ଭୁବନେଶ୍ୱର : ସାରା ରାଜ୍ୟରେ ଇଦ୍ ଉଲ ଜୁହାର ଉଲ୍ଲାସ। ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହାକୁ ଅାଜି ଧୁମ୍ଧାମରେ ମନାଇବେ ଇସ୍ଲାମ୍ ଧର୍ମାବଲମ୍ବୀ। ଏହି ଉପଲକ୍ଷେ ଅାଜି ରାଜ୍ୟର ସବୁ ମସ୍ଜିଦ୍ ଓ ଇଦ୍ଗା ମୈଦାନ୍ ଚଳଚଞ୍ଚଳ ହୋଇଉଠିଲାଣି। ସକାଳୁ ସକାଳୁ ସମୂହ ନମାଜ...
ଥିରୁଅନନ୍ତପୁରମ୍ : ପାଣି ଛାଡ଼ିବା ପରେ କେରଳ ବନ୍ୟାର ଦୁର୍ଦ୍ଦଶାର ଚିତ୍ର ଅଧିକ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୩୭୩କୁ ବୃଦ୍ଧି ପାଇଛି।କେରଳରେ ପ୍ରାୟ ୭୭୬ ଗାଁର ସାଢ଼େ ୫ ଲକ୍ଷ ଲୋକ ସିଧାସଖଳ ପ୍ରଭାବିତ ହୋଇଛନ୍ତି। ୩୨ ଜଣ ଲୋକ ଏବେ ବି ନିଖୋଜ...
ଭୁବନେଶ୍ୱର : ଏଣିକି ଅାମ ରାଜ୍ୟରେ ସମସ୍ତ ବାଣିଜ୍ୟ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିବ ଓଡ଼ିଆରେ ନାମଫଳକ। ସବୁ ସରକାରୀ ପ୍ରତିଷ୍ଠାନରେ ମଧ୍ୟ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଏନେଇ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସଚିବାଳୟରେ ଉନ୍ନୟନ କମିଶନର ଅାର୍. ବାଲକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ...
କଟକ: ଡନ୍ ସୁଶାନ୍ତ ଧଳସାମନ୍ତକୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ। ବିଡ଼ାନାସୀ ଥାନାର ଦୁଇଟି ମାମଲାରେ ଜେଲ ଦଣ୍ଡାଦେଶ ଦେଇଛନ୍ତି କଟକ ସିଜେଏମ୍ କୋର୍ଟ। ୧୯୯୯ର ଏକ ଗୁଳିକାଣ୍ଡ ମାମଲାରେ ତାଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୨୫ ହଜାର ଟଙ୍କା ଜୋରିମାନା ହୋଇଥିବା ଥିବା ବେଳେ...
ନୂଆଦିଲ୍ଲୀ: ଆଜି ଭାରତର ମିସାଇଲ୍ ମ୍ୟାନ୍ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ଜନ୍ମଦିନ। ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍ କଲାମ। ବେଶ୍ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ...
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭାଲିଅାତଇଳା ସାହିରେ ଜଳ ପାଳଟିଛି ଜହର। ଗାଁରେ କିଡ୍ନୀ ରୋଗ ଅାତଙ୍କ ଦେଖାଦେଇଛି। ୨ ରୁ ୩ ବର୍ଷ ଭିତରେ ୧୫ ଜଣ ମୃତ୍ୟୁବରଣ କରିଥିବାବେଳେ ଏବେ ପୁଣି ୩୦ରୁ ଅଧିକ ଅାକ୍ରାନ୍ତ ଥିବା ଗାଁଲୋକେ ଅଭିଯୋଗ କରିଛନ୍ତି। ଗାଁରେ ଥିବା...
ଭୁବନେଶ୍ୱର: କେରଳରେ ବନ୍ୟା, ହେଲେ କାନ୍ଦୁଛି କେନ୍ଦ୍ରାପଡ଼ାର କୋଳତିରା ଗାଁ। କାରଣ କାହାର ଏକମାତ୍ର ରୋଜଗାରିଅା ପୁଅ ଫସିରହିଛନ୍ତି ବନ୍ୟାର ବିଭୀଷିକାରେ ତ ଅାଉ କାହାର ସ୍ୱାମୀ ପଡ଼ିରହିଛନ୍ତି ଉପବାସରେ। ରିଲିଫ୍ ପହଞ୍ଚି ପାରୁନଥିବାରୁ କିଏ ବିସ୍କୁଟ ଖାଇ ତ ଅାଉ କିଏ ଅଖିଅା ଅପିଅା ଅବସ୍ଥାରେ ଅଛନ୍ତି...
ନୂଆଦିଲ୍ଲୀ: ବଜାରକୁ ଆସିବାକୁ ଯାଉଛି ନୂଆ ଧରଣର ମାସ୍କ। ଏନ୍ ୯୫ ସହ ଏୟାର ଫିଲଟର୍ ସଂଯୋଗ ହୋଇଥିବା ମାସ୍କ ଏବେ ନିର୍ମାଣ ହୋଇଛି। ଆଇଆଇଟିର ପୂର୍ବତନ ଓଡିଆ ଛାତ୍ର ପିୟୁଷ ଅଗ୍ରୱାଲ୍ ଏହାକୁ ନିର୍ମାଣ କରିଛନ୍ତି। ମୋକ୍ଷ ନାମକ ଏହି ମାସ୍କରେ ବିଶେଷ ବ୍ୟବସ୍ଥା ରହିଛି। ମାସ୍କ...
କନ୍ଧମାଳ : ଯୁବକଙ୍କ ଗୋଇଠା ମାଡ଼ରେ ଗର୍ଭବତୀ ଗୁରୁତର। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଅଞ୍ଚଳରେ ଗତକାଲି ଏହି ଘଟଣା ଘଟିଥିଲା। ଅଭିଯୋଗ ଅନୁସାରେ ମିଞ୍ଜାପାଙ୍ଗା ଗାଁର ରେବତୀ ବଳିୟାରସିଂହ ସ୍ୱାମୀ ରିଫନଙ୍କ ସହ ମୋହନାରୁ ବସ୍ ଯୋଗେ ଫେରି ଝିଞ୍ଜିରିଗୁଡ଼ା ଛକରେ ଓହ୍ଲାଇଥିଲେ। ଏହି ସମୟରେ କରଜ...
ନୂଅାପଡ଼ା : ନିଜକୁ RIର ପରିଚୟ ଦେଇ ଲୋକଙ୍କୁ ଠକୁଥିବା ଅଭିଯୋଗରେ ୩ ଜଣ ଯୁବକ ଗିରଫ। ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲ୍ଲାର ଝସକେତନ ତାଣ୍ଡି, ପ୍ରଶାନ୍ତ ତାଣ୍ଡି ଏବଂ ଯଦୁ ଭୁଏ। ନୂଅାପଡ଼ା ଜିଲ୍ଲା କୋମନା ଏବଂ ନୂଅାପଡ଼ା ତହସିଲର ବିଭିନ୍ନ ଗାଁରେ ଭୂମିହୀନ ଲୋକଙ୍କୁ ଘର...
ସୁନ୍ଦରଗଡ଼ : ଟ୍ରକ୍ ଧକ୍କାରେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ମହୁଲପଡା ଥାନା ସିହିଡିହା ଗାଁରେ ଉତ୍ତେଜନା। କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ବାରକୋଟ-କଲେଇପୋଷ ରାସ୍ତା ଅବରୋଧ କରିଛନ୍ତି। ପାଖ ଗାଁର ରଶ୍ମୀ ଗିରି ଅାଜି ଦିନ ସାଢେ ୧୦ଟା ବେଳେ...
ବରଗଡ଼: ଘରୋଇ କଳିର କରୁଣ ପରିଣତି। କୀଟନାଶକ ପିଇ ବାପ ପୁଅ ଗୁରୁତର। ବରଗଡ଼ ଗାଇସୀମା ପଞ୍ଚାୟତ ନୂଆଁଗଡ଼ ଗାଁ ରେ ବାପା ପରମା ସୁନା ଏବଂ ପୁଅ ବୁଧୁ ସୁନାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ...
ନୟାଗଡ଼: କଲେଜରେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ମହାବିଦ୍ୟାଳୟରୁ। ଅଭିଯୋଗ ଅନୁଯାୟୀ ଜଣେ ମହିଳା କର୍ମଚାରୀଙ୍କୁ ସେହି ମହାବିଦ୍ୟାଳୟର ଦୁଇ ଅଧ୍ୟାପକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି। ଅଧ୍ୟାପକ ହରେକୃଷ୍ଣ ମହାପାତ୍ର...
ଗଜପତି : ଗଜପତି ଜିଲ୍ଲାରେ ଅାଉ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ। ମୃତକ ହେଲେ କାଶୀନଗର ବ୍ଲକ୍ ସିଗିପୁର ଗ୍ରାମର ଲକ୍ଷ୍ମୀ ନାରାୟଣ ଚିନ୍ତାରା। ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡେଙ୍ଗୁ ଜ୍ୱରରେ ଅାକ୍ରାନ୍ତ ହୋଇ ୫ ଦିନ...
ପାରାଦୀପ: କିଛି ଦିନ ପୂର୍ବରୁ ଆକାଶଛୁଆଁ ଦର ଥିବା ଇଲିସି ମାଛ ଏବେ ଶସ୍ତାରେ ମିଳୁଛି। ପାରାଦୀପରେ ଶସ୍ତା ହୋଇଛି ଇଲିଶି ମାଛ ଦର। ଏବେ ମାତ୍ର ୧୩୦ ଟଙ୍କାରୁ ଆରମ୍ଭ କରି ୪୫୦ଟଙ୍କା ଦରରେ ବିକ୍ରି ହେଉଛି। ଏହି ଖବର ପ୍ରସାରିତ ହେବା ପରେ ପାରାଦୀପ ମାଛ ମାର୍କେଟରେ ଗ୍ରାହକଙ୍କ ଭିଡ଼ ଜମୁଛି। ଜଣେ ମାଛ ବ୍ୟବସାୟୀ କହିଛନ୍ତି,“ଲଘୁଚାପ ଜନିତ ବର୍ଷା ଯୋଗୁ ପାରାଦୀପ ମୁହାଣକୁ ପ୍ରଚୁର ଇଲିଶି ଚାଲି ଆସିଛନ୍ତି। ଜାଲରେ ବହୁତ ଇଲିଶି ପଡୁଛନ୍ତି। ଏତେ ଇଲିଶି ରଖିବାକୁ ବରଫ ଓ ସ୍ଥାନର ଅଭାବ ଯୋଗୁ କମ୍ ଦରରେ ବିକ୍ରି ହେଉଛି। ଛୋଟ ମାଛ ଯୋଡ଼ା ୧୩୦ ଟଙ୍କାରେ ବିକ୍ରି ହେଉଥିବା...
ଦୁବାଇ: ଚଳିତ ଆଇପିଏଲ୍ର ୩୧ ତମ ମ୍ୟାଚ୍ ବିରାଟ କୋହିଲିଙ୍କ ବେଙ୍ଗାଲୁରୁ ଏବଂ କେ.ଏଲ ରାହୁଲଙ୍କ ପଞ୍ଜାବ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ଆଜି ଶାରଜା ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଥର ପାଇଁ ପଞ୍ଜାବ ଏବଂ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଏହି ଦୁଇ ଦଳଙ୍କ ମଧ୍ୟରେ ପ୍ରଥମ...
ଗଞ୍ଜାମ : ଯେତେବେଳେ ଯନ୍ତ୍ରଣା ସୀମା ଲଙ୍ଘେ, ଅାତ୍ମୀୟ ଧୋକା ଦିଅନ୍ତି, ସେତେବେଳେ ଜୀବନ ପ୍ରତି ବୋଧହୁଏ ମୋହ ତୁଟିଯାଏ। ଅାଉ ଏମିତି ସ୍ଥିତିର ସମ୍ମୁଖୀନ ହୋଇ ଜୀବନ ହାରିଦେଇଛନ୍ତି ଜଣେ ସ୍ୱଳ୍ପ ବୟସର ମହିଳା ଡାକ୍ତର। ଗଞ୍ଜାମ, ଛତ୍ରପୁର ଷ୍ଟେସନ୍ ନିକଟରେ ଟ୍ରେନ୍ ଅାଗକୁ ଡେଇଁ ସବୁ...
ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଯାଉଥିବା ବେଳେ ,ଦୀନ ଦୟାଲ ଉପାଧ୍ୟାୟ ମାର୍ଗ ନିକଟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମରାଯାଉଥିବାର ଦୃଶ୍ୟ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଘଟଣା ପରେ ଗଣାମାଧ୍ୟମକୁ ସୂଚନା...
ଭୁବନେଶ୍ୱର : ରାଜ୍ୟ ରାଜନୀତି ସହ ବିଭିନ୍ନ ପ୍ରସଙ୍ଗରେ ପୁଣି ଥରେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଦାମୋଦର ରାଉତ। ସ୍ଥିତିକୁ ଦେଖି ବିଜେଡିର ନୀତି ବଦଳୁଛି ବୋଲି କହିଛନ୍ତି ଦାମ। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ତାସହ ବିଜେଡିରେ କୌଣସି...
ଢେଙ୍କାନାଳ : ସ୍ତ୍ରୀକୁ ହାଣି ହତ୍ୟା ପରେ ସ୍ୱାମୀର ଅାତ୍ମହତ୍ୟା। ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନା ଖାଲପାଳ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକମାନେ ହେଲେ ସୁଧାକର ବାଡ଼ିଆ ଓ ସିଲି ବାଡ଼ିଆ। ଅାଜି ଦିନ ୧୧ଟା ବେଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍କ୍ଷୀପ୍ତ...