ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୩୭୭ ଆକ୍ରାନ୍ତ। ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।...
ଭୁବନେଶ୍ୱର : କୋରାପୁଟ ଜିଲ୍ଲା ବୋରିପୁଟ ପାହାଡ଼ ଧସିବା ଘଟଣା ଭିନ୍ନ ମୋଡ଼ ନେଉଛି। ଏହି ଅଘଟଣରେ ସାଂଘାତିକ ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଏହି ଘଟଣା ପଛରେ ତୃତୀୟ ମହଲାର ଲିଙ୍କ୍ ଥିବା ଅଭିଯୋଗ ଆଣିଛି ଓଡ଼ିଶା ଠିକାଦାର ମହାସଂଘ। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ...
ଶାରଜା:ଆଇପିଏଲର ୪୧ ତମ ମ୍ୟାଚ୍ରେ ସୁପର୍ କିଙ୍ଗସ୍ ଓ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଚେନ୍ନାଇ ଟିମ୍ ପ୍ରଥମେ ବ୍ୟାଟିଂ କରିଥିଲା। ହେଲେ ଧୋନୀ ବାହିନୀ ଆଜି ବଡ଼...
ରାଉରକେଲା : ରାଉରକେଲା ଇସ୍ପାତ କାରଖାନାର ବର୍ଜ୍ୟବସ୍ତୁ ନାଳ ଦେଇ ପଶିଥିବା ୫ ଜଣ ଯୁବକଙ୍କ ଉଦ୍ଧାର ଉଦ୍ୟମ ଜାରି। ଘଟଣାସ୍ଥଳରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କର୍ତ୍ତୃପକ୍ଷ, ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ଅନୁସାରେ , ଗତ...
ପୁରୀ: ଶ୍ରୀମନ୍ଦିରର ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ପୂର୍ବରୁ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାର ଓ ପୁରୀ ଜିଲ୍ଲା କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଆସନ୍ତା ୩୦...
ନୂଆଦିଲ୍ଲୀ : ବଂଶୀଧର ପଣ୍ଡାଙ୍କ ବିୟୋଗରେ ଶୋକପ୍ରକାଶ କରି ବୈଜୟନ୍ତଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱର୍ଗତ ବଂଶୀଧରଙ୍କୁ କର୍ମଯୋଗୀ କହିବା ସହ ତାଙ୍କ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ବୋଲି ମୋଦି ଉଲ୍ଲେଖ କରିଛନ୍ତି। ବିଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିବା ବଂଶୀଧର ବିଳାସମୟ...
ଭୁବନେଶ୍ୱର : ବିଶିଷ୍ଟ ଗୀତିକାର ରସରାଜ ନାରାୟଣ ପ୍ରସାଦ ସିଂହଙ୍କ ପରଲୋକ। ୮୬ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନାରାୟଣ ପ୍ରସାଦ ସିଂହ ବହୁ କାଳଜୟୀ ଗୀତ ରଚନା କରିଛନ୍ତି। ଯାହା ମଧ୍ୟରେ ରହିଛି, ‘ଗୁଡ଼ି ଗୁଡ଼ି ଗୁଡ଼ି ଏ...
ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଲୁଟର ଶିକାର ହୋଇଥିବା NRI ନିରଜ ଚନ୍ଦନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ନିବେଦନ କରିଛନ୍ତି। ପ୍ରଥମ ଥର ପାଇଁ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ବେଳେ...
ଭୁବନେଶ୍ୱର : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିଶନ ନିଯୁକ୍ତ । ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଜଷ୍ଟିସ ଦାସ ହେଉଛନ୍ତି ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି। ଜାନୁଆରୀ ୨୦୧୩ରୁ ଫେବୃଆରୀ ୨୦୧୬ ପର୍ଯ୍ୟନ୍ତ ସେ ...
ବଲାଙ୍ଗିର / ସୋନପୁର : ଅପହର୍ତ୍ତାଙ୍କ କବଳରୁ ଖସି ଆସିଲେ ୨ ପିଲା। ବଲାଙ୍ଗିର ସହରର ବିକ୍ରମ ଛକ ନିକଟରୁ ଦୁଇ ପିଲାଙ୍କୁ ଉଦ୍ଧାର କରିଛି ପୋଲିସ। ସୋନପୁରର ଏହି ଦୁଇ ପିଲା ଆଜି ସକାଳୁ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମକୁ ବ୍ୟାୟାମ କରିବାକୁ ଯାଇଥିଲେ। ତେବେ ଷ୍ଟାଡିୟମର ପାଚେରୀ...
ମାଲକାନଗିରି : ଦିନେ ଏମାନେ ପୋଲିସକୁ ଟାର୍ଗେଟ କରି ପ୍ରସ୍ତୁତ କରୁଥିଲେ ରଣନୀତି। କିନ୍ତୁ ଏବେ ସେହି ପୋଲିସ ସହାୟତାରେ ଚାଲିଛି ଭିନ୍ନ ଏକ ପ୍ରସ୍ତୁତି। ଏବେ ଟାର୍ଗେଟରେ ପୋଲିସ କିମ୍ବା ପ୍ରଶାସନ ନୁହେଁ, ବରଂ ପାଠ ପଢା ଓ କ୍ୟାରିୟର। ବନ୍ଧୁକ ଓ ଗୋଳାବାରୁଦର ସ୍ଥାନ ନେଇଛି...
ପୁରୀ : ମହାପ୍ରଭୁଙ୍କ ମହଣ ମହଣ ସୁନା ଅଳଙ୍କାର ଥିବା ଭରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚାବି ହଜିବା ନେଇ ଓଟିଭିରେ କ୍ରମାଗତ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ଘଟଣାର...
ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ଶାସନ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶକୁ ନେଇ ସମ୍ବଲପୁର ପୋଲିସକୁ ପ୍ରସଂସା କରିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ମାମଲାରେ ଦୋଷୀମାନଙ୍କୁ ଦଣ୍ଡାଦେଶ ହୋଇଥିବାରୁ ସମ୍ବଲପୁର ଏବଂ ଶାସନ ଥାନା ପୋଲିସକୁ ଅନେକ ପ୍ରଶଂସା କରିଛନ୍ତି। ସମ୍ବଲପୁର ନାବାଳିକା...
ଭୁବନେଶ୍ୱର : ବିଜେଡିର ମହାନଦୀ ଲଢ଼େଇ ନେଇ ପ୍ରଶ୍ନ ଉଠାଇଲା ବିଜେପି। ବିଜେଡିର ମହାନଦୀ ଲଢେଇ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଲଢ଼େଇର କ୍ଷେତ୍ର ଟ୍ରିବ୍ୟୁନାଲ୍ ନା ରାଜରାସ୍ତା ସ୍ପଷ୍ଟ କରୁ ବିଜେଡି। ସବୁ ଶକ୍ତି ଖଟାଇ ଟ୍ରିବ୍ୟୁନାଲରେ ଲଢ଼ନ୍ତୁ, ଆମେ ସାଥିରେ ଅଛୁ। ପ୍ରବଞ୍ଚନା...
ନୂଆଦିଲ୍ଲୀ: ବିହାରର ଜଣେ ଦଳିତ ଶିଶୁକୁ ପଞ୍ଜାବରେ ଦୁଷ୍କର୍ମ ଏବଂ ଜାଳିଦେବା ଘଟଣାକୁ ନେଇ କଂଗ୍ରେସ ଉପରେ ଭାରତୀୟ ଜନତା ପାର୍ଟି ବର୍ଷିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନୀରବତାକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଶ୍ନ ଉଠାଇଛନ୍ତି।...
ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ରାସ୍ତାକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା। ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହି ସଂଗଠନର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି, ଚାବି ଯଦି ହଜିଛି, ଏଯାଏ କାହିଁକି ଥାନାରେ ଏତଲା ବି ଦେଇନାହାନ୍ତି ସରକାର।...
ନୂଆଦିଲ୍ଲୀ: ରାତାରାତି ସୋସିଆଲ୍ ମିଡିଆରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ ପାଲଟିଥିବା ଡ୍ୟାନ୍ସିଂ ଅଙ୍କଲ ବର୍ତ୍ତମାନ ବ୍ରାଣ୍ଡ୍ ଆମ୍ବାସଡର। ନିଜର ଡ୍ୟାନ୍ସ ମୁଭ୍ ପାଇଁ ସାରା ଦେଶରେ ସେନ୍ସେସନ୍ ପାଲଟିଥିବା ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଭାବେ ନିଯୁକ୍ତ କରିଛି ମଧ୍ୟପ୍ରଦେଶର ବିଦିଶା ନଗର ନିଗମ। ଏନେଇ ନଗର ନିଗମ...