• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

2
କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ହେବ ଗୋଷାଣୀ ଭସାଣ

ପୁରୀ: ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ହେବ ଗୋଷାଣୀ ଭସାଣ ଉତ୍ସବ। ଏଥିଲାଗି ଆସନ୍ତାକାଲି ଦିନ ୧୦ଟାରୁ ମରଚିକୋଟ ଛକଠାରୁ ସିଂହଦ୍ୱାର ଏବଂ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯିବ। ଗୋଷାଣୀଙ୍କ ସହ ମାତ୍ର ୭ ଜଣଙ୍କୁ ଭସାଣି ପାଇଁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ...

3
କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଦୁବାଇ: ଚଳିତ ଆଇପିଏଲ୍‌ ମ୍ୟାଚ୍‌ ଆରମ୍ଭ ହେବା ଦିନ ଠାରୁ ଶାରଜାରେ ରାଜସ୍ଥାନ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରେ ସଞ୍ଜୁ ସାମସନ ଅନେକ ପ୍ରଶଂସା ସାଉଁଟି ଥିଲେ। ଲାଗୁଥିଲା ଯେପରି ସଞ୍ଜୁ ସବୁ ମ୍ୟାଚ୍‌ରେ ଚମକିବେ। ରାଜସ୍ଥାନର ପ୍ରଥମ ମ୍ୟାଚ୍‌ରେ ସଞ୍ଜୁ ଧୂଆଁଧାର ବ୍ୟାଟିଂ କରିଥିଲେ। ଚେନ୍ନାଇ ସୁପର...

1
ଅସ୍ଥାୟୀ ପୋଖରୀରେ ମା’ଙ୍କୁ ମେଲାଣି

କଟକ: ଦୀର୍ଘ ଦଶ ଦିନର ପୂଜା ବିଧି ଶେଷ ହେବାପରେ ଆସନ୍ତାକାଲି ମା ଦୁର୍ଗାଙ୍କୁ ମେଲାଣି ଦିଆଯିବ। ପୂର୍ବ ବର୍ଷଭଳି ଅଡ଼ମ୍ବରରେ ବିସର୍ଜନ ଉପରେ ପ୍ରଶାସନ ରୋକ୍ ଲଗାଇଛି। ତେଣୁ କଟକରେ ମାଆଙ୍କ ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଦେବୀଗଡା ବ୍ୟତୀତ ଅନ୍ୟ ୧୪ଟି ସ୍ଥାନରେ ବିର୍ସଜନ...

4
ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

ଶାରଜା: ଚଳିତ ଆଇପିଏଲର ୪୬ ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍ ଜିତି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ ରାହୁଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ  କେକେଆର ପ୍ରଥମେ ବ୍ୟାଟିଂ କରିବ।...

5
ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ନୂଆଦିଲ୍ଲୀ: ଦେଶରେ ପାଳିତ ହେଉଛି ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ପର୍ବ ଦଶହରା। କୋଭିଡ୍‌ର କଟକଣା ସତ୍ତ୍ୱେ ଗାଇଡ୍ ଲାଇନ୍‌କୁ ପାଳନ କରି ଦେଶର ବିଭିନ୍ନ କୋଣରେ ଜମୁଛି ନାଚ, ଗୀତ ଏବଂ ନାଟକର ଆସର। ଏହି ସମୟରେ ବିଭିନ୍ନ ସ୍ଥାନରେ ମାଆ ଦୁର୍ଗାଙ୍କ ଉପରେ ଆଧାରିତ ଗୀତିନାଟ୍ୟର ଆୟୋଜନ...

6
ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଶାରଜା: ଚଳିତ ଆଇପିଏଲର ଆଜିର ମ୍ୟାଚ୍‌ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହାଇ ୧୪୯ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ପଞ୍ଜାବକୁ  ଏହି ମ୍ୟାଚ୍...

corona-recovery
କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୦୦୩ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୬୬,୧୦୫କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୯ ଓ...

1
ବେଦାନ୍ତ ଫାଟକ ସମ୍ମୁଖରେ ଉତ୍ତେଜନା, ୩ ବର୍ଷ ପରେ ବି ମିଳୁନି ‍‍‍‌‌କ୍ଷତିପୂରଣ

ଝାରସୁଗୁଡ଼ା: ବେଦାନ୍ତ କଂପାନି ମୁଖ୍ୟ ଫାଟକ ଆଗରେ ଉତ୍ତେଜନା ଦେଖିବାକୁ ମିଳିଛି। ଆନ୍ଦୋଳନକାରୀ ବିଭିନ୍ନ ଦାବି ନେଇ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି। ବେଦାନ୍ତ ଆସ୍‌ପଣ୍ଡ ବା ପାଉଁସ ପୋଖରୀ ଦ୍ୱାରା କଟିକେଲା ଗାଁର କ୍ଷତିଗ୍ରସ୍ତ ପରିବାର ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ...

ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ
ଜମିହୀନ ଚାଷୀଙ୍କୁ ସରକାର ଦେବେ ଋଣ

ଭୁବନେଶ୍ୱର: ଜମି ନଥିବା ଚାଷୀଙ୍କୁ ଋଣ ଦେବା ଲାଗି ଥିବା ବ୍ୟବସ୍ଥାକୁ କଡ଼ାକଡି ଲାଗୁ କରିବେ ସରକାର। ଜଏଣ୍ଟ ଲାୟାବିଲିଟି ଗ୍ରୁପ୍ ମାଧ୍ୟମରେ ଏହି ଋଣ ଦିଆଯିବ। ଏନେଇ ଆଜି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରତି ଗ୍ରୁପରେ ୫ ଜଣ ଚାଷୀ...

ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ
ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ପୋଲିସ୍‌ ଏକ୍ସିଲେନ୍ସି ଆୱାର୍ଡ

ଭୁବନେଶ୍ୱର: ଓଡିଶା ପୋଲିସ୍‌ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ  ‘ପୋଲିସ୍‌ ଏକ୍ସିଲେନ୍ସ ଆୱାର୍ଡ’ ମିଳିଛି।  ଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପୋଲିସ ଏକ୍ସପୋରେ ତାଙ୍କୁ ଏହି ସମ୍ମାନ ମିଳିଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଜୟ ଗୋଏଲ ତାଙ୍କୁ ସମ୍ମାନିତ କରିଥିଲେ। ଓଡିଶା କ୍ୟାଡରର ପ୍ରଥମ IPS  ଅଫିସର...

ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର
ଜଙ୍ଗଲ ଜମି ହଡ଼ପ ପାଇଁ କିସ୍‌ର ସାଙ୍ଘାତିକ ଷଡ଼ଯନ୍ତ୍ର

ଭୁବନେଶ୍ୱର : ବିରୋଧର ସ୍ୱରକୁ ଚାପି ଦେବାର ପ୍ରୟାସ। ଗ୍ରାମସଭାରେ ତ ଅସନ୍ତୋଷ ଜଣାଇ ପାରିଲେନି, ଗଣମାଧ୍ୟମ ସାମ୍ନାରେ ବି ନିଜ ମତ ରଖିବାକୁ ଯାଉଥିବା ଏ ବ୍ୟକ୍ତିଙ୍କୁ ଧକ୍କା ଦେଇ ଭଗାଇ ଦିଆଯାଉଛି। କହିବାର ବି ସୁଯୋଗ ମିଳୁନି। କିସ୍ ପାଇଁ ଜଙ୍ଗଲ ଜମି କିସମ ପରିବର୍ତ୍ତନ...

ଯୌନାଙ୍ଗ କାଟିଦେଲେ ସୁପାରୀ କିଲର
ଯୌନାଙ୍ଗ କାଟିଦେଲେ ସୁପାରୀ କିଲର

ବରଗଡ଼ : ବଡ଼ ଭାଇଠାରୁ ସୁପାରୀ ନେଇ ସାନ ଭାଇର ଯୌନାଙ୍ଗ କାଟିଦେଲେ ସୁପାରି କିଲର। ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସାନ ଭାଇ। ବରଗଡ଼ ଜିଲ୍ଲା ନୀଳେଶ୍ୱର ଗାଁରୁ ଅସିଛି ଏହି ଅଭିଯୋଗ। ବରଗଡ଼ ସଦର ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନୀଳେଶ୍ୱର ଗାଁର...

ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ
ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ : ମନ୍ତ୍ରୀ

ଭୁବନେଶ୍ୱର : ଆସିଲା ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ତଦନ୍ତ କମିଟି ରିପୋର୍ଟ। ରିପୋର୍ଟ ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଅଘଟଣ ପାଇଁ ସଂପୃକ୍ତ ଠିକାଦାର ସଂପୂର୍ଣ୍ଣ ଭାବେ ଦାୟୀ। ସଂପୃକ୍ତ ଠିକା ସଂସ୍ଥା ସୁରକ୍ଷା ନେଇ ବିଶେଷ ଯତ୍ନବାନ ନଥିଲା...

ଥମୁନି ଅଜଣା ପୋକ ଆତଙ୍କ
ଥମୁନି ଅଜଣା ପୋକ ଆତଙ୍କ

ଭୁବନେଶ୍ୱର : ଥମୁନି ଅଜଣା ପୋକ ଆତଙ୍କ। ଭୁବନେଶ୍ୱର ମଙ୍ଗଳା ବସ୍ତିରେ ଏବେବି ବୁଲୁଛନ୍ତି ମାଳ ମାଳ ପୋକ। ପ୍ରଶାସନ ବି ନାଚାର। ଏହାରି ଭିତରେ ଓୟୁଏଟିର ଏକ ବିଶେଷଜ୍ଞ ଦଳ ଚନ୍ଦକା ଜଙ୍ଗଲକୁ ଯାଇ ପୋକଙ୍କ ନମୁନା ସଂଗ୍ରହ କରିଛି। ଚନ୍ଦକାର ଶହ ଶହ ଏକର ଅଞ୍ଚଳରେ...

ହାଇକୋର୍ଟଙ୍କ ରସଗୋଲା ନୋଟିସ୍
ହାଇକୋର୍ଟଙ୍କ ରସଗୋଲା ନୋଟିସ୍

କଟକ : ରସଗୋଲାର ଉତ୍ପତିସ୍ଥଳ ବିବାଦକୁ ନେଇ ଦାଏର ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ୍। ୮ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ପ୍ରଶାସନ ଓ ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚ୍ୟୁଆଲ୍‌ ପ୍ରପର୍ଟି ଅଫିସ ଏବଂ ପଶ୍ଚିମବଙ୍ଗ ବିଜ୍ଞାନ ଓ...