ଯିଏ ଦିନେ ସରକାର ବିରୋଧରେ ଜୋରଦାର ଲଢେଇ କରୁଥିଲେ ସିଏ ଆଜି ବିଜେଡି ପାର୍ଟିରେ। କେମିତି ରାତାରାତି ବଦଳିଗଲା ପାଣିପାଗ? ଦିନେ ବିଜେଡିକୁ ବୟକଟ୍ କରିଥିଲେ, ହେଲେ ଏବେ ସେଇ ପାର୍ଟିରୁ ଗଲେ ରାଜ୍ୟସଭା...ଶୁଣନ୍ତୁ ଏନେଇ କଣ କହୁଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି...
Published: Otv Khabar Bureau
Last updated: 22 July 2022, 10:27 AM IST
ଇଏ ପରା କଂଗ୍ରେସ ରଥ। ଆଗକୁ ୩୩ ହାତ ଗଲେ ପଛକୁ ୧୬ ହାତ ଆସେ। ବେଳେ ବେଳେ ବଳଗଣ୍ଡିରେ ଯାହା ଅଟକୁ ଥିଲା କିନ୍ତୁ ଏଇନା ୯ ହାତ ଗଡି ଏମିତି ଜାମ୍ ହୋଇଛି ଯେ...ମୂଳରୁ ହାତେ ବି ବଢୁନି...