• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

TH17JAYPANDA
'ମୁଁ ଯେକୌଣସି ରାଜନୈତିକ ପ୍ରତିବାଦର ସାମ୍ନା କରିବାକୁ ପ୍ରସ୍ତୁତ’: ବୈଜୟନ୍ତ

True. I'm ready to face any political opposition, but violent non-local protestors confining women & children inside their housing complex (today is the 5th day!), with police & district administration refusing to intervene. It's sickening....

adiabsi
ଇମ୍ଫା ଥେରୁବାଲି ପ୍ଲାଣ୍ଟ ଆନ୍ଦୋଳନକୁ ଆଦିବାସୀ ସଙ୍ଘର ବିରୋଧ, କହିଲା ଶାସକ ଦଳର ଚାପରେ ହିଁ ସବୁକିଛି ଚାଲିଛି

ରାୟଗଡ଼ା: ଇମ୍ଫା ଥେରୁବାଲି ଆଗରେ ଆନ୍ଦୋଳନକୁ ବିରୋଧ କରିଛି ଜିଲ୍ଲା ଆଦିବାସୀ ସଙ୍ଘ। ରାୟଗଡ଼ା ଜିଲ୍ଲା ଆଦିବାସୀ ସଙ୍ଘର ସଭାପତି ଆପଲସ୍ୱାମୀ କାଡ଼୍ରାକା ଆନ୍ଦୋଳନକୁ ସମାଲୋଚନା ମଧ୍ୟ କରିଛନ୍ତି। କାଡ଼୍ରାକା କହିଛନ୍ତି ଯେ, ଆଦିବାସୀମାନେ ହିଂସାତ୍ମକ ଆନ୍ଦୋଳନକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ଶାସକ ଦଳର ଚାପରେ ଏଭଳି କାଣ୍ଡ...

imfa
ଇମ୍ଫା ପ୍ଲାଣ୍ଟରେ ଆନ୍ଦୋଳନ ଜାରି: ବାହ୍ୟ ଚାପ ନେଇ ସନ୍ଦେହ

ରାୟଗଡ଼ା: ଥେରୁବାଲି ସ୍ଥିତ ଇମ୍ଫା ପ୍ଲାଣ୍ଟ ଆଗରେ ଜାରି ରହିଥିବା ଆନ୍ଦୋଳନ ଆଜି ପଞ୍ଚମ ଦିନରେ ପହଞ୍ଚିଛି।  ଏଥିପାଇଁ ପ୍ଲାଣ୍ଟ ପରିସରରେ ଅଚଳାବସ୍ଥା ଜାରି ରହିଥିବା ବେଳେ ସାଧାରଣ ଲୋକ ଓ କାରଖାନା ଭିତରେ ବନ୍ଦୀ ହୋଇ ରହିଥିବା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏଭଳି ଆନ୍ଦୋଳନ ପଛରେ...

fake note
ଜାଲ୍‌ ନୋଟ ରାକେଟ୍ ଠାବ: ୪୨ ହଜାର ୫ ଶହ ନକଲି ଟଙ୍କା ଜବତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଜାଲ୍‌ ନୋଟ ରାକେଟ ଠାବ ହୋଇଛି। ଜାଲ୍‌ ନୋଟ କାରବାର ଅଭିଯୋଗରେ ବୀରମହାରାଜପୁର ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏଥି ସହିତ ସେମାନଙ୍କଠାରୁ ୪୨ ହଜାର ୫ ଶହ ନକଲି ଟଙ୍କା ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଜିଲ୍ଲା...

kim and moon j-in
ନରମିଲେ କ୍ରୁର କିମ୍‌: ଶାନ୍ତି ପାଇଁ ଚାଲି ଚାଲି ଦେଶର ସୀମା ଡେଇଁଲେ

ପୋଙ୍ଗ୍‌ୟାଙ୍ଗ୍: ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍‌ ଏବଂ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇନ୍ ମଧ୍ୟରେ ଶୁକ୍ରବାର ଐତିହାସିକ ସାକ୍ଷାତ ହୋଇଛି। ଏଥିପାଇଁ କିମ୍‌ ଜଙ୍ଗ୍‌ ଉନ୍‌ ନିଜେ ଚାଲି ଚାଲି ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଦକ୍ଷିଣ କୋରିଆରେ ପହଞ୍ଚିଛନ୍ତି। ଦୁଇ ଦେଶ ମଧ୍ୟରେ...

modi meet xi jinping
ସି ଜିନ୍‌ ପିଙ୍ଗ୍‌ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ସହ ଶୁକ୍ରବାର ଅନୌପଚାରିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ହୁବେଇ ସ୍ଥିତ ମ୍ୟୁଜିୟମରେ ଉଭୟ ନେତାଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ ପିଙ୍ଗ୍‌ଙ୍କ ମଧ୍ୟରେ...

hema gamang
ବିଜେଡି ଛାଡିଲେ ହେମା: ଦର୍ଶାଇଲେ ଏହି ୭ ଟି କାରଣ

ଭୁବନେଶ୍ୱର: ବିଜେଡି ଛାଡିଲେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ରାୟଗଡ଼ା ଜିଲ୍ଲା ଅନ୍ତଝୋଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ଏକଥା ସ୍ପଷ୍ଟ କରିଛନ୍ତି ହେମା। ଦଳ ଛାଡ଼ିବାକୁ ହେମା ୭ଟି କାରଣ ଦର୍ଶାଇଛନ୍ତି। ସେଥିରୁ କିଛି ପ୍ରମୁଖ ହେଲା, ତାଙ୍କୁ ଦଳରେ ଅଣଦେଖା କରାଯାଉଛି, ସରକାରୀ ଯୋଜନାରେ...

sonam kapoor
ବାହା ହେବେ, କିନ୍ତୁ କାର୍ଡ ଛାପିବେନି ସୋନମ୍‌!

ମୁମ୍ବାଇ: ବଲିଉଡ଼ ଇଣ୍ଡଷ୍ଟ୍ରିର ଫ୍ୟାଶନ ଡିଭା ସୋନମ କପୁର ଓ ଆନନ୍ଦ ଅହୁଜାଙ୍କ ବିବାହକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି। ବର୍ତ୍ତମାନ ମିଳିଥିବା ଜାଜା ଖବର ଅନୁଯାୟୀ, ସୋନମ ତାଙ୍କ ବିବାହ କାର୍ଡ ନ ଛପାଇବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା...

child marriage
ଧନ୍ୟ ସେ ମାଆ: ଖେଳ ବୟସରେ ଝିଅକୁ ଟେକି ଦେଲା ପର ହାତକୁ

ଭୁବନେଶ୍ୱର: ଆମ ସମାଜରୁ ଏବେବି ହଟିନି କୁସଂସ୍କାର। ଖେଳ ବୁଲ ଓ ପାଠପଢ଼ା ବୟସରେ କିଛି ବାପ ମା’  ସେମାନଙ୍କ ଝିଅକୁ ବାହା କରି ଦେଉଛନ୍ତି। ଏହା ଏକ କୁତ୍ସିତ ପରମ୍ପରା ଓ ବେଆଇନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଭଳି ଘଟଣା ସମାଜରେ ଘଟି ଚାଲିଛି। ଏହାର ୨ଟି...

indu malhotra
ସିଧାସଳଖ ସୁପ୍ରିକୋର୍ଟର ମହିଳା ବିଚାରପତି ହେଲେ ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରା

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଇନଜୀବୀ ଭାବେ ଇନ୍ଦୁ ମଲହୋତ୍ରା, ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନ ବିଚାରପତି  ଦୀପକ ମିଶ୍ର ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୬୧ବର୍ଷୀୟା ବରିଷ୍ଠ ଆଇନଜୀବୀ ଇନ୍ଦୁ ମଲହୋତ୍ରା ସିଧାସଳଖ ସୁପ୍ରିମକୋର୍ଟ ବାର୍ କାଉନ୍‌ସିଲରୁ ବିଚାରପତି...

elephant
ଦଳି ଦେଲା ହାତୀ

ଭୁବନେଶ୍ୱର: ପୁଣି ଦନ୍ତା ହାତୀ ଆତଙ୍କ। ହାତୀ ଆକ୍ରମଣରେ ରାଜଗାଙ୍ଗପୁର ବନଖଣ୍ଡର ଲୋଧାବସା ଗାଁର ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ଟଙ୍କ କେର୍କେଟା। ଭୋରରୁ ଶୌଚ କରିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଦଳି ଦେଇଥିଲା।  ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ହସ୍ପିଟାଲକୁ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ...

explosive recovered from train
ଟ୍ରେନ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ

ଝାରସୁଗୁଡ଼ା: ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।  ଆଲ୍ଲେପି – ଧାନ୍‌ବାଦ ଏକ୍ସପ୍ରେସ୍‌ ଝାରସୁଗୁଡା ରୋଡ ଷ୍ଟେସନରେ ଅଟକି ଥିବା ବେଳେ ଏକ ପ୍ଲାଷ୍ଟିକ ବ୍ୟାଗରୁ ଧୂଆଁ ବାହାରିଥିଲା। ଏହାକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡିଥିଲେ। ବିସ୍ଫୋରକ ସାମଗ୍ରୀ ଥିବା ସନ୍ଦେହକରି ଯାତ୍ରୀମାନେ...

kalabaisakhi
କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ଓଡ଼ିଶାରେ ସ୍ଥିତି ଟିକେ ନିୟନ୍ତ୍ରଣାଧୀନ ଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହା ଅସମ୍ଭାଳ। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଠାରୁ ଟିକେ ଆଶ୍ୱସ୍ତ ମିଳିବ। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ...