ନୂଆଦିଲ୍ଲୀ: ଅକ୍ଟୋବର ୩ରେ ହିମାଚଳ ପ୍ରଦେଶର ରୋହତଙ୍ଗଠାରେ ଅଟଳ ଟନେଲ୍ର ଉଦ୍ଘାଟନ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିଥିଲେ। କିନ୍ତୁ ୨୦୧୦ ମସିହା ଜୁନ୍ ୧୮ରେ ମନାଲୀର ଡୋଣ୍ଡି ଠାରେ ସୋନିଆ ଗାନ୍ଧୀ ପ୍ରଥମେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏଥିରେ ସୋନିଆ ଗାନ୍ଧିଙ୍କ ନାଁ...
ଭୁବନେଶ୍ୱର : ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ସୁନା ଜବତ। ୩୪୦ ଗ୍ରାମ ସୁନା ଜବତ କଲା କଷ୍ଟମ୍ସ ବିଭାଗ। ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ। କୁଅାଲାଲମ୍ପୁରରୁ ଚେନ୍ନାଇ ଚାଲାଣ ବେଳେ ଧରା ପଡ଼ିଲା। ସୁନା ଚାଲାଣରେ ସଂପୃକ୍ତ ୨ ଜଣଙ୍କୁ...
ଅାଳି : ପାଣିଘେରରେ ୫୦ଟି ଦୋକାନ ଘର। ଏଭଳି ଘଟଣା ଦେଖିବାକୁ ମିଳିଛି ଅାଳି ନୂଅାବଜାରରେ। ଲଘୁଚାପ ବର୍ଷା ଛାଡିଯାଇଥିଲେବି ପାଣି ନିଷ୍କାସନ ହୋଇନପାରି ଏଭଳି ଅବସ୍ଥା ଉପୁଜିଛି। ଦୋକାନ ଭିତରେ ବର୍ଷାପାଣି ପଶିଯାଇଥିବାର ବ୍ୟବସାୟୀମାନେ ଦୋକାନ ଖୋଲିନପାରି ହଇରାଣ ହେଉଛନ୍ତି। କଟକ-ଚାନ୍ଦବାଲି ରାସ୍ତାର ଉଚ୍ଚତା ଯୋଗୁ ବର୍ଷା...
କନ୍ଧମାଳ : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁରେ ଅଘଟଣ। ବିଦ୍ୟୁତ୍ ସବ୍ଷ୍ଟେସନରେ କାମ କରୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଅାସି ଜଣେ ମିସ୍ତ୍ରୀ ପ୍ରାଣ ହରାଇଛନ୍ତି। ମୃତକ ହେଲେ କିନାରୀ ଗାଁର ପ୍ରଶାନ୍ତ ବିଷୋୟୀ। ଅଘଟଣ ପରେ ଗାଁ ଲୋକେ ସ୍ଥାନୀୟ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ...
ଦୁବାଇ: ଚଳିତ ଆଇପିଏଲର ୨୯ତମ ମ୍ୟାଚ୍ରେ ଆଜି ଡେଭିଡ୍ ୱାର୍ଣ୍ଣରଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ସନ୍ରାଇଜର୍ସ...
ସମ୍ବଲପୁର : କୁଚିଣ୍ଡା ଉପଖଣ୍ଡ କୁନ୍ତରା ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀଙ୍କୁ ବ୍ଲେଡ ମାଡ଼। ଛାତ୍ରୀଙ୍କ ବେକରେ ଅାଘାତ ଲାଗିଥିବାରୁ ତାଙ୍କୁ କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି। ଅଭିଯୋଗ ମୁତାବକ, କ୍ୟାମ୍ପସ ଭିତରେ ପ୍ରବେଶ କରି ଜଣେ ଅଣଛାତ୍ର ଯୁକ୍ତ ତିନି ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ କଥା...
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଥିବା ପ୍ରସ୍ତୁତି କ୍ରମେ ଅାଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ନେଇ ଏକ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଭୁବନେଶ୍ୱର ଗୋପବନ୍ଧୁ ଏକାଡେମୀରେ ଚାଲିଥିବା ଏହି ବୈଠକରେ ଇଭିଏମ୍ ଓ ଭିଭିପ୍ୟାଟ୍ର FIRST LEVEL CHECKING ପାଇଁ ଅାଜି...
ଭୁବନେଶ୍ୱର : କ୍ରମାଗତ ୩ୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୃଦ୍ଧି ପାଉଥିବା ତୈଳ ଦରକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦେଶରେ ତୈଳଦର ବୃଦ୍ଧି ଚିନ୍ତାଜନକ। ଅନ୍ତରାଷ୍ଟ୍ରୀୟ ବଜାରରେ...
ବଲାଙ୍ଗିର : ଲୋକାର୍ପିତ ହେଲା ବହୁ ପ୍ରତୀକ୍ଷିତ ବଲାଙ୍ଗିର ମେଡିକାଲ କଲେଜ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା ଏହାକୁ ଉଦ୍ଘାଟନ କରିଛନ୍ତି। ସନ୍ଥ କବି ଭୀମ ଭୋଇଙ୍କ ନାଁରେ ନାମିତ କରାଯାଇଛି। ଏହି ମେଡିକାଲ କଲେଜ ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ...
ଭୁବନେଶ୍ୱର: ଭାୟା ମିଡିଆ ନୁହେଁ, ଏଣିକି ସିଧାସଳଖ ଭୁବନେଶ୍ୱରରୁ ଉଡ଼ାଣ ଭରି ଅହମଦାବାଦରେ ପହଞ୍ଚିବ ବିମାନ। ପ୍ରତିଦିନ ସକାଳ ୧୧ଟା ୫୦ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ରେ ଅହମ୍ମଦାବାଦରେ ପହଞ୍ଚିବ। ସେହିପରି ଅହମଦାବାଦରୁ ସକାଳ ୮ଟା ୫୫ ମିନିଟ୍ରେ ବାହାରି ସକାଳ ୧୧ଟା...
ଶ୍ରୀନଗର: ମୁକୁଳିଲେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି)ପିଡିପିର ସଭାପତି ମେହବୁବା ମୁଫ୍ତି। ଦୀର୍ଘ ୧ ବର୍ଷରୁ ଅଧିକ ସମୟ ଗୃହବନ୍ଦୀ ରହିବା ପରେ ଆଜି ଜାମ୍ମୁ କାଶ୍ମୀର ସରକାର ତାଙ୍କୁ ଏଥିରୁ ମୁକ୍ତି ଦେଇଛନ୍ତି। ଆଜି ରାତି ପ୍ରାୟ ୯.୪୫ରେ ତାଙ୍କୁ ଗୃହବନ୍ଦୀରୁ...
ବଲାଙ୍ଗିର : ନିମନ୍ତ୍ରଣ ପତ୍ରରେ ନାହିଁ ନଡ୍ଡାଙ୍କ ନାଁ। ଅାସନ୍ତାକାଲି ଉଦ୍ଘାଟନ ହେବାକୁ ଯାଉଥିବା ବଲାଙ୍ଗିରର ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଉଦ୍ଘାଟନ ଉତ୍ସବ ପାଇଁ ଛପା ଯାଇଥିବା ନିମନ୍ତ୍ରଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଅଛି, ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନାଁ ନ ରହିବାକୁ ନେଇ ତେଜିଛି...
ଭୁବନେଶ୍ୱର : ଓଡ଼ିଆ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ ମିଳିବ ଡାକ୍ତର ବିସି ରାୟ ଜାତୀୟ ପୁରସ୍କାର । ୨୦୧୭ ମସିହାର ଏହି ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ବସନ୍ତ କୁମାର ମିଶ୍ର। ମୁମ୍ବାଇ ହିନ୍ଦୁଜା ହସ୍ପିଟାଲ୍ରେ ନ୍ୟୁରୋସର୍ଜନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଡାକ୍ତର ବସନ୍ତ...
ଭୁବନେଶ୍ୱର : ୧୯ ଭୋଟ୍ ପାଇଁ କସରତ। ସିଇଓଙ୍କ ଅଫିସ୍ରେ ଚାଲିଛି ସର୍ବଦଳୀୟ ବୈଠକ। ଫୋକସ୍ରେ ଚିଠା ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟା। ଅାସନ୍ତା ସେପ୍ଟେମ୍ବର ପହିଲାରୁ ଏହି ପ୍ରକ୍ରିୟା ଅାରମ୍ଭ ହେଉଥିବାବେଳେ ତା ପୂର୍ବରୁ ବିରୋଧୀ ଅାଣିଛନ୍ତି ସାଙ୍ଘାତିକ ଅଭିଯୋଗ। ନୂଅା ବୁଥ୍ ଗଠନ ପ୍ରକ୍ରିୟାରେ ଅନିୟମିତତା...
ଭୁବନେଶ୍ୱର : ଦୂତୀଙ୍କୁ ଅାଉ ଦେଢ଼ କୋଟି ଟଙ୍କା ପୁରସ୍କାର ଦେବେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହାସହ ଦୂତୀଙ୍କ ଅଲିମ୍ପିକ ପ୍ରସ୍ତୁତି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜାକର୍ତ୍ତା ଏସିଅାଡ୍ରେ ୨ଶହ ମିଟରରେ ରୌପ୍ୟ ପାଇବା...
କଟକ : ଥାନା ହାଜତ ଭିତରେ ଅାତ୍ମହତ୍ୟା ଉଦ୍ୟମ ଅଭିଯୋଗ। ଧାରୁଅା ଅସ୍ତ୍ରରେ ନିଜ ତଣ୍ଟି କାଟିଛି ଅଭିଯୁକ୍ତ। କଟକ ଟାଙ୍ଗୀ ଥାନାରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଅନୁଯାୟୀ, ଗତ ୨୭ତାରିଖ ବିଳମ୍ବିତ ରାତିରେ ଟାଙ୍ଗୀ ଥାନା ଗୋବିନ୍ଦପୁର ପଞ୍ଚାୟତ ଗୋକୁଳପୁର ଉପରସାହିରେ ଶିଳପୁଅାରେ ଛେଚି...
ଛତ୍ରପୁର : ଶେଷରେ ଗିରଫ ହେଲେ ଛତ୍ରପୁର ତହସିଲଦାର ବିଜୟ କେତନ ସାହୁ ଏବଂ ପତ୍ନୀ ନଳିନୀ ପୃଷ୍ଟି। ଅାୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଦମ୍ପତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଛତ୍ରପୁର ତହସିଲଦାରଙ୍କ ପତ୍ନୀ ନଳିନୀ ପୃଷ୍ଟି ଏବେ ଓପେପା ଅାକାଉଣ୍ଟସ୍ ଅଫିସର ଭାବେ କାର୍ଯ୍ୟ...
ଭୁବନେଶ୍ୱର : ରାଜ୍ୟରେ ଅନର କିଲିଂ ରୋକିବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ଗୃହ ବିଭାଗର ନିର୍ଦ୍ଦେଶ। ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସ୍ଓପି ଜାରି କରିଛି ବିଭାଗ। ଅନର କିଲିଂ ଭଳି ଘଟଣା ଘଟୁଥିବା...
କଟକ: ମହାନଦୀରେ ବନ୍ୟା ପାଣି ଆସିବା ଯୋଗୁ କଟକ ଜିଲ୍ଲା ଆଠଗଡ଼ର କିଛି ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଉତ୍ତର ବାଙ୍କୀ ବ୍ଲକ୍ର ସୁବର୍ଣ୍ଣପୁର-ରାତାଗଡ଼ ରାସ୍ତାର ହୁଳୁହୁଳା ପୋଲ ଉପରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ରତାଗଡ଼, ଗୋପାଳପୁର, ଲୋଚନପୁର ଓ ବନ୍ଦାଳ ଗାଁକୁ...
ଭୁବନେଶ୍ୱର : ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ୍ ହକି। ଏଥିଲାଗି ଅାଜିଠୁ ଅାରମ୍ଭ ହୋଇଛି ୯୦ ଦିନିଅା କାଉଣ୍ଟଡାଉନ୍। ‘ମାଇଁ ହାର୍ଟ ବିଟ୍ସ ଫର ହକି’ ନାଁରେ ଏହି କ୍ୟାମ୍ପେନିଂର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ବିଶ୍ୱକପ୍ ଲାଗି ଅାଜିଠୁ ବିଧିବଦ୍ଧ...