ତିଆରି କରିବା । ସାଧୁ ସନ୍ୟାସୀମାନଙ୍କୁ ନିଜ ହାତ ତିଆରୀ ମାଳି ଦାନ କରିବା ସହ ନିଜ ସକ୍ଷମ ଅନୁଯାୟୀ ଦକ୍ଷିଣା ଦେଇ ଆତ୍ମତୃପ୍ତି ଲାଭ କରନ୍ତି କମଳ ।
Taste of Odisha | Recipe of crab mus mus OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the
News Fuse | Police launch special drive to check drink and drive OdishaTV is Odisha\'s no 1 News Channel. OTV being the first private satellite TV channel
ଇଣ୍ଡିଆନ୍ ପ୍ରିମିୟର ଲିଗ୍ର ୫୬ତମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ୧୧୩ ରନ୍ରେ ସୀମିତ ହୋଇଥିଲା ମୁମ୍ବାଇର ଇନିଂସ । କେକେଆର୍ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲ୍ର ୭ନଂ ସ୍ଥାନରେ ପହଞ୍ଚିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସ୍ୱାଧୀନତା ପରେ ଦେଶରେ ପ୍ରଥମ ଥର ପାଇଁ ଆର୍ଥିକ ସଙ୍କଟ ଉତ୍କଟ ରୂପ ଧାରଣ କରିବା ପରେ ପ୍ରଧାନମନ୍ତ୍ରୀ ରାଜପକ୍ଷ ନିଜ ପଦରୁ ଆଜି ଇସ୍ତଫା ଦେଇଛନ୍ତି ।
Taste of Odisha- Know recipe of preparing special dish with Chilika prawn OdishaTV is Odisha\'s no 1 News Channel. OTV being the first private satellite
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ସାମୁଦ୍ରିକ ଝଡ଼ ଅସାନୀ ଓଡ଼ିଶାର ସ୍ଥଳଭାଗକୁ ଛୁଇଁବା ସମ୍ଭାବନା ନଥିଲେ ବି ଏହା ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ସେହିଭଳି କିଛି ଜିଲ୍ଲାରେ ଘଣ୍ଟା ପ୍ରତି...
ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାଦାୟକ କାହାଣୀ । ନ୍ୟାୟ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ ଭିତରେ ଶେଷରେ ରାୟ ଆସିଲା । ଜଗତସିଂପୁରର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ଆକ୍ରମଣ ମାମଲାର ଶୁଣାଣି କରି ୨ ଦୋଷୀଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି ଜଗତସିଂପୁର ଏଏସ୍ଜେ କୋର୍ଟ ।
ଶ୍ରୀମନ୍ଦିର ଐତିହ୍ୟ କରି଼ଡର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗରେ ASIର ପୋଲ୍ଖୋଲ୍ । କରିଡର୍ ପ୍ରକଳ୍ପ ନିର୍ମାଣ ପାଇଁ ନାହିଁ ପରମିଶନ୍ କି ଏନ୍ଓସି । ଏଏସ୍ଆଇ କି ଏନ୍ଏମ୍ଏ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କାହାରି ନାହିଁ ଅନୁମତି । ଆଜି ହାଇକୋର୍ଟରେ ASI ସତ୍ୟପାଠ ଦାଖଲ କରି...
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ହୋଇଛି । ବିଜେଡିରୁ ପୂର୍ବତନ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲ୍ଙ୍କ ନାଁ ଘୋଷଣା ହୋଇଛି ।
ତାର ଭୁଲ କଣ ଥିଲା ? କାହିଁକି ସେ ତା ଅଧିକାରରୁ ବଞ୍ଚିତ ହେବ ? ହଁ ! ଭୁଲ କଣ ଥିଲା ? ଭୁଲ ଏହା, ଯେ ସେ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଛି ? ଆଉ ସେଥିପାଇଁ ତାକୁ ଏଭଳି ଦଣ୍ଡ ମିଳିଛି । ଦିବଂଗତଙ୍କୁ...
ଅନ୍ୟ ଜାତିରେ ବିବାହ କରିଥିଲା ଝିଅ। ମରିଗଲା ପରେ ୧୮ ଘଂଟା ଘରେ ପଡି ରହିଲା ଶବ। ଶବ ସତ୍କାର କରିବା ତ ଦୂରର କଥା…ଘରକୁ ଆସିଲେନି ସାହିପଡ଼ିଶା। କାନ୍ଦି କାନ୍ଦି ଗୁହାରି କରୁଥିଲା ଝିଅ, ହେଲେ କେହି ଶୁଣିଲେନି। ଶେଷରେ ସ୍ୱେଚ୍ଛାସେବୀ ବୁଢୀ ମାଆର ଶବକୁ ଶ୍ମଶାନକୁ...
ହ୍ୱିଲ ଚେୟାରରେ ଥିବା ୧୩ ବର୍ଷ ବୟସର ଦିବ୍ୟାଙ୍ଗ ପିଲାଟି ଡରି ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରି ରାଞ୍ଚିରୁ ହାଇଦ୍ରାବାଦ ୟାଉଥିବା ବିମାନରେ ଯାତ୍ରା କରିବାକୁ ତାକୁ ଓ ତା ପରିବାର ଲୋକଙ୍କୁ ଅନୁମତି ଦେଇ ନଥିଲା ଇଣ୍ଡିଗୋ ।
ବ୍ରଜରାଜନଗର ଲଢ଼େଇ ମୈଦାନ ପାଇଁ ପ୍ରାର୍ଥୀ ସ୍ପଷ୍ଟ ହୋଇଛି । ବିଜେପି ପରେ ଯୋଦ୍ଧା ଘୋଷଣା କରିଛନ୍ତି ବିଜେଡି ଓ କଂଗ୍ରେସ । ଯାହା ଆଶା କରାଯାଉଥିଲା ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଏଠାରେ ପ୍ରାର୍ଥୀ କରିଛି ବିଜେଡି ।
ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି ।
ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ ଏବଂ କୋଲକାତା ନାଇଟ ରାଇଡର୍ସ। ଭାରତୀୟ ସମୟ ସଂଧ୍ୟା ୭ଟା ୩୦ରେ ମୁମ୍ବାଇର ଡି ୱାଇ ପାଟିଲ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମୁମ୍ବାଇ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଛି ।