• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

6
ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ...

କାଳିଜାଈ ବୋଟ୍ ଟ୍ରାଜେଡି ଘଟଣା : ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
କାଳିଜାଈ ବୋଟ୍ ଟ୍ରାଜେଡି ଘଟଣା : ପରିବହନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଚିଲିକା : କାଳିଜାଈ ବୋଟ୍ ଟ୍ରାଜେଡିକୁ ଦି-ଦିନ ପୂରିନି ମରାଳ ମାଳିନୀ ଚିଲିକାରେ ପୁଣି ଦେଖିବାକୁ ମିଳିଛି ପୂର୍ବର ଚିତ୍ର। କିଛି ବି ବଦଳିଲାନି। କେହି ବି ଶିଖିଲେନି। ନା ପ୍ରଶାସନ ଚେତିଲା, ନା ପର୍ଯ୍ୟଟକ, ନା ଡଙ୍ଗା ଚାଳକ। ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକା ସାତପଡ଼ା ଘାଟରେ...

ପୁଣି ଏକକ ନିର୍ବାଚନ ଚର୍ଚ୍ଚା
ପୁଣି ଏକକ ନିର୍ବାଚନ ଚର୍ଚ୍ଚା

ନୂଆଦିଲ୍ଲୀ : ନୀତି ଆୟୋଗ ବୈଠକରେ ଏକକ ନିର୍ବାଚନ ପ୍ରସଙ୍ଗ। ଢେର କିଛି ଦିନ ଧରି ଜାତୀୟ ରାଜନୀତିରେ ଏକ ସମୟରେ ନିର୍ବାଚନକୁ ନେଇ ବିତର୍କ ଚାଲିଥିବା ବେଳେ ଏବେ ଏ ନେଇ ସବୁ ଦଳର ମତ ଲୋଡ଼ିଛନ୍ତି ଲ କମିଶନ୍। ଉଦ୍ଦେଶ୍ୟ ଆର୍ଥିକ ଦିଗରୁ ବ୍ୟୟ କମ...

ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା
ଆସନ୍ତା ଜୁଲାଇ ୨୨ରେ ସ୍ପେଶାଲ୍ OJEE ପରୀକ୍ଷା

ଭୁବନେଶ୍ୱର : ଖାଲି ପଡ଼ିଥିବା ସିଟ୍ ପୂରଣ ପାଇଁ ହେବ ସ୍ପେଶାଲ OJEE।  ଆସନ୍ତା ଜୁଲାଇ ୨୨ରେ ହେବ ସ୍ପେଶାଲ୍ OJEE। ଏଥିପାଇଁ ଜୁନ୍ ୨୫ରୁ ଜୁଲାଇ ୧୩ ମଧ୍ୟରେ ଆବେଦନ କରିବେ ଛାତ୍ରଛାତ୍ରୀ । ଜୁଲାଇ ୨୨ରେ ପରୀକ୍ଷା ହେବ ଏବଂ ୨୫ରେ ପ୍ରକାଶ ପାଇବ ରେଜଲ୍ଟ।...

7
ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜେଲ୍ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡ଼। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଥିଲା। ତାଙ୍କର ୧ କୋଟି ୩୩ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ତେବେ ଏହି ମାମଲାରେ ଆଜି...

ଜୁଲାଇ ୧ ରେ ଓଡ଼ିଶା ଆସିବେ ଅମିତ ଶାହ
ଜୁଲାଇ ୧ ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୧ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହ।  ଗସ୍ତ ସମୟରେ ଅମିତ ଶାହ ଦଳୀୟ କାର୍ଯ୍ୟ ନେଇ ସମୀକ୍ଷା କରିବେ ବୋଲି ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସେପଟେ ଅମିତ ଶାହଙ୍କ ଟପ୍ ଏଜେଣ୍ଡାରେ...

ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ
ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ନେଇ ବିବାଦ

ଭୁବନେଶ୍ୱର : ପୁଣି ବିବାଦରେ କଣ୍ଠଶିଳ୍ପୀ ସୋନା ମହାପାତ୍ର। ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଲୋକପ୍ରିୟ ଜଣାଣ ‘ଆହେ ନୀଳ ଶୈଳ’କୁ ଭିନ୍ନ ଢଙ୍ଗରେ ଗାଇ ବିବାଦ ଘେରକୁ ଆସିଛନ୍ତି ସୋନା। ଭଜନର କେତେକ ଶବ୍ଦକୁ ସୋନା ଠିକ୍ ଭାବେ ଉଚ୍ଚାରଣ କରିନାହାନ୍ତି। ଯେପରିକି ସାଲବେଗକୁ ସାଲେବେଗ, ମତ୍ତକୁ...

ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି
ମୌସୁମୀର ଚକମା : ଆସିଲା ହେଲେ ବର୍ଷୁନି

ଭୁବନେଶ୍ୱର : ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ମୌସୁମୀ ପହଞ୍ଚୁ ପହଞ୍ଚୁ ରାଜ୍ୟର ଅଧିକାଂଶ ସ୍ଥାନରେ ଅସରାଏ ଦି ଅସରା ବର୍ଷା ବି ହୋଇଥିଲା। ଏହା ପରେ ଦୁଇ ତିନ ଦିନି ଆକାଶ ମେଘୁଆ ରହିବା ପରେ ଯେମିତି ଆକାଶରୁ ଉଭେଇ ଯାଇଛି ମେଘ।...

କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ
କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା : ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଆରମ୍ଭ

କୁନ୍ଦୁଲି : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାର ଆଜି ତୃତୀୟ ପର୍ଯ୍ୟାୟ ସାକ୍ଷ୍ୟଗ୍ରହଣ ଚାଲିଛି। ଜୟପୁର ଜିଲ୍ଲା ଜଜ୍‌ ତଥା କୁନ୍ଦୁଲି କମିଶନ ବିଦ୍ୟୁତ କୁମାର ମିଶ୍ରଙ୍କ ନିକଟରେ ଚାଲିଛି ସାକ୍ଷ୍ୟଗ୍ରହଣ। ଆଜି ଡାକ୍ତର ଆକାଂକ୍ଷା ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ, ଲାଇଭ୍ ଫାଉଣ୍ଡେସନ...

ଜୁଲାଇ ୧୫ ସୁଦ୍ଧା କଂଗ୍ରେସର ବିଭିନ୍ନ କମିଟି ଗଠନ ଲକ୍ଷ୍ୟ  : ନିରଞ୍ଜନ ପଟ୍ଟନାୟକ
ଜୁଲାଇ ୧୫ ସୁଦ୍ଧା କଂଗ୍ରେସର ବିଭିନ୍ନ କମିଟି ଗଠନ ଲକ୍ଷ୍ୟ : ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ଜୁଲାଇ ୧୫ ଭିତରେ ଜୋନାଲ ସ୍ତରୀୟ, ଜିଲ୍ଲା ସ୍ତରୀୟ ଓ ବିଭିନ୍ନ ପିସିସି କମିଟି ଗଠନ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ। ହାତରେ ଅଳ୍ପ ସମୟ ଥିଲେ ମଧ୍ୟ ଏହି ସମୟ ଭିତରେ ସେହି କାମ ଶେଷ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ...

ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ
ନୀତି ଆୟୋଗ ବୈଠକକୁ ଗଲେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୀତି ଆୟୋଗ ବୈଠକକୁ ଯାଇନାହାଁନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଲୋଚନା ହେବାକୁ ଥିବା ପ୍ରସ୍ତାବିତ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଲିଖିତ ଭାବେ ନୀତି ଆୟୋଗକୁ ଅବଗତ କରାଇଥିବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ବିରୋଧୀ। ଗତବର୍ଷ ଏହି ବୈଠକକୁ...

ହଜାରେ ଲିଟର ଦେଶୀ ମଦ ଜବତ
ହଜାରେ ଲିଟର ଦେଶୀ ମଦ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ମାଟିଆପଲ୍ଲୀ ନିକଟରେ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ୫ଟି ମଟର ସାଇକଲ ମଧ୍ୟ ଜବତ କରିଛି।  ଜବତ ହୋଇଥିବା ଦେଶୀ ମଦର ପରିମାଣ ୧ ହଜାର ଲିଟରରୁ...

ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ କରିବାକୁ ମୋଦିଙ୍କ ଆହ୍ୱାନ
ଆର୍ଥିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ କରିବାକୁ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ : ଦେଶର ଆର୍ଥିକ ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ବିଶିଷ୍ଟ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନୀତି ଆୟୋଗର ବୈଠକରେ ସେ କହିଛନ୍ତି। ରାଷ୍ଟ୍ରପତି ଭବନରେ ଚାଲିଛି ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀଙ୍କ...

ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଅଭିଯୋଗ
ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର: ଦୁବାଇରେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  ମୃତକ ଜଣକ ହେଲେ କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ଭାଟେଣି ଗାଁର ଶ୍ୟାମପଦ ମାଇତିଙ୍କ ପୁଅ ଶ୍ରୀବିନ୍ଦୁ ମାଇତି। ଶ୍ରୀବିନ୍ଦୁ ଦୁବାଇରେ ୨ ବର୍ଷ ଧରି କାମ କରି ଆସୁଥିଲେ। ସେ ଘରକୁ କିଛି ଦିନ ତଳେ...

ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର
ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର

ପୁରୀ : ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ୍ତ ମହାପାତ୍ର। ସେ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ। ସେଠାରୁ ଫେରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କିଛି...

ତେଜୁଛି ମଦ ବିରୋଧି ଆନ୍ଦୋଳନ
ତେଜୁଛି ମଦ ବିରୋଧି ଆନ୍ଦୋଳନ

କଟକ : ତେଜୁଛି ମଦ ବିରୋଧି ଆନ୍ଦୋଳନ। ପାଟକୁରା ପରେ ଆଜି ବାଙ୍କୀ ବୈଦଶ୍ୱର ଥାନା ଅନ୍ତର୍ଗତ ବଢାମଲ ଗାଁରେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି। ଗତ ୧୨ ତାରିଖରେ ଗାଁର ଜଣେ ବ୍ୟକ୍ତି ଦେଶୀ ମଦ ଖାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ପ୍ରତିବାଦରେ ଆଜି ଶତାଧିକ...

ଅଡୁଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ
ଅଡୁଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ବିବାଦରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସାହାଣ ମେଲା ଦର୍ଶନ ବନ୍ଦ ଥିବାବେଳେ ଶ୍ରୀଲିଙ୍ଗରାଜଙ୍କୁ ଗର୍ଭ ଗୃହରେ ଦର୍ଶନ କରି ଅଡୁଆରେ ନିରଞ୍ଜନ। ଯାହାକୁ ନେଇ ଏବେ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।  ଆଜି ରଜ ସଂକ୍ରାନ୍ତି ଅବସରରେ ନିରଞ୍ଜନ ମନ୍ଦିରକୁ ଦର୍ଶନ ପାଇଁ...

କଣ୍ଢେଇ ବାହାଘର କରି ରଜ ଉତ୍ସବ ପାଳନ
କଣ୍ଢେଇ ବାହାଘର କରି ରଜ ଉତ୍ସବ ପାଳନ

ପୁରୀ  : ପୁରୀ ଜିଲ୍ଲାରେ ରଜ ଉତ୍ସବର ଆସର ଟିକିଏ ନିଆରା। କାକଟପୁର ଅଞ୍ଚଳର କୁଣ୍ଡେଶ୍ୱର ଗାଁରେ କୁମାରୀମାନେ ପାରମ୍ପରିକ ଶୈଳୀରେ ବାହାଘର କରି ରଜକୁ ଧୁମଧାମରେ ପାଳନ କରିଛନ୍ତି। ସମାଜରେ ଯୌତୁକ ପ୍ରଥାକୁ ବିରୋଧ କରି ଏହି ଗାଁରେ ଜଣେ ମହିଳା କଣ୍ଢେଇ ବାହାଘରର ପରମ୍ପରା ଆରମ୍ଭ...