• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

001
କରୋନା କଟକଣା ଯୋଗୁ ମା' ଦୁର୍ଗାଙ୍କୁ ଅନ୍‌ଲାଇନ୍‌ରେ ଦର୍ଶନ କଲେ ଭକ୍ତ‌

ଭୁବନେଶ୍ୱର: ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମାଆ, ହେଲେ ଚର୍ମଚକ୍ଷୁରେ ଦର୍ଶନ କରିପାରୁନି ଭକ୍ତ। ମହାମାରୀ ସାଙ୍ଗକୁ ପ୍ରଶାସନର କଠୋର କଟକଣା ଭକ୍ତ ଓ ଭଗବାନଙ୍କ ଭିତରେ ପ୍ରତିବନ୍ଧକ ସାଜିଛି। ମଣ୍ଡପରେ ପରଦା ପଛରେ ମାଆ ଆଉ ଘରେ ଅନ୍‌ଲାଇନରେ ଦର୍ଶନ କରୁଛିନ୍ତି ଭକ୍ତ। ଆଜି ମଣ୍ଡପରେ ମହାଷ୍ଟମୀ...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଫେରାଦ ହେଲେ IAS ସଂଘ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଫେରାଦ ହେଲେ IAS ସଂଘ

ଭୁବନେଶ୍ୱର : ମନ୍ତ୍ରୀ-ଅମଲା ମୁହାଁମୁହିଁ। ଭୁବନେଶ୍ୱରରେ ନ୍ୟାଶନାଲ୍ ଡାଟା ସେଣ୍ଟରର ଉଦ୍‌ଘାଟନୀ ଅବସରରେ ଆଇଟି ସଚିବ ଅଶୋକ ମୀନାଙ୍କ ନାଁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛି ଓଡ଼ିଶା ଆଇଏଏସ୍ ଅଫିସର୍ ସଂଘ। ଆଇଏସ୍ ଏବଂ ଓଏଏସ୍ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏକ...

ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ
ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ

ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷଠାରୁ ରାଜ୍ୟର ବିଭିନ୍ନ ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ୀ। ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ଏଭଳି ଶାଢ଼ୀ ପିନ୍ଧିବେ। ୨ୟ ପର୍ଯ୍ୟାୟରେ କଲେଜ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ମଧ୍ୟ ବୟନିକା କପଡ଼ାରେ ହେବ। ପରେ ଶିକ୍ଷକଙ୍କ...

7
୧୨୭ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଦୁବାଇ: ଚଳିତ ଆଇପିଏଲର ୪୩ ତମ ମ୍ୟାଚ୍‌ରେ ସନ୍‌ ରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ମୁହାଁମୁହିଁ ହେଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ସନ ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ...

ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟର ଉଦ୍‌ଘାଟିତ
ଭୁବନେଶ୍ୱରରେ ନ୍ୟାସନାଲ୍ ଡାଟା ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଉଦଘାଟନ ହେଲା ନାସନାଲ୍ ଡାଟା ସେଣ୍ଟର କେନ୍ଦ୍ର। ଇଲେକଟ୍ରୋନିକ୍ସ ଓ ସୂଚନା ବୈଷୟିକୀ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥଲେ। ନାସନାଲ୍ ଡାଟା ସେଣ୍ଟର ଦ୍ୱାରା ନାଗରିକଙ୍କୁ ଇ-ହସ୍ପିଟାଲ ସୁବିଧା ମିଳିପାରିବ।...

ବିବାହ ପାଇଁ ରାଜି ନହେବାରୁ ନାବାଳିକାଙ୍କୁ ମାଡ଼
ବିବାହ ପାଇଁ ରାଜି ନହେବାରୁ ନାବାଳିକାଙ୍କୁ ମାଡ଼

କଟକ  : ବିବାହ ପାଇଁ ମନା କରିବାରୁ ନାବାଳିକାକୁ ନିସ୍ତୁକ ମାଡ଼। ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲା ନାବାଳିକା। ଏହା ପରେ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଫୋଗଳ ପଂଚାୟତର କୁଦ ଗାଁରୁ। ମୁମୂର୍ଷୁ ଅବସ୍ଥାରେ...

ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର
ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର

ରାଉରକେଲା  : ହସ୍ପିଟାଲ ଛାତରୁ ଖସିଲା ପ୍ଲାଷ୍ଟର। ଅଳ୍ପକେ ବର୍ତ୍ତିଲେ ରୋଗୀ ଓ କର୍ମଚାରୀ। ଏହି ଅଭାବନୀୟ ଘଟଣା ଘଟିଛି ରାଉରକେଲା ସରକାରୀ ହସ୍ପିଟାଲରେ। ନବ ନିର୍ମିତ ପାଥୋଲାବ୍‌ର ଛାତରୁ ପ୍ଲାଷ୍ଟର ଖସି ପଡ଼ିଛି। ଏଠାରେ ରିପୋର୍ଟ ନେବାକୁ ରୋଗୀ ଆସିଥିଲେ। କର୍ମଚାରୀ ମଧ୍ୟ ବସିଥିଲେ। ସଂଯୋଗବଶତଃ ପ୍ଲାଷ୍ଟର...

ମହାନଦୀ ବଞ୍ଚାଅ ଅଭିଯାନର ନୀରବ ‘ଜଳ ସତ୍ୟାଗ୍ରହ’
ମହାନଦୀ ବଞ୍ଚାଅ ଅଭିଯାନର ନୀରବ ‘ଜଳ ସତ୍ୟାଗ୍ରହ’

କଟକ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ବେଳେ ଏପଟେ ମହାନଦୀ ବଞ୍ଚାଅ ଅଭିଯାନ ପକ୍ଷରୁ କରାଯାଇଛି ନୀରବ ଜଳ ସତ୍ୟାଗ୍ରହ। କଟକ ଯୋବ୍ରା ଘାଟ ନିକଟରେ ଅଭିଯାନର ଆବାହକ ସୁଦର୍ଶନ ଦାସଙ୍କ ନେତୃତ୍ୱରେ ସଂଗଠନ ସଦସ୍ୟମାନେ ଦୁଇ ଘଣ୍ଟା ପାଣି ଭିତରେ ଛିଡ଼ା ହୋଇ ନୀରବ ଆନ୍ଦୋଳନ କରିଥିଲେ। ଏହି...

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ମୋଦି
ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ମୋଦି

କଟକ : କଟକ କିଲ୍ଲାପଡିଅାରେ ମହାନଦୀ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗରିବ ଓ ଚାଷୀଙ୍କୁ ରାଜ୍ୟ ସରକାର ବିଭ୍ରାନ୍ତ କରୁଛନ୍ତି, ମହାନଦୀ ତାର ବଡ ଉଦାହରଣ ବୋଲି ସେ କହିଛନ୍ତି।  ଅଧାରୁ ଅଧିକ ପାଣି ସମୁଦ୍ରକୁ ବୋହି ଯାଉଥିବା ରାଜ୍ୟ ସରକାର...

୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ କକା
୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ସମ୍ପର୍କୀୟ କକା

କଟକ : କଟକ  ଜିଲ୍ଲା ବାଙ୍କୀରେ ଲଜ୍ଜା। ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଛି ସମ୍ପର୍କୀୟ କକା। ବାଙ୍କୀ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନାବାଳିକାଟି ଘରେ ଏକୁଟିଆ ଥିବା ସୁଯୋଗ ପାଇ ପଡ଼ୋଶୀ ଯୁବକ ଦୁଷ୍କର୍ମ କରିଛି। ନାବାଳିକା ଜଣକ ଏ ସମ୍ପର୍କରେ କହିବା ପରେ...

ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ମୋଦି : କପିଲ ସିବଲ୍
ନିଜ ସମସ୍ତ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ମୋଦି : କପିଲ ସିବଲ୍

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତିକୁ ବିରୋଧ କରି ଆଜି କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’। ଏହି ଅବସରରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ୍। ଗତ ଚାରି ବର୍ଷ...

ଅର୍ଡ଼ର ଦେଲେ ଉଡ଼ି ଉଡ଼ି ଆସିବ ଚା’
ଅର୍ଡ଼ର ଦେଲେ ଉଡ଼ି ଉଡ଼ି ଆସିବ ଚା’

ଲକ୍ଷ୍ନୌ: ଅର୍ଡର ଦେଲେ ଉଡି ଉଡି ଆସି ପହଞ୍ଚିବ ଚା’ । ତାହା ବି ପୁଣି ଖୁବ୍‌ ଅଳ୍ପ ସମୟ ମଧ୍ୟରେ। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କାହିଁକି ନା ବର୍ତ୍ତମାନର ଟେକ୍ନୋଲୋଜି ଯୁଗରେ ଅସମ୍ଭବ ବି ସମ୍ଭବ ହୋଇପାରୁଛି। ଲକ୍ଷ୍ନୌର ଆଇଆଇଟି ଛାତ୍ର ମାନେ...

ଦେଶରେ କୋଇଲାର ଅଭାବ ନାହିଁ : କୋଲ୍ ଇଣ୍ଡିଆ ମୁଖ୍ୟ
ଦେଶରେ କୋଇଲାର ଅଭାବ ନାହିଁ : କୋଲ୍ ଇଣ୍ଡିଆ ମୁଖ୍ୟ

ଭୁବନେଶ୍ୱର : ଦେଶରେ କୋଇଲାର ଅଭାବ ନାହିଁ। କୋଇଲା ଅଭାବରୁ କୌଣସି ପ୍ଲାଣ୍ଟ ବନ୍ଦ ହେବ ନାହିଁ। ଦେଶରେ ଥିବା ବିଦ୍ୟୁତ ପ୍ଲାଣ୍ଟ ଗୁଡିକୁ କୋଇଲା ଅଭାବ ପ୍ରସଙ୍ଗରେ ଏହି ପ୍ରତିକ୍ରିୟା ରଖି କୋଲ ଇଣ୍ଡିଆ ଅଧ୍ୟକ୍ଷ ଅନୀଲ କୁମାର ଝା କହିଛନ୍ତି। ବିଦ୍ୟୁତ ପ୍ଲାଣ୍ଟକୁ କୋଇଲା ଯୋଗାଣ...

ବାପ ଘର ଛାଡ଼ି ଶାଶୁ ଘରକୁ ଅାସିଲେ ରୀମାରାଣୀ
ବାପ ଘର ଛାଡ଼ି ଶାଶୁ ଘରକୁ ଅାସିଲେ ରୀମାରାଣୀ

ପାଟଣାଗଡ଼  : ବାପ ଘରେ ନୁହେଁ ନିଜ ଶାଶୁ ଘରେ ରହିବେ ପାଟଣାଗଡ଼ ପାର୍ସଲବୋମା ପୀଡିତା ରୀମା ରାଣୀ। ଅଘଟଣରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିଲା ନାନା ଚର୍ଚ୍ଚା। ରୀମା ରାଣୀଙ୍କୁ ନେଇ ବି ଉଠିଥିଲା ପ୍ରଶ୍ନ। ତେବେ ପୁଞ୍ଜିଲାଲ୍‌ର କ୍ରୁର ଚକ୍ରାନ୍ତ ଧରା ପଡିବା ପରେ...

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରପୋର୍ଟରେ ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀଙ୍କ କଟକ ଗସ୍ତ ଲାଗି ଚାଲିଛି ସୁରକ୍ଷା ସମୀକ୍ଷା। ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ବରିଷ୍ଠ ଅଧିକାରୀ। ବୈଠକରେ ବିମାନ ବନ୍ଦର ନିର୍ଦ୍ଦେଶକ, ଏସପିଜି ଅଧିକାରୀ ଏବଂ ରାଜ୍ୟ ପୋଲିସ ଡିଜି ଆଲୋଚନା କରିଛନ୍ତି। ଏଥିରେ ସିଆଇଏସ୍ଏଫ ସହ ଅନ୍ୟ ବରିଷ୍ଠ...

ମୋଦିଙ୍କୁ ନବୀନଙ୍କ ଚିଠି
ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।୨୦୧୧ ଜନଗଣନା ଅନୁସାରେ ହିତାଧିକାରୀ ଚୟନ କରାଯାଇଛି। ଏହା ମଧ୍ୟରେ ରାଜ୍ୟର ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ୨୦୧୧ ଠାରୁ ବର୍ତ୍ତମାନ ରାଜ୍ୟର ଜନସଂଖ୍ୟା ୧୦.୨୨% ବଢ଼ିଛି। ତେଣୁ...

ସଡ଼କ ଦୁର୍ଘଟଣାରେ ୩ ମୃତ, ୮ ଗୁରୁତର
ସଡ଼କ ଦୁର୍ଘଟଣାରେ ୩ ମୃତ, ୮ ଗୁରୁତର

ବାଲେଶ୍ୱର : ପିକ୍ଅପ୍ ଓଲଟି ୨ ମୃତ ୫ ଜଣ ଆହତ ହୋଇଛନ୍ତି। ବାଲେଶ୍ୱର ଚାନ୍ଦିପୁର ଗୁଡୁପାହି ନିକଟ ନୂଆନଦୀରେ ପିକଅପ୍ ଭ୍ୟାନ୍  ଖସିପଡି ଏହି ଦୁର୍ଘଟଣା ଘଟିଛି। ମୃତକ ଦୁଇ ଜଣ ହେଲେ ଗୁଡୁପାହିର ରବୀନ୍ଦ୍ର ହାଁସଦା ଓ ବାସୁଆ ହାଁସଦା। ଉଭୟ ଶ୍ରମିକ ଶ୍ରେଣୀର। ଗୁରୁତର...

ଜାମିନ ସମୟରେ ସାକ୍ଷୀଙ୍କୁ ଧମକ ଦେଲେ ଗିରଫ ହେବେ ଅଭିଯୁକ୍ତ
ଜାମିନ ସମୟରେ ସାକ୍ଷୀଙ୍କୁ ଧମକ ଦେଲେ ଗିରଫ ହେବେ ଅଭିଯୁକ୍ତ

ଭୁବନେଶ୍ୱର: ସାକ୍ଷୀଙ୍କୁ ପ୍ରଭାବିତ କରୁଥିବା ଅପରାଧୀଙ୍କ ଉପରେ ରୋକ୍‌ ଲଗାଇବାକୁ କ୍ରାଇମବ୍ରାଞ୍ଚର ଚିଠି। ରାଜ୍ୟର ସବୁ ଜିଲ୍ଲାର ଏସ୍‌ପି, ଡିଆଇଜି ଓ କମିଶନରେଟ ପୋଲିସକୁ ୧୫ ସୂତ୍ରୀ ନିର୍ଦ୍ଦେଶନାମା ଜାରି କରିଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଅପରାଧିକ ମାମଲାରେ ସାକ୍ଷୀଙ୍କୁ ସୁରକ୍ଷା ଦେବାକୁ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁଦିନ ସାକ୍ଷୀ...