• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

no-confidence motion
ହଟ୍ଟଗୋଳ ଯୋଗୁଁ ମୋଦି ସରକାର ବିରୋଧରେ ଆଜି ଆସି ପାରିଲାନି ଅନାସ୍ଥା ପ୍ରସ୍ତାବ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ପୂର୍ବରୁ ମୁଲତବୀ ହୋଇଗଲା ଲୋକସଭା। ଆଜି ଗୃହ ଆରମ୍ଭ ହେବା ମାତ୍ରକେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ YSR କଂଗ୍ରେସ ଓ ଟିଡିପି ପକ୍ଷରୁ ହଟ୍ଟଗୋଳ ହୋଇଥିଲା।  ସେହିପରି କାବେରୀ ଜଳ...

one side love affair
ଏକ ତରଫା ପ୍ରେମ ନେଲା ପ୍ରାଣ

ରାଉରକେଲା: ଏକ ତରଫା ପ୍ରେମ ଯୋଗୁଁ ଯୁବକଙ୍କୁ ବୀଭତ୍ସ ହତ୍ୟା। ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ରାଉରକେଲା କୁଆରମୁଣ୍ଡା ବ୍ଲକର ଜଗଦୀଶପୁର ଗାଁରେ ଅର୍ବିସ ଏକ୍କା ନାମକ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ...

Pakhala dibas
ମାର୍ଚ୍ଚ ୨୦- ପଖାଳ ଦିବସ: ଓଡ଼ିଆଙ୍କ ମନ, ଓଡ଼ିଆଙ୍କ ପ୍ରାଣ

ଓଡ଼ିଆଙ୍କ ପାରମ୍ପରିକ ଖାଦ୍ୟ, ପଖାଳକୁ ଆହୁରି ଅଧିକରୁ ଅଧିକ ଲୋକପ୍ରିୟ କରିବା ଲାଗି ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ପାଳନ କରାଯାଏ। କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଏକ...

mao poster
ପୁଣି ମାଓ ପୋଷ୍ଟର

ନୂଆପଡ଼ା: ପୁଣି ମାଓ ପୋଷ୍ଟର।  ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ନିଲାଜି ଓ କର୍ଲାଖମାର ଗାଁରେ ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମେନପୁର-ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ...

fire in forest
ଜଙ୍ଗଲ ନିଆଁ ରୋକିବାକୁ ସ୍ୱତନ୍ତ୍ର ଆପ୍

ଭୁବନେଶ୍ୱର: ଖରା ଦିନ ଆସୁଣୁ ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭୟାରଣ୍ୟ ଓ ନୟାଗଡ ସମେତ ରାଜ୍ୟ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ଏଥିରେ କେବଳ  ଗଛଲତା ଓ ଜୀବଜନ୍ତୁ ପ୍ରଭାବିତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଜଙ୍ଗଲୀ ନିଆଁରୁ ବାହାରୁଥିବା ଧୁଆଁ...

police station
ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ

ବ୍ରହ୍ମପୁର: ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ। ବକେୟା ଟଙ୍କାକୁ ନେଇ ଛାତ୍ରଙ୍କୁ ଅପହରଣ  ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସିଆସିଲେ ଛାତ୍ର। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ଇାପଲ୍ଲୀ ଗାଁରୁ। ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ...

odisha
କାଲିଠୁ ରାଜ୍ୟ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ।  ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି,...

pm modi
ମୋଦି ସରକାର ପାଇଁ ଆଜି ଅଗ୍ନିପରୀକ୍ଷା

ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ...

nidahas trophy final
ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଭାରତ ଚାମ୍ପିଅନ୍: ବାଂଲାଦେଶ ୪ ଓ୍ୱିକେଟରେ ପରାସ୍ତ

କଲମ୍ବୋ: ନିଦାହାସ୍ କପ୍ ଟି-ଟ୍ୱେଣ୍ଟିରେ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ। ଫାଇନାଲରେ ବାଂଲାଦେଶକୁ ୪ ଓ୍ୱିକେଟରେ ହରାଇ ଏହି ବିଜୟ ହାସଲ କରିଛି।  ଭାରତ ଆଗରେ ୧୬୭ ରନର ଟାର୍ଗେଟ ଥିଲା। ରୋମାଞ୍ଚକର ମୁକାବିଲାରେ ଶେଷ ବଲରେ ଦିନେଶ କାର୍ତ୍ତିକ ଛକା ମାରି ଦଳକୁ ଚାମ୍ପିଅନ କରାଇଛନ୍ତି।  ପ୍ରଥମେ...

download
ରାହୁଲଙ୍କୁ ଆଖୁ କହିଲେ ସିଦ୍ଦୁ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): କଥା କଥାରେ ହସର ଫୁଆରା ଛୁଟାଉଥିବା ସିଦ୍ଦୁ ଆଜି ବି ହସେଇଲା ଭଳି କଥା ପଦେ କହିଛନ୍ତି। ଯାହାକୁ ଶୁଣି ଆପଣ ବି ତାଙ୍କ ଷ୍ଟାଇଲରେ କହିବେ “ଠୋକୋ ତାଲି” । ଆମେ ଆପଣଙ୍କୁ AICCI ବୈଠକ ସମ୍ପର୍କରେ କହିବାକୁ ଯାଉଛୁ। ପଞ୍ଜାବର ବରିଷ୍ଠ କଂଗ୍ରେସ...

GATE 2018
ଗେଟ୍ ୨୦୧୮: ଓଡ଼ିଶାର ଜ୍ୟୋତିରଞ୍ଜନ ଅଲ୍ ଇଣ୍ଡିଆ ଟପ୍ପର

ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering)-୨୦୧୮ ପରୀକ୍ଷାରେ ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ...

toll collection
ବିଜୁ ଏକ୍ସପ୍ରେସ୍ ୱେ: ଟୋଲ୍ ଆଦାୟ ବନ୍ଦ ଦାବିରେ ଆନ୍ଦୋଳନ ଜୋର ଧରିଲା

ଭୁବନେଶ୍ୱର: ସମ୍ବଲପୁରରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଟୋଲ୍ ଗେଟରୁ ଟୋଲ୍ ଆଦାୟ ବନ୍ଦ ଦାବିରେ ଜୋର ଧରିଲା ଆନ୍ଦୋଳନ।  ଆଜି ସମ୍ବଲପୁର ପ୍ରଧାନପାଲି ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ...

kendrapara
କେନ୍ଦ୍ରାପଡ଼ା ଉପ-କାରାଗାରରୁ ବିଚାରାଧୀନ କଏଦୀ ଚମ୍ପଟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଉପ-କାରାଗାରରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀକୁ ଧରିବାକୁ ଚାଲିଛି ତନାଘନା। ଫେରାର କଏଦୀକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସିସିଟିଭିର ସହାୟତାରେ ଅନୁସନ୍ଧାନ ଚଳାଇଛି ପୋଲିସ। ମିର୍ଜାପୁର ଗାଁର ରଂଗାଧର ବିଶ୍ୱାଳ ଗତ ୨୦୧୨ ମସିହାରେ ଏକ ହତ୍ୟା...

president
ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି: ରାଷ୍ଟ୍ରପତି

ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ...

angul
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଏମ୍‌ସିଏଚ୍‌ର ଟୀକାକରଣ ଗୃହରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟାରୁ ୫ଟା ଭିତରେ ଷ୍ଟାବଲାଇଜରରେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଯିବାରୁ ପ୍ରସୂତି ମହିଳା ପିଲାଙ୍କୁ ଧରି ବାହାରକୁ ଚାଲି ଆସିଥିଲେ। ଅଗ୍ନିଶମ କର୍ମଚାରୀ...

ceasefire violation
ପାକିସ୍ତାନର ଗୁଳିମାଡ଼ରେ ଗୋଟିଏ ପରିବାରର ୫ ମୃତ

ଜାମ୍ମୁ: ପାକିସ୍ତାନୀ ସେନାଙ୍କ ଗୁଳିମାଡ଼ରେ ଗୋଟିଏ ପରିବାରର ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜାମ୍ମୁ ଓ କାଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ବାଲାକୋଟ୍ ସେକ୍ଟରରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଆଜି ବଡ଼ି ଭୋରରୁ ପାକିସ୍ତାନ ସେନାଙ୍କ ଦ୍ୱାରା ପ୍ରଥମେ ଅସ୍ତ୍ରବିରତି...

nidahas trophy final
ନିଦହାସ୍ ଟ୍ରଫି: ଆଜି ଫାଇନାଲ୍ ମ୍ୟାଚ୍

କଲମ୍ବୋ: ନିଦହାସ୍‌ ଟି ଟ୍ୱେଣ୍ଟି ତ୍ରିରାଷ୍ଟୀୟ ସିରିଜର ଆଜି ଫାଇନାଲ ମ୍ୟାଚ୍‌। କଲମ୍ବୋରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ। ରେକର୍ଡ ଦୃଷ୍ଟିରୁ ଟି ଟ୍ୱେଣ୍ଟିରେ ଭାରତ, ବାଂଲାଦେଶ ଠାରୁ ଗୋଟିଏ ବି ମ୍ୟାଚ ହାରିନି। ଉଭୟ ୭ ଥର ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍ ଭାରତ...

Ramchandra Hansda
ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ହେବ ଜେରା

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ହେବ ଜେରା। କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ଏକ ଟିମ୍ ହାଁସଦାଙ୍କୁ ଜେରା କରିବ। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମୂତାବକ,...

maoist killed
ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା

ବରଗଡ଼: ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ଜଣକ ପାଇକମାଳ ଥାନା ସାଲେପାଲି ଗାଁର ବିଜୟ ସାହୁ। ଘଟଣାସ୍ଥଳରେ ମାଓବାଦୀମାନେ କିଛି ଲେଖାଥିବା ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଗତବର୍ଷ ସେପଟେମ୍ବରରେ...

president visit
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ  ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କଡ଼ା ସୁରକ୍ଷାରେ ସର୍କିଟ ହାଉସରୁ ଅାସି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ...