ଭଦ୍ରକ/ ବାଲେଶ୍ୱର: ଅାସିଲାଣି ବର୍ଷା ଋତୁ I କିନ୍ତୁ ମୁକୁଳା ପଡିଛି ନଦୀବନ୍ଧ I ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ନଈକୂଳରେ ବସବାସ କରୁଥିବା ଗ୍ରାମବାସୀ ଅାତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି I କେଉଁଠି କୂଳ ଖାଇବାକୁ ବସିଛି ନଦୀ, ତ ଅାଉ କେଉଁଠି ଦୁର୍ବଳ ନଦୀବନ୍ଧ I...
ସୁରଟ: ଗୁଜରାଟ ସୁରଟରେ ଜଣେ ୮ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖଟୋଦରା ଥାନା ଅଞ୍ଚଳରେ ରହୁଥିବା ଏକ ଓଡିଆ ପରିବାରର ନାବାଳିକାକୁ ପାଖ ପଡୋଶୀ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତର ଘର ମଧ୍ୟ ଓଡିଶା ବୋଲି ପୋଲିସ ସୂଚନା ଦେଇଛି। ...
ଭୁବନେଶ୍ୱର: ଚଳନ୍ତା କାର୍ରେ ଲାଗିଲା ନିଆଁ। ରୋଗୀଙ୍କୁ ନେଇ ଆସୁଥିବା ଏକ କାର୍ରେ ହଠାତ୍ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ଭୁବନେଶ୍ୱର ସମ୍ ହସ୍ପିଟାଲ ଛକରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ଏକ କାର୍ରେ ଜଣେ ରୋଗୀଙ୍କ ସମେତ ୨ଜଣ ସମ୍ପର୍କୀୟ ଚିକିତ୍ସା...
ଭୁବନେଶ୍ୱର: ନନ୍ଦନକାନନକୁ ଆସିଲେ ୩ ପ୍ରଜାତିର ନୂଆ ଜୀବ। ସେମାନେ ହେଲେ ୨ ଆସାମୀୟ ମାକାଉ, ୨ ବଣୁଆ କୁକୁର ଓ ଗୋଟିଏ ମାଈ ହିମାଳୟନ ବ୍ଲାକ୍ ବିୟର। ମିଜୋରାମ ଆଇଜଲ୍ ଚିଡ଼ିଆଖାନାରୁ ଏହି ନୂଆ ଜୀବଙ୍କୁ ଅଣାଯାଇଛି। ଏହି ନୂଆ ଜୀବ ଆସିବା ପରେ ବର୍ତ୍ତମାନ ନନ୍ଦନକାନନରେ...
ଖୋର୍ଦ୍ଧା: ଚଳନ୍ତା ବସ୍ ଉପରେ ପଡ଼ିଲା ବିଦ୍ୟୁତ୍ ଖୁଣ୍ଟ। ଆଉ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୫୦ ଜଣ ଯାତ୍ରୀ। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, କ୍ରିଷ୍ଣା ନାମକ ଏକ ଘରୋଇ ବସ୍ ପାରାଦୀପରୁ ବାଲିପଡ଼ା ଯାଉ ଥିଲାବେଳେ ୧୧...
ନବରଙ୍ଗପୁର: ବଜ୍ରପାତରେ ଗୋଟିଏ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଉକିଆପାଲି ଗାଁର ୨ଜଣ ଏବଂ ଉମରକୋଟ ଅଞ୍ଚଳର ଜଣଙ୍କର ମୃତ୍ୟୁ ହୋଇଛି। ଉକିଆପାଲିର ପଦ୍ମନ ପୂଜାରୀ ଏବଂ ରାମ ଭତ୍ରା ଏକ ଛପର ଘରେ ଶୋଇ ଥିବାବେଳେ ବଜ୍ରପାତ ହୋଇଥିଲା। ଫଳରେ ନିଆଁ...
ବ୍ରହ୍ମପୁର: ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ମେମୁ (Mainline Engine Multiple Unit) ଟ୍ରେନ୍ ଚଳାଚଳ। ବ୍ରହ୍ମପୁରରୁ କଟକ ପର୍ଯ୍ୟନ୍ତ ଏହି ଟ୍ରେନ୍ ସେବା ଆରମ୍ଭ ହୋଇଛି। ଫାଷ୍ଟ ପାସେଞ୍ଜର ବଦଳରେ ଏଣିକି ମେମୁ ଟ୍ରେନ୍ ଚାଲିବ। ସକାଳ ୭ଟା ୩୦ରେ ବ୍ରହ୍ମପୁର ଛାଡ଼ି ୧୧ଟା...
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏ ବର୍ଷ ମୋଟ ୨୬ ହଜାର ୬ ଶହ ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସେମାନଙ୍କ ପାଇଁ ୧୦୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଆଜିଠାରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖରେ ଶେଷ ହେବ। ପରୀକ୍ଷା ସକାଳ...
ଭୁବନେଶ୍ୱର: ଆଜିଠାରୁ ବିଧିବଦ୍ଧ ଭାବେ ଭୁବନେଶ୍ୱରରୁ ରାୟପୁରକୁ ସିଡ଼୍ୟୁଲ ବିମାନ ସେବା ଆରମ୍ଭ ହୋଇଛି। ଏୟାର ଓଡ଼ିଶା ପକ୍ଷରୁ ଏହି ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ଜଣ ଯାତ୍ରୀ ଯାତ୍ରା କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ନୂତନ ବିମାନସେବାର ଆଜି ଶୁଭାରମ୍ଭ...
ଭୁବନେଶ୍ୱର : ପ୍ରତୀକ୍ଷାର ହେଲା ଅନ୍ତ । ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା ମଧ୍ୟପ୍ରଦେଶରୁ ଅଣାଯାଇଥିବା ବାଘ। ୩ ବର୍ଷର ଏହି ମହାବଳକୁ ଆଜି ଅତି ସତର୍କତାର ସହ ଜଙ୍ଗଲରେ ଛଡ଼ାଯାଇଛି। ଗତକାଲି ଏହି ମହାବଳକୁ କାବୁ କରିଥିଲେ ବନବିଭାଗ କର୍ମଚାରୀ। ହାତୀ ପିଠିରେ ବସି ବାଘକୁ ଟ୍ରାଙ୍କୁଲାଇଜ୍ କରିଥିଲେ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ସମାନ୍ତରାଳ ଶାସନର ଆହ୍ୱାନ। ସରକାର କି ପ୍ରଶାସନ ନୁହେଁ, ନିଜ ହାତରେ ରହିବ ଶାସନର ଡୋରୀ। ପଥରପୋତି ଲେଖିଦିଆଯାଉଛି ନିଜର ସମ୍ବିଧାନ। ଗାଁକୁ ଗାଁ, ବ୍ଲକକୁ ବ୍ଲକ ବ୍ୟାପିଚାଲିଛି ପଥରଗାଡ଼ି ଆନ୍ଦୋଳନ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୧୦ଟି ବ୍ଲକରେ ଏହି ଆନ୍ଦୋଳନ ବ୍ୟାପିଥିବାବେଳେ...
ବାଲେଶ୍ୱର : ଓଟିରେ ଡାକ୍ତର ଅଚେତ। ବାଲେଶ୍ୱରରେ ଅପରେସନ୍ କରୁଥିବା ବେଳେ ଅଚେତ ହୋଇପଡିଲେ ଡାକ୍ତର। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଗିରିଜା ଦାସ ଅଚେତ ହୋଇ ପଡିଛନ୍ତି। ଅଚେତ ଡାକ୍ତରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରକ୍ତଚାପ ବଢ଼ି ଯାଇଥିବାରୁ ସେ ଅଚେତ...
ଭୁବନେଶ୍ୱର: କରୋନାର ଚିକିତ୍ସାରେ ଦ୍ୱନ୍ଦ୍ୱ। ପ୍ଲାଜମା ଥେରାପି ଓ ରେମଡେସିଭିର୍ କାମ ଦେଉନଥିବା ଚର୍ଚ୍ଚା ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, କରୋନାର ଟ୍ରିଟମେଣ୍ଟରେ ପ୍ଲାଜମା ଥେରାପି ଓ ରେମଡେସିଭିର୍ ଫଳପ୍ରଦ ହେଉନଥିବା ସଂପର୍କରେ ICMR ପକ୍ଷରୁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ...
ଝାରସୁଗୁଡ଼ା : ୪ ବର୍ଷର ପୁଅକୁ ପିଟି ପିଟି ମାରିଦେଲା ବାପା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଭୁର୍ସିମାଲ ଗାଁରେ । ଗାଁର ଦିନେଶ ନାୟକଙ୍କ ୪ ବର୍ଷର ପୁଅ ଶୁଭମ ଗତ ୯ ମାସ ହେବ ଜେଜେ ବାପାଙ୍କ ପାଖରେ ରହୁଥିଲେ। ଗତକାଲି...
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ। ଆଜି ଜଣେ ଯାତ୍ରୀଙ୍କ ଠାରୁ ୨୯୫ ଗ୍ରାମର ସୁନା ଜବତ କରିଛି କଷ୍ଟମ୍ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ। ବ୍ୟାଙ୍କକରୁ ଆସୁଥିବା ଜଣେ ଯାତ୍ରୀ ନିଜ ଅଭିନବ ଉପାୟରେ...
ମାଲକାନଗିରି: ମାଲକାନାଗିରି କାଲିମେଳାରେ ମାଓ ବର୍ବରତା। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ଜଣକୁ ଗୁଳି କରି ହତ୍ୟା କରିଛନ୍ତି। ମୃତକ ହେଲେ କାଲିମେଳା ଥାନା ସୁଧାକୋଣ୍ଡା ଗାଁର ଗଙ୍ଗା ମାଡ଼କାମୀ। ସୂଚନା ଅନୁସାରେ, ଗତକାଲି ରାତିରେ ମାଓବାଦୀମାନେ ଗଙ୍ଗା ମାଡ଼କାମୀଙ୍କୁ ଘରୁ ଡାକି ନେବା ପରେ ଗୁଳି କରି...
ଭୁବନେଶ୍ୱର: ଓଡ଼ିଶା ଅଭିମୁଖେ ମଧ୍ୟପ୍ରଦେଶର ମହାବଳ। ଗୋଟିଏ ମହାବଳ ବାଘକୁ ନେଇ ଏକ ସ୍ୱତନ୍ତ୍ର ଗାଡ଼ିରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ଯାତ୍ରା ଆରମ୍ଭ ହୋଇଛି। ଆଜି ସଂଧ୍ୟା ସୁଦ୍ଧା ଅନୁଗୁଳ ସାତକୋଶିଆରେ ଏହି ଗାଡ଼ି ପହଞ୍ଚିବ। ବାଘ ଆଣିବା ପାଇଁ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ...