• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

lootera gang
ବାର୍‌ଗାର୍ଲଙ୍କ ସହ ଅୟସ୍‌ ପାଇଁ ଲୁଟ୍

ଭୁବନେଶ୍ୱର: ନିଶା ସେବନ ସାଙ୍ଗକୁ ବାର୍‌ଗାର୍ଲଙ୍କ ସହ ଅୟସ୍‌ ଲାଗି କରୁଥିଲେ ଲୁଟ୍। କମିଶନରେଟ୍ ପୋଲିସ ହାବୁଡରେ ପଡିଛି ରାଜଧାନୀରେ ଲୁଟ୍‌ରାଜ୍ ଚଳାଇଥିବା ଏମିତି ଏକ ୫ ଜଣିଆ ଗ୍ୟାଙ୍ଗ। ଏମିତିକି ସ୍ପିଡ୍ ବାଇକିଂରେ ଓସ୍ତାଦ ଜଣେ ନାବାଳକ କୁଆଡ଼େ ଏହି ଗ୍ୟାଙ୍ଗର ରିଂ ଲିଡର ବୋଲି ଜଣାପଡିଛି।...

bjd press meet
ଇବ୍ ନଦୀକୁ ଶୁଖାଇବାକୁ ଛତିଶଗଡ଼ କରୁଛି ଷଡଯନ୍ତ୍ର : ବିଜେଡି

ଭୁବନେଶ୍ୱର : ମହାନଦୀ ପରେ ଏବେ ଇବ୍ ନଦୀକୁ ଶୁଖାଇବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏଭଳି ଅଭିଯୋଗ ଆଣିଛି ବିଜେଡି। ଏଯାଏଁ ମହାନଦୀ ଟ୍ରିବ୍ୟୁନାଲ ବିଧିବଦ୍ଧ ଭାବେ ଆରମ୍ଭ ହୋଇନାହିଁ। ଟର୍ମ ଅଫ୍ ରେଫରେନ୍ସ ଓ ଭିତ୍ତିଭୂମି କେନ୍ଦ୍ର ସରକାର ଯୋଗାଇ ନାହାଁନ୍ତି।...

student
ଆନ୍ଦୋଳନରତ ଅଧ୍ୟାପକଙ୍କ ସମର୍ଥନରେ ବାହାରିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ଛାତ୍ରଛାତ୍ରୀଙ୍କ ଧାରଣା, ନାରାବାଜି। ଦାବି ପୂରଣ ନେଇ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ଏମିତି ଢଙ୍ଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମିଳିଛି ସମର୍ଥନ। ମାଟ୍ରିକ ଖାତା...

weather
କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ ସୂଚନା

ଭୁବନେଶ୍ୱର : ଅଧା ଓଡ଼ିଶା ପାଇଁ ସତର୍କ ସୂଚନା। କାଳବୈଶାଖୀ ବର୍ଷା, ପବନ ନେଇ ସତର୍କ କଲା ପାଣିପାଗ ବିଭାଗ। ୧୪ଟି ଜିଲ୍ଲାର ଲୋକଙ୍କୁ ରାତି ୭ଟା ପର୍ଯ୍ୟନ୍ତ ସତର୍କ ସୂଚନା। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ ସମେତ ଭଦ୍ରକ, ବାଲେଶ୍ୱର,...

salibvva
ଶୋଇବାବେଳେ ପାଟିରୁ ଲାଳ ଗଡୁଛି କି ? ଜାଣନ୍ତୁ ପ୍ରତିକାର

ଅନେକଙ୍କର ଏମିତି ଅଭ୍ୟାସ ଥିବାର ଦେଖିବାକୁ ମିଳେ। ଶୋଇଲା ବେଳେ ପାଟିରୁ ଅନେକ ସମୟରେ ଲାଳ ଗଡେ । ଅନ୍ୟ କିଏ ଏହା ଦେଖିଲେ ନିଜକୁ ସଂକୋଚ ଲାଗେ। ଯଦି ଆପଣଙ୍କର ବି ଶୋଇବା ସମୟରେ ଏମିତି ଲାଳ ଗଡୁଛି, ତେବେ ଚିନ୍ତା କରନ୍ତୁ ନାହିଁ। କାରଣ ଏହାର...

bjd
କେନ୍ଦ୍ରାପଡ଼ାର ଶତାଧିକ କର୍ମୀ ଓ ନେତା ବିଜେଡିରେ ସାମିଲ

ଭୁବନେଶ୍ୱର : ନବୀନ ନିବାସରେ ଆଜି ବି ହୋଇଛି ବିଜେଡିର ଯୋଗଦାନ କାର୍ଯ୍ୟକ୍ରମ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି କେନ୍ଦ୍ରାପଡ଼ାର ଶତାଧିକ ସଂଖ୍ୟାରେ ନେତା ଓ କର୍ମୀ। କଂଗ୍ରେସ ଓ ବିଜେପି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଏହି ସମସ୍ତ କର୍ମକର୍ତ୍ତା।...

elehhant
ବ୍ରହ୍ମଗିରିରେ ହାତୀ ଆତଙ୍କ

ବ୍ରହ୍ମଗିରି : ବ୍ରହ୍ମଗିରିରେ ହାତୀ ଆତଙ୍କ। ବ୍ରହ୍ମଗିରି ବ୍ଲକ ରାମଚନ୍ଦ୍ରପୁର ଲବଙ୍ଗସରରେ ଏକ ହାତୀ ଆଜି ସକାଳୁ ଆତଙ୍କ ସୃଷ୍ଟି କରିଛି। ହାତୀଟି ସାହୁପଡା, ଭଣ୍ଡାରୀକୁଦା ଗହୀରରେ ଧାନ ନଷ୍ଟ କରଥିଲା। ଏହାପରେ ହାତୀଟି ଲବଙ୍ଗସର ଆଡକୁ ଯାଇଥିଲା। ଖବର ପାଇ ହାତୀ ଦେଖିବା ପାଇଁ ଅନେକ ଲୋକ...

teacher's protest
ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଦାବି ପୂରଣ ନେଇ ଜିଦ୍‌ରେ ଅଟଳ ଶିକ୍ଷକ। ଏଣେ ଆନ୍ଦୋଳନରତ ଶିକ୍ଷକଙ୍କ ସହ ସାମିଲ ହେଲେ ଛାତ୍ରଛାତ୍ରୀ।  ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତାର ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଭୁବନେଶ୍ୱର ବିଜେବି କଲେଜ ଓ ବାଲେଶ୍ୱର ଏଫ୍.ଏମ କଲେଜେର ଆନ୍ଦୋଳନ...

koraput
ଶୌଚ ପାଇଁ ଯାଇଥିବାବେଳେ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

କୋରାପୁଟ: ସ୍କୁଲ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କୋରାପୁଟ ଦଶମନ୍ତପୁର ବ୍ଲକ ପରଜାବେଡାପଦର ସେବାଶ୍ରମ ସ୍କୁଲରେ ପଢୁଥିବା ୩ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରଯାଇଥିବା ଅଭିଯୋଗ ହୋଇଛି। ଅପହରଣ ହୋଇଥିବା ଛାତ୍ରୀଙ୍କ ମଧ୍ୟରେ ୨ ଜଣ ଷଷ୍ଠ ଶ୍ରେଣୀ ଏବଂ ଜଣେ ନବମ ଶ୍ରେଣୀର ଛାତ୍ରୀ ବୋଲି ସୂଚନା ମିଳିଛି।...

tej pratap
ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ

ପାଟନା: ଆଉ ମାତ୍ର କିଛିଦିନ ପରେ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ। ବିବାହ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏପ୍ରିଲ ୧୮ରେ ହେବ ନିର୍ବନ୍ଧ ଆଉ ମେ ୧୨ରେ ବିବାହ। ନିମନ୍ତ୍ରଣ କାର୍ଡ଼ ମଧ୍ୟ ଛପା ସରିଛି। ସବୁଠୁ ବଡ଼...

ganja
୧୪ କ୍ୱିଣ୍ଟାଲ ଗଞ୍ଜେଇ ସହ ୩ ଗାଡ଼ି ଜବତ

ମାଲକାନଗିରି: ମାଲକାନଗିରିରେ ଗଞ୍ଜେଇ ଚାଲାଣକାରୀ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ୍‌।  ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ପୋଲିସ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢଉ କରିଥିଲା। ସେମାନଙ୍କ ଠାରୁ ୧୪କ୍ୱିଣ୍ଟାଲ ଗଞ୍ଜେଇ ସହ ୩ଟି ଗାଡିକୁ ଜବତ କରାଯାଇଛି।  ଗଞ୍ଜେଇ ଚାଲାଣକାରୀମାନେ ଏକ ଦାମୀ ଗାଡିରେ ନୀଳବତୀ ଲଗାଇ...

beo
ଏରିୟର ବିଲ୍ କରାଇବା ପାଇଁ ଲାଞ୍ଚ ମାଗୁଥିବା ଅଭିଯୋଗ

ନୟାଗଡ଼: ନୟାଗଡ଼ ଖଣ୍ଡପଡା ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ। ଏରିୟର ବିଲ୍ କରାଇଦେବା ପାଇଁ ବିଇଓ ଗଣ ଶିକ୍ଷକ ମାନଙ୍କୁ ୧୦ ପ୍ରତିଶତ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି।  କିଛି ଗଣ ଶିକ୍ଷକ...

prabhas
ସତରେ କ’ଣ ବିବାହ କରିବେ ପ୍ରଭାସ!

ହାଇଦ୍ରାବାଦ: ବଲିଉଡ଼ରେ ଯେମିତି ସଲମାନ୍ ଖାନ୍‌ଙ୍କ ବିବାହକୁ ନେଇ ସବୁବେଳେ ଚର୍ଚ୍ଚା, ସେମିତି ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରି ବାହୁବଳୀ ଷ୍ଟାର ପ୍ରଭାସଙ୍କ ବିବାହକୁ ନେଇ ଗତ କିଛି ବର୍ଷ ହେବ ଚର୍ଚ୍ଚାରେ ରହି ଆସୁଅଛି। ଗତ ବର୍ଷ ଏପ୍ରିଲ୍‌ରେ ବାହୁବଳୀ-୨ ରିଲିଜ୍‌ ହୋଇଥିଲା। ଏହାପରେ ପ୍ରଭାସ ଓ ତାଙ୍କ...

ipl
ବାଙ୍ଗାଲୋରକୁ ହରାଇଲା କୋଲକତା ନାଇଟ୍ ରାଇଡର୍ସ

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଆର୍‌ସିବିକୁ ୪ ୱିକେଟ୍‌ରେ ପରାସ୍ତ କରି ଆଇପିଏଲରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୬ରନ୍‌ କରିବାରେ ସକ୍ଷମ ହୋଇଥିଲା। ଜବାବରେ କେକେଆର୍ ୭ଟି ବଲ୍‌ ବାକିଥାଇ ଏହି ବିଜୟ ଲକ୍ଷ୍ୟକୁ ହାସଲ...

bus overturn
ଭାରସାମ୍ୟ ହରାଇ ଓଲଟିଲା ବସ୍, ୨୨ ଆହତ

ଭୁବନେଶ୍ୱର: ଗଞ୍ଜାମ ଦିଗପହଣ୍ଡିରେ ସଡକ ଦୁର୍ଘଟଣା। ରାସ୍ତା କଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ଆଜି ସକାଳେ ଦିଗପହଣ୍ଡି ଗୋକର୍ଣ୍ଣପୁର ନିକଟରେ ଏକ ଯାତ୍ରାବାହୀ ବସ୍ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ମେଡିକାଲ ପାଠାଯାଇଛି। ଆହତମାନେ ଭୁବନେଶ୍ୱର...

monsoon
ଉତ୍ତର,ଦକ୍ଷିଣ ସମେତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଜାରି ରହିଛି କାଳବୈଶାଖୀ ଜନିତ ବର୍ଷା। ଉପକୂଳ ଅଞ୍ଚଳରେ ତାତି ସାମାନ୍ୟ କମିଥିଲେ ମଧ୍ୟ ଆଭ୍ୟନ୍ତରୀଣ ଅଞ୍ଚଳରେ ତାତି ଅଧିକ ରହିଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ଜନିତ ବର୍ଷା। ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ...

congress
କଂଗ୍ରେସର ଅଭିନବ ପ୍ରତିବାଦ

ନୂଆଦିଲ୍ଲୀ/ଭୁବନେଶ୍ୱର: ଏପ୍ରିଲ ୨ ଭାରତ ବନ୍ଦ ସମୟରେ ଦେଶର ବିଭିନ୍ନ ସହରରେ ହୋଇଥିବା ହିଂସାକାଣ୍ଡକୁ ବିରୋଧ କରି ଏହାର ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଦେଶ ବ୍ୟାପୀ ଉପବାସ ପାଳନ କରାଯାଉଛିା ଦେଶରେ ଶାନ୍ତି ଓ ସଂହତି ବଜାୟ ରଖିବା ଉଦ୍ଦେଶ୍ୟରେ କଂଗ୍ରେସ ତରଫରୁ ଆଜି ସକାଳୁ ଏଭଳି...