• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ
ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ

ଭୁବନେଶ୍ୱର: ସିରିଏଲ୍‌ ଅଭିନେତ୍ରୀଙ୍କୁ ଏସିଡ୍‌ ଆକ୍ରମଣ ଧମକ। ଜଣେ ଅଚିହ୍ନା ବ୍ୟକ୍ତି ଅଭିନେତ୍ରୀଙ୍କୁ ଅଶ୍ଲୀଳ ମେସେଜ୍‌ କରିବା ସହ ଗାଳିଗୁଲଜ କରୁଥିବାରୁ ପୁଲିସ୍ କମିଶନରଙ୍କ ନିକଟରେ ଅଭିନେତ୍ରୀ ଜଣଙ୍କ ଫେରାଦ ହୋଇଛନ୍ତି। ଅଚିହ୍ନା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଦୃଢ଼ କାର୍ଯାନୁଷ୍ଠାନ ନେବା ପାଇଁ ଅଭିନେତ୍ରୀ ଜଣଙ୍କ ପୁଲିସ୍‌ କମିଶନରଙ୍କୁ...

ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍
ଆନ୍ଧ୍ର ଗୃହବିଭାଗର ଚିନ୍ତାଜନକ ତଥ୍ୟ: ଲାଲ୍‌ ବାହିନୀରେ ବଢୁଛି ମହିଳା କ୍ୟାଡର୍

ଚେନ୍ନାଇ: ମାଓ ସଂଗଠନରେ ମହିଳାଙ୍କ ସଂଖ୍ୟା ଓ ଦବ୍‌ଦବା ବଢୁଛି। କମ୍ ବୟସରେ ବିବାହ ଓ ଗରିବୀରୁ ରକ୍ଷା ପାଇବାକୁ ଅଧିକରୁ ଅଧିକ ଆଦିବାସୀ ଯୁବତୀ ମାଓ ସଂଗଠନରେ ଯୋଗ ଦେଉଛନ୍ତି। ଗତ ରବିବାର ଆନ୍ଧ୍ରରେ ଜଣେ ଟିଡିପି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ହତ୍ୟା ଘଟଣାରେ ୨୦ରୁ...

ବଲାଙ୍ଗିର ସରକାରୀ ମେଡିକାଲ୍ କଲେଜରେ ଲାଞ୍ଚଖୋର୍‌ ନର୍ସଙ୍କ ଦବଙ୍ଗଗିରି
ବଲାଙ୍ଗିର ସରକାରୀ ମେଡିକାଲ୍ କଲେଜରେ ଲାଞ୍ଚଖୋର୍‌ ନର୍ସଙ୍କ ଦବଙ୍ଗଗିରି

ବଲାଙ୍ଗିର: ବଲାଙ୍ଗିର ସରକାରୀ ମେଡିକାଲ କଲେଜରେ ଡାକ୍ତରୀ ସେବା କମ୍‌ ମିଳୁଛି, କିନ୍ତୁ ରୋଗୀ ଅଧିକ ହଇରାଣ ହରକତ ହେଉଛନ୍ତି। ଡାକ୍ତରଖାନାରେ କାର୍ଯ୍ୟରତ ଲାଞ୍ଚଖୋର୍‌ କର୍ମଚାରୀମାନେ ଲାଞ୍ଚ ମାଗି ମାଗି ସାଧରଣ ରୋଗୀ ଓ ତାଙ୍କ ପରିଜନଙ୍କୁ ନାକେଦମ୍‌ କରୁଛନ୍ତି। ସବୁ ବିଭାଗରୁ ଆଗରେ ରହିଛି ସ୍ତ୍ରୀ ଓ...

ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା
ସୁନ୍ଦରୀ ଚିନ୍ତା: କାବୁ କରିବାକୁ ବନ ବିଭାଗର ଯୋଜନା

ଅନୁଗୁଳ: ସାତକୋଶିଆ ହାତୀଧରା ଜଙ୍ଗଲରେ ଥିବା ସୁନ୍ଦରୀ ବାଘୁଣୀକୁ କାବୁ କରିବାକୁ ବନ ବିଭାଗ ଯୋଜନା କରିଛି । ଏଥିପାଇଁ ମଧ୍ୟପ୍ରଦେଶର କାହ୍ନା, ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ, ଡବ୍ଲୁଆଇଆଇ, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ସାତକୋଶିଆ ବନ ବିଭାଗର ମୋଟ୍ ୪ଟି ଟିମ୍ ଗଠନ କରାଯାଇଛି।...

ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ
ପୁଣି ଜେଲ୍‌ ଗଲେ ଗଣଶିକ୍ଷାମନ୍ତ୍ରୀଙ୍କ ପୁଅ ଦେବାଶିଷ

କେଉଁଝର: ପୁଣି ଜେଲ୍‌ ଗଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର। ଆଜି ଜାମିନ ଖାରଜ ହେବା ପରେ ପୁଣି ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଘସିପୁରା ଥାନା ଗୌରାଙ୍ଗ ଛକରେ ଗତ ୬ ତାରିଖରେ ଗୋଷ୍ଠୀ ସଂଘର୍ଷ ଘଟଣା ଏବଂ ଗତ...

ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ
ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ

ଭୁବନେଶ୍ୱର : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିବାଦୀୟ ମନ୍ତବ୍ୟ ବିବାଦ ବଢୁଛି।  ଅାଜି ମନ୍ତ୍ରୀ ମହାରଥୀଙ୍କ ଘରେ ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏହା ପରେ ତାଙ୍କ...

ମହିଳାଙ୍କୁ ଦଳି ଦେଲା ଦନ୍ତା
ମହିଳାଙ୍କୁ ଦଳି ଦେଲା ଦନ୍ତା

କେନ୍ଦୁଝର  : ଦଳି ଦେଲା ଦନ୍ତା । କେନ୍ଦୁଝର ରେଞ୍ଜ ସେଣ୍ଟକାପ୍ ଅଞ୍ଚଳରେ ହାତୀର ତାଣ୍ଡବ । ଅାଜି ସକାଳୁ ଛତୁ ଅାଣିବାକୁ ଜଙ୍ଗଲ ଯାଇଥିଲେ ଜଣେ ମହିଳା । ଏହି ସମୟରେ ଦନ୍ତା ହାତୀ ତାଙ୍କୁ ଅାକ୍ରମଣ କରିଥିଲା । ଗଛରେ ପିଟି ମହିଳାଙ୍କୁ ପିଟି ମାରି...

ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା
ହରିଅାଣା ରେଓ୍ୱାଡ଼ି ଗଣଦୁଷ୍କର୍ମ ଅଭିଯୋଗ ଘଟଣା

ଚଣ୍ଡିଗଡ଼ : ଓଡ଼ିଶାରୁ ଗିରଫ ହେଲା ହରିଅାଣା ରେୱାଡ଼ି ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଅନ୍ୟତମ ଅଭିଯୁକ୍ତ।  ଗଞ୍ଜାମର ଗୋଳାବନ୍ଧ ଅାର୍ମି ଏୟାର ଡିଫେନ୍ସ କଲେଜରୁ ମାମଲାର ଅନ୍ୟତମ ଅଭିଯୁକ୍ତ ନବୀନ ଓରଫ ନିକୁକୁ ଗିରଫ କରିଛି ହରିୟାଣା ପୁଲିସ। ଏ ନେଇ ଗୋପାଳପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି।...

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌
କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌

ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ଅାଥଲେଟିକ୍ସ ଚାମ୍ପିୟନସିପ୍‌ର ଅାଜି ଦ୍ୱିତୀୟ ଦିନ। ୨୦ କିଲୋମିଟର ଓ୍ୱାକିଂରେ ଚାମ୍ପିଅନ୍ ହୋଇଛନ୍ତି ଗଣପତି। ଏହି ଇଭେଣ୍ଟରେ ସୁବେଦାର ସନ୍ଦୀପ କୁମାର ରନର୍ ଅପ୍ ହୋଇଛନ୍ତି।ପ୍ରତିଯୋଗିତାରେ ଅାଜି ୧୩ଟି ଇଭେଣ୍ଟର ଫାଇନାଲ ଅଛି । ଯେଉଁଥିରେ ରହିଛନ୍ତି...

malkan
ଘରୁ ଡ଼ାକି ନେଇ ମାରିଦେଲେ ଗାଁ ଲୋକେ !

ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ଉଦୟଗିରି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜଣେ ଲୋକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଗତକାଲି କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏହି ଗ୍ରାମର ବାଗା କାବାସୀଙ୍କୁ କିଛି ଲୋକ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ଘରୁ ଡାକି ନେଇ...

ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲା
ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲା

କଟକ : କଟକରେ ଓକିଲଙ୍କୁ ପୁଲିସ ଅାକ୍ରମଣ ଅଭିଯୋଗ ମାମଲାରେ ୨ ଗିରଫ । ଗତକାଲି ରାତିରେ ଦୁଇ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫମାନେ ହେଲେ ହୋମଗାର୍ଡ କିଶୋର ଜେନା ଓ ଅାକ୍ରମଣକାରୀ ଦିଲ୍ଲୀପ ସିଂ । ଅନ୍ୟପଟେ ଓକିଲଙ୍କୁ ପୁଲିସର ମାଡ଼ମରା ଘଟଣା ନେଇ...