ବାଲେଶ୍ୱର : ବାପା ବାରମଜା ବିକ୍ରି କରନ୍ତି ଆଉ ପୁଅର ଲକ୍ଷ ଲୋକଙ୍କର ସେବା କରିବା। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ଼ ଗ୍ରାମରେ ଶଙ୍କର୍ଷଣ ସେଠୀଙ୍କ ପୁଅ ରମେଶ ସେଠୀ ଡାକ୍ତରୀ ପଢିବା ପାଇଁ ସଫଳତା ହାସଲ କରିଛନ୍ତି। ଶଙ୍କର୍ଷଣ ଆଜକୁ ଦୀର୍ଘ ୨୦ ବର୍ଷ ହେବ...
ମୁମ୍ବାଇ: ବଲିଉଡ୍ର ଲୋକପ୍ରିୟ ଗାୟିକା ନେହା କକ୍କରଙ୍କ ବିବାହକୁ ନେଉ ଗତ କିଛି ଦିନ ହେବ ବେଶ୍ ଚର୍ଚ୍ଚା ହଉଛି। ରାଇଜିଙ୍ଗ ଷ୍ଟାର୍ ଫେମ୍ ରୋହନପ୍ରୀତ୍ ସିଂହଙ୍କ ସହ ସେ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଏନେଇ ନିଜେ ନେହା ତାଙ୍କ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ସୂଚନା...
ଯାଜପୁର: ବ୍ୟାସସରୋବର ପୀଠର ନିର୍ମାଣ କାମରେ ଦୁର୍ନୀତିର ପର୍ଦ୍ଦାଫାସ୍ ହେବା ପରେ ହରଡ଼ଘଣାରେ ବିଭାଗୀୟ ଅଧିକାରୀ ଓ ଠିକାଦାର। ତରବରିଅା ଭାବେ ପୀଠରେ ଲାଗିଥିବା ଟାଇଲ୍କୁ ଏବେ କଢ଼ାଯାଉଛି। ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଲୋକେ ଅଭିଯୋଗ କରିଛନ୍ତି । ଯାଜପୁର ଜିଲ୍ଲା...
ନୂଆଦିଲ୍ଲୀ: ଗର୍ଭବତୀ ମାନେ ସେମାନଙ୍କର ଟିକେ ଅଧିକ ଯତ୍ନ ନିଅନ୍ତି। ନିଜ ସହ ଏହି ସମୟରେ ପେଟରେ ବଢୁଥିବା ପିଲା ବିଷୟରେ ମଧ୍ୟ ଚିନ୍ତା କରିବାକୁ ହୁଏ। ଏହି ସମୟରେ ଖାଦ୍ୟପେୟଠୁ ଆରମ୍ଭ କରି ଆରାମରେ ଚଲାବୁଲା କରିବାକୁ କୁହାଯାଏ। କିନ୍ତୁ ନିକଟରେ ଜଣେ ଗର୍ଭବତୀଙ୍କୁ ୫ମିନିଟ୍ରେ ୧.୬କିମି...
ଭୁବନେଶ୍ୱର: ରାଉରକେଲା ଏନ୍ଆଇଟିର ପୂର୍ବତନ ଛାତ୍ର ପ୍ରଣବ ଖୈତାନଙ୍କ ସହ ରହିଛି ନୋବୋଲ୍ ଶାନ୍ତି ପୁରସ୍କାରର ସମ୍ପର୍କ। ଚଳିତ ବର୍ଷ ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗାମକୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିଛି। ବିଶ୍ୱରୁ କ୍ଷୁଦା ଦୂର କରିବାକୁ ଗୁଗଲ ଏବଂ WFP ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଏଥିଲାଗି ଗୁଗଲର...
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡ଼ା ଗାଁରେ ବେଆଇନ ପଥର ଖାଦାନର ବିସ୍ଫୋରଣ ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତ ପରେ ଗୁଣୁପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ସେହିପରି ପଥର ଖାଦାନ...
ମୁମ୍ବାଇ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ କୁହାଯାଉଥିବା ଆମିର୍ ଖାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ଅନେକ ହିଟ୍ ଫିଲ୍ମରେ କାମ କରି ଆମିର ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କ୍ୱାଲିଟି ଉପରେ ସର୍ବଦା ଧ୍ୟାନ ଦେଉଥିବା ଅମିର ବର୍ଷକୁ ଗୋଟେ ଫିଲ୍ମ କରନ୍ତି ଆଉ ସେଇଟା...
ପାରାଦୀପ: ଆଦାନୀ କମ୍ପାନୀ ଫାଟକ ଆଗରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୫୨ ଜଣ ଶ୍ରମିକ ଓ କର୍ମଚାରୀ ସେମାନଙ୍କ ପରିବାରବର୍ଗଙ୍କୁ ଧରି ରାତି ତମାମ ବର୍ଷା କାକରରେ ପଡ଼ି ରହିଛନ୍ତି। କିନ୍ତୁ ପ୍ରଶାସନ କିମ୍ବା କମ୍ପାନୀ କର୍ତ୍ତୃପକ୍ଷ କାହାରି ଦେଖାନାହିଁ। ଓଲଟି ବିଳମ୍ବିତ ରାତିରେ...
ରାଇରଙ୍ଗପୁର: ଆଜି ସକାଳୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏକ ଦୁଃଖଦ ଘଟଣା। ଗାଧୋଇବାକୁ ଯାଇ ନଈରେ ବୁଡ଼ି ଯାଇଛନ୍ତି ଭାଇ ଭଉଣୀ । ଉଭୟ ଭାଇ ଭଉଣୀଙ୍କ ଘର ବିହାରରେ ଓ ସେମାନଙ୍କ ପରିବାର ଏଠାକୁ ଆସି ବ୍ୟବସାୟ କରୁଥିଲେ। ଖବର ମୁତାବକ, ଖଡ଼ଖାଈ ନଦୀରେ ଗାଧୋଇବା ବେଳେ...
ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତ୍ତି ସିଜ୍ ପ୍ରକ୍ରିୟା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଟିଟୋର ପତ୍ନୀ ଏବଂ ୧୮ ସହଯୋଗୀଙ୍କ ନାଁରେ ଥିବା ୫୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟକୁ କ୍ରାଇମବ୍ରାଞ୍ଚ ଫ୍ରିଜ୍ କରାଯାଇଛି । ତା’ସହ ବାଲିଘାଟ, ମୋରମ ବ୍ୟବସାୟ ସଂପର୍କରେ ତଥ୍ୟ ଦେବାକୁ ୭ ଜଣ...
ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍ ତେଲ। କେମିତି ତିଆରି କରିବେ କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ...
ରାୟଗଡ଼ା: ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ରାୟଗଡ଼ା ବ୍ଲକ ସୁଲଭା ଗାଁର। ତାଙ୍କ ନାଁ ହେଲା ମିଶାଲ ରବି କୁମାର। ୮ ତାରିଖରୁ ସେ ଜ୍ୱରରେ ପୀଡ଼ିତ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଜ୍ୱର ନ କମିବାରୁ ତାଙ୍କୁ ବିଶାଖାପାଟଣା...
ପୁରୀ: ଆଜି ପବିତ୍ର ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀ ତିଥି । ଆଜି ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଅଣସର ଗୃହରେ ଦତ୍ତମହାପାତ୍ର ସେବକମାନେ ଏହି ନୀତି କରିବେ। ଆସନ୍ତାକାଲି ଭକ୍ତମାନେ ନବଯୌବନ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏଥିପାଇଁ ଅତି ସୁନ୍ଦର ଭାବେ ବନକ...
ଭୁବନେଶ୍ୱର:ଜୁନ୍ ୯ରୁ ଏଆଇସିସି ପକ୍ଷରୁ ଜିଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ସରିଲାଣି। ପ୍ରଥମେ ଜୁନ୍ ୧୫ ଓ ତାପରେ ଜୁନ୍ ୩୦ ସୁଦ୍ଧା ପିସିସି ଓ ଡିସିସି କମିଟି ଗଠନ ହେବ ବୋଲି କୁହାଯାଇଥିଲା। ହେଲେ ଜୁନ୍ ଯାଇ ଜୁଲାଇ ଅଧା ହେଲାଣି, ଏ...
ବରଗଡ଼: ଦେଢ଼ ବର୍ଷ ତଳେ ଯିଏ ମରିଯାଇଥିଲା, ସିଏ ପୁଣି ଘରକୁ ଫେରିଛି। ଘଟଣାଟି ଅଜବ ଲାଗୁଥିଲେ ବି ସତ । ପ୍ରକୃତରେ ଯୁବକ ଜଣକ ମରି ନ ଥିଲେ ବି ପୋଲିସ ରେକର୍ଡ଼ରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏକ ବଡ଼ କଥା ହେଉଛି ପୋଲିସ...
ବେଜିଙ୍ଗ: ଚୀନ୍ କମ୍ପାନୀ ସିନୋଭାକ୍ ବାୟୋଟେକ୍ ଦ୍ୱାରା ବିକଶିତ ପରୀକ୍ଷଣାତ୍ମକ କରୋନା ଭ୍ୟାକ୍ସିନକୁ ବ୍ରାଜିଲ୍ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛି। ବ୍ରାଜିଲ୍ର ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ରେ କରାଯାଇଥିବା କ୍ଲିନିକାଲ ଟ୍ରାଏଲ୍ରେ ଏହା କୁହାଯାଇଛି। ସାଓ ପାଉଲୋର ବଟାଣ୍ଟାନ୍ ଇନଷ୍ଟିଚ୍ୟୁଟ୍ ବ୍ରାଜିଲର ଏକ ଅଗ୍ରଣୀ ବାୟୋମେଟିକାଲ୍ ଗବେଷଣା କେନ୍ଦ୍ର।...
ଆସ୍କା: ଇଂରାଜୀ ମିଡିୟମ୍ ଢାଞ୍ଚାରେ ରାଜ୍ୟରେ ପିଲାଙ୍କୁ ପଢ଼ାଇ ଶିକ୍ଷାର ମାନ ବୃଦ୍ଧି ଲକ୍ଷ୍ୟ ରଖିଛନ୍ତି ସରକାର। ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଖୋଲୁଛନ୍ତି ଆଦର୍ଶ ବିଦ୍ୟାଳୟ। ହେଲେ ଆବଶ୍ୟକ ଶିକ୍ଷକ ନଥିବାରୁ ପାଠପଢ଼ାରେ ଅସୁବିଧା ହେଉଛି। ଅଭିଯୋଗ ହୋଇଛି, ଆସ୍କା ବ୍ଲକ୍ ନିମିନା ଆଦର୍ଶ...
ନ୍ୟୁୟର୍କ: କ୍ୟାନ୍ସର୍ ପୀଡ଼ିତା ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବର୍ତ୍ତମାନ ନ୍ୟୁୟର୍କରେ ଚିକିତ୍ସାଧିନ ଅଛନ୍ତି। ଏହି ଚିକିତ୍ସା ପ୍ରକ୍ରିୟାର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ତାଙ୍କର କେଶ କଟାଯାଉଥିବା ଦେଖିବାକୁ ମିଳୁଛି। ଆଗକୁ ଚିକିତ୍ସା ପ୍ରକ୍ରିୟା ହେବାକୁ ଥିବାରୁ ତାଙ୍କ କେଶ କଟାଯାଉଛି। ନିଜେ ସେ...