• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

man killed wife
ପରକୀୟା ପ୍ରୀତି ସନ୍ଦେହରୁ ଜଘନ୍ୟ କାଣ୍ଡ : ଗର୍ଭବତୀ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ମିଳିଥିବା ସୂଚନା ଅନୁସାରେ,ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ବିଭୀଷଣ ପ୍ରଥମେ...

bath-2
ଏମିତି ଉପାୟରେ ସ୍ନାନ କରନ୍ତୁ ରୋଗ ପାଖ ମାଡ଼ିବନି ! ଜାଣନ୍ତୁ କେମିତି

କୁହାଯାଏ ସ୍ୱାସ୍ଥ୍ୟ ହିଁ ସଂପଦ। ଜଣକ ପାଖରେ ଯଦି ଦୁନିଆର ସବୁ ଜିନିଷ ଥାଏ, ହେଲେ ଉତ୍ତମ ସ୍ୱାସ୍ଥ୍ୟ ନଥାଏ, ତାହେଲେ ସେ କେବେ ବି ସୁଖି ହୋଇପାରିବ ନାହିଁ। ଏଣୁ ସୁସ୍ଥ ରହିବାକୁ ସମସ୍ତେ ପ୍ରୟାସ କରନ୍ତି। କିଏ ବ୍ୟାୟାମ କରେ ତ ଆଉ କିଏ ଜିମ୍...

para athlete
୧୮ତମ ପାରା ଆଥଲେଟିକ୍ ଚାମ୍ପିଅନସିପ୍ : ୪ ଜଣ ଦିବ୍ୟାଙ୍ଗ ଖେଳାଳି ମନୋନୀତ

କଟକ : ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ। ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ସାଲେପୁର ପାଇଁ ଗୌରବ ଆଣିଥିବା ଏହି ୪ ଦିବ୍ୟାଙ୍ଗ ଖେଳାଳି ହେଲେ ବିଦ୍ୟାଧର ବେହେରା, ନାଗାର୍ଜୁନ ସେଠୀ, ପରମାନନ୍ଦ...

railway
ରେଲୱେରେ ୮୯ହଜାର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ...

Anand Bhawan
ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ଜନାର୍ପିତ କଲେ ରାଷ୍ଟ୍ରପତି

କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ  ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ...

fire
ନିଆଁରେ ପୋଡି ୩ ଗୁରୁତର

କଟକ: ରୋଷେଇ ଗ୍ୟାସ ନିଆଁରେ ପୋଡି ହୋଇ ଗୋଟିଏ ପରିବାରର ୩ ଗୁରୁତର। କଟକ ଜିଲ୍ଲା ବାଙ୍କି ପଶାଣିଆରେ ଘଟିଛି ଏହି ଅଭାବନୀୟ ଘଟଣା। ୩ ଆହତଙ୍କ ମଧ୍ୟରେ ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ଥିବାବେଳେ ସ୍ୱାମୀ ଓ ପୁଅ ମଧ୍ୟ ଆହତ ଅଛନ୍ତି। ସମସ୍ତଙ୍କୁ କଟକ SCBରେ ଭର୍ତ୍ତି...

president
ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର:  ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ହେବା ପରେ କୋବିନ୍ଦଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରେ ପହଞ୍ଚିଲା ପରେ...

aicc member
ଏଆଇସିସି ର ସର୍ବ କନିଷ୍ଠ ସଦସ୍ୟ ଭାବେ ଓଡ଼ିଆ ଝିଅ ମନୋନୀତ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ଝିଅ ମନିଷା ତ୍ରିପାଠୀ। ରାହୁଲଙ୍କ ୟଙ୍ଗ ବ୍ରିଗେଡରେ ନବରଙ୍ଗପୁରର ମନିଷାଙ୍କୁ ମିଳିଛି ସ୍ଥାନ। ସର୍ବ କନିଷ୍ଠ ସଦସ୍ୟ ଭାବେ ମନୋନୀତ ନେଇ ମନିଷା କହିଛନ୍ତି, ‘ମୁଁ ମୋ ଖୁସିକୁ...

minor gang rape
ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ପୀଡ଼ିତା ଜଣକ ଗତକାଲି ରାତିରେ ବାଡ଼ିପଟେ ଶୌଚ ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ତାଙ୍କୁ କାଜୁ ବଗିଚାକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ୪ ଜଣଙ୍କ ନାଁରେ ଜଗନ୍ନାଥପ୍ରସାଦ...

AICC
ଦିଲ୍ଲୀରେ ଏଆଇସିସି ବୈଠକ: ଆସନ୍ତା ୫ ବର୍ଷ ପାଇଁ ହେଉଛି ଖସଡା ପ୍ରସ୍ତୁତ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଛି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର  ମହା ଅଧିବେଶନ।  ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ଦାୟିତ୍ୱ ନେବା  ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଆସନ୍ତା ୫ ବର୍ଷ ପାଇଁ ଦଳ  ପାଇଁ ଖସଡା ପ୍ରସ୍ତୁତ ହେଉଛି।  ମୋଦି ସରକାରର ବିଫଳତାକୁ ନେଇ ...

nidahas trophy
ନିଦହାସ୍‌ ଟ୍ରଫି: ଶ୍ରୀଲଙ୍କାକୁ ୨ ୱିକେଟରେ ହରାଇ ଫାଇନାଲରେ ବାଂଲାଦେଶ

କଲୋମ୍ବୋ: ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ନିଦହାସ୍‌ ଟି-ଟ୍ୱଣ୍ଟି ସିରିଜି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ସହ ବାଂଲାଦେଶର ଫାଇନାଲ ଟକ୍କର ହେବ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍‌...

farmers agitation
ନବ ନିର୍ମାଣ କୃଷକ ସଂଗଠନର ଆନ୍ଦୋଳନକୁ ନେଇ ଛକାପଞ୍ଝା

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ରାଜଧାନୀରେ  ସତ୍ୟାଗ୍ରହ କରୁଥିବା ନବନିର୍ମାଣ କୃଷକ ସଂଗଠନ ଓ ସରକାରଙ୍କ  ମଧ୍ୟରେ ଆଲୋଚନାକୁ ନେଇ ଛକାପଞ୍ଛା। ସରକାର ଆଲୋଚନା ପାଇଁ  ଅପେକ୍ଷା କରିଥିବା ସତ୍ତ୍ୱେ ଚାଷୀ ନେତା ଆସି ନ ଥିଲେ ବୋଲି କହିଛନ୍ତି  କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ। ...

Sundergarh bandh
ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼:  ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ମସ୍କକାନୀରେ  ଟୋଲ୍ ଆଦାୟକୁ ସୁନ୍ଦରଗଡ଼ ନାଗରିକ କମିଟିର ବିରୋଧ।  ଟୋଲ  ଆଦାୟକୁ ବିରୋଧ କରି ଆଜି ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କମିଟିର ଯୁକ୍ତି ହେଲା, ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ  ରାଜପଥ ପାଇଁ ଟୋଲ ଆଦାୟ ହେଉଥିଲା। ...

ram nath kovind
ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ  କୋବିନ୍ଦ।  ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟରେ ସେ ଭୁବନେଶ୍ୱର  ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏଠାରୁ ସିଧା  କଟକ ଯାଇ ଦିନ ୧୨ଟା ୧୫ ମିନିଟରେ ସେ ବିଜୁ ପଟ୍ଟନାୟକ  ମ୍ୟୁଜିୟମକୁ ସାଧାରଣ...

doctor rabindra
ଏସ୍‌ସିବି ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର : ଏସ୍‌ସିବି ହେମାଟୋଲୋଜୀ ବିଭାଗ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ କୋର୍ଟ ଜାମିନ ଦେଇଛନ୍ତି। ତେବେ କୋର୍ଟଙ୍କ ବିନା ଅନୁମତିରେ ସେ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ବୋଲି...

child
ବାପା ଋଣ ଶୁଝି ନପାରିବାରୁ ଶିଶୁକନ୍ୟାକୁ ଅପହରଣ ଅଭିଯୋଗ

ଖୋର୍ଦ୍ଧା : ବାପା ଋଣ କରି ଶୁଝି ନଥିବାରୁ ଶିଶୁକନ୍ୟାର ଅପହରଣ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଝିଆଙ୍କ ସାହିରେ ଶିଶୁକନ୍ୟାକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଙ୍ଗନବାଡ଼ିକୁ ଯାଉଥିବାବେଳେ ଶିଶୁକନ୍ୟାକୁ ଜଣେ ମହିଳା ଅପହରଣ କରିଥିଲେ। ତେବେ ସଂପର୍କୀୟ ଋଣ ବାବଦରେ ୧୫ ହଜାର ଶୁଝିବା...

nila madhav
ନୀଳମାଧବ ପଣ୍ଡାଙ୍କ ‘ହଲକା’ ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର/ ମୁମ୍ୱାଇ : ଫିଲ୍ମ ପ୍ରଯୋଜକ ତଥା ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କୁ ମିଳିଛି ଅପୂର୍ବ ସଫଳତା। ତାଙ୍କର ଆଗାମୀ ଫିଲ୍ମ ‘ହଲକା’୨୧ତମ ମଣ୍ଟ୍ରିଆଲ୍  ଅନ୍ତର୍ଜାତୀୟ ଶିଶୁ ଚଳଚିତ୍ର ମହୋତ୍ସବ (FIFEM)ରେ ସର୍ବଶ୍ରେଷ୍ଠ “Grand Prix de Montreal” ପୁରସ୍କାର ପାଇଛି। ଏହି ପ୍ରତିଷ୍ଠିତ ଫିଲ୍ମ ସମାରୋହରେ ଫିଲ୍ମ ‘ହଲକା’ର...

ajaya
ଅଜୟଙ୍କ ଅଜବ ନିଶା : ୧୩୦ ଜଣ ରାଜାଙ୍କ ଫଟୋ ଓ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ

ସମ୍ବଲପୁର : ପେଶା ଚାକିରି, ହେଲେ ନିଶା ଫଟୋ ସଂଗ୍ରହ କରିବା। ୧୩୦ ଜଣ ରାଜାଙ୍କର ଫଟୋ ସହିତ ଦସ୍ତଖତ ସଂଗ୍ରହ କରି ଲିମ୍‌କା ବୁକ୍‌ରେ ସ୍ଥାନ ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଉଚ୍ଚଶିକ୍ଷିତ ଯୁବକ ଅଜୟ ଅଗ୍ରୱାଲ। ୨୮୫ ରାଜାଙ୍କ ମଧ୍ୟରୁ ୧୩୦ ରାଜାଙ୍କ ଫଟୋ ଏବଂ ଦସ୍ତଖତ...

school studeent
ପୁଣି ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟିବାକୁ ସ୍କୁଲ ପାଚେରୀ ଡେଇଁଲେ ଶତାଧିକ ଛାତ୍ରଛାତ୍ରୀ : ସ୍କୁଲ ସମସ୍ୟା ଜଣାଇବାକୁ ଚାଲିଲେ ମାଇଲ ମାଇଲ ବାଟ

ବାରିପଦା : ଜିଲ୍ଲାପାଳଙ୍କୁ ଭେଟିବାକୁ ମୟୂରଭଞ୍ଜ ଜିଲ୍ଲାରେ ପୁଣି ସ୍କୁଲ ପାଚେରୀ ଡେଇଁଲେ ଛାତ୍ରଛାତ୍ରୀ। ବାରିପଦାରେ ଜିଲ୍ଲାପାଳଙ୍କୁ ଭେଟି ସ୍କୁଲ ସମସ୍ୟା ଜଣାଇବାକୁ ଶ୍ୟାମାଖୁଣ୍ଟା ବ୍ଲକ୍ SSD ସ୍କୁଲର ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀ ୧୫ କିଲୋମିଟର ବାଟ ଚାଲିଚାଲି ଆସିଛନ୍ତି। ପଞ୍ଚମରୁ ଦଶମ ଶ୍ରେଣୀର ଏହି ଛାତ୍ରଛାତ୍ରୀ ସ୍କୁଲରେ...

fake note
୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ, ୫ଜଣ ଗିରଫ

ନୂଆପଡା : ନୂଆପଡା ଜିଲ୍ଲା ଖରିଆର ଥାନା ପୋଲିସ୍‌ ଚଢାଉ କରି ୧୧୨ ଖଣ୍ଡ ଜାଲ ୧୦୦ ଟଙ୍କିଆ ନୋଟ୍ ଜବତ କରିଛି। ଗିରଫ ହୋଇଛନ୍ତି ୫ଜଣ ଅଭିଯୁକ୍ତ। ପ୍ରଥମେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଖରିଆର ଥାନାର ଚାଲାଣପଡାରେ ଚଢାଉ କରିଥିଲା। ଚଢାଉ ବେଳେ...