କଟକ : ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ। କଟକ କଲ୍ୟାଣୀନଗର ପୋଷ୍ଟାଲ କଲୋନୀ ଅଞ୍ଚଳରେ ଏକ ଘର ଭିତରୁ ଜଣେ ଠିକାଦାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ,ମୃତ ଠିକାଦାର ହେଉଛନ୍ତି କଲ୍ୟାଣୀନଗର ଅଞ୍ଚଳର ବିଶ୍ୱଭୂଷଣ ସିଂହ। ବିଶ୍ୱଭୁଷଣଙ୍କ ମୁଣ୍ଡରେ ଗୁଳି ବାଜିଛି। ସେ ନିଜ...
ଭୁବନେଶ୍ୱର : ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ଅସ୍ତବ୍ୟସ୍ତ ଜନଜୀବନ। ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟରେ ଆହୁରି ୫ ଦିନ ଯାଏ ଲାଗି ରହିବ ସମାନ ସ୍ଥିତି। ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ...
କର୍ଣ୍ଣାଟକା: ସୁବାସ ସାଲିନ୍ ଜଣେ କର୍ଣ୍ଣାଟକା ବାସିନ୍ଦା। ସେ ଗଭୀର ସମୁଦ୍ରରୁ ମାଛଧରି ପରିବାର ପୋଷଣ କରନ୍ତି। ସେ ମାଛ ଧରିବା ପାଇଁ ଗତକାଲି ସମୁଦ୍ରକୁ ଯାଇଥିଲେ। ସବୁଦିନ ପରି ସେ ଜାଲ ପକାଇଥିଲେ। ହେଲେ ଏ କଣ ? ସେ ଜାଲ ଉପରକୁ ଉଠାନ୍ତି ତ ଦେଖିଲେ...
ଭୁବନେଶ୍ୱର : ବେଆଇନ ନିର୍ମାଣକୁ ମାଫ୍। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’। ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇନଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା। ଏଥିରେ ବିନା ଅନୁମୋଦନରେ...
ପୁରୀ : ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ ସାହୁ। ଭାରତୀୟ ସଂସ୍କୃତି, ପରମ୍ପରା କିପରି ଭାବେ ଯୋଗ ସହ ଜଡିତ ଏଭଳି ଏକ ବିଷୟକୁ ନେଇ ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି ବାଲୁକାଶିଳ୍ପୀ...
ସୁନ୍ଦରଗଡ: ସୁନ୍ଦରଗଡରେ ବଣାଇ ଅଂଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ନାବାଳିକାକୁ ଘରେ ଛାଡିଦେବାକୁ ତାଙ୍କ ମା ଅଭିଯୁକ୍ତଙ୍କୁ କହିଥିଲେ। କିନ୍ତୁ ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ନିଜ ଘରକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ବଣାଇ ପୋଲିସ ଅଭିଯୁକ୍ତକୁ ଅଟକ ରଖି...
ଗଞ୍ଜାମ : ଛୁରୀ ଭୁସି ହତ୍ୟା ପରେ ହତ୍ୟାକାରୀର ଆତ୍ମସମର୍ପଣ। ଘଟଣା ଘଟିଛି ଗଂଜାମ ଜିଲ୍ଲା ପାତ୍ରପୁର ଜରଡା ଥାନା ଅନ୍ତର୍ଗତ ହରିଜନ ସାହିରେ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରଜତ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ସେହି ସାହିର ସୁରତ ଲିମେଇ ଛୁରୀ ଭୁସି ହତ୍ୟା କରିଥିବା...
ପୁରୀ : ଟ୍ରେନ ଭିତରେ ମହିଳାଙ୍କ ମୁଣ୍ଡ ବିହୀନ ଶବ। ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଟଏଲେଟ୍ରୁ ଆଜି ସକାଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଜିଆରପି ଏହି ଶବ ଉଦ୍ଧାର କରିଥିବା ବେଳେ ମୃତ ମହିଳାଙ୍କ ପରିଚୟ ମିଳି ପାରିନି। ମହିଳାଙ୍କୁ କେହି ହତ୍ୟା କରି...
ଭଦ୍ରକ : ଥାନା ଆଇଆଇସିଙ୍କୁ ନିସ୍ତୁକ ମାଡ଼। ଭଦ୍ରକ ବାସୁଦେବପୁର ଥାନା ଲୁଙ୍ଗା ଗାଁରେ ଆଇଆଇସିଙ୍କୁ କିଛି ଲୋକ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଲୋକଙ୍କ ମାଡ଼ରେ ବାସୁଦେବପୁର ଆଇଆଇସି ଗୁରୁତର ହୋଇଛନ୍ତି। ପୋଲିସକୁ ଆକ୍ରମଣ ସହ ଉତ୍ୟକ୍ତ ଲୋକେ ଏକ ଭ୍ୟାନକୁ ମଧ୍ୟ ଭଂଗାରୁଜା କରିଛନ୍ତି। ଗତକାଲି...
ନୂଆଦିଲ୍ଲୀ : ଘୋଷଣା ହୋଇଛି କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର। ସଂଗୀତ,ନୃତ୍ୟ, ଲୋକକଳାରେ ଉତ୍କର୍ଷଲାଭ କରିଥିବା ୪୨ଜଣଙ୍କ ନାମ ଘୋଷଣା କରାଯାଇଛି। ଓଡିଶାର ଦୁଇଜଣ ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଓଡିଶୀ ନୃତ୍ୟରେ ଅବଦାନ ପାଇଁ ସୁଜାତା ମହାପାତ୍ର ଓ ଛଉ ନୃତ୍ୟ ପାଇଁ ଜନ୍ମେଜୟ ସାଇବାକୁ...
ଭୁବନେଶ୍ୱର : ଲଗାତର ତୃତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର। ୪୨ ଡିଗ୍ରୀ ତାତିରେ ସିଝୁଛନ୍ତି ରାଜଧାନୀ ବାସି। ଗତକାଲି ୪୨.୩ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବେଳେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ...
ଭୁବନେଶ୍ୱର : ପ୍ରଚଣ୍ଡ ଖରା, ଅସହ୍ୟ ଗୁଳୁଗୁଳି। ମୌସୁମୀ ଧୋକା ଦେବା ପରେ ବର୍ଷାରେ ଗ୍ରୀଷ୍ମର ରାଜୁତି। ତ୍ରାହି ତ୍ରାହି ଡାକୁଛି ଜନଜୀବନ। କଟକ, ବ୍ରହ୍ମପୁର ହେଉକି ଢେଙ୍କାନାଳ ଅବା ଟିଟିଲାଗଡ଼ ସବୁଠି ଅସମ୍ଭାଳ ତାତି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି...
ନୟାଗଡ଼ : ପଦ୍ମାବତୀ ଗାଁ ରାସବିହାରୀ ମନ୍ଦିର ନିକଟରେ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇ ଫାଟି ଯାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ମନ୍ଦିର ନିକଟରେ କିଛି ପିଲା ଖେଳୁଥିବାବେଳେ ହଠାତ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ମନ୍ଦିର ନିକଟରେ ଥିବା ସିମେଣ୍ଟ ରାସ୍ତା ଫାଟି ଗୋଟିଏ ପାଖ...
ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱ ଦେଇଛି। ଏଥିପାଇଁ ଧାନ ସଂଗ୍ରହଠାରୁ ଆରମ୍ଭ କରି ରାସନକାର୍ଡ ଆବେଦନ ପର୍ଯ୍ୟନ୍ତ ଏଣିକି ସବୁ କାମ ଅନଲାଇନରେ ହେବ। ମୋ ସରକାର ଓ ଫାଇଭ୍ ଟି କାର୍ଯ୍ୟକ୍ରମ ଜରିଆରେ ଏହି ଅନଲାଇନ ବ୍ୟବସ୍ଥାକୁ...
ଭୁବନେଶ୍ୱର : ଅସହ୍ୟ ଗରମରୁ ମିଳିଲା ନିସ୍ତାର। ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ପବନ ମଧ୍ୟ ବହିଛି। ଯାହାଫଳରେ ବଡ଼ବଡ଼ ଗଛ ଉପୁଡ଼ି ରାସ୍ତାରେ ପଡ଼ିଛି। ରାସ୍ତାରେ ବର୍ଷା ପାଣି ଲହରି ମାରୁଛି। ବିଶେଷକରି ଜୟଦେବ ବିହାର ଛକରୁ...
ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ...
ଭୁବନେଶ୍ୱର : ଗାୟିକା ସୋନା ମହାପାତ୍ରଙ୍କ ନାଁରେ ଭଜନ କଦର୍ଥ ଅଭିଯୋଗ ପ୍ରସଙ୍ଗରେ ସୋନାଙ୍କୁ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସମାଲୋଚନା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଡ଼ା ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ସୋନା ଓଡ଼ିଶାରେ ଜନ୍ମ ହୋଇନାହାନ୍ତି କି ଓଡ଼ିଆ ପାଠ ପଢ଼ିନାହାନ୍ତି। ତା...
ଭୁବନେଶ୍ୱର : ଖାଦ୍ୟ ପ୍ରକ୍ରିୟାକରଣ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ଖାଦ୍ୟ ପ୍ରକ୍ରିୟାକରଣ ପୁଞ୍ଜିନିବେଶ ସହ ବିଭିନ୍ନ ପ୍ରସଙ୍ଗରେ ଚିଠି ଦେଉଥିଲେ ବି କିଛି ଉତ୍ତର ମିଳୁ ନଥିବା ଚିଠିରେ ଦର୍ଶାଇଛନ୍ତି ଧର୍ମେନ୍ଦ୍ର। ଏଥିସହ ଉପସାଗରୀୟ ପୁଞ୍ଜିନିବେଶ ପ୍ରସଙ୍ଗରେ ଆଲୋଚନା ପାଇଁ...