ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ। ଛାତ୍ରଛାତ୍ରୀ www.samsodisha.gov.in ୱେବ୍ସାଇଟ୍ରୁ କଟ୍ ଅଫ୍ ମାର୍କ ଦେଖିପାରିବେ। ପ୍ରଥମ ମେରିଟ୍ ଲିଷ୍ଟ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୨ରୁ ଆରମ୍ଭ ହୋଇ ୫ ତାରିଖରେ ସରିବ। ସେହିପରି...
ଭୁବନେଶ୍ୱର: ପୁଣି ବଢିବ ତାତି। ତା’ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ଗୁଳୁଗୁଳି ଲାଗି ରହିବ। କାହିଁକି ନା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ହୋଇପଡିଥିବାରୁ ବର୍ଷା ହେବାର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ...
ପୁରୀ: କଥାରେ ଅଛି ସଂପଦେ ସମସ୍ତେ ବୋଲାନ୍ତି ସଖା ହେଲେ ବିପଦେ କେହି ନ ଦିଅନ୍ତି ଦେଖା। ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ଏଭଳି ଲୋକ କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଗୋପାଳପୁର ଗାଁର ଆଲୋକଙ୍କ ବନ୍ଧୁମାନେ। ବିନା ସ୍ୱାର୍ଥରେ ସାହାଯ୍ୟର...
ଭୁବନେଶ୍ୱର : ପୁଣି ବିଜେଡିର ଗୁମର ଖୋଲିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗନେଇ ବୈଜୟନ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କୋଟେରୀ ଦ୍ୱାରା ପରିଚାଳିତ ହେଉଛନ୍ତି ଓ ତାକୁ ନେଇ ସେ ଚିନ୍ତିତ। ପାଣ୍ଡିଆନ୍ଙ୍କ ଭୂମିକା ନେଇ ସିବିଆଇ କିମ୍ବା...
ଭୁବନେଶ୍ୱର : ରାଜଧାନୀରେ ତ୍ରିକୋଣୀୟ ପ୍ରେମର ଭୟଙ୍କର ପରିଣତି। ପୁରୁଷ ବନ୍ଧୁଙ୍କ ସହ ମିଶି ପ୍ରେମିକଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକା । ମୃତକ ହେଲେ କଟକର ବୈଜୟନ୍ତ ମହାନ୍ତି। ଭୁବନେଶ୍ୱର ବୁଦ୍ଧନଗର ଅଂଚଳର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ବର୍ଷେ ତଳେ ଉଭୟଙ୍କ...
ଓଡ଼ିଆରେ ଗୋଟିଏ ପ୍ରବାଦ ରହିଛି। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଆମେ ଯଦି ନ ହସି ସବୁ ବେଳେ ଚିନ୍ତାଗ୍ରସ୍ତ ବା ବିଷାଦଗ୍ରସ୍ତ ରହିବା ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିବ ଆଉ ଆମେ ଅସୁସ୍ଥ ହୋଇପଡ଼ିବା । ଆମ ଶରୀର ବହୁ...
ତାଳଚେର : ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଶିକ୍ଷକ। ଅନୁଗୁଳ ଜିଲ୍ଲା ତାଳଚେର ITI କଲେଜରୁ ଆସିଛି ଏଭଳି ଅଭିଯୋଗ। ଆଜି ପୂର୍ବାହ୍ନରେ କିଛି ଛାତ୍ର ବସି କଥା ହେଉଥିବା ବେଳେ ଶିକ୍ଷକ ବାଡିରେ ପିଟିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କୁ ମାଡ଼ ପ୍ରତିବାଦରେ କଲେଜ ଗେଟ୍ରେ ତାଲା ପକାଇ...
ଭୁବନେଶ୍ୱର : ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତି ଅନୁସାରେ ଭୁବନେଶ୍ୱର ଇସ୍କନ ମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଛି। ଘଣ୍ଟଘଣ୍ଟା ନାଦରେ ପ୍ରଥମେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନ ବେଦିରେ ପହଣ୍ଡି ବିଜେ କରାଯାଇଥିଲା। ଏହାପରେ ଶ୍ରୀଜିଉଙ୍କର ସ୍ନାନ ପର୍ବ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ...
ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ଭିଡିଓ ଲୋକ ଲୋଚନକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା। LoC ଅତିକ୍ରମ ପାକ୍...
ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା...
ଔରଙ୍ଗାବାଦ : ଆଜି ହେଉଛି ସ୍ନାନ ପୂର୍ଣ୍ଣିମା I ମହାରାଷ୍ଟ୍ରରେ ଆଜିର ଦିନକୁ ବଟ ପୂର୍ଣ୍ଣିମା ଭାବେ ପାଳନ କରାଯାଏ I ଆଜି ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଅାୟୁଷ କାମନା କରି ବଟ ବୃକ୍ଷ ପୂଜା କରନ୍ତିI କିନ୍ତୁ ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଂଚଳରେ ଘଟିଛି ଓଲଟା...
ଚମ୍ପୁଆ : ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବଢିଲା ଅଡୁଆ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିରେ ହାଜର ହେଲେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍ସର ପରିବହନ କାର୍ଯ୍ୟରେ ସଂପୃକ୍ତି ଅଭିଯୋଗ ନେଇ ତାଙ୍କୁ ଜେରା କରୁଛି ଇଡି। କମ୍ପାନୀର ପରିବହନ କାର୍ଯ୍ୟ ସମ୍ପର୍କରେ ପଚରାଉଚରା...
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, କୌଣସି ଚିଠି ରାଷ୍ଟ୍ରପତିଙ୍କ ଭବନରୁ ଏବିଷୟରେ ଆସିନି କି କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ତେଣୁ ଏହି ପ୍ରସଙ୍ଗରେ...
ମୁମ୍ବାଇ: ମୁମ୍ବାଇରେ ଚାର୍ଟାର୍ଡ଼ ବିମାନ ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇ ସହରର ଘାଟକୋପର ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘାଟକୋପରର ଏକ ନିର୍ମାଣଧୀନ ବିଲ୍ଡିଂ ନିକଟରେ ଏହି ଦୁର୍ଘଟଣା ଘଟିଛି।...
ଭୁବନେଶ୍ୱର: ଭଞ୍ଜ କଳା ମଣ୍ଡପରେ ତିନିଦିନ ଧରି ଆୟୋଜିତ ତୃତୀୟ ନୃତ୍ୟ ନୈବେଦ୍ୟ ଓଡିଶୀ ଉତ୍ସବ ଉଦଯାପିତ ହୋଇଛି I ଏଥିରେ ମୁଖ୍ୟ ଆକର୍ଷଣ ଥିଲା ଶିଶୁ କଳାକାରମାନଙ୍କ ନୃତ୍ୟ I ଶିଶୁ କଳାକାରମାନଙ୍କ ଦ୍ୱାରା ପରିବେଷିତ ନୃତ୍ୟ ଦର୍ଶକଙ୍କୁ ଅଭିଭୂତ କରିଥିଲା I ପ୍ରତିଭା ଅନ୍ୱେଷଣରେ ଭାଗ...
ନୂଆଦିଲ୍ଲୀ: ଆପଣେ ଦେଖିଛନ୍ତି କି ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର୍ ଫିଲ୍ମ ‘ଡନ୍’? ତେବେ ନିଶ୍ଚୟ ଶୁଣିଥିବେ ଫିଲ୍ମର ସବୁଠାରୁ ହିଟ୍ ହୋଇଥିବା ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍ ବନାରସ ୱାଲା’। ଗୀତଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେବି ଲୋକଙ୍କ ମନରେ ଏହା ରହିଛି। ଆଜିବି...