• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ଟିଟୋ ଲିଙ୍କ୍‌ରେ ପୁଣି ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ STF

କେନ୍ଦ୍ରାପଡ଼ା: ଟିଟୋ ଲିଙ୍କ୍‌ରେ ପୁଣି ଜଣଙ୍କୁ କ୍ରାଇମବ୍ରାଞ୍ଚର STF ଟିମ୍‌ ଉଠାଇ ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପ୍ୟୁଟର ଦୋକାନୀ ସରୋଜ ପତିଙ୍କୁ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର STF ଟିମ୍‌ ଉଠାଇ ନେଇ ପଚରାଉଚରା ଚଳାଇଥିବା ଥିବା ସୂଚନା ମିଳିଛି। ଟିଟୋ ଓ ତା’ର ଭାଇମାନଙ୍କ ଘରେ...

ବିଷାକ୍ତ ଛତୁ ଖାଇ ୨ ମୃତ, ୨ଗୁରୁତର

ମୟୂରଭଞ୍ଜ: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ କଇଁଫୁଲିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦୁଇଜଣ ହେଲେ ଦିଅର ଭାଉଜ। ଗୁରୁତର ୨ଜଣଙ୍କୁ ବେତନଟୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ
ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ

ଭୁବନେଶ୍ୱର: ବରିଷ୍ଠ ଓଡ଼ିଆ ସିନେ ଅଭିନେତା ଦେବୁ ବୋଷଙ୍କ ପରଲୋକ ହୋଇଯାଇଛି। ହାଇଦ୍ରାବାଦରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ଗତ ଏପ୍ରିଲ ମାସରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦର...

neha-kakkar
ରୋହନ୍‌ଙ୍କ ସହ ପୋଷ୍ଟର ଶେଆର କଲେ ନେହା, ଦ୍ୱନ୍ଦ୍ୱରେ ବିଶାଲ୍‌ ଦଦ୍‌ଲାନି

ମୁମ୍ବାଇ: ଗାୟିକା ନେହା କକ୍କର ଏବଂ ରୋହନ ପ୍ରିତ୍‌ ସିଂହଙ୍କ ବିବାହକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଲାଗିରହିଛି।  ଅକ୍ଟୋବର ୨୪ରେ ଦୁହେଁ  ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି। ସୋଶାଲ୍‌ ମିଡିଆରେ ରୋହନଙ୍କ ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ନେହା ସାମ୍ନାକୁ ଆଣିଛନ୍ତି।...

ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ
ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ

ଭୁବନେଶ୍ୱର : ଓଡ଼ିଶାରେ ପହଞ୍ଚିଲେ କେରଳ ବନ୍ୟା ପୀଡ଼ିତ । କେରଳ ବନ୍ୟାରେ ଫସିରହିଥିବା ଓଡ଼ିଆମାନେ ଆଜି ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ରାଜ୍ୟ ସରକାର ଏହି ଓଡିଆଙ୍କୁ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରିଥିଲେ। ଗତ ୧୦ରୁ ଅଧିକ ଦିନ ଧରି କେରଳରେ...

ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର
ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକ ଉଦ୍ଧାର

ରାଉରକେଲା  : ତାମିଲନାଡୁ ଚାଲାଣ ବେଳେ ୧୦ ଜଣ ନାବାଳିକା ଓ ୩ଜଣ ନାବାଳକଙ୍କୁ ଉଦ୍ଧାର କଲା ରାଉରକେଲା ରେଳବାଇ ପୁଲିସ ଓ ରେଳ ସୁରକ୍ଷା ବଳ। ଟାଟା ଅାଲେପି ଏକ୍ସପ୍ରେସରେ ଏମାନଙ୍କୁ ତାମିଲନାଡ଼ୁ ଚାଲାଣ କରାଯାଉଥିଲା। ଓଡ଼ିଶା-ଝାଡ଼ଖଣ୍ଡ ସୀମା ମନୋହରପୁର ଓ ଚକ୍ରଧରପୁର ଅଞ୍ଚଳର ଦଲାଲ ଏମାନଙ୍କୁ...

ପୋଖରୀରେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର

ଗଂଜାମ: ଲୋକେ ପାଖୋରୀରେ ଗାଧୋଉଥିଲା ବେଳେ ଛିଣ୍ଡି ପଡ଼ିଲା ବିଦ୍ୟୁତ ତାର। ଗଂଜାମ କବିସୂର୍ଯ୍ୟନଗର ଗୁଡ଼ଇାଳି ଗାଁରେ ଏହି ଅଘଟଣ ଘଟିଛି। ଲୋକେ ପୋଖରୀରେ ଗାଧୋଉଥିବା ବେଳେ ବିଦ୍ୟୁତ ତାର ଛିଣ୍ଡିବାରୁ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଆସିକା ଓ...

ସରକାରଙ୍କ ସତ୍ୟପାଠ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ
ସରକାରଙ୍କ ସତ୍ୟପାଠ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଭୁବନେଶ୍ୱର : ଶିକ୍ଷକଙ୍କୁ ନିୟମିତ କରିବାକୁ ସରକାର ଅାହ୍ୱାନ କରିଥିବା ସତ୍ୟପାଠକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ୨୦୧୭ ମସିହା ଠାରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକଙ୍କୁ ନିୟମିତ କରିବା ବାହାନାରେ ରାଜ୍ୟ ସରକାର ସେମାନଙ୍କଠାରୁ ବିଜ୍ଞପ୍ତି ଜରିଅାରେ ସତ୍ୟପାଠ ଅାହ୍ୱାନ କରିଥିଲେ। ତେବେ ସତ୍ୟପାଠରେ...

ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ
ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ

ପାରାଦୀପ  : ପାରାଦୀପ ବନ୍ଦରରେ ଷ୍ଟିଭେଡର୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଅାନ୍ଦୋଳନ ଯୋଗୁ ଅଚଳାବସ୍ଥା ସୃଷ୍ଟି ହୋଇଛି।  ଓଏସଏଲ କର୍ମଚାରୀଙ୍କ ଧାରଣା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ତେବେ ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଅାଜି ମଧ୍ୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏମିତି କି ୧୪ଟି ଜାହାଜରେ ମାଲ୍‌ ଲୋଡିଂ ଓ...

ରୋଗୀଙ୍କ ଜୀବନ ସହିତ ଖେଳ
ରୋଗୀଙ୍କ ଜୀବନ ସହିତ ଖେଳ

ଭୁବନେଶ୍ୱର : ନିରାମୟ ଯୋଜନାରେ ଯୋଗାଣ ପାଇଁ ଅାସିଥିବା ସାଲାଇନ ନିମ୍ନମାନର ବୋଲି ଜଣାପଡ଼ିଛି। ଏନେଇ ନିଗମ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍‌ ସହ ଯୋଗାଣ ସଂସ୍ଥାକୁ କଳାତାଲିକାଭୁକ୍ତ କରାଯାଇଛି। ଫଳରେ ଏହି କଂପାନୀ ଅାଗାମୀ ୩ବର୍ଷ ଯାଏ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ...

pic
ମା'କୁ ବନ୍ଧୁକ ଦେଖାଇଲେ ଦୁର୍ବୃତ୍ତ, ୫ବର୍ଷର ପିଲା କଲା ଏମିତି ସାହସିକ କାର୍ଯ୍ୟ

ନୂଆଦିଲ୍ଲୀ: ଜଣେ ୫ବର୍ଷ ପିଲାର ଦୁଃସାହସିକ କାର୍ଯ୍ୟ। ଘରେ ଚୋର ପସି ପରିବାର ଲୋକଙ୍କ ଉପରେ ଆକ୍ରମଣ କରିବା ସମୟରେ ଉକ୍ତ ପିଲାଟି ଚୋରକୁ ପିଟିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ପିଲାର ନାଁ ଡେଭିଡ ଜନସନ। ଆମେରିକାରେ ରହୁଥିବା ଡେଭିଡ୍‌ ତାଙ୍କ ମା ଏବଂ ଭଉଣୀଙ୍କୁ ସୁରକ୍ଷା...

ରାଜଧାନୀରେ ଶିକ୍ଷକ ଆନ୍ଦୋଳନ

ଭୁବନେଶ୍ୱର: ରାଜଧାନୀରେ ଆନ୍ଦୋଳନରତ ଶିକ୍ଷକଙ୍କ ସମସ୍ୟାର ସମଧାନ ପାଇଁ ଗତକାଲି ବସିଥିବା ଏକ ମନ୍ତ୍ରିସ୍ତରୀୟ ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିଲାନି। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ତେବେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନଥିବାବେଳେ ସମସ୍ୟାର ସମାଧାନ ଲାଗି ଆଉ ଥରେ ବୈଠକ...

ଷ୍ଟେସନ ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଜଣେ ଯୁବକ ଚଢ଼ିଯିବାରୁ ବିଦ୍ୟୁତ କାଟ
ଷ୍ଟେସନ ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଜଣେ ଯୁବକ ଚଢ଼ିଯିବାରୁ ବିଦ୍ୟୁତ କାଟ

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭାବନୀୟ ଘଟଣା। ଜଣେ ଯୁବକ ଷ୍ଟେସନର ବିଦ୍ୟୁତ୍‌ ଟାଓ୍ୱାର ଉପରକୁ ଚଢ଼ିଯିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯୁବକଙ୍କୁ ପୁଲିସ ତଳକୁ ଅାଣିବା ପରେ ପୁଣି ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ୩ ନମ୍ବର ପ୍ଲାଟ୍‌ଫର୍ମରେ ଥିବା ବିଦ୍ୟୁତ୍ ଟାଓ୍ୱାର ଉପରକୁ ଚଢି ଯାଇଥିଲେ...

ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା
ଅାଜି ପବିତ୍ର ଇଦ୍ ଉଲ୍‌ ଜୁହା

ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍‌ଧାମରେ ମନାଇବେ ଇସ୍‌ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍‌ଜିଦ୍ ଓ ଇଦ୍‌ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ...

ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା
ବନ୍ୟା ପାଣି ଛାଡ଼ିବା ପରେ କେରଳରେ ବଢ଼ିଛି ଦୁର୍ଦ୍ଦଶା

ଥିରୁଅନନ୍ତପୁରମ୍‌ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ...

ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ
ଏଣିକି ଓଡ଼ିଆ ନାମଫଳକ ଲଗାଇବା ବାଧ୍ୟତାମୂଳକ

ଭୁବନେଶ୍ୱର : ଏଣିକି ଅାମ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆରେ ନାମଫଳକ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି।  ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସଚିବାଳୟରେ ଉନ୍ନୟନ କମିଶନର ଅାର୍. ବାଲକ୍ରିଷ୍ଣନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ...

ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ
ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

କଟକ: ଡନ୍ ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ। ବିଡ଼ାନାସୀ ଥାନାର ଦୁଇଟି ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସିଜେଏମ୍ କୋର୍ଟ। ୧୯୯୯ର ଏକ ଗୁଳିକାଣ୍ଡ ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବା ଥିବା ବେଳେ...

abdul-kalam
ମତ୍ସଜୀବି ପରିବାରରୁ ମିସାଇଲ୍‌ ମ୍ୟାନ୍‌: କାହିଁକି ବିବାହ କରିନଥିଲେ ଅବଦୁଲ୍ କଲାମ୍‌?

ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍‌ ମ୍ୟାନ୍‌ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌ କଲାମ। ବେଶ୍‌ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍‌ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ...

କିଡନୀ ରୋଗ ଅାତଙ୍କ   
କିଡନୀ ରୋଗ ଅାତଙ୍କ  

ଢେଙ୍କାନାଳ  : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲିଅାତଇଳା ସାହିରେ ଜଳ ପାଳଟିଛି ଜହର। ଗାଁରେ କିଡ୍‌ନୀ ରୋଗ ଅାତଙ୍କ ଦେଖାଦେଇଛି। ୨ ରୁ ୩ ବର୍ଷ ଭିତରେ ୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ଅାକ୍ରାନ୍ତ ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଥିବା...

କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ
କେରଳ ବନ୍ୟାରେ ଫସିଛନ୍ତି ଓଡ଼ିଆ

ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି...