ଚଣ୍ଡିଗଡ଼ : ଓଡ଼ିଶାରୁ ଗିରଫ ହେଲା ହରିଅାଣା ରେୱାଡ଼ି ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ। ଗଞ୍ଜାମର ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରୁ ମାମଲାର ଅନ୍ୟତମ ଅଭିଯୁକ୍ତ ନବୀନ ଓରଫ ନିକୁକୁ ଗିରଫ କରିଛି ହରିୟାଣା ପୁଲିସ। ଏ ନେଇ ଗୋପାଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।...
ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍ର ଅାଜି ଦ୍ୱିତୀୟ ଦିନ। ୨୦ କିଲୋମିଟର ଓ୍ୱାକିଂରେ ଚାମ୍ପିଅନ୍ ହୋଇଛନ୍ତି ଗଣପତି। ଏହି ଇଭେଣ୍ଟରେ ସୁବେଦାର ସନ୍ଦୀପ କୁମାର ରନର୍ ଅପ୍ ହୋଇଛନ୍ତି।ପ୍ରତିଯୋଗିତାରେ ଅାଜି ୧୩ଟି ଇଭେଣ୍ଟର ଫାଇନାଲ ଅଛି । ଯେଉଁଥିରେ ରହିଛନ୍ତି...
ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଘରୁ ଡାକି ନେଇ...
କଟକ : କଟକରେ ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲାରେ ୨ ଗିରଫ । ଗତକାଲି ରାତିରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫମାନେ ହେଲେ ହୋମଗାର୍ଡ କିଶୋର ଜେନା ଓ ଅାକ୍ରମଣକାରୀ ଦିଲ୍ଲୀପ ସିଂ । ଅନ୍ୟପଟେ ଓକିଲଙ୍କୁ ପୁଲିସର ମାଡ଼ମରା ଘଟଣା ନେଇ...
ଭୁବନେଶ୍ୱର : ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି ଗାଡ଼ି ପୋଡ଼ିଲେ ଦୁର୍ବୃତ୍ତ । ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡ଼ିକୁ ପୋଡ଼ି ଦେଇଛନ୍ତି । ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଞ୍ଚଳରେ ଘଟିଛି ଘଟଣା । ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର...
ନୂଆଦିଲ୍ଲୀ: ୱେଷ୍ଟ ଇଣ୍ଡିଜ୍ର ମହାନ କ୍ରିକେଟ୍ ତାରକା ବ୍ରାଏନ୍ ଲାରା ଦିଲ୍ଲୀ କ୍ୟାପିଟାଲର ୱିକେଟ୍ କିପର ଋଷଭ ପନ୍ତଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଋଷଭ ଚଳିତ ଆଇପିଏଲରେ ତାଙ୍କ ଖେଳିବାର ଶୈଳୀକୁ ବହୁ ଆଗକୁ ନେଇଛନ୍ତି। ଋଷଭ ବଲ୍କୁ ଅଫ୍ ସାଇଡ୍ରେ ଭଲ ଭାବରେ...
ଗଜା ହୋଇଥିବା ମୁଗ, ବୁଟ ଇତ୍ୟାଦି ଆମେ ଖାଇଥାଉ। ଏହା ପାଟିକୁ ଭଲ ଲାଗିବା ସହ ଆମ ଶରୀର ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଆପଣ ଗଜା ଗହମ ଖାଇଛନ୍ତି କି? ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ପ୍ରକାର ପୋଷକତତ୍ତ୍ୱ ମିଳିଥାଏ। ଗଜା ଗହମର...
କୋରାପୁଟ: ଜୟପୁର ରାଜନଅର ଛକରେ ସଂଘବଦ୍ଧ ଭାବେ ବାପ, ପୁଅଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିରେ ଆହତ ହୋଇଥିବା ଯୁବକ ଜଣକ ହେଲେ ସନ୍ତୋଷ ନାୟକ। ତାଙ୍କ ଅଣ୍ଟା ଏବଂ ପିଠିରେ ଗୁଳି ବାଜିଥିବା ବେଳେ ତାଙ୍କ ବାପାଙ୍କୁ ମଧ୍ୟ ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ...
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକପ୍ଟର୍ ସିଜ୍ ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ସଚେତନ ନାଗରିକମାନେ ଆଳି ଡାକବଙ୍ଗଳା ନିକଟରେ ଏକାଠି ହୋଇ ପ୍ରତିବାଦ କରିଥିଲେ। ବୈଜୟନ୍ତଙ୍କୁ ରାଜ୍ୟ ସରକାର...
କଟକ: କଟକରେ ଓକିଲଙ୍କୁ ପୁଲିସ୍ର ଆକ୍ରମଣ ଅଭିଯୋଗ ମାମଲାରେ ଆନ୍ଦୋଳନ ତୀବ୍ର ହୋଇଛି। କଟକର ସବୁ ସରକାରୀ ଅଫିସ ଆଗରେ ଓକିଲମାନେ ଧାରଣା ଦେବା ସହ ପିକେଟିଂ କରି କାହାକୁ ଅଫିସ ଭିତରକୁ ଛାଡୁ ନାହାନ୍ତି। କଟକର ସବୁ ଅଦାଲତରେ କାମ ଠପ୍ ହୋଇଯାଇଛି। ଏହା ସହିତ ଆର୍ଡିସି,...
ଭୁବନେଶ୍ୱର: ଉପାସରେ ଛାତ୍ରଛାତ୍ରୀ। ଭୁବନେଶ୍ୱର ଘାଟିକିଆ କଳିଙ୍ଗନଗରରେ ଥିବା ଅର୍ବାନ ହଷ୍ଟେଲର ୩୦୦ଜଣ ଛାତ୍ର। ଗତକାଲି ରାତିରୁ ଖାଡ଼ା ଉପାସ ରହିଛନ୍ତି ଏହି ଛାତ୍ରମାନେ। କାଲିଠାରୁ କ୍ୟାଣ୍ଟିନ ବନ୍ଦ ଥିବାରୁ କିଛି ନ ଖାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହି ଛାତ୍ର। କ୍ୟାଣ୍ଟିନ୍ରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା...