• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ସ୍କୁଲ ଫେରନ୍ତା ପିଲାଙ୍କୁ ଦଳିଦେଲା ଟ୍ରକ୍

ଭଦ୍ରକ: ଚାହୁଁ ଚାହୁଁ ଚାଲିଗଲା ୫ଟି କଅଁଳ ଜୀବନ। ଏମିତି ଯେ ମୃତ୍ୟୁ ଆସିବ କେହି କେବେ ଚିନ୍ତା ହିଁ କରିନଥିବେ। ସ୍କୁଲ୍‌ରୁ ଖୁସିରେ ଫେରିବା ବାଟରେ ହିଁ କାଳ ସାଜିଲା ୧୦ ଚକିଆ ଟ୍ରକ୍‌। ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି...

dhenkanal
ବାପା ମୃତ୍ୟୁର ୧୫ ଦିନ ପେର ଖବର ପାଇଁ ହତବାକ ପୁଅ ଓ ପରିବାର

ଢେଙ୍କାନାଳ: ଡାକ୍ତରଖାନାରେ ଛାଡ଼ିଦେଇ ଆସିଥିଲେ ଭଲ ହୋଇ ଫେରିବା ପାଇଁ, ହେଲେ ବାପା ଆଉ ଫେରିଲେନି। ବହୁତ ଖୋଜାଖୋଜି ପରେ ବି କିଛି ଖୋଜ୍‌ଖବର ମିଳିଲାନି। କିନ୍ତୁ ହଠାତ୍‌ ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ଖବର ପାଇଲା ପୁଅ। ୧୫ ଦନ ପୂର୍ବରୁ ଯେ ବାପାଙ୍କ ମୃତ୍ୟୁ...

kolk
ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ଆବୁଧାବି: ଚଳିତ ଆଇପିଏଲର ୩୫ ତମ ମ୍ୟାଚ୍‌କୁ କୋଲକାତା ନାଇଟ୍‌ ରାଇଡର ଜିତି ନେଇଛି। ମ୍ୟାଚ୍‌ଟି ଏକ ପ୍ରକାରର ରୋମାଞ୍ଚକର ହୋଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୧୬୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ରନ୍‌ର ପିଛା କରି ୨୦...

hfhd
ଗାଁ'ରେ ବୁଲୁଛି ବାଘ

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କନକପୁର ଗାଁ ନିକଟ ସାହାଜଖୋଲ ଜଙ୍ଗଲରେ ବାଘ ଆତଙ୍କ ଖେଳିଯାଇଛି। ଏଥିପାଇଁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଏକ ଗାଈକୁ ବାଘ ମାରିଦେଇଥିବା ବେଳେ ଗାଁ ଆଖପାଖରେ ବୁଲୁଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏ ନେଇ ସେମାନେ ବନବିଭାଗକୁ...

cri
ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ଦୁବାଇ: ଚଳିତ ଆଇପିଏଲର ୩୬ ତମ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

cr
ରାଜ୍ୟରେ ୨୪ ଘଣ୍ଟାରେ ୫ ହତ୍ୟା

ଭୁବନେଶ୍ୱର: ୨୪ ଘଣ୍ଟାରେ ପାଞ୍ଚ ପାଞ୍ଚଟି ହତ୍ୟା ଅଭିଯୋଗ। ରାଜ୍ୟର ପାଞ୍ଚଟି ସ୍ଥାନରେ ଘଟିଛି ହତ୍ୟା ଭଳି ଜଘନ୍ୟ ଅପରାଧ। କେଉଁଠି ସାମାନ୍ୟ ବଚସା ପାଇଁ କିଏ ସମ୍ପର୍କୀୟଙ୍କୁ କିଏ ପିଟି ପିଟି ମାରିଛି ତ ଆଉ କେଉଁଠି ପୂର୍ବ ବିବାଦରୁ ମୁଣ୍ଡ ନେବାକୁ ପଛାଇନି ପୁରୁଣା ଶତ୍ରୁ।...

ରାଜଧାନୀରେ ଶିଶୁକନ୍ୟାକୁ ଦୁଷ୍କର୍ମ
ରାଜଧାନୀରେ ଶିଶୁକନ୍ୟାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀରେ ପୁଣି ଘଟିଛି ଏକ ଲଜ୍ଜାକର ଘଟଣା। ଜଣେ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଏହି ଘଟଣାରେ ଜଣେ ୬୦ ବର୍ଷର ବୃଦ୍ଧକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଏହି ଥାନା ଅନ୍ତର୍ଗତ ସତ୍ୟନଗର ଅଞ୍ଚଳରେ ଜଣେ ୧୦ ବର୍ଷର ଶିଶୁକନ୍ୟା ଏକୁଟିଆ ଖେଳୁଥିବା...

indu-dadi
ଚାଲିଗଲେ କୁମ୍‌କୁମ୍‌ ଭାଗ୍ୟର 'ଇନ୍ଦୁ ଦାଦି'

ମୁମ୍ବାଇ: କୁମ୍‌କୁମ୍‌ ଭାଗ୍ୟର ‘ଇନ୍ଦୁ ଦାଦି’ ଆକା ଜରିନା ରୋଶନ ଖାନଙ୍କ ଦେହାନ୍ତ ହୋଇଛି। ୫୪ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି। ଜରିନାଙ୍କ ମୃତ୍ୟୁରେ ଟେଲି ଦୁନିଆରେ ଶୋକର ଛାୟା ଖେଳିଯାଇଛି। କୁମ୍‌କୁମ୍‌ ଭାଗ୍ୟରେ ମୁଖ୍ୟ...

sunny-deol
ବିବାହ ପରେ ଡିମ୍ପଲ୍‌ଙ୍କ ସହ ସମ୍ପର୍କ ରଖିଥିଲେ ସନ୍ନି: ପତ୍ନୀ ପୂଜା ଦେଇଥିଲେ ଏମିତି ଧମକ

ମୁମ୍ବାଇ: ଆଜି ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କର ୬୪ ତମ ଜନ୍ମଦିନ। ୧୯୫୬ମସିହା ଅକ୍ଟୋବର ୧୯ତାରିଖରେ ଜନ୍ମଗ୍ରହଣ କରିଥିଲେ ସନ୍ନି। ୧୯୮୩ ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ବେତାବ’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଫିଲ୍ମ ଫେୟାର...

deepika
ଦୀପିକା ଜ୍ୟାକଲିନ୍‌ଙ୍କର ରହିଛି ମନରେଗା କାର୍ଡ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଜ୍ୟାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କର ରହିଛି ମନରେଗା ଜବ କାର୍ଡ। ଏ ଦୁହିଁଙ୍କ ଫଟୋ ଲାଗିଥିବା ଆକାଉଣ୍ଟକୁ ଟଙ୍କା ମଧ୍ୟ ଆସିଥିବା ଜଣା ପଡ଼ିଛି। ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ। ଦୀପିକା ଏବଂ ଜ୍ୟାକ୍‌ଲିନ୍‌ଙ୍କ ସମେତ ଅନ୍ୟ ବଲିଉଡ୍‌ କଲାକାରଙ୍କ ଫଟୋ...

police
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ଯୋଡ଼ା ଖଣିଅଞ୍ଚଳ ତ୍ରିବେଣୀ ଓ MTLL କମ୍ପାନୀରୁ ଛଟେଇ ଶ୍ରମିକମାନେ ଆଜି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ। ଖଣି କମ୍ପାନୀ ଶତାଧିକ ଶ୍ରମିକଙ୍କୁ ବେଆଇନ...

high
ବାର୍ କାଉନସିଲ୍‌କୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

କଟକ: ରାଜ୍ୟ ବାର୍ କାଉନସିଲ୍‌କୁ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଥିବା  ସବୁ ଓକିଲ ସଂଘର ନିର୍ବାଚନ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ନିର୍ବାଚନ ପାଇଁ ନଭେମ୍ବର ଶେଷ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ଡିସେମ୍ବର ୧୫ ସୁଦ୍ଧା...

bhitara-kanika
ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ।  ଆଗରୁ ଅକ୍ଟୋବର ୧ ତାରିଖରୁ ଯେଉଁମାନେ ରାତ୍ରୀ ରହଣି କରୁଥିଲେ କେବଳ ସେହିମାନଙ୍କୁ ଭିତରକନିକା ବୁଲିବାକୁ ଅନୁମତି ଦିଆଯାଉଥିଲା। ହେଲେ ଏବେ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯାଇଛି। କେନ୍ଦ୍ରାପଡାରେ ଥିବା ଏହି ଜାତୀୟ ଉଦ୍ୟାନକୁ  ଆଜି...

balangir
ଜଙ୍ଗଲରୁ ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗିର: ଜଙ୍ଗଲଭିତରୁ ଏକ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ସାଲେପାଲି ଜଙ୍ଗଲ ଭିତରେ ଏହି ଶିଶୁକନ୍ୟାଟି ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଆଶାକର୍ମୀଙ୍କୁ ଖବର ଦିଆଯାଇଥିଲା। ପରେ ଆଶା କର୍ମୀ ପଙ୍କଜିନୀ ମେହେର ଜଙ୍ଗଲକୁ ଯାଇ ଶିଶୁଟିକୁ...

swarga-dwara
ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ନେଇ ହଟିଲା କଟକଣା । ଏଣିକି ପୁରୀ ଜିଲ୍ଲା ବାହାରର ମୃତଦେହ ସ୍ୱର୍ଗଦ୍ୱାରରେ ସଂସ୍କାର କରାଯାଇପାରିବ।  ଏହି କଟକଣା ହଟିବା ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ସୂଚନା ଦେଇଛନ୍ତି।  ଜିଲ୍ଲାରେ ସଂକ୍ରମଣ ହାର କମିଥିବାରୁ ସ୍ୱର୍ଗଦ୍ୱାରରୁ କଟକଣା ହଟାଯାଇଥିବା...

1
'ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼'

ୱାଶିଂଟନ୍‌: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ଏ ନେଇ ଡୋନାଲ୍ଡଙ୍କ ପୁଅ ଟ୍ରମ୍ପ ଜୁନିୟର ଏକ ଗଣମାଧ୍ୟମକୁ କହିଛନ୍ତି।  ଟ୍ରମ୍ପ ଜୁନିୟର ତାଙ୍କ ୭୪ ବର୍ଷୀୟ ପିତାଙ୍କର ନିର୍ବାଚନ ଅଭିଯାନକୁ ସମ୍ଭାଳୁଛନ୍ତି। #WATCH New York:...

pcc
ପୁନଃଗଠନ ହେବ ପିସିସିର ସମସ୍ତ କମିଟି

ଭୁବନେଶ୍ୱର: ଚଳିତମାସ ଶେଷ ସୁଦ୍ଧା ପିସିସିର ସମସ୍ତ କମିଟିର ପୁନଃଗଠନ ହେବ।  ପୂର୍ବଥର ଅପେକ୍ଷା ଏଥର କମିଟିର ରୂପରେଖ ଛୋଟ ହେବ ବୋଲି ସୂଚନା ଦେଇଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି।  ପୂର୍ବରୁ ହୋଇଥିବା ବଡ଼ କମିଟିର ମୂଲ୍ୟ କେହି ବୁଝିଲେ ନାହିଁ ବୋଲି ସେ କହିଛନ୍ତି। ...

pic
ପ୍ରକଳ୍ପ ଦାବିରେ ଜାତୀୟ ରାଜପଥ ନିର୍ମାଣ ମହାସଂଘର ପଦଯାତ୍ରା

ଭୁବନେଶ୍ୱର: ଗୋପାଳପୁର ଠାରୁ ପଶ୍ଚିମବଙ୍ଗର ଦୀଘା ପର୍ଯ୍ୟନ୍ତ ଦୀର୍ଘ ୪୮୦ କିଲୋମିଟର ପ୍ରକଳ୍ପ କାମ ଆରମ୍ଭ କରିବାକୁ ପଦଯାତ୍ରା ହୋଇଛି। ଉପକୂଳ ଜାତୀୟ ରାଜପଥ ନିର୍ମାଣ ମହାସଂଘର ସଦସ୍ୟ ମାନେ ପୁରୀ ବ୍ରହ୍ମଗିରିରୁ ପୁରୀ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି । ଏମାନେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ...

2
ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ଅବୁଧାବି: ଚଳିତ ଆଇପିଏଲର ୩୭ତମ ମ୍ୟାଚ୍‌ରେ ଆଜି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଓ ଷ୍ଟିଭ୍ ସ୍ମିଥ୍‌ଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତେବେ ରାଜସ୍ଥାନ ପ୍ରଥମେ ବୋଲିଂ ଭାର ସମ୍ଭାଳିବ।...

3
କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

ଆସାମ: ଦୀର୍ଘ ୯ ମାସରୁ ଅଧିକ ସମୟ କରୋନା କାରଣରୁ ସାଧାରଣ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ତେବେ କରୋନାରେ ଆକ୍ରାନ୍ତ ହେଉଥିବା ଲୋକଙ୍କ କଥା ତ ଥରେ ଭାବନ୍ତୁ ସେମାନେ କେମିତି ସାଧାରଣ ଜୀବନ ଠାରୁ ଅଲଗା ହୋଇ ବିରକ୍ତି ଅନୁଭବ କରୁଥିବେ। କିନ୍ତୁ ବିଭିନ୍ନ...