ବୌଦ୍ଧ: ବୌଦ୍ଧ ଜିଲ୍ଲା ଧଳପୁର ଗାଁରେ ଭାଲୁ ଆକ୍ରମଣରେ ପ୍ରଭାସିନୀ ମହାକୁଡ଼ ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳା ଜଣକ ଗାଁ ପାଖ ବିଲକୁ ଯାଇଥିବା ବେଳେ ହଠାତ୍ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା। ଲୋକେ...
କେନ୍ଦୁଝର: ଭୋଜିକୁ ନ ନେବାରୁ ଆତ୍ମହତ୍ୟା କଲା ଝିଅ। ଝିଅ ମୃତ୍ୟୁର ଦୁଃଖରେ ମା’ ବି ଜୀବନ ହାରିଲା। ବଡ଼ବିଲର ମହାରଣା ସାହିରେ ଏଭଳି କରୁଣ ପରିସ୍ଥିତି ଦେଖିବାକୁ ମିଳିଛି। ଝିଅ ଆତ୍ମହତ୍ୟା କରିବାର ଗୋଟିଏ ଦିନ ପରେ ମା’ ମଧ୍ୟ ଆତ୍ମହତ୍ୟା କରିଛି। ମୃତ ମହିଳା ଜଣକ...
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଡାକ୍ତର ଦାମୋଦର ରାଉତ। ଦାମ କହିଛନ୍ତି, ମନ୍ତ୍ରୀ ଆଞ୍ଚଳିକବାଦ କହି ରାଜ୍ୟକୁ ଭାଗ ଭାଗ ଉଦ୍ୟମ କରିବାକୁ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାକୁ ସହି ହେବ ନାହିଁ। ସାଧାରଣ...
ଭୁବନେଶ୍ୱର: ରାଜଧାନୀରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ଏହି ଅଭିଯୋଗ ଆସିଛି ଭୁବନେଶ୍ୱର ମଞ୍ଚେଶ୍ୱରର ସମେଇଗାଡ଼ିଆ ଅଞ୍ଚଳରୁ। ଦୁଷ୍କର୍ମର ଶିକାର ହୋଇଥିବା ମହିଳା ଜଣକ ମାନସିକ ବିକାରଗ୍ରସ୍ତ ବୋଲି ସୂଚନା ମିଳିଛି। ଦୁଷ୍କର୍ମ ଅଭିଯୋଗ ମାମଲାରେ ସମେଇଗାଡ଼ିଆ ଅଞ୍ଚଳର ଏକ ଘରୋଇ ସଂସ୍ଥାର ମାଲିକ ଜୟନ୍ତ ପଣ୍ଡାଙ୍କୁ ମଞ୍ଚେଶ୍ୱର...
ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୁବ ଜଣେ ଭାରତୀୟ ବଂଶୋଦ୍ଭବ ଓକିଲଙ୍କୁ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦାଦର ସିଂ ଗିଲ୍। ୫୯ ବର୍ଷୀୟ ଦାଦରଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ସିଙ୍ଗାପୁରରେ ସେ ଜଣେ ଭଲ ପ୍ରପର୍ଟି...
ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ସିବିଏସ୍ଇ ପରୀକ୍ଷା ଖାତାର ଭୁଲ ମୂଲ୍ୟାୟନ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଓ ମାର୍କ ଟୋଟାଲିଂରେ ଭୁଲ ଥିବା ଅଭିଯୋଗରେ ଦେଶର ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଏସ୍ଇ ବୋର୍ଡ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ...
ୱାସିଂଟନ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆମେରିକାର ଏକ ନ୍ୟୁଜପେପର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ । ଏଥିରେ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଅାହତ ହୋଇଛନ୍ତି । ଅାମେରିକା ମେରୀଲ୍ୟାଣ୍ଡ ସ୍ଥିତ କ୍ୟାପିଟାଲ ଗ୍ୟାଜେଟ କାର୍ଯ୍ୟାଳୟ ଉପରେ ଜଣେ ବନ୍ଧୁକଧାରୀ ହଠାତ...
କଟକ: ସେଦିନ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ, ହେଲେ ଆଜି ଚାଲିଗଲେ। ପ୍ରାୟ ୧୦ ଘଣ୍ଟା ଧରି ପାଇପ୍ ଭିତରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ପ୍ରାଣ ନେଇ ଫେରିଥିବା ପ୍ରାଣକୃଷ୍ଣ ମୁଦୁଲିଙ୍କ ଦୀର୍ଘ ୪୪ଦିନ ପରେ ମୃତ୍ୟୁ ଘଟିଛି। ଦେଉଳିସାହି ସ୍ଥିତ ନିଜ ଘରେ ଗତକାଲି...
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ। କଳାରେ ଘଷିପୁରାର ସାଇଁକୁଳ କଲେଜ ସର୍ବାଧିକ ୭୮.୬୭%, ବିଜ୍ଞାନରେ ରେଭେନ୍ସା କଲେଜ ସର୍ବାଧିକ ୮୮.୮୩% ଏବଂ ବାଣିଜ୍ୟରେ ବିଜେବି କଲେଜର ସର୍ବାଧିକ ୭୮.୨% କଟ୍ ଅଫ ମାର୍କ ରହିଛି। ଛାତ୍ରଛାତ୍ରୀ www.samsodisha.gov.in ୱେବ୍ସାଇଟ୍ରୁ କଟ୍ ଅଫ୍ ମାର୍କ...
ଭୁବନେଶ୍ୱର: ସି ପ୍ଲେନ୍ ପରେ ଓଡ଼ିଶାରେ ଗଡିବ ଲକ୍ଜୁରି ଟ୍ରେନ୍। ଏଥିପାଇଁ ରେଳବାଇ ପକ୍ଷରୁ ରାଜ୍ୟ ସରକାରଙ୍କୁ ବିଧିବଦ୍ଧ ପ୍ରସ୍ତାବ ଦିଆଯାଇଛି। ରାଜସ୍ଥାନରେ ଚାଲୁଥିବା ‘ପ୍ୟାଲେସ ଅନ୍ ହୁଇଲ’ ଢାଞ୍ଚାରେ ଏହା ପ୍ରସ୍ତୁତ କରାଯିବ। ଓଡ଼ିଶା ସରକାର ଓ ରେଳବାଇ ମିଳିତ ଭାବେ ଏହି ଟ୍ରେନ ସେବା ଆରମ୍ଭ...
ଭୁବନେଶ୍ୱର/ଗୌହାଟି: ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ପୁଣି ଏକ ଜାତୀୟ ରେକର୍ଡ। ୧୦୦ ମିଟର ଦୌଡ଼ରେ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ଦୂତୀ। ଗୌହାଟିରେ ଚାଲିଥିବା ୫୮ତମ ନ୍ୟାସନାଲ୍ ଇଣ୍ଟରଷ୍ଟେଟ୍ ସିନିୟର ଆଥ୍ଲେଟିକ୍ସ ଚାମ୍ପିୟନସିପ୍ରେ ସେ ଏହି ରେକର୍ଡ କରିଛନ୍ତି। ଆଥ୍ଲେଟିକ୍ ମିଟ୍ର ସେମିଫାଇନାଲ୍ରେ ଦୌଡ଼ି ସେ ଏହି...
କଟକ/ପାରାଦୀପ: ଗୋଟିଏ ପରେ ଗୋଟିଏ ଉଦ୍ଧାର ହେବାରେ ଲାଗିଛି ସାପ ଛୁଆ। ଆଜି ବି ପୁଣି ୨ଟି ସ୍ଥାନରେ ସାପ ଉଦ୍ଧାର ହୋଇଛି। କଟକ ସାଲେପୁରର ମାହାଙ୍ଗା ବ୍ଲକ ଅନ୍ତର୍ଗତ କାଳିଅଣ୍ଟି ଗାଁରେ ଥିବା ଭାଗବତ ଗାଦି ଠାକୁର ଘରୁ ୩ଟି ନାଗସାପ ଉଦ୍ଧାର କରାଯାଇଛି। ଅଧିକ ସାପ...