ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରିରେ ନାବାଳିକାକୁ ଗଣଦୁଷ୍କର୍ମ କରି ଗାୟବ କରିଦେଇଥିବା ଅଭିଯୋଗ। ଦୁଷ୍କର୍ମ ଶିକାର ନାବାଳିକାଙ୍କ ମିଳୁନି ପତ୍ତା। ବରହମ୍ପୁର ଥାନା ତେଲିପାଳ ନିକଟ ପୁଟିବନ୍ଧ ଗାଁର ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ କେନ୍ଦୁଆ ଗାଁର ଜଣେ ବ୍ୟକ୍ତିଙ୍କ ପାଳିତ ୧୨ ବର୍ଷର ନାବାଳିକାକୁ...
ଦୂର ସ୍ଥାନକୁ ଯାତ୍ରା କଲାବେଳେ ରାସ୍ତାକଡରେ କିଲୋମିଟର ସୂଚାଇବା ପାଇଁ ପଥର ଫଳକ (ମାଇଲଷ୍ଟୋନ୍) ଲାଗିଥାଏ। କିନ୍ତୁ ଏହି ଫଳକର ରଙ୍ଗ ଅନେକ ସମୟରେ ଅଲଗା ଅଲଗା ହୋଇଥାଏ। କେଉଁଠି ହଳଦିଆ ରଙ୍ଗର ଫଳକ ଥାଏ ତ କେଉଁଠି ସବୁଜ ରଙ୍ଗର। ଭିନ୍ନ ଭିନ୍ନ ରଙ୍ଗର ଫଳକକୁ ନେଇ...
ମେଦବହୁଳତା ଆଜିର ସମାଜ ପାଇଁ ମୁଖ୍ୟ ସମସ୍ୟା ପାଲଟି ଗଲାଣି। ଏହାକୁ କମାଇବାକୁ ସମସ୍ତେ ଚିନ୍ତିତ। ଖାଦ୍ୟପେୟ ଉପରେ ଧ୍ୟାନ ଦେବାକୁ ବନ୍ଧୁମାନେ ଉପଦେଶ ଦିଅନ୍ତି। ଡାଏଟିଂ ଉପରେ ଧ୍ୟାନ ଦେବା ସହ ଜିମ୍ ଆଦି ଯାଇ ଓ ବ୍ୟାୟାମ କରି ମୋଟାପଣ କମେଇବାକୁ ଅନେକ ଚେଷ୍ଟା କରିଥାନ୍ତି।...
ଫାଇନାଲ୍ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୪ ୱିକେଟରେ ହରାଇ ନିଦାହାସ୍ ଟ୍ରଫିକୁ ନିଜ୍ ନାଁରେ କରିଛି। ଭାରତ ବିଜୟ ପରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଶେଷ ବଲ୍ରେ ଦିନେଶ କାର୍ତ୍ତିକ ଛକା ମାରିବେ ବୋଲି ଚିନ୍ତା କରିନଥିଲେ। କାର୍ତ୍ତିକଙ୍କୁ ଫାଇନାଲ ମ୍ୟାଚରେ ୭ ନମ୍ବରରେ ଖେଳିବା ପାଇଁ...
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ରେସ୍-୩ର ଆସିଛି ଫାଷ୍ଟପୋଷ୍ଟର। ଯେଉଁଥିରେ ଫ୍ୟାନମାନଙ୍କୁ ଖୁବ୍ ପସନ୍ଦ ଆସିଛି ଦବଙ୍ଗ ଖାନଙ୍କ ଲୁକ୍। ଏହା ପୂର୍ବରୁ ଫିଲ୍ମର ଫାଷ୍ଟଲୁକ ଏବଂ ଟିଜର ରିଲିଜ ହୋଇ ସାରିଛି। ଚଳିତ ବର୍ଷ ଇଦ୍ ଉପଲକ୍ଷେ ଜୁନ ୧୫ରେ ରିଲିଜ ହେବ ରେସ୍-୩। Is hafte...
ବାରିପଦା: ମୟୁରଭଞ୍ଜ ଝାରପୋଖରିଆରେ ଖସି ପଡ଼ିଲା ଭାରତୀୟ ବାୟୁସେନା ବିମାନ। ଓଡ଼ିଶା ଝାଡଖଣ୍ଡ ସୀମାର ମହୁଲଟାଙ୍ଗିରି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତାଙ୍କୁ ଝାଡ଼ଖଣ୍ଡର ବହଡାଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି। ପଶ୍ଚିମବଙ୍ଗର କୋଲେଇକୁଣ୍ଡା ଟ୍ରେନି ସେଣ୍ଟରରରୁ ଆଜି ବାୟୁସେନାର...
ନୂଆଦିଲ୍ଲୀ: ଇରାକରେ ୩୯ ଜଣ ଭାରତୀୟ ମୃତ। ଏହି ଭାରତୀୟଙ୍କୁ ସେଠାରେ ଅପହରଣ କରି ନିଆଯାଇଥିଲା। କୁହାଯାଉଥିଲା ସେମାନେ ନିଖୋଜ ଅଛନ୍ତି।ତେବେ ସମସ୍ତ ୩୯ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ ଏ ସଂପର୍କରେ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ...
ଭୁବନେଶ୍ୱର: ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ତାଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିଛି। #PresidentKovind directs Shri Satya Pal Malik, Governor of Bihar, to discharge functions of Governor...
ଜୟପୁର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଚାଞ୍ଚଲ୍ୟ। ଜଙ୍ଗଲ ଭିତରେ Cluster Resource Coordinator (ସିଆରସି)ଙ୍କୁ ପୋଡ଼ି ହତ୍ୟା ସନ୍ଦେହ। ବୋରିଗୁମା ଥାନା ଡାଙ୍ଗରା ନିକଟ ଜଙ୍ଗଲରୁ ସିଆରସିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ସିଆରସିଙ୍କ ପରିଚୟ ମିଳିଛି। ସେ ହେଲେ ଆମ୍ବାଗୁଡ଼ାର ସନ୍ଦୀପ ସିଲ୍। ସନ୍ଦୀପ ଗତକାଲିଠୁ ନିଖୋଜ...
ବ୍ରହ୍ମଗିରି: ଜେଟି ନିର୍ମାଣକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୁଳି ଓ ବୋମାମାଡ଼। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଘମୁଣ୍ଡା ନୂଆଗାଁ ଓ ସିପାକୁଦା ଗାଁ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନା ଅନୁସାରେ, କିଆନାସିର ସରକାରୀ ଜମିକୁ ନେଇ ସୃଷ୍ଟି ହୋଇଛି ଏହି ଗଣ୍ଡଗୋଳ। କିଆନାସିରେ...
ଭୁବନେଶ୍ୱର: ଆସନ୍ତା ୨୧ରେ ବିଧାନସଭା ଘେରାଉ କରିବେ ଚାଷୀ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ପାଇଁ ନିଷ୍ପତ୍ତି ହୋଇଥିବା ସଂଗଠନର ଆବାହକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି। ଗତ ୧୨ ତାରିଖରୁ ଲୋୟର୍ ପିଏମଜିରେ ସଂଗଠନ ପକ୍ଷରୁ...
ଭୁବନେଶ୍ୱର: ବିଜେପୁର ଝଟକା ପରେ ବିଜେପିର ଫୋକସରେ ପଶ୍ଚିମ ଓଡିଶା। ନୂଆ ରଣନୀତି ଅନୁସାରେ ବଲାଙ୍ଗିରେ ଆସନ୍ତା ୫ ତାରିଖରେ ଯୁବ ସମାବେଶ କରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଫୁଙ୍କିବେ ମିଶନ୧୯ର ମନ୍ତ୍ର। ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଥିବା ଶାହା ଭବାନୀ...
ଭୁବନେଶ୍ୱର: ଏପ୍ରିଲ ଦ୍ୱିତୀୟ ସପ୍ତାହରେ ମଧ୍ୟପ୍ରଦେଶ ଜଙ୍ଗଲରୁ ସାତକୋଶିଆ ଆସିବେ ଦୁଇଟି ବାଘ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ବନ ବିଭାଗ, ନ୍ୟାସନାଲ୍ ଟାଇଗର କନଜର୍ଭେସନ୍ ଅଥରିଟି ଓ ମଧ୍ୟପ୍ରଦେଶ ବନ ବିଭାଗ ଅଧିକାରୀଙ୍କ ସହ ଏ ନେଇ ହୋଇଛି ବିସ୍ତୃତ ଆଲୋଚନା। ବାଘଙ୍କୁ ସ୍ଥାନାନ୍ତରଣ ପାଇଁ...
ଭୁବନେଶ୍ୱର: ଆଜି ଚୈତ୍ର ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ମାନସିକଧାରୀ ଘଣ୍ଟ ପାଟୁଆଙ୍କ ନିଷ୍ଠାପୂର୍ଣ୍ଣ ନୃତ୍ୟରେ ଭାବ ବିହ୍ୱଳ ଭକ୍ତ। ପବିତ୍ର ଚୈତ୍ର ମାସରେ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ପୀଠରେ ଦେଖିବାକୁ ମିଳେ ଏକ ଅନନ୍ୟ...
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା। ତେବେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଯୋଗୁଁ ମୂଲ୍ୟାୟନ ପ୍ରକ୍ରିୟା ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଚୁକ୍ତି ଭିତ୍ତିକ ଶିକ୍ଷକମାନେ ଗତକାଲିଠାରୁ ଖାତାଦେଖା ବର୍ଜନ ଡାକରା ସହ ରାଜ୍ୟବ୍ୟାପି ମୂଲ୍ୟାୟନ କେନ୍ଦ୍ର...
୧୯୯୫ ମସିହାରେ ରିଲିଜ୍ ହୋଇଥିଲା ବଲିଉଡ୍ ସୁପରଷ୍ଚାର ସଲମାନ ଖାନ୍ଙ୍କ ଫିଲ୍ମ ‘ବୀରଗତି’। ଏଥିରେ ତାଙ୍କର ହିରୋଇନ୍ ସାଜିଥିଲେ ଅଭିନେତ୍ରୀ ପୂଜା ଡଡୱାଲ୍। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସେଦିନର ଏହି ଚୁଲବୁଲି ଅଭିନେତ୍ରୀ ଏବେ ରୋଗଶଯ୍ୟାରେ। ୧୫ ଦିନ ହେବ ଡାକ୍ତଖାନାରେ ଭର୍ତ୍ତି ହୋଇଛନ୍ତି। ଚିକିତ୍ସା...
ନୂଆଦିଲ୍ଲୀ: ପିଏନ୍ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି। ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ...
ଭୁବନେଶ୍ୱର : ହଟ୍ଟଗୋଳ ଛାଡି ଶାନ୍ତ ରହିବାକୁ ବାରମ୍ବାର ଅନୁରୋଧ କରୁଥିଲେ ବାଚସ୍ପତି ସୁମିତ୍ରା ମହାଜନ, ହେଲେ ତାଙ୍କ କଥା ଆଦୌ ଶୁଣୁନଥିଲେ ବିରୋଧୀ ସାଂସଦ। ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଆଜି ଏମିତି ଅବସ୍ଥା ଲାଗି ରହିଥିଲା ଲୋକସଭାରେ। ଫଳରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ...
ଆଜିକାଲି ଦେଖାଯାଉଛି ଛୋଟ ଠାରୁ ବଡ଼ ସମସ୍ତଙ୍କ ଆଖିରେ ଚଷମା। ଅନେକ ତ ନିଜର ମୁହଁର ସୌନ୍ଦର୍ଯ୍ୟ ବଢାଇବାକୁ ଆଖିରେ ଚଷମା ପିନ୍ଧନ୍ତି। କିନ୍ତୁ ଆଉ କିଛି ଲୋକ ଆଖିର ଦୃଷ୍ଟି ଶକ୍ତି ସମସ୍ୟା ଯୋଗୁଁ ଚଷମା ପିନ୍ଧିଥାନ୍ତି। ଏବେ ଏହି ସମସ୍ୟା ବଢିବାକୁ ଲାଗିଲାଣି। ଅନିୟମିତ ଦିନଚର୍ଯ୍ୟା...
ଦୁହିଁଙ୍କର ଜବରଦସ୍ତ କମେଡି ସମସ୍ତଙ୍କୁ ମତୁଆଲା କରୁଥିଲା। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି, ସମସ୍ତେ ହସି ହସି ବେଦମ ହେଇ ଯାଉଥିଲେ। ଆମେ କାହା କଥା କହୁଛୁ ଆପଣ ଜାଣି ପାରୁଥିବେ। ଦୁଇ ଜବରଦସ୍ତ ଯୋଡ଼ି କପିଲ୍ ଶର୍ମା ଏବଂ ସୁନୀଲ ଗ୍ରୋଭର । ସେମାନଙ୍କ ଭିତରେ ଘଟିଥିବା...